Browsing category

ସତ୍ୟ ସନ୍ଧାନ

ଆଜିର ଅନୁଚିନ୍ତା

➡️”ବନ୍ଧୁତା ନିଜ ସମାସ୍କନ୍ଧ ଲୋକ ସହିତ କରାଯାଇପାରେ । ଅର୍ଥାତ୍ ସମାନ ବିଚାରଧାରା, ସମାନ କଳ୍ପନା, ସମାନ ଆର୍ଥିକ ସ୍ୱଚ୍ଛଳତାକୁ ଭିତି କରି ବନ୍ଧୁତା କଲେ ତାହା ଶୀଘ୍ର ଭାଙ୍ଗିଯାଏ ନାହିଁ । ସର୍ବଦା ତିଷ୍ଠିରହେ ! ➡️କୌଣସି ବସ୍ତୁ କିମ୍ବା ବ୍ୟକ୍ତିଙ୍କ ପ୍ରତି ଅତ୍ୟଧିକ ମୋହ ରଖନ୍ତୁ ନାହିଁ ।ଯାହା ଆପଣଙ୍କର ଦୁଃଖର କାରଣ ବନିପାରେ । ➡️ ଏ ସ୍ବାର୍ଥପର ଦୁନିଆରେ ଶତୃ ବନେଇବା କିଛି ଦରକାର ନାହି, କିଛି ଭଲ କାମ କର […]

ଆଜିର ଅନୁଚିନ୍ତା

➡️କେବେ କାହାକୁ ଗରିବ ଭାବି ସମ୍ପର୍କ ଭାଙ୍ଗ ନାହିଁ , କାରଣ ଗରିବ ପାଖରୁ ଯେଉଁ ସମ୍ମାନ ମିଳିଥାଏ ତାହା କେବେ ଜଣେ ଧନୀ ପାଖରୁ ମିଳି ନ ଥାଏ । ➡️ସମସ୍ତ ନିଷ୍ପତି କେବଳ ଆମର ହୋଇନଥାଏ କିଛି ନିଷ୍ପତି ସମୟର ମଧ୍ୟ ହୋଇଥାଏ । ➡️ଯିଏ ପରିଶ୍ରମରେ ବିଶ୍ବାସ ରଖେ, ସେ ଭାଗ୍ୟ କଥା କେବେ ବି କୁହେନାହିଁ । ➡️ସ୍ବାର୍ଥ ଶେଷ ତ ସମ୍ପର୍କ ବି ଶେଷ ଏହା ହିଁ ବାସ୍ତବ । […]

ଆଜିର ଅନୁଚିନ୍ତା

➡️କୌଣସି ମଣିଷ କେବେ ନିଜ ଇଛାରେ ବଦଳି ନଥାଏ, ଜୀବନରେ କିଛି ଘଟଣା ବା ପରିସ୍ଥିତି ଏମିତି ଘଟିଥାଏ ଯାହା ଗୋଟିଏ ମଣିଷକୁ ବଦଳିବାକୁ ବାଧ୍ୟ କରିଥାଏ । ➡️ଆମ ପାଖରେ ଯେତିକି ଅଛି ସେତିକିରେ ଖୁସି ରହିବାକୁ ଚେଷ୍ଟା କରିବା ଉଚିତ୍ ।କାହିଁକି ନା ଅତ୍ୟଧିକ ଆଶା ଓ ଲୋଭ ମଣିଷକୁ ଦୁଃଖ ଆଡକୁ ଟାଣି ନେଇଥାଏ । ➡️ ଯେତେବେଳ ପର୍ଯ୍ୟନ୍ତ ବାପା ନାମକ ଶବ୍ଦ ତୁମ ପାଖରେ ଅଛି ନା ସେ ପର୍ଯ୍ୟନ୍ତ […]

ଆଜିର ଅନୁଚିନ୍ତା

ସନ୍ଦେହର କୌଣସି ଚିକିତ୍ସା ନାହିଁ, ଚରିତ୍ରର କୌଣସି ପ୍ରମାଣ ନାହିଁ, ମୌନ ରହିବା ଠାରୁ କୌଣସି ଭଲ ପ୍ରୟାସ ନାହିଁ ଆଉ ଶବ୍ଦ ଠାରୁ କଡା ବାଣୀ କିଛି ନାହିଁ । ହାରିଗଲେ ମଣିଷ କେବେ ବି ଦୁର୍ବଳତା ହୋଇ ନ ଥାଏ ।ଦୁର୍ବଳତା ସେତେବେଳେ ହୋଇଥାଏ ଯେତେବେଳେ ସେ ଚେଷ୍ଟା କରି ନ ଥାଏ । ଏହା ନିଶ୍ଚୟ ପରୀକ୍ଷା କରି ନିଅନ୍ତୁ ଯେ ଜୀବନରେ ଯେଉଁ ଲୋକମାନେ ଆପଣଙ୍କଠାରୁ ଦୂରେଇବାକୁ ଚାହୁଁଛନ୍ତି, ସେମାନେ ପ୍ରଥମେ […]

ସତ୍ୟସନ୍ଧାନର ପ୍ରଭାବ,ନିଷ୍ପତି ବଦଳାଇଲା ଗ୍ରାମ୍ୟ ଉନ୍ନୟନ ବିଭାଗ

ବାରଙ୍ଗ,୨୮/୩(ଏସ୍ ଏସ୍ ନିୟୁଜ)ବ୍ରିଜ ନିର୍ମାଣ ସ୍ଥାନ ପରିବର୍ତ୍ତନ କୁ ନେଇ ଖବର ପରିବେଷଣ ହେବା ପରେ ଶେଷରେ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଗ୍ରାମ୍ୟ ଉନ୍ନୟନ ବିଭାଗ ନିଜର ନିଷ୍ପତି ବଦଳାଇଛି।ପୂର୍ବ ନିର୍ଦ୍ଧାରିତ ସ୍ଥାନରେ ନୂତନ ବ୍ରିଜ ନିର୍ମାଣ କାର୍ୟ୍ୟ ଆରମ୍ଭ କରୁଛି ଗ୍ରାମ୍ୟ ଉନ୍ନୟନ ବିଭାଗ। ପ୍ରକାଶ ଯେ,ଭୁବନେଶ୍ୱର ଉପକଣ୍ଠ କେନ୍ଦୁପାଟଣା କଲେଜ ଛକ ଦୟାକେନାଲ୍ ଉପରେ ବହୁ ପୁରାତନ ବ୍ରିଜ୍ ଟି ରୁଗଣ ଅବସ୍ଥାରେ ରହିଥିଲା।ଏହି ବ୍ରିଜ ର ପୁନରୁଦ୍ଧାର ପାଇଁ ସେସମୟରେ ପୂର୍ବତନ […]

ଆଜିର ଅନୁଚିନ୍ତା

➡️ଯଦି ମହୁପରି ମଧୁର ପରିଣାମ ଚାହୁଁଛନ୍ତି ତେବେ ମହୁମାଛି ପରି ଏକତ୍ର ରହିବା ଶିଖ —! ତାହା ପୁଣି କଥା ପରିବାରର ହେଉ, ସମାଜର ହେଉ, ଧର୍ମର ହେଉ ବା ଦେଶର ହେଉ । ➡️ନିଜର ସମସ୍ୟା ଗୁଡିକ ତ ନିଜର ସମସ୍ୟା ଅନ୍ୟ କାହା ପାଖରେ ତ ଗଳ୍ପଟିଏ ! ➡️ଜୀବନର ଗତି କେବେବି କାହା ପାଇଁ ଅଟକି ଯାଏନାହିଁ ଆଉ କାହା ପାଇଁ ଅଟକେଇ ରଖିବା ବି ବୋକାମି । ➡️ଯେଉଁମାନେ ତୁମ ପଛରେ […]

ଆଜିର ନୀତିବାଣୀ

➡️ଯିଏ ସଚ୍ଚରିତ୍ର, ଦୂରଦୃଷ୍ଟି ସମ୍ପନ୍ନ, ନ୍ୟାୟପରାୟଣ, କର୍ତ୍ତବ୍ୟନିଷ୍ଠ ଓ ସତ୍ୟାନୁରାଗୀ, ତାଙ୍କୁ ଲୋକମାନେ ସଦା ପ୍ରିୟ ମଣନ୍ତି । ➡️କ୍ରୋଧକୁ ସ୍ନେହଦ୍ୱାରା ବଶ କର । ଅସାଧୁକୁ ସାଧୁତାଦ୍ୱାରା, କୃପଣକୁ ଦାନଶୀଳତାଦ୍ୱାରା ଓ ମିଥ୍ୟାଚାରୀକୁ ସତ୍ୟଦ୍ୱାରା ଜୟ କରାଯାଇପାରେ । ➡️ବୃକ୍ଷକୁ ମୂଳରୁ ଉତ୍ପାଟନ ନ କରି ଅଧାରୁ କାଟିଦେଲେ ତାହା ପୁଣି ଗଜୁରି ଉଠେ । ସେହିଭଳି କାମନାର ସମୂଳ ବିନାଶ ନକଲେ ତାହା ପୁନର୍ବାର ଜାଗରିତ ହୁଏ । ➡️ସମ୍ପଦଭୋଗ ନିର୍ବୋଧ ଲୋକକୁ ଧ୍ୱଂସ […]

ଆଜିର ଅନୁଚିନ୍ତା

➡️ମଣିଷ ରାଜ ମହଲରେ ରହୁ କି ତାଜମହଲରେ ରହୁ ଯଦି ମନରେ ଶାନ୍ତି ନାହିଁ ରାଜ ମହଲରେ ରହିବାର କିଛି ମୂଲ୍ୟ ନାହିଁ । ➡️ଅସହାୟର ସାହାର ହୁଅ, ପଥଭ୍ରଷ୍ଟଙ୍କ ଦିଗଦର୍ଶକ ହୁଅ; ନିଜ ପାଇଁ ବଞ୍ଚିଲେ କି ଲାଭ, ଯଦି ପାରୁଛ ହଜାରଙ୍କ ପାଇଁ ବଞ୍ଚିବା ଶିଖ । ➡️ହଜାରଥର ଅସଫଳ ହୁଅ, କଠୋର ପରିଶ୍ରମ ଆଉ ସକାରାତ୍ମକ ଚିନ୍ତାଧାରା ଥିଲେ ସଫଳତା ଦିନେ ନିଶ୍ଚୟ ମିଳିବ । ➡️ଆପଣଙ୍କ ଭବିଷ୍ୟ ଆପଣଙ୍କ ଆଜିର କର୍ମଦ୍ବାରା […]

ଆଜିର ଅନୁଚିନ୍ତା

➡️ମୁଁ ଶବ୍ଦକୁ ବାରମ୍ବାର ପ୍ରୟୋଗ କରିବା ଅନୁଚିତ୍, କାରଣ ଏହା ନିଜର ଅହଂ ଭାବକୁ ପରିଲକ୍ଷିତ କରିଥାଏ । ➡️ବିନା ସ୍ବାର୍ଥରେ ଗଢା ଯାଇଥିବା ସମ୍ପର୍କ ବହୁତ ମଜବୁତ୍ ହୋଇଥାଏ, ଯେତେ ବାଧାବିଘ୍ନ ଆସୁ ପଛେ ତାହା କେବେହେଲେ ଭାଙ୍ଗେ ନାହିଁ । ➡️ବିଶ୍ୱାସ ଏବଂ ସତ୍ୟ ହେଉଛି ଏକ ଦୃଢ଼ ସମ୍ପର୍କର ଦୁଇଟି ସ୍ତମ୍ଭ.. ଯଦି ତୁମେ କୌଣସି ବ୍ୟକ୍ତିଙ୍କୁ ବିଶ୍ୱାସ କରୁନାହଁ, ତେବେ ତୁମେ ତାକୁ ସତ୍ୟ କହିବ ନାହିଁ ଏବଂ ଯଦି ତୁମେ […]

ଆଜିର ଅନୁଚିନ୍ତା

➡️ଜନ୍ମର ୨୧ ଦିନଠାରୁ ଜୀବନ ଆରମ୍ଭ ମରଣର ୧୨ ଦିନଠାରୁ ଜୀବନ ଶେଷ ଲୋଭ ମାୟାରେ ପଡି କୁହନ୍ତି ସବୁ ମୋର ମୋର ସବୁ ମାୟାରେ ବାୟା ➡️ଯାହାର ମନ ପବିତ୍ର ଥାଏ ସେ ଈଶ୍ବର ନ ପୁଜିଲେ ମଧ୍ୟ ଈଶ୍ବରଙ୍କ କୃପା ସାଥିରେ ରହିଥାଏ ।ଯେଉଁ ମଣିଷର ମନ ଅପବିତ୍ର ଥାଏ ସେ ମଣିଷ ନିଜ ପାଖରେ ଈଶ୍ବରଙ୍କ ମୂର୍ତ୍ତି ରଖିଲେ ବା ପୁଜିଲେ ସେ ଭକ୍ତିର କୌଣସି ମୂଲ୍ୟ ନ ଥାଏ । ➡️ମନୁଷ୍ୟ […]