Browsing category

ଖେଳ

ବଦଳିପାରେ ଯୁକ୍ତ୨ ପରୀକ୍ଷା ଢାଞ୍ଚା

ଖବର ଆଜିର,ତାରିଖ ୨୩-୦୧-୨୦୨୧ ଶନିବାର ୧-ହରିଦ୍ୱାର ଅନ୍ତର୍ଗତ ଦୌଲତପୁରର ବାସିନ୍ଦା ସୃଷ୍ଟି ଗୋସ୍ୱାମୀ ଗୋଟିଏ ଦିନ ପାଇଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ ହେବାକୁ ଯାଉଛନ୍ତି । ଆସନ୍ତା ୨୪ ତାରିଖ ବାଳିକା ଦିବସ ଅବସରରେ ସେ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବେ । ୨-ଆଜି ହେଉଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ବାର୍ଷିକୀ। ସେଥିପାଇଁ କେନ୍ଦ୍ର ସରକାର ଏହି ଜନ୍ମ ଦିବସକୁ ପାଳନ କରିବା ପାଇଁ ଏକ ବଡ ଆୟୋଜନ କରିଛନ୍ତି। ୩-ନିଜ […]

ପୁଣି IPLରେ ଖେଳିବେ ଓଡିଆ ଖେଳାଳି

ଭୁବନେଶ୍ବର ,୨୨/୧(ଏସଏସନିୟୁଜ)ପୁଣି ସାମିଲ ହେବେ ଓଡିଆ ଖେଳାଳି I IPLରେ ଖେଳିବେ I ଏଥି ପାଇଁ BCCIକୁ ୬ ଓଡ଼ିଆ ଖେଳାଳିଙ୍କ ନାଁ ସୁପାରିସ କରିଛି OCA I ସେହିଓଡିଆ ଖେଳାଳି ହେଉଛନ୍ତି ରାଜେଶ ଧୂପର, ପପୁ ରାୟ, ଶୁଭ୍ରାଂଶୁ ସେନାପତି, ରାଜେଶ ମହାନ୍ତି, ଗୌରବ ଚୌଧୁରୀ ଓ ତାରିଣୀ ସ I ଏମାନଙ୍କ ନାଁ ସୁପାରିସ କରାଯାଇଥିବା ନେଇ ସୂଚନା ଦେଲେ OCA CEO ସୁବ୍ରତ ବେହେରା I

୨୬ ଜାନୁଆରୀରେ କରିବେ ଟ୍ରାକ୍ଟର ରାଲି

୧-ଧାନ ଉଠିନି,ଟାର୍ଗେଟ ସରିଲା କେମିତି ?ମଣ୍ଡି ଅବ୍ୟବସ୍ଥା ନେଇ ବିଜେପି ନେତାଙ୍କ ହଙ୍ଗାମା । ସମ୍ବଲପୁର ଆରଡିିସି ଅଫିସ ଘେରାଉ ବେଳେ ପୁଲିସ ସହ ବିଜେପି ନେତା, କର୍ମୀଙ୍କ ଧସ୍ତାଧସ୍ତି । ରାଜ୍ୟ ସଭାପତିଙ୍କ ସହ ଅନେକ ନେତା ଅଟକ । ୨-ମାଟ୍ରିକ ପିଲାଙ୍କୁ ମାଗଣାରେ ମିଳିବ ‘ପରୀକ୍ଷା ଦର୍ପଣ’ । ୩–ଧାନ କିଣାରେ ଅନିୟମିତତା: ୧୫ ଜଣ ପ୍ୟାକ୍ସ ସମ୍ପାଦକ ନିଲମ୍ବିତ, ଜଣେ ଡାଟା ଏଣ୍ଟ୍ରି ଅପରେଟର ବହିଷ୍କୃତ । ୪-ଜେ.ପି.ନଡ୍ଡାଙ୍କୁ ଉମାଭାରତୀଙ୍କ Tweet, ବିଜେପି […]