ଆଜିର ରାଶିଫଳ
ସେପ୍ଟେମ୍ବରମାସ ୦୬ତାରିଖ ୨୦୨୫ମସିହା (ଶନିବାର)ଭାଦ୍ରବମାସ- ଶୁକ୍ଳପକ୍ଷ ,ତିଥି- ଚତୁର୍ଦ୍ଦଶୀ ରାତ୍ରି ଘ୦୧/୫୨ଗତେ ପୂର୍ଣ୍ଣିମା ,ନକ୍ଷତ୍ର- ଧନିଷ୍ଟା ରାତ୍ରି ଘ୧୧/୪୬ଗତେ ଶତଭିଷ। ସୁର୍ୟୋଦୟ-ପ୍ରାତଃ ଘ୦୫/୩୬/୪୫ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୫୬/୨୮ ,ଯୋଗିନୀ ପଶ୍ଚିମେ ରାତ୍ରି ଘ୦୧/୫୨ଗତେ ବୟବ୍ୟେ ,ମିଥୁନରାଶିର ଘାତଚନ୍ଦ୍ର ,ବୃଷ ,ସିଂହ ଓ କନ୍ୟା ରାଶିର ଘାତବାର ,ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,କାଳବେଳା – ପ୍ରାତଃ ଘ୦୭/୧୦ମଧ୍ୟେ ଓ ଦିବା ଘ୦୪/୧୯ ଗତେ ଘ୦୫/୫୨ମଧ୍ୟେ ,ବାରବେଳା- ଦିବା ଘ୦୧/୧୪ ଗତେ ଘ୦୨/୪୯ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା […]