Browsing category

Uncategorized

ଚୁଡ଼ଙ୍ଗଗଡ ବାରଙ୍ଗ ମହୋତ୍ସବର ତୃତୀୟ ସନ୍ଧ୍ୟା

ବାରଙ୍ଗ,୧୭।୧୧(ଏସଏସନିଉଜ)ବାରଙ୍ଗର ପ୍ରସିଦ୍ଧପର୍ବ କାର୍ତିକେଶ୍ୱର୍ ପୂଜା ଆରମ୍ଭ ହୋଇଯାଇଛି।ସନ୍ଧ୍ୟା ହେବା ମାତ୍ରେ ଦେଖଣାହାରିଙ୍କ ଭିଡ ଲାଗିରହିଛି।ରଙ୍ଗବେରଙ୍ଗର ସୁସଜ୍ଜିତ ଆଲୋକମାଳା ଆଉ ତାସାଙ୍ଗକୁ ସଉଚ୍ଚ ତୋରଣ ବେଶ୍ ମନଲୋଭା କରିଛି।ଏହାରି ଭିତରେ ଚୁଡ଼ଙ୍ଗଗଡ଼ ବାରଙ୍ଗ ମହୋତ୍ସବ ପର୍ବର ଆକର୍ଷିଣକୁ ଦ୍ୱିଗୁଣିତ କରିଛି।ଆଜି ଥିଲା ଚୁଡ଼ଙ୍ଗଗଡ଼ ବାରଙ୍ଗ ମହୋତ୍ସବର ତୃତୀୟ ସଂଧ୍ୟା।ଏହାକୁଆଇନ,ପୂର୍ତ ଓ ଅବକାରୀମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମୁଖ୍ୟଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ତାଙ୍କ ବକ୍ତବ୍ୟରେ କହିଥିଲେ ଓଡ଼ିଶାର ଐତିହ୍ୟ,ସଂସ୍କୃତି,ସାମାଜିକ ବ୍ୟବସ୍ଥାକୁ ବଞ୍ଚେଇ ରଖିବାପାଇଁ ସାଂସ୍କୃତିକ ମାଧ୍ୟମରେ ଅନନ୍ୟ […]

ଇତିହାସ ବିଭାଗର ପାଠଚକ୍ର

ବାରଙ୍ଗ ୧୨।୧୧(ଏସଏସନିଉଜ) ବାରଙ୍ଗ କୁଞ୍ଜବିହାରୀ ମହାବିଦ୍ୟାଳୟ ଇତିହାସ ବିଭାଗ ଦ୍ବାରା ମଙ୍ଗଳବାର ଦ୍ବିତୀୟପର୍ଯ୍ୟାୟ ପାଠଚକ୍ର ଆୟୋଜିତ ହୋଇଥିଲା।ପାଠଚକ୍ରର ବିଷୟବସ୍ତୁ ଥିଲା ” ଅଶୋକ ବିଶ୍ବଶାନ୍ତିର ପ୍ରତୀକ”।ଇତିହାସ ବିଭାଗ ମୁଖ୍ୟ ଅଧ୍ୟାପକ ସୁକାନ୍ତକୁମାରରାଉତ ସଭାର ଆୟୋଜକ ଥିଲେ।ଅଧ୍ୟକ୍ଷା ଡକ୍ଟର ଲିପିପୁଷ୍ପା ନାୟକଙ୍କ ସଭାପତିତ୍ବରେ ଅନୁଷ୍ଟିତ ପାଠଚକ୍ରରେ ନାକର କୋଅର୍ଡିନେଟର ଡକ୍ଟର ସନ୍ତୋଷ ମିଶ୍ର ପ୍ରାରମ୍ଭିକ ସୂଚନା ଦେଇଥିଲାବେଳେ ସୁଶ୍ରୀ ପ୍ରୀତିପ୍ରଜ୍ଞା ରାଉତ ଭିତ୍ତି ପ୍ରବନ୍ଧପାଠ କରିଥିଲେ।ସୁଶ୍ରୀ ଅନିତା କାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ।ତିନିଜଣ ଛାତ୍ରଛାତ୍ରୀ ପ୍ରବନ୍ଧପାଠ କରିଥିଲେ।ପାଠଚକ୍ରର ମୁଖ୍ୟ […]

ପୁଣି ଟୁଙ୍ଗୁରୁଭୋଳ ଗିରଫ

ଭୁବନେଶ୍ବର,୧୬/୧୦(ଏସଏସନିଉଜ)ପୁଣି ଟୁଙ୍ଗୁରୁ ଭୋଳକୁ ଗିରଫ କଲା ଭରତପୁର ପୁଲିସ। ଏକ ୱେଲ୍ଡିଂ ଗ୍ୟାରେଜ୍‌ରୁ ଚୋରି ଅଭିଯୋଗରେ ଗିରଫ ହୋଇଛନ୍ତି।ଅଭିଯୋଗ ଓ ସିସିଟିଭି ଫୁଟେଜ୍‌ ଆଧରରେ ଗିରଫ କରାଯାଇଛି।ପଚରାଉଚରା ବେଳେ ଟୁଙ୍ଗୁରୁ ଜଣେ ଅଭ୍ୟାସଗତ ଅପରାଧୀ ବୋଲି ଚିହ୍ନଟ ହୋଇଛି।ଟୁଙ୍ଗୁରୁ ନାଁରେ ଭରତପୁର , ଚନ୍ଦକା ଓ ଘଟଗାଁ ଥାନାରେ ୪ଟି ମାମଲା ରୁଜୁ ହୋଇଛି।

ବିଦ୍ୟୁତ୍ ଖୁଣ୍ଟ ଚୋରି ଅଭିଯୋଗରେ ୨ଠିକାଦାର ଗିରଫ

ବାରଙ୍ଗ,୧୨/୯(ଏସଏସନିଉଜ)ବାରଙ୍ଗ-ତ୍ରିଶୂଳିଆ ମୁଖ୍ୟ ରାସ୍ତା ପାର୍ଶ୍ବରେ ଲାଗିଥିବା ବିଦ୍ୟୁତ୍ ଖୁଣ୍ଟ କୁ ଚୋରିକରି ଅନ୍ୟଆଡ଼େ ବିକ୍ରି କରିଥିବା ଅଭିଯୋଗରେ ପୋଲିସ ଗୁରୁବାରଦିନ ବିଦ୍ୟୁତ୍ ବିଭାଗର ୨ଜଣ ଠିକାଦାରଙ୍କୁ ଗିରଫ କରି କୋର୍ଟଚାଲଣ କରିଛି।ପୋଲିସ ତାଠାରୁ ୩ଟି ଚୋରି ବିଦ୍ୟୁତ୍ ଖୁଣ୍ଟ କୁ ଜବତ କରିଛି । ପ୍ରକାଶ ଯେ, ଗତ ଜୁନମାସ ୨୭ତାରିଖରେ ବାରଙ୍ଗ ମୁଖ୍ୟରାସ୍ତାର ବଛିପୂର ଗାଁ ମୁଣ୍ଡ ମୟୂର ବିହାରରୁ ୫ଟିବିଦ୍ୟୁତ୍ ଖୁଣ୍ଟ ଚୋରି ହୋଇଥିବାର ସଞ୍ଜୟ କୁମାର ବରାଳ ନାମକ ବ୍ୟକ୍ତି ବାରଙ୍ଗଥାନାରେ ଅଭିଯୋଗ […]

ବାରଙ୍ଗରେ ସିରିଜ୍ ଦୁର୍ଘଟଣା

ବାରଙ୍ଗ,୧୨/୯ (ଏସଏସନିଉଜ)ବାରଙ୍ଗ ରାଜ ରାସ୍ତାରେ ସିରିଜ୍ ଦୁର୍ଘଟଣାରେ ଦୁଇଟି କାର କ୍ଷତିଗ୍ରସ୍ତ ହେଉଥିବା ବେଳେ ଏକ ଅଜଣା ଟ୍ରକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଫଳରେ ଦୁଇ କାର ଚଳକଙ୍କ ପକ୍ଷରୁ ବାରଙ୍ଗ ଥାନାରେ ଅଭିଯୋଗ ହୋଇଥିବା ବେଳେ ଜଣେ ଦୁଇ ଜଣ ମହିଳା ଆହତ ହୋଇଛନ୍ତି। ପୋଲିସ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଇଛି। ସୂଚନା ମୁତାବକ ଗୁରୁବାର ମଧ୍ୟାହ୍ନ ସମୟରେ ଓଡ଼ି୦୨ଏଏଲ୫୧୬୨ ମାରୁତି କାରଟି ଯାତ୍ରୀଙ୍କୁ ନେଇ ଭୁବନେଶ୍ବର ପଟୁ କଟକ ଅଭିମୁଖେ ଯାଉଥିଲା। ଏହି […]

କଲେଜପଢୁଆ ଝିଅକୁ ଦୁଷ୍କର୍ମ ଅଭିଯୋଗ

ବାରଙ୍ଗ,୧୨/୯ (ଏସଏସନିଉ ଜ)ବାରଙ୍ଗଥାନା ଅଞ୍ଚଳର ଜଣେ କଲେଜ ପଢୁଆ ଝିଅକୁ ଦୁଷ୍କର୍ମ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲଣ କରିଛି। ଯୁବକ ଜଣକ ହେଉଛନ୍ତି ଭଞ୍ଜନଗର ଅଞ୍ଚଳର କାହ୍ନୁ ଚରଣ ବିଶୋଇ(୨୫)।ଯିଏକି ବାରଙ୍ଗର ମଧୁବନ ଗ୍ରାମରେ ରହୁଛନ୍ତି। ପ୍ରକାଶ ଯେ, ବାରଙ୍ଗ ଥାନା ଅଧିନସ୍ତ ମଧୁବନ ଗ୍ରାମରେ କାହ୍ନୁ ଚରଣ ବିଶୋଇ ରହିବା ସହ ଏକ ଟାଟାଏସି ଗାଡି ଚଳାଉଥିଲା।ଏହି ସମୟ ଭିତରେ ମାମୁଘରେ ରହି କଲେଜରେ ପାଠ ପଢୁଥିବା ନିକଟସ୍ତ ଗ୍ରାମରଜ […]

ଢେଙ୍କାନାଳରୁ ଚୋରୀ ହାଇୱା ବାରଙ୍ଗରେ ଜବତ

ବାରଙ୍ଗ, ୧୨/୯(ଏସଏସନିଉଜ)ଢେଙ୍କାନାଳ ଅଂଚଳରୁ ଚୋରି ହୋଇଥିବା ଏକ ହାଇୱାକୁ ବାରଙ୍ଗଥାନା ପୋଲିସ ଗୁରୁବାର ଜବତ କରିଛି। ପ୍ରକାଶ ଯେ, ଗୁରୁବାର ଦିନ ସକାଳୁ ଢେଙ୍କାନାଳ ମୋଟଗାଁ ଥାନା ଅନ୍ତର୍ଗତ ବିଆରଜିଛକରୁ ଏକ ହାଇୱାକୁ କିଛି ଦୁର୍ବୁତ୍ତ ଚୋରି କରି ନେଇ ଫେରାର ହୋଇଯାଇଥିଲେ।ସେଠାକାର ଥାନା ପୋଲିସ ଏହି ଖବର ପାଇ ଅନ୍ୟ ଥାନାମାନଙ୍କୁ ଜଣାଇଥିଲେ ।ହାଇୱାକୁ ନେଇ ଦୁବୃର୍ତ୍ତମାନେ ଭୁବନେଶ୍ୱର ଅଭିମୁଖେ ଆସୁଥିବା ବେଳେ ପୁରୀ ମୁଖ୍ୟକେନାଲ ବନ୍ଧ ରାସ୍ତାରେ ଛକି ରହିଥିବା ବାରଙ୍ଗ ପୋଲିସ ହାବୁଡ଼ରେ […]

ମମତାବାନାର୍ଜୀଙ୍କ ବଡ ଘୋଷଣ

ଭୁବନେଶ୍ୱର,୧୨ା୯(ଏସଏସନିଉଜ) ମମତା ବାନାର୍ଜୀ ବଡ ଘୋଷଣ କରିଛନ୍ତି ।ମମତା ବାନାର୍ଜୀ କହିଛନ୍ତି ଯେ ଏହି ପଦ ପାଇଁ ତାଙ୍କର କୌଣସି ଇଚ୍ଛା ନାହିଁ। ଲୋକଙ୍କ ପାଇଁ ସେ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛି । ଏହି ପଦ ପାଇଁ ମୋର କୌଣସି ଇଚ୍ଛା ନାହିଁବୋଲି କହିଛନ୍ତି ମମତା ବାନାର୍ଜୀ । ଗୁରୁବାର ସନ୍ଧ୍ୟାରେ ମମତା ବାନାର୍ଜୀ ଆନ୍ଦୋଳନରତ କନିଷ୍ଠ ଡାକ୍ତରମାନଙ୍କ ସହ ବୈଠକ ପାଇଁ ପହଞ୍ଚିଥିଲେ। ଏହି ସମୟରେ ଡାକ୍ତରମାନେ ବୈଠକର ସିଧା ପ୍ରସାରଣ ଦାବିରେ ଅଟଳ […]

ଆକାଶମାର୍ଗରୁ ପରିସ୍ଥିତି ଆକଳନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୧୨ା୯(ଏସଏସନିଉଜ) ମୁଖ୍ୟମନ୍ତ୍ରୀ ମୋହନଚରଣମାଝୀ ଆଜି ମାଲକାନଗିରିଜିଲ୍ଲା ଗସ୍ତକରି ଲଗାଣବର୍ଷା ଜନିତ କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷାକରି ସାତଦିନମଧ୍ୟରେ ସମସ୍ତ କ୍ଷୟକ୍ଷତିର ଆକଳନକରି ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମେ ମୁଖ୍ୟମନ୍ତ୍ରୀ ଆକାଶମାର୍ଗରେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଭାଙ୍ଗି ଯାଇଥିବା ସମସ୍ତ କଚ୍ଚାଘର ନିମନ୍ତେ ତୁରନ୍ତ ସହାୟତା ପ୍ରଦାନଉପରେ ଗୁରୁତ୍ବଆରୋପ କରିଛନ୍ତି।ବିଜୁଳି ସଂଯୋଗୀକରଣ […]

ଦୋକାନରୁ ଚୋରିକରି ଧରାହେଲେ ରବିନ୍ଦ୍ର

ଜଟଣୀ ,୧୨ା୯(ଏସଏସନିଉଜ)ଜଟଣୀ ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ କରନ ଅଗ୍ରୱାଲଙ୍କ ଅଭିଯୋଗ ଭିତ୍ତିରେ ୩୪୪ା୨୪କେସନଂରେ ଏକ ମକଦ୍ଦମାରୁଜୁକରି ତଦନ୍ତ କରିବା ସହ ବଛିରାପାଟଣା ଜଗନ୍ନାଥବିହାରର ରବିନ୍ଦ୍ରପୃଷ୍ଟି(ବିଟୁ)ନାମକ ବ୍ୟକ୍ତିଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀଙ୍କ ଜଟଣୀ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ବଜାରରେ “ମା ଦୁର୍ଗା ଷ୍ଟୋର” ନାମରେ ଏକ ଗ୍ରୋସରୀ ଦୋକାନ ଅଛି । କରନ ଅଗ୍ରୱାଲଙ୍କ ଦୋକାନରେ ପୂର୍ବରୁ ରବିନ୍ଦ୍ର କାମ କରୁଥିଲେ । ମଝିରେ ଏକ ଲୋନ ଶୁଝିବା ଲାଗି […]