ଦୋକାନରୁ ଚୋରିକରି ଧରାହେଲେ ରବିନ୍ଦ୍ର
ଜଟଣୀ ,୧୨ା୯(ଏସଏସନିଉଜ)ଜଟଣୀ ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ କରନ ଅଗ୍ରୱାଲଙ୍କ ଅଭିଯୋଗ ଭିତ୍ତିରେ ୩୪୪ା୨୪କେସନଂରେ ଏକ ମକଦ୍ଦମାରୁଜୁକରି ତଦନ୍ତ କରିବା ସହ ବଛିରାପାଟଣା ଜଗନ୍ନାଥବିହାରର ରବିନ୍ଦ୍ରପୃଷ୍ଟି(ବିଟୁ)ନାମକ ବ୍ୟକ୍ତିଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀଙ୍କ ଜଟଣୀ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ବଜାରରେ “ମା ଦୁର୍ଗା ଷ୍ଟୋର” ନାମରେ ଏକ ଗ୍ରୋସରୀ ଦୋକାନ ଅଛି । କରନ ଅଗ୍ରୱାଲଙ୍କ ଦୋକାନରେ ପୂର୍ବରୁ ରବିନ୍ଦ୍ର କାମ କରୁଥିଲେ । ମଝିରେ ଏକ ଲୋନ ଶୁଝିବା ଲାଗି […]