ଅଜଣା ବ୍ୟକ୍ତିଙ୍କ ଗଳିତମୃତଦେହ ଠାବ

ମୃତ୍ୟୁର କାରଣ ଅସ୍ପଷ୍ଟ

ଆସିକା,୨୪।୨(ଏସଏସ ନିଉଜ) ଆସିକାଥାନା କୋଟିବାଡ଼ି ଗ୍ରାମର ବଡ଼ନଦୀନିକଟରେ ଥିବା କାଜୁତୋଟାରେ ଜଣେ ଅଜଣାବ୍ୟକ୍ତିଙ୍କ ଗଳିତ ମୃତଦେହ ଠାବ ହୋଇଛି।ମୃତଦେହଟି ୪ରୁ ୫ଦିନର ହୋଇଥିବା ଆନୁମାନ କରାଯାଉଛି।ମୃତୁର ପକୃତ କାରଣ ଜଣାପଡିନଥିବାବେଳେ ଶବଟି ପଚି ଯାଇଥିବାରୁ ଚିହ୍ନିବା କଷ୍ଟକର ହୋଇଛି।ତେବେ ମୃତୁର ପକୃତ କାରଣ ଜଣାପଡିନଥିବାବେଳେ ଖବର ପାଇ ଘଟଣାସ୍ଥଳରେ ଆସିକାପୁଲିସ ପହଞ୍ଚି ତଦନ୍ତ କରୁଛି।ମୃତଦେହର କିଛିଦୁରରେ ଏକ ବାଇକ ରହିଥିବାର ଦେଖିବାକୁ ମିଳିଛି।

Comments (0)
Add Comment