ଭୁବନେଶ୍ବରରେ କେନ୍ଦ୍ରୀୟ ଆଇବି ଟିମ୍‌

 

ଭୁବନେଶ୍ୱର,୧୯।୧୨(ଏସଏସ ନିଉଜ) ଭୁବନେଶ୍ବର ରେ ପହଂଚିଛି IBର ଏକ ସ୍ବତନ୍ତ୍ର ଟିମ୍‌ ।କାଶ୍ମୀର ଠକ୍‌ ବୁଖାରି ଗିରଫ ଘଟଣାରେ ବୁଖାରିକୁ ପଚରାଉଚରା କରିବ IB । ଆଜି ୫ଦିନିଆ ରିମାଣ୍ଡରେ ଆସୁଛି ବୁଖାରି। ଆତଙ୍କବାଦୀ ଲିଙ୍କ ନେଇ IB କରିବାକୁ ଯାଉଛି ଜେରା।ଯାଜପୁର ଧର୍ମଶାଳାରୁ କାଶ୍ମୀର ସନ୍ଦିଗ୍ଧ ଆତଙ୍କୀ ଗିରଫ ଘଟଣାରେ ଭୁବନେଶ୍ବରରେ ପହଞ୍ଚିଲା ସେଣ୍ଟ୍ରାଲ ଆଇବି ଟିମ୍‌। ଏନେଇ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ଏସ୍‌ପି କେ.କେ ପାଣିଗ୍ରାହୀଙ୍କ ସୂଚନା ଦେଇଛନ୍ତି।

Comments (0)
Add Comment