Daily Archives

June 18, 2024

ଆଜିର ରାଶିଫଳ

୨୦୨୪ ମସିହା ଜୁନ୍ ମାସ ୧୯ ତାରିଖ ବୁଧବାର ।ଅଦ୍ୟ ଶ୍ରୀମନ୍ଦିରେ ଚମ୍ପକ ଦ୍ଵାଦଶୀ, ଅଦ୍ୟ ସନ୍ଧ୍ୟାପରେ ଋକ୍ମିଣୀ ଓ ମାଧବଙ୍କର ରାଜନବରରୁ ଓ ଯମେଶ୍ବରଙ୍କର ନିକଟକୁ…
Read More...

ତ୍ରିଲୋଚନମହାନ୍ତି ହେଲେ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମସଚିବ

ଭୁବନେଶ୍ୱର,୧୮ା୬(ଏସଏସନିଉଜ)ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଯୁଗ୍ମ ସଚିବ ଭାବେ କେନ୍ଦୁଝର ଉପଜିଲ୍ଲାପାଳ ତ୍ରିଲୋଚନ ମହାନ୍ତି ନିଯୁକ୍ତି ପାଇଛନ୍ତି। ସେ ପୂର୍ବରୁ…
Read More...

ମୁକୁଳା ଡ୍ରେନରେ ଭାସିଗଲେ ନାବାଳକ

ଭୁବନେଶ୍ୱର,୧୮ା୬(ଏସଏସନିଉଜ) ମଙ୍ଗଳବାର ଅପରାହ୍ନରେ ଭୁବନେଶ୍ୱରରେ ଘଡଘଡି ସହ ପ୍ରବଳ ବର୍ଷା ହୋଇଯାଇଛି । ଏହିସମୟରେ ଡ୍ରେନ ପାଣି ସୁଅରେ ଭାସିଗଲା ୮ ବର୍ଷୀୟ ନାବାଳକ ।…
Read More...

ବିବାହ କଲେ ନବୀନଙ୍କ ପୁତୁରା

ଭୁବନେଶ୍ୱର,୧୮ା୬(ଏସଏସନିଉଜ) ବାହାହେଲେ ପୁର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ । ନେଦରଲ୍ୟାଣ୍ଡରେ ବିବାହ କଲେ ଅରୁଣ । ନାଦିଆ ନାମକ ଜଣେ…
Read More...