Browsing Category

ଖେଳ

କୁଞ୍ଜବିହାରୀ ମହାବିଦ୍ୟାଳୟର ଗର୍ବ ଓ ଗୈାରବ

ବାରଙ୍ଗ,୨୬/୮(ଏସଏସନିଉଜ)ବିହାରର ପାଟଣାଠାରେ ସେପ୍ଟେମ୍ବର ୧ ରୁ ୪ ପର୍ଯ୍ୟନ୍ତ ହେବାକୁଥିବା ଜାତୀୟ ଜୁନିଅର କବାଡି ପ୍ରତିଯୋଗିତାରେ ଭାଗ ନେବାକୁ ଥିବା ଓଡିଶା ମହିଳାଦଳରେ ବାରଙ୍ଗ କୁଞ୍ଜବିହାରୀ ମହାବିଦ୍ୟାଳୟ ଯୁକ୍ତ୩ ଦ୍ୱିତୀୟ ବର୍ଷ ଛାତ୍ରୀ କୁମାରୀ ଅନିତା ସେନାପତି ସାମିଲ ହୋଇ…

ବାରବାଟୀରେ ହେବ ଲିଜେଣ୍ଡ କ୍ରିକେଟ ଲିଗ୍

କଟକ,୨୪/୮(ଏସଏସନିଉଜ) ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଲିଜେଣ୍ଡ କ୍ରିକେଟ ଲିଗ୍।ସେପ୍ଟେମ୍ବର ୨୭, ୨୯ ଓ ୩୦ ତାରିଖରେ ଖେଳାଯିବ ମ୍ୟାଚ୍।ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶର ଅନ୍ତର୍ଜାତୀୟ ଖେଳାଳି ଯୋଗ ଦେବେ।କଟକ ସମେତ ଦେଶର ୬ଟି ସ୍ଥାନରେ ମ୍ୟାଚ୍ ଖେଳାଯିବାକୁ ନିଷ୍ପତ୍ତି ହୋଇଛି…

ଟେବୁଲଟେନିସ୍‌ରେ ଓଡ଼ିଶାର ବିଜୟ

ଭୁବନେଶ୍ୱର,୨୪/୮(ଏସଏସନିଉଜ)ପ୍ରଥମ ରାଉଣ୍ଡରେ ମହାରାଷ୍ଟ୍ରକୁ ପରାସ୍ତ କଲା ଓଡ଼ିଶା । ଦ୍ବିତୀୟ ରାଉଣ୍ଡରେ ଉତ୍ତର ପ୍ରଦେଶକୁ ପରାସ୍ତ କଲା ଓଡ଼ିଶା ।ମାଷ୍ଟର ନ୍ୟାସନାଲ ଟେବୁଲ ଟେନିସ୍‌ରେ ଓଡ଼ିଶାର ବିଜୟ ହୋଇଛି। ଜାମ୍ମୁକାଶ୍ମର ଶ୍ରୀନଗରରେ ଚାଲିଛି ମାଷ୍ଟର ନ୍ୟାସନାଲ ଟେବୁଲ ଟେନିସ୍ ।

ରାହୁଲ ଦ୍ରାବଡଙ୍କୁ କରୋନା

ଭୁବନେଶ୍ୱର,୨୩/୮(ଏସଏସ ନିଉଜ)ଏସିଆ କପ ପୂର୍ବରୁ ଭାରତୀୟ କ୍ରିକେଟ ଦୀଳକୁ ବଡ଼ ଝଟକା ଲାଗିଛି।ହେଡ୍‌ କୋଚ୍‌ ରାହୁଲ ଦ୍ରାବଡଙ୍କୁ କରୋନା ପଜିଟିଭ୍ ବୋଲି ଜଣାପଡିଛି। ୨୭ ଅଗଷ୍ଟରୁ ଏସିଆ କପ ଆରମ୍ଭ ହେବାକୁ ଯାଉଛି। ସେଥିପାଇଁ ଟିମ୍‌ ଇଣ୍ଡିଆ ଆଜି ୟୁଏଇ ଯିବେ।ହେଲେ ବର୍ତ୍ତମାନ ବିନା…

ଭୁବନେଶ୍ୱରରେ ହେବନି FIFA ବିଶ୍ୱକପ୍ !

ଭୁବନେଶ୍ୱର, ୧୬/୮(ଏସଏସନିଉଜ) ଭୁବନେଶ୍ୱରରେ ମହିଳା ଫୁଟବଲ ବିଶ୍ୱକପ ଆୟୋଜନ ଆଶଙ୍କା ଦେଖାଦେଇଛି ।୧୭ ବର୍ଷରୁ କମ୍ ମହିଳା ଫୁଟବଲ ବିଶ୍ୱକପ ଆୟୋଜନ ଆଶଙ୍କା ଦେଖାଦେଇଛି ।ଅଲ୍ ଇଣ୍ଡିଆ ଫୁଟବଲ ଫେଡେରେସନ ସସ୍ପେଣ୍ଡ ହେବାରୁ ଆଶଙ୍କା ଦେଖାଦେଇଛି । ତୃତୀୟ ପକ୍ଷଙ୍କ ହସ୍ତକ୍ଷେପ କାରଣରୁ ସସ୍ପେଣ୍ଡ…

ମହିଳାହକିରେ ଭାରତକୁ ବ୍ରୋଞ୍ଜ ଓ ବକ୍ସିଂରେ ସ୍ୱର୍ଣ୍ଣ

ଭୁବନେଶ୍ୱର,୭/୮(ଏସ ଏସ ନିଉଜ)ରାଜ୍ୟଗୋଷ୍ଠୀ କ୍ରୀଡ଼ାର ମହିଳା ହକିରେ ଭାରତକୁ ବ୍ରୋଞ୍ଜ ପଦକ ମିଳିଛି । ନ୍ୟୁଜିଲାଣ୍ଡକୁ ହରାଇ ଭାରତୀୟ ମହିଳାଙ୍କ ବ୍ରୋଞ୍ଜ ପଦକ ହାସଲ ହୋଇଛି। ପେନାଲ୍‌ଟି ସୁଟ୍ ଆଉଟରେ ନ୍ୟୁଜିଲାଣ୍ଡକୁ ହରାଇଛି ଭାରତ । ସେହିଁଭଳି ଭାବେରାଜ୍ୟଗୋଷ୍ଠୀ କ୍ରୀଡ଼ାର ବକ୍ସିଂରେ…

ଭାରତକୁ ଆଉଏକ ସ୍ବର୍ଣ୍ଣ

ଭୁବନେଶ୍ୱର,୩୧/୭(ଏସଏସନିଉଜ) ଭାରୋତ୍ତୋଳନରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ ହାସଲ ହୋଇଛି । ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦ୍ବିତୀୟ ସ୍ବର୍ଣ୍ଣ ପଦକ ମିଳିଛି ।୬୭ କେଜି ବର୍ଗରେ ସ୍ବର୍ଣ୍ଣ ଦେଲେ ଜେରେମି ।ମୋଟ ୩୦୦ କେଜି ଉଠାଇ ଆଣିଲେ ସ୍ବର୍ଣ୍ଣ । ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ମିଳିଲାଣି ୫…

ସିରିଜ ପୋଛିନେଲା ଭାରତ

ଭୁବନେଶ୍ୱର,୨୮/୭(ଏସ ଏସ ନିଉଜ) ୱେଷ୍ଟଇଣ୍ଡିଜକୁ ତୃତୀୟ ଦିନିକିଆରେ ହରାଇ ସିରିଜ ପୋଛିନେଇଛି ଭାରତ। ବର୍ଷା ବାଧାପ୍ରାପ୍ତ ତୃତୀୟ ଦିନିକିଆକୁ ୧୧୯ ରନରେ ଜିତିଛି ଭାରତ। ଶୁବମନ ପ୍ଲେୟାର ଅଫ୍ ଦି ମ୍ୟାଚ୍ ସହ ପ୍ଲେୟାର ଅଫ୍ ଦି ସିରିଜ ହୋଇଥିଲେ ।

ମୁହଁ ଖୋଲିଲା ଓସିଏ

କଟକ, ୧୬/୬(ଏସଏସନିଉଜ) ଆଜି ମୁହଁ ଖୋଲିଛନ୍ତି ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) । ଓସିଏର ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ ସୁବ୍ରତ ବେହେରା । ଗତ ରବିବାର ବାରବାଟୀଠାରେ ଅନୁଷ୍ଠିତ ଟି-୨୦ ମ୍ୟାଚରେ ହୋଇଥିବା ପାସ୍ କେଳେଙ୍କାରୀକୁ ନେଇ ଚର୍ଚ୍ଚାହେବାପରେ ଓସିଏ ପକ୍ଷରୁ ପ୍ରତିକ୍ରିୟା…

ବାରବାଟୀରେ ବାଜି ଜିତିନେଲା ଦକ୍ଷିଣ ଆଫ୍ରିକା

କଟକ,୧୨/୬(ଏସଏସନିଉଜ)ବାରବାଟୀରେ ଭାରତୀୟ କ୍ରିକେଟ ପ୍ରେମୀଙ୍କୁ ନିରାଶ ହେବାକୁ ପଡିଛି । ଦ୍ବିତୀୟ ଟି ୨୦ରେ ମଧ୍ୟ ବିଜୟୀ ହୋଇଛି ଦକ୍ଷିଣ ଆଫ୍ରିକା । ଭାରତକୁ ୪ ଉଇକେଟରେ ହରାଇ ୫ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଆଗୁଆ ରହିଛି ଭ୍ରମଣକାରୀ ଦଳ । ଭାରତ ଦ୍ୱାରା ଧାର‌୍ୟ୍ୟ ୧୪୯ ରନ୍ ର ବିଜୟ…