ଟପ୍ପର ହେଲେ ଓଡିଆ ଝିଅ ଅମ୍ରିତା

ଭୁବନେଶ୍ବର ୩/୮(ଏସଏସନିୟୁଜ) ସିବିଏସ୍‌ଇ ଦ୍ବାଦଶ ପରୀକ୍ଷାରେ ୫୦୦ରୁ ୪୯୯ ମାର୍କ ରଖି ଟପ୍ପର ହୋଇଛନ୍ତି ଓଡିଆ ଝିଅ ଅମ୍ରିତା ବେହୁରା । କେନ୍ଦ୍ରାପଡ଼ା ଜିଲ୍ଲା ଓଳାଭର ବରୁଣା ଗାଁର ବାପା ଅମୀୟ କୁମାର ବେହୁରା ଓ ମାଆ ମୀତାରାଣୀ ଙ୍କ ଝିଅ ହେଉଛନ୍ତି ଅମ୍ରିତା ।ବାପା ଆଇଓସିଏଲ୍‌ରେ ଜେନେରାଲ୍…

ପିସିଆର ଆଗରେ ମାରିଲେ ଗୁଳି

ଭୁବନେଶ୍ୱର, ୩/୮(ଏସଏସନିୟୁଜ) ପିସିଆର ଭ୍ୟାନକୁ ଡକାଇଲେ ,ପୋଲିସ ଆଗରେ ନିଜ ପେଟକୁ ଗୁଳି କଲେ ସୁରକ୍ଷାକର୍ମୀ ।ଏହିଭଳି ଘଟଣା ଆଜି ଭୁବନେଶ୍ୱର ଗଙ୍ଗନଗରରେ ଘଟିଛି ।ଆତ୍ମହତ୍ୟା କରିଥିବା ସୁରକ୍ଷା କର୍ମୀଙ୍କ ନାମ କୃଷ୍ଣଚନ୍ଦ୍ର ଦାସ ।ସେ ଏକ ଘରୋଇ ସଂସ୍ଥାରେ ସୁରକ୍ଷାକର୍ମୀ ଭାବେ କାମ…

କଟକରେ ଖୋଲିବ ଧର୍ମାନୁଷ୍ଠାନ

କଟକ, ୩/୮(ଏସଏସନିୟୁଜ) କରୋନା କଟକଣା ମଧ୍ୟରେ ଆସନ୍ତାକାଲିଠୁ କଟକ ଜିଲ୍ଲାର ସବୁ ଧାର୍ମିକ ଅନୁଷ୍ଠାନ ଖୋଲିବାକୁ ଯାଉଛି । କରୋନା କଟକଣା ମଧ୍ୟରେ ସମସ୍ତ ଧାର୍ମିକ ଅନୁଷ୍ଠାନ ଖୋଲିବାକୁ ଅନୁମତି ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ । ମନ୍ଦିରକୁ ଯିବା ସମୟରେ ମାସ୍କ ପିନ୍ଧିବା,…

ଖୋଲିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ

ଭୁବନେଶ୍ୱର,୩/୮(ଏସଏସନିୟୁଜ) ଦୀର୍ଘ ୩ ମାସ ଧରି ବନ୍ଦ ରହିଥିବା ନନ୍ଦନକାନନ ଆଜି ଖୋଲିଛି । ସ୍ୱତନ୍ତ୍ର ଗାଇଡଲାଇନ୍ ରେ ପର‌୍ୟ୍ୟଟକଙ୍କୁ ମିଳିଛି ପରିଭ୍ରମଣ ସୁବିଧା । ତେବେ କରୋନା କଟକଣା ମଧ୍ୟରେ ପର‌୍ୟଟକ ମାନେ ଚିଡିଆଖାନାର ମଜା ଉଠାଇ ପାରିବେ ।ଏଥିନିମନ୍ତେ ମାସ୍କ ପିନ୍ଧିବା…

ବାସନ୍ଦ ହେଲେ ସରପଞ୍ଚ

ସାକ୍ଷୀଗୋପାଳ,୨/୮(ଏସଏସନିୟୁଜ)ଲୋକମାନେ ବାଛିଥିଲେ ସେମାନଙ୍କ କାମ କରିବାପାଇଁ ।ଆପଦବିପଦରେ ପାଖରେ ଛିଡାହେବାପାଇଁ ।ଗ୍ରାମର ଉନ୍ନତି ପାଇଁ, କିନ୍ତୁ ସେଭଳି ହେଲାନାହିଁ ।ଲୋକଙ୍କ ଉନ୍ନତି ବଦଳରେ ନିଜର ଉନ୍ନତି ପାଇଁ ବିଶେଷଧ୍ୟାନ ଦେଲେ ସରପଂଚ ।ଶେଷରେ ସରପଂଚଙ୍କୁ ବାସନ୍ଦ ହେବାକୁ ପଡିବାକୁ…

ଫିଟୁଛି ଦୁର୍ନୀତିର ଗୁମର

୧-କୋଟିପତି ପିଏସ ବିରଞ୍ଚି ନାରାୟଣ ସାହୁଙ୍କୁ ବାଧ୍ୟତାମୂଳକ ଅବସର । ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର । ୨-ଫିଟୁଛି ଚାକିରି ଦୁର୍ନୀତିର ଗୁମର । ଓଏସଏସସି ପିଏସଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ପରିକ୍ଷାର୍ଥୀ । କହିଲେ, ନିଯୁକ୍ତି ପାଇଁ ୧୦ ଲକ୍ଷ ମାଗିଥିଲେ ବିରଞ୍ଚି ସାହୁ…

ଆଜିର ରାଶିଫଳ

ଅଗଷ୍ଟ ମାସ ୦୩ ତାରିଖ ୨୦୨୧ ମସିହା(ମଙ୍ଗଳବାର),ଶ୍ରାବଣମାସ-କୃଷ୍ଣପକ୍ଷ,ତିଥି-ଦଶମୀ,ନକ୍ଷତ୍ର- ରୋହିଣୀ,ବିଛା ରାଶିର ଘାତଚନ୍ଦ୍ର,ମକର ରାଶିର ଘାତବାର,ଏକାଦଶୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କଳମ ଶାଗ, ଶିମ୍ବ ଭକ୍ଷଣ ନିଷେଧ । ମେଷ: ବହୁଦିନଧରି ଆଶା ରଖିଥିବା ଯାତ୍ରାଟି ସଫଳ ହେବାକୁ ଯାଉଛି…

ଆଜିର ଅନୁଚିନ୍ତା

🔔ଦୁନିଆର ସବୁଠୁ ବଡ଼ ସତ୍ୟ ଲୋକମାନେ ତୁମ ବିଷୟରେ ଭଲ ଶୁଣିଲେ.. ତୁମକୁ ସନ୍ଦେହ ଦୃଷ୍ଟିରେ ଦେଖନ୍ତି। ଆଉ, ତୁମ ବିଷୟରେ ଖରାପ ଶୁଣିଲେ.. ତୁରନ୍ତ ବିଶ୍ୱାସ କରି ଯାଆନ୍ତି। 🔔କର୍ମର ଗଣିତ ବହୁତ ସିଧା ଏବଂ ସରଳ ଭଲ କରିଲେ ଭଲ ଫଳ ମିଳିବ " ଏବଂ "ଖରାପ କରିଲେ ଖରାପ ଫଳ ମିଳିବ । 🔔କେବେ ନିଜ…

ପୂର୍ବତନ ପ୍ରଶାସକ ଉପେନ୍ଦ୍ର ତ୍ରିପାଠୀଙ୍କୁ ନୂଆ ଦାୟିତ୍ୱ.

ଭୁବନେଶ୍ୱର,୨/୮(ଏସଏସନିୟୁଜ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବସରପ୍ରାପ୍ତ ଆଇଏଏସ୍ ଅଫିସର୍ ଉପେନ୍ଦ୍ର ତ୍ରିପାଠୀଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ।ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପରାମର୍ଶଦାତା ସହ କାର୍ଯ୍ୟକାରୀ ସଭାପତି ଓ ଅଧ୍ୟକ୍ଷ ଭାବେ ଶ୍ରୀ ତ୍ରିପାଠୀଙ୍କୁ ଦାୟିତ୍ୱ ନିର୍ବାହ କରିବେ ।…

ପୂର୍ବତନ ବିଧାୟକ ଅରୁଣ ଦେ’ଙ୍କ ପରଲୋକ

ଭୁବନେଶ୍ୱର,୨/୮(ଏସଏସନିୟୁଜ) ପୂର୍ବତନ ବିଧାୟକ ଅରୁଣ ଦେଙ୍କ ଆମ୍ରି ହସ୍ପିଟାଲରେ ସଂଧ୍ୟା ୭ଟା ୨୦ରେ ପରଲୋକ ଘଟିଛି । ବାଲେଶ୍ୱରର ୫ ଥର ବିଧାୟକ ରହିଥିବା ଅରୁଣ ଦେ କରୋନାରେ ଆକ୍ରାନ୍ତ ହୋଇ ଚିକତ୍ସିତ ହେଉଥିଲେ । ୩ଥର ଏନସିପିରୁ ଥରେ ଓଜିପିରୁ ଏବଂ ଥରେ ସ୍ୱାଧୀନ ଭାବରେ ସେ ବିଧାୟକ…