Browsing Category

ମନୋରଞ୍ଜନ

ପୁଣି ଆସିବ ଶକ୍ତିମାନ

ଭୁବନେଶ୍ୱର,୧୭/୬(ଏସ ଏସ ନିଉଜ)ପୁଣି ନିର୍ମାଣ ହେବ ଶକ୍ତିମାନ ଫିଲ୍ମ ।୯୦ ଦଶକର ପିଲାମାନଙ୍କର ସବୁଠାରୁ ପ୍ରିୟ ଶୋ’ ଥିଲା ‘ଶକ୍ତିମାନ’ ।୧୯୯୭ ରେ ଡିଡି ନ୍ୟାଶନାଲରେ ଆରମ୍ଭ ହୋଇଥିବା ଏହି ଶୋ’ ଦେଖିବା ପାଇଁ ପିଲାମାନେ ସମୟ ପୂର୍ବରୁ ଟିଭି ଆଗରେ ଅପେକ୍ଷା କରି ରହୁଥିଲେ।ଏବେ ୧୭ ବର୍ଷ ପରେ…

ମୁହଁ ଖୋଲିଲା ଓସିଏ

କଟକ, ୧୬/୬(ଏସଏସନିଉଜ) ଆଜି ମୁହଁ ଖୋଲିଛନ୍ତି ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) । ଓସିଏର ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ ସୁବ୍ରତ ବେହେରା । ଗତ ରବିବାର ବାରବାଟୀଠାରେ ଅନୁଷ୍ଠିତ ଟି-୨୦ ମ୍ୟାଚରେ ହୋଇଥିବା ପାସ୍ କେଳେଙ୍କାରୀକୁ ନେଇ ଚର୍ଚ୍ଚାହେବାପରେ ଓସିଏ ପକ୍ଷରୁ ପ୍ରତିକ୍ରିୟା…

୪ ମାସ ପାଇଁ ଶିମିଳିପାଳ ବନ୍ଦ

ଭୁବନେଶ୍ୱର,୧୬/୬(ଏସ ଏସ ନିଉଜ)ଆଜିଠୁ ୪ ମାସ ପାଇଁ ପର୍ଯ୍ୟଟକଙ୍କ ଲାଗି ଶିମିଳିପାଳ ବନ୍ଦ କରାଯାଇଛି ।ବର୍ଷା ଋତୁ ଆସୁଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ବନ୍ଦ ରହିବ ଶିମିଳିପାଳ। ଏନେଇ ଉତ୍ତର ଶିମିଳିପାଳ ବନାଞ୍ଚଳ ବନଖଣ୍ଡ ଏସିଏଫ ସୂଚନା ଦେଇଛନ୍ତି ।

ରାତାରାତି ବଦଳାଇଦେଲେ ଲେଖା

ବାରଙ୍ଗ,୧୪/୬(ଏସ ଏସ ନିଉଜ)ଲୋକଙ୍କ ସୁବିଧା ପାଇଁ ରାସ୍ତାରେ ମରାଯାଇଥିବା ସୂଚନା ଫଳକରେ ତ୍ରୁଟିକୁ ରାତାରାତି ବଦଳାଇଦେଲେ ।ଏ ସମ୍ପର୍କରେ ଗତକାଲି କଟକ କୋଠା ଓ ରାସ୍ତା ବିଭାଜନ ର ଏଜକ୍ୟୁଟିଭ ଇଂଜିନିୟର ଅନୁପ ବେହେରାଙ୍କୁ ପଚରାଯିବାସହ ହୋଇଥିବା ଭୁଲକୁ ସତ୍ୟସନ୍ଧାନ ପକ୍ଷରୁ ଦୃଷ୍ଟିକୁ…

ରାତି ପାହିଲେ ଦେବସ୍ନାନ ପୂର୍ଣ୍ଣିମା

ପୁରୀ,୧୩/୬(ଏସଏସନିଉଜ) ଦୁଇବର୍ଷ ପରେ ପୁଣି ଦିବ୍ୟସ୍ନାନ ଲୀଳା ଦର୍ଶନ କରିବେ ଭକ୍ତ । ରାତି ପାହିଲେ ଦେବସ୍ନାନ ପୂର୍ଣ୍ଣମୀ । ରତ୍ନବେଦୀରୁ ସ୍ନାନବେଦୀକୁ ଓହ୍ଲାଇ ଆସିବେ ମହାବାହୁ । ଆସନ୍ତାକାଲି, ସ୍ନାନ ନୀତି ନିର୍ଘଣ୍ଟ ଅନୁସାରେ ଭୋର ସାଢ଼େ ୩ଟାରେ ମଙ୍ଗଳାର୍ପଣ ପରେ ୪ଟାରୁ ଆରମ୍ଭ ହେବ…

ଏଥର ଜମିବ କଟକ ବାଲିଯାତ୍ରା

ଭୁବନେଶ୍ୱର,୧୩/୬(ଏସନିଉଜ) ଦୀର୍ଘ ଦୁଇ ବର୍ଷ ପରେ ପୁଣି ଥରେ କଟକ ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ହେବ ଐତିହାସିକ ବାଲିଯାତ୍ରା । କୋଭିଡର ପ୍ରକୋପ କମିବା ପରେ ଜିଲ୍ଲା ପ୍ରଶାସନ ଏଥର ଆନନ୍ଦ ଓ ଉଲ୍ଲାସ ସହ ବାଲିଯାତ୍ରା ପାଳନ ପାଇଁ ଲକ୍ଷ୍ୟ ରଖିଛି ବୋଲି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ…

ଖୋଲିଲା ଷ୍ଟାଡିୟମର ଗେଟ୍

କଟକ,୧୨/୬(ଏସ ଏସ ନିଉଜ)ଦର୍ଶକଙ୍କ ପାଇଁ ଖୋଲିଲା ବାରବାଟୀ ଷ୍ଟାଡିୟମର ଗେଟ୍ ।ସନ୍ଧ୍ୟା ୭ଟାରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଭାରତ ।ଦୀର୍ଘ ଦିନ ପରେ ବାରବାଟୀରେ ମ୍ୟାଚ ହେଉଥିବାରୁ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି ।ଯାହାଫଳରେ ଷ୍ଟାଡିୟମ ବାହାରେ ଦର୍ଶକଙ୍କ ଲମ୍ବା ଲାଇନ୍…

ନନ୍ଦିଘୋଷ ରଥରେ ଲାଗିଲା ନୂଆ ଅଖ

ପୁରୀ,୧୧/୬(ଏସ ଏସ ନିଇଜ) ନନ୍ଦିଘୋଷ ରଥରେ ନୂଆ ଅଖ ସହ ସଂଯୋଗ ହେଲା ଦୁଇ ଚକ। କାଲି ଅଖରେ ଫାଟ ଦେଖିବା ପରେ ନୂଆ ଅଖ ନିର୍ମାଣ ହୋଇ ସଂଯୋଗ ହେଲା। ଅନୁଧ୍ୟାନ ପରେ ସଂଯୋଗ ହେଲା ନୂଆ ଅଖ ।ଆଜି ଦଣ୍ଡାକଣ୍ଟା ବାଡ଼ିଆ ହେବ ବୋଲି ଜଣାପଡିଛି ।

ମୁଖ୍ୟମନ୍ତ୍ରୀ କିଣିଲେ ବାରବାଟୀ ଟି-୨୦ ପ୍ରଥମ ଟିକଟ

ଭୁବନେଶ୍ୱର, ୭/୬(ଏସଏସନିଉଜ) କଟକ ବାରବାଟୀରେ ୧୨ ତାରିଖରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ପ୍ରଥମ ଟିକଟ କିଣିଛନ୍ତି । ନବୀନ ନିବାସରେ ଓସିଏର ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରା ମୁଖ୍ୟମନ୍ତ୍ରୀଙ୍କୁ…

କେକେଙ୍କ ଶେଷ ଗୀତ ଆଜି ହେବ ରିଲିଜ

ଭୁବନେଶ୍ୱର,୬/୬(ଏସ ଏସ ନିଉଜ) ପ୍ରସିଦ୍ଧ ଗାୟକ କେକେଙ୍କ ଶେଷ ଗୀତ ଆଜି ହେବ ରିଲିଜ୍‌ ହେବାକୁ ଯାଉଛି । କେକେ ଶେଷ ଗୀତ ଫିଲ୍ମ ଶେରଦିଲ ଦ ପିଲିଭାତ ସାଗା ପାଇଁ ଗାଇ ଥିଲେ। ଏହି ଗୀତର ଲିରିକ୍ସ ଗୁଲଜାର ଲେଖିଛନ୍ତି ଏବଂ କମ୍ପୋଜ କରିଛନ୍ତି ଶାନ୍ତନୁ ମୋଇତ୍ରା। ଏହ ଗୀତର ନାଁ ଧୂପ ପାନି ବହେନ…