Browsing Category
Uncategorized
ଆଜିର ରାଶିଫଳ
ଫେବୃଆରୀ ୦୧ ତାରିଖ ୨୦୨୧ ମସିହା(ସୋମବାର).ମାଘମାସ-କୃଷ୍ଣପକ୍ଷ;ତିଥି-ଚତୁର୍ଥୀ,ବୃଷ ରାଶିର ଘାତଚନ୍ଦ୍ର,ମିଥୁନ ରାଶିର ଘାତବାର,ଚତୁର୍ଥୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୂଳା ବେଲ ଭକ୍ଷଣ ନିଷେଧ।
ମେଷ:-ଯାହା ବି କାମ କରିବେ, ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧୀ ଆପଣଙ୍କର କ୍ଷତି…
ଆଜିର ଅନୁଚିନ୍ତା
➡️ଗୋଟେ ସମ୍ପର୍କ ପ୍ରଜାପତି ପରି ହୋଇଥାଏ-ଜୋର ଜବରଦସ୍ତି ଧରିଲେ ମରିଯାଇଥାଏ ଆଉ ହାଲୁକା ଧରିଲେ ଉଡିଯାଇଥାଏ,କିନ୍ତୁ ସ୍ନେହ ଓ ଆଦରରେ ଧରି ରଖିଲେ ସାରା ଜୀବନ ତୁମ ସାଥିରେ ରହିଥାଏ ।
➡️ସମୟ ଆଉ ପରିସ୍ଥିତିର ଚାପରେ ବହୁତ ଲୋକ ବଦଳି ଯାଆନ୍ତି, କିନ୍ତୁ ନିଃସ୍ବାର୍ଥ ସମ୍ପର୍କ ଆଉ ପ୍ରକୃତ…
ଆଜିର ରାଶିଫଳ
ପୌଷମାସ-ଶୁକ୍ଳପକ୍ଷ,ତିଥି-ନବମୀ ,ମେଷ ରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନ ରାଶିର ଘାତବାର,ନବମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ଲାଉ ଓ କଲମ ଭକ୍ଷଣ ନିଷେଧ
ମେଷ-ଆଜିର ଦିନଟିରେ ଆପଣଙ୍କ ଆତ୍ମିୟଙ୍କ ସହଯୋଗ କରିବାରୁ ଆନନ୍ଦିତ ରହିବେ । ବସ୍ତ୍ରଭୂଷଣ ପ୍ରାପ୍ତି ମାଧ୍ୟମରେ ଦିନଟି ଖୁସିରେ…
ଆଜିର ରାଶିଫଳ
ପୌଷମାସ-କୃଷ୍ଣପକ୍ଷ,ତିଥି-ପ୍ରତିପଦ,କନ୍ୟା ରାଶି ର ଘାତଚନ୍ଦ୍ର,ତୁଳା ଓ କୁମ୍ଭ ରାଶି ର ଘାତବାର,ଦ୍ୱିତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ପାଣି କଖାରୁ ଓ ବୋଇତିି କଖାରୁ ଭକ୍ଷଣ ନିଷେଧ।
ମେଷ – ଆଜି ବ୍ୟାପାରରେ ନୂତନ ଯୋଜନାକୁ କାର୍ଯ୍ୟକାରୀ କରନ୍ତୁ ନାହିଁ ପରିବାରରେ ମନୋମାଳିନ୍ୟ…
୨୦୨୧ରେ କେତେ ଛୁଟି, ଜାଣନ୍ତୁ ?
ନୂଆଦିଲ୍ଲୀ,୬/୧୨(ଏସଏସନିୟୁଜ)କରୋନା ମହାମାରୀ ମଧ୍ୟରେ ୨୦୨୦ ମସିହା ଶେଷ ହେବାକୁ ଯାଉଥିବା ବେଳେ ନୂଆବର୍ଷ ତଥା ୨୦୨୧କୁ ନେଇ ଜନସାଧାରଣଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଛି । ତେବେ ଏହି ଛୁଟିଗୁଡ଼ିକ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ଛୁଟିଠାରୁ ଅଧିକ କିମ୍ବା କମ୍ ହୋଇପାରେ । ୨୦୨୧ରେ…
ବିରୋଧ ଦିବସଭାବେ ପାଳିଲା ଓଡିଶା ମିଡିଆ ୱେଲ୍ଫେୟାର ଆସୋସିଏସନ
ଭୁବନେଶ୍ୱର,୩/୧୦(ଏସଏସନିୟୁଜ) ଭାରତୀୟ ସାମ୍ବାଦିକ ସଂଘ (ଆଇଜେୟୁ)ର ଡାକରାରେ ସାରାଦେଶରେ କାର୍ଯ୍ୟରତ ସାମ୍ବାଦିକମାନେ ୨ଅକ୍ଟୋବରକୁ ଦେଶବ୍ୟାପୀ ବିରୋଧ ଦିବସ ଭାବେ ପାଳନ କରିଛନ୍ତି । ମହାମାରୀ କରୋନା ବିରୁଦ୍ଧରେ ସାମ୍ବାଦିକମାନେ କାର୍ଯ୍ୟକରୁଥିଲେ ମଧ୍ୟ ରାଜ୍ୟ ତଥା କେନ୍ଦ୍ରସରକାର!-->!-->!-->…
ଡେଲାଙ୍ଗ ପୋଲିସକୁ ବଡ ସଫଳତା,ଧରିଲେ ବାଇକ୍ ଲୁଟେରା ଗ୍ୟାଙ୍ଗ
ଡେଲାଙ୍ଗ ,୨/୧୦(ଏସଏସନିୟୁଜ) ଡେଲାଙ୍ଗ ପୋଲିସ ଆଉଏକ ବାଇକ ଲୁଟେରା ଗ୍ୟାଙ୍ଗର ପର୍ଦାଫାସ କରିଛି । ଏହି ଗ୍ୟାଙ୍କର ୬ଜଣ ସଦସ୍ୟକୁ ପୋଲିସ ଗିରଫ କରିବା ସହ କୋର୍ଟଚାଲଣ କରାଯାଇଥିବା ଡେଲାଙ୍ଗ ଥାନା ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମୀଳନୀରେ ଏସ.ଡି.ପି.ଓ ଦେବଦତ୍ତ ବରାଳ ଓ ଡେଲାଙ୍ଗ!-->!-->!-->…
ଚନ୍ଦକା ଅଂଚଳରେ ମିଳୁନି ଇଉରିଆ,ଦୁର୍ଦ୍ଦଶାରେ ଚାଷୀ
ଚନ୍ଦକା,୧/୧୦(ଏସ୍.ଏସ୍.ନିୟୁଜ)ଚନ୍ଦକାଅଂଚଳରେ ଏବେ ଇଉରିଆ ସାରର ଅଭାବ ଦେଖାଦେଇଛି ।ଅଧିକ ଅମଳକ୍ଷମ ଧାନଚାଷ କରିଥିବା ଚାଷୀ ଚାଷକ୍ଷେତରେ ସାର ପ୍ରୟୋଗ କରିନପାରି ଦୁର୍ଦ୍ଦଶାର ସମ୍ମୁଖିନ ହେଉଛନ୍ତି ।ମେଣ୍ଢାଶାଳଠାରେ ଥିବା ଖୋର୍ଦ୍ଧାକେନ୍ଦ୍ରସମବାୟବ୍ୟାଙ୍କ ଶାଖା ରହିଛି ।ଏହି ବ୍ୟାଙ୍କ!-->…
ରାଜଧାନୀ ଉପକଣ୍ଠରୁ ୨୮ ପଜିଟିଭ
ବାରଙ୍ଗ,୨୪/୯(ଏସ୍ଏସ୍ନିୟୁଜ୍) ରାଜଧାନୀ ଉପକଣ୍ଠରେ କରୋନା ତାର ତାଣ୍ଡବ ରଚିରଚି ଚାଲିଛି । ଦିନକୁ ଦିନ ପଜିଟିଭ୍ ସଂଖ୍ୟା ବଢୁଥିବାବେଳେ ରାଜଧାନୀ ଉପକଣ୍ଠରେ ଥିବା ଗ୍ରାମମାନଙ୍କରେ ଏହାର ପ୍ରଭାବ ଦେଖିବାକୁ ମିଳିଛି ।ତେବେ ଗୁରୁବାରଦିନ ମେଣ୍ଢାଶାଳ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ!-->…
ଟ୍ରକ୍ ସହ ଜବତ ହେଲା ଗଞ୍ଜେଇ
ଆସିକା,୨୪/୯(ଏସଏସନିୟୁଜ) ଗୁଜରାଟର ସୁରତ କ୍ରାଇମ୍ବ୍ରାଞ୍ଚ୍ ପୂର୍ଣ୍ଣା ଗାଁ ସରୋଲି ରୋଡ୍ ନେଚର୍ ଭ୍ୟାଲି ହୋମ୍ସ ନିକଟରୁ ଏକ ଟ୍ରକ୍ରୁ ୫୬୨ କିଲୋର ଗଞ୍ଜେଇ ଜବତ କରିଛି ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫୬ ଲକ୍ଷ ୪୫ ହଜାର ଟଙ୍କାହେବ ବୋଲି ଜଣାପଡିଛି ।ଏସବୁ ଗଞ୍ଜେଇ ଓଡ଼ିଶାରୁ!-->…