Browsing Category

ଓଡ଼ିଶା

ବିଏମ୍‌ସି ଡେପୁଟିକମିଶନର ଥାନାରେ ଅଟକ

ଭୁବନେଶ୍ୱର,୩୦।୧(ଏସଏସ ନିଉଜ)ଜଣେ ଯୁବତୀଙ୍କୁ ଦୁର୍ବବ୍ୟବହାର ଓ ବ୍ଲାକମେଲିଂ ଅଭିଯୋଗରେ ବିଏମ୍‌ସି ଡେପୁଟି କମିଶନର ଭୁବନେଶ୍ୱର ଲିଙ୍ଗରାଜ ଥାନାରେ ଯୋଗେଶ୍ୱର ନାୟକ ହେଲେ ଅଟକ ରହିଥିବାର ଜଣାପଡିଛି ।

ଚାଲିଛି ଜେରା

ଭୁବନେଶ୍ୱର,୩୦।୧(ଏସଏସ ନିଉଜ)ଅଭିଯୁକ୍ତ ଏଏସ୍‌ଆଇ ଗୋପାଳ ଦାସଙ୍କୁ କ୍ରାଇମବ୍ରାଞ୍ଚ ଜେରା ଆରମ୍ଭ କରିଛି। ସୁନ୍ଦରଗଡ଼ ରିଜର୍ଭ ଅଫିସରେ ପଚରାଉଚରା ଚାଲୁଛି। କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା କରୁଛନ୍ତି ଜେରା। ଗତକାଲି ରାତିରେ ୨ ଘଣ୍ଟା ଜେରା କରାଯାଇଥିଲା। ଗୋପାଳ ଦାସଙ୍କ ହ୍ୟାଣ୍ଡସ୍ୱପ…

ନବଦାସ ଅମର ରହେ

ଭୁବନେଶ୍ୱର,୩୦।୧(ଏସଏସ ନିଉଜ)ଶ୍ମଶାନରେ ନବଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇଛି। ଦିଆଗଲା ଗାର୍ଡ ଅଫ ଅନର । ଖେରୁଆଲ ଶ୍ମଶାନ ଜନସମୁଦ୍ର ରେ ପରିଣତ ହୋଇଛି । ନବଦାସ ଅମରରହେ ଧ୍ବନୀରେ ପ୍ରକମ୍ପିତ ହୋଇଛି ସେହି ଅଂଚଳ।ଝାରସୁଗୁଡ଼ା ଖେରୁଆଲ ଶ୍ମଶାନରେ ନବଙ୍କ ଅନ୍ତିମ ସଂସ୍କାର କରାଯାଉଥିବା…

ଗୁଳିମାଡ଼ରେ ଉଡ଼ିଗଲା ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରାଣବାୟୁ

ଭୁବନେଶ୍ୱର,୨୯ା୧(ଏସଏସନିଉଜ)ଗୁଳିମାଡରେ ଶେଷରେ ଜୀବନ ହରାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ । ତାଙ୍କୁ ଅତିନିକଟରୁ ପୋଲିସ ଏଏସଆଇ ଗୁଳି ଚଳାଇବାଫଳରେ ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ଝାରସୁଗୁଡ଼ା ହସ୍ପିଟାଲକୁ ନିଆଯାଇଥିଲା ।ସେଠାରେ ନବଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଏୟାରଲିପ୍ଟ…

ଏୟାରଲିଫ୍ଟ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର,୨୯।୧(ଏସଏସ ନିଉଜ)ମନ୍ତ୍ରୀ ନବ ଦାସଙ୍କୁ ଏୟାରଲିଫ୍ଟ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି।ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏୟାରଲିଫ୍ଟ କରାଯିବ।ଏୟାର ଲିଫ୍ଟ କରି ଭୁବନେଶ୍ୱର ଆଣିବାକୁ ପ୍ରକ୍ରିୟା ଆରମ୍ଭ କରାଯାଇଛି।ଅନ୍ୟପଟେASI ଗୋପାଳଦାସ ମନ୍ତ୍ରୀଙ୍କୁ ଗୁଳି କରିଛନ୍ତି…

ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ

ଭୁବନେଶ୍ୱର,୨୯।୧(ଏସଏସ ନିଉଜ)ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ବ୍ରଜରାଜନଗର ଗାନ୍ଧୀ ଛକରେ ଗୁଳିମାଡ ହୋଇଛିl ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ସମୟରେ ତାଙ୍କୁ ଗୁଳିମାଡ ହୋଇଥିବା ମିଳିଛି ସୂଚନା l ତାଙ୍କ ଛାତିରେ ଗୁଳିମାଡ ହୋଇଥିବା ସୂଚନା ମିଳିଛି l କିଏ ଓ କାହିଁକି ଗୁଳିମାଡ…

ଆତ୍ମରକ୍ଷା ପ୍ରଶିକ୍ଷଣଶିବିର ଉଦଯାପିତ

ବାରଙ୍ଗ,୨୯।୧(ଏସଏସ ନିଉଜ)ବାରଙ୍ଗ କୁଞ୍ଜବିହାରି ମହାବିଦ୍ୟାଳୟ ପରିସରରେ ଚଳିତମାସ ୧୬ ତାରିଖରୁ ଆରମ୍ଭ ହୋଇଥିବା ଛାତ୍ରୀ ମାନଙ୍କ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଶନିବାର ଦିନ ଉଦଯାପିତ ହୋଇଯାଇଛି ।ଏହିଅବସରରେ ମହାବିଦ୍ୟାଳୟ ଅଧକ୍ଷ ପ୍ର. ପ୍ରତାପକୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ଯୁବତୀକୁ ଅସଦଆଚରଣ କରି ବନ୍ଧାହେଲେ ଯୁବକ

ବାରଙ୍ଗ,୨୮ା୧(ଏସଏସନିଉଜ)ଜଣେ ଯୁବତୀକୁ ଅସଦଆଚରଣ କରିବା ଅଭିଯୋଗରେ ନନ୍ଦନକାନନଥାନାପୋଲିସ ଶନିବାରଦିନ ଆକାଶମଣ୍ଡଳ ନାମକ ଯୁବକକୁ ଗିରଫକରି କୋର୍ଟଚାଳଣ କରିଛି ।ଶୁକ୍ରବାରଦିନ ଜଣେ ଯୁବତୀ ଓ ତାର ତିନିଜଣ ସହଯୋଗୀ ମିଶି ପାର୍ଟିକରିବାପାଇଁ ଆୟୋଜନ କରିଥିଲେ । ଆୟୋଜନମୁତାବକ ସମସ୍ତେ…

ନେତାଜୀ ସୁଭାଷଚନ୍ଦ୍ରବୋଷଙ୍କ ଜୟନ୍ତୀ ଉଦଯାପିତ

ଭୁବନେଶ୍ୱର,୨୮।୧ (ଏସଏସନିଉଜ)ମହାନ ଯୋଦ୍ଧା ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ୧୨୬ତମ ଜନ୍ମ ବାର୍ଷିକୀ ଉଦ୍‌ଯାପନ କାର୍ଯ୍ୟକ୍ରମ ବୁଧବାରଦିନ ଜୟନ୍ତୀକମିଟି ପକ୍ଷରୁ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ପୂରଣଠାରେ ଅନୁଷ୍ଠିତ ହୋଇଯାଇଛି । ନେତାଜୀକମିଟି, ବିରିଡିବ୍ଲକ ସଭାପତି ବସନ୍ତସାହୁଙ୍କ…

ଦୀପଷ୍ଟାଣ୍ଡରେ ଅଘଟଣ

ପୁରୀ,୨୮।୧(ଏସଏସନିଉଜ) ଶ୍ରୀମନ୍ଦିର ପରିସର ସୂର୍ଯ୍ୟମନ୍ଦିର ପାଖ ପାଟଅଗଣା ଦୀପ ଷ୍ଟାଣ୍ଡରେ ଅଘଟଣ ଘଟିଛି lଦୀପରୁ ନିଆଁଲାଗି ଜଣେ ମହିଳାଭକ୍ତ ଆହତହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି lଉକ୍ତ ମହିଳାଜଣଙ୍କ ଭୁବନେଶ୍ୱରର ବୋଲି ଜଣା ପଡିଛି। ସେ ଦର୍ଶନପାଇଁ ପୁରୀ ଯାଇଥିଲେ ।