କରୋନାରେ ଆକ୍ରାନ୍ତ ହେଲେ ନରସିଂହ

0 98,063

ଭୁବନେଶ୍ୱର,୨୧/୪(ଏସଏସନିୟୁଜ) କଂଗ୍ରେସନେତା ନରସିଂହମିଶ୍ର କରୋନାରେ ଆକ୍ରାନ୍ତ ହେବାପରେ ସଙ୍ଗରୋଧରେ ରହିଛନ୍ତି । ତାଙ୍କର କରୋନା ପଜିଟିଭ ଆସି ଥିବାର ଟୁଇଟ କରି ସୁଚନା ଦେଇଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନେ ପରିକ୍ଷା କରାଇନେବାକୁ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.