ଚାଲିଗଲା ବାଘୁଣି ରେଣୁକା

0 271

ବାରଙ୍ଗ,୨୧/୪(ଏସଏସନିୟୁଜ) ନନ୍ଦନକାନନର ଅନ୍ୟତମ ଆକର୍ଷଣିୟ ବାଘୁଣି ରେଣୁକା ଆଖିବୁଜିଛି । ଗତ୧ମାସହେବ ଡାକ୍ତରଖାନାରେ ରହି ଚିକିସ୍‌ିତ ହେଉଥିବାବେଳେ ବୁଧବାରରାତିସାଢେ୬ଟାରେ ତାର ମୃତ୍ୟୁଘଟିଛି ।୨୦୦୮ ଫ୍ରେବୁୟାରୀ ୨୮ରେ ରେଣୁକା ଜନ୍ମଗ୍ରହଣ କରି ୧୩ବର୍ଷରେ ପଦାର୍ପଣକରିଥିଲା ।ଦୀର୍ଘଦିନ ଧରି ଅସୁସ୍ଥତା କାରଣରୁ ତାର ମୃତ୍ୟୁଘଟିଲା ବୋଲି ନନ୍ଦନକାନନ ଉପ-ନିର୍ଦ୍ଦେଶକ ବିମଳପ୍ରସନ୍ନଆଚାର୍ଯ୍ୟ କହିଛନ୍ତି । ।ରେଣୁକାର ମୃତ୍ୟୁପରେ ନନ୍ଦନକାନନରେ ବାଘସଂଖ୍ୟାହ୍ରାସ ପାଇ ୨୭ରେ ପହଁଚିଛି ।

Leave A Reply

Your email address will not be published.