Browsing Category

ଜୀବନଚର୍ଯ୍ୟା

ଆଜିର ଅନୁଚିନ୍ତା

ଆଜିର ନୀତିବାଣୀ ➡️"ମୃତ୍ୟୁ କାଳରେ ଧନ, ସମ୍ପଦ, ଯଶ, ଗୌରବ କିଛି ସାଥିରେ ଯାଏ ନାହିଁ । କେବଳ କର୍ମ ହିଁ ମଣିଷକୁ ଅମର ରଖେ !! ➡️"ଅନ୍ୟର ମଙ୍ଗଳ କାମନା କରିଥିବା ଲୋକ ହିଁ ଆତ୍ମ ଶାନ୍ତି ଲାଭ କରିପାରେ !!" ➡️"ଧର୍ମର ଅନ୍ୟ ଅର୍ଥ ସତ୍ କର୍ମ ଓ ପରୋପକାର !! ➡️"ଇନ୍ଦ୍ରୀୟ ସଂଯମ, ଜୀବନ…

ଆଜିର ଅନୁଚିନ୍ତା 

ଆଜିର ନୀତିବାଣୀ  ➡️"ମୃତ୍ୟୁ ସଦା ଜାଗ୍ରତ । ସେ କେବେ ଶୋଇପାରେନା । ପ୍ରତି ମୁହୂର୍ତରେ ସେ ଅପେକ୍ଷା କରୁଥାଏ କାହାକୁ ନା କାହାକୁ । ମୃତ୍ୟୁ ପ୍ରତି ସମସ୍ତେ ସଚେତନ ହୋଇ କାମ କରିବା ଆବଶ୍ୟକ !! ➡️"ଜୀବନର ଲକ୍ଷ୍ୟ ମନ୍ଦ କାର୍ଯ୍ୟ ନୁହେଁ, ଭଲ କାମ ଓ ପରୋପକାର ଅଟେ !! ➡️"ପ୍ରାଣୀ ଯେପରି…

ମୁହଁ ଫେରାଉଛି କରୋନା

୧. ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ‘ଟୋକିମରା’ ପର୍ବ ପର୍ଯ୍ୟାୟକ୍ରମେ ପାଳିତ ହୋଇଛି । ୨. ଉତ୍ତରାଖଣ୍ଡ ନିର୍ବାଚନ ୨୦୨୨ ପୂର୍ବରୁ ଜଙ୍ଗଲ ମନ୍ତ୍ରୀ ହରକ ସିଂ ରାୱତଙ୍କୁ ଦଳ ବିରୋଧୀ ବିବୃତ୍ତି ପାଇଁ କ୍ୟାବିନେଟରୁ କାର୍ଯ୍ୟରୁ ବରଖାସ୍ତ କରାଯାଇଛି । ୩.…

ଆଜିର ଅନୁଚିନ୍ତା

-ଜୀବନରେ ଅଧିକ ଦୁଃଖ ମିଳୁଛି ବୋଲି କାହାକୁ ବି ଦୋଷ ଦେବା ଠିକ୍ ନୁହେଁ କିମ୍ବା ଅଧିକ ସୁଖ ମିଳୁଛି ବୋଲି ଗର୍ବ କରିବା ଉଚିତ୍ ନୁହେଁ ।କାରଣ ସୁଖ ଓ ଦୁଃଖ କେହି ଦେଇ ନ ଥାନ୍ତି ବରଂ ମନୁଷ୍ୟ ନିଜ କର୍ମ ଅନୁସାରେ ତାକୁ ଭୋଗ କରିଥାଏ । -ଏଇ ପୃଥିବୀରେ ଦୁଇ ଜଣ ଜ୍ଯୋତିଷ ଅଛନ୍ତି,ଜଣେ ଯିଏ ମନର…

୩୦ରୁ ଅଧିକ ଡାକ୍ତର,ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା

➡୧-ଆଜି ମକର ସଂକ୍ରାନ୍ତି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମକର ସଂକ୍ରାନ୍ତି ପାଇଁ ସ୍ୱତନ୍ତ୍ର ରୀତି ନୀତି ପାଳିତ ହେବ। ଏଥର ମକର ମଉଜ ପଡ଼ିବ ଫିକା: ମେଳାରେ ବାଧକ ସାଜିଲା ମହାମାରୀ, ଉତ୍ସବ ପାଇଁ ଉତ୍ସାହ ଅଛି କିନ୍ତୁ କିଛି ହୋଇପାରୁ ନାହିଁ ➡୨-ଜାନୁଆରି ୧୯ରୁ ଆରମ୍ଭ ହେବ ‘ନିଟ୍-ୟୁଜି’…

ଆଜିର ଅନୁଚିନ୍ତା

🦋ମଣିଷ ଘର ବଦଳାଇ ଥାଏ,ବସ୍ତ୍ର ବଦଳେଇଥାଏ,ସମ୍ପର୍କ ବଦଳେଇଥାଏ ତଥାପି ଦୁଃଖୀ ରହିଥାଏ କାହିଁକି ନା ନିଜ ସ୍ବଭାବ କୁ କେବେହେଲେ ବଦଳାଇ ପାରେ ନାହିଁ । 🦋ଜୀବନରେ ନିଜ ଅତୀତକୁ ସମୀକ୍ଷା କରି ,ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବାକୁ ସବୁଠାରୁ ସୁନ୍ଦର ସମୟ ହେଉଛି " ବର୍ତ୍ତମାନ "ଏହା ନିଶ୍ଚୟ ମନେ…

ନିଆଁ ପରି ବ୍ୟାପୁଛିକୋଭିଡ୍ …

୧. ୱାସିଂଟନ:ବିଶ୍ବରେ ପ୍ରଥମ: ମଣିଷ ଶରୀରରେ ଘୁଷୁରି ହୃତ୍‌ପିଣ୍ଡ ପ୍ରତିରୋପଣ । ୨. ବିଶିଷ୍ଟ ସାହିତ୍ୟିକ, ନାଟ୍ୟକାର, ଆଦର୍ଶ ଶିକ୍ଷକ, ଆକାଶବାଣୀର ସ୍ବୀକୃତିପ୍ରାପ୍ତ ଗୀତିକାର ତଥା ପ୍ରଥମ ସମ୍ବଲପୁରୀ ଚଳଚ୍ଚିତ୍ର ‘ଭୁଖା’ର ଲେଖକ ମଙ୍ଗଳୁ ଚରଣ ବିଶ୍ବାଳଙ୍କ ମଙ୍ଗଳବାର ସକାଳେ ପରଲୋକ…

ଆଜିର ଅନୁଚିନ୍ତା

🦋ଆମେ ଅର୍ଜନ କରିଥିବା ସମ୍ପତ୍ତିକୁ ଆମେ ଅନ୍ୟ ସହ ଭାଗବଣ୍ଟା କରିପାରିବା। କିନ୍ତୁ ଆମେ କରିଥିବା କର୍ମକୁ କାହା ସହିତ ବାଣ୍ଟିପାରିବା ନାହିଁ, ଆମଦ୍ୱାରା କରାଯାଇଥିବା କର୍ମକୁ କେବଳ ଆମକୁ ହିଁ ଭୋଗିବାକୁ ପଡିବ। ତେଣୁ କର୍ମ କରିବା ପୂର୍ବରୁ ଥରେ ତାର ପରିଣତି ନିଶ୍ଚୟ ଚିନ୍ତାକରିବା ଉଚିତ୍ ।…

ଆଜିର ଅନୁଚିନ୍ତା

🦋ଜୀବନର ପ୍ରକୃତ ଆନନ୍ଦ ନେବାପାଇଁ ଅନ୍ୟ ଉପରେ କେବେହେଲେ ନିର୍ଭର କରନ୍ତୁ ନାହିଁ ବରଂ ନିଜ ରାସ୍ତାରେ ନିଜେ ଆଗେଇ ଚାଲନ୍ତୁ । 🦋ଜୀବନ ଓ ସମୟ ମଣିଷର ହିଁ ସର୍ବଶ୍ରେଷ୍ଠ ଗୁରୁ | ଜୀବନ ଆମକୁ ସମୟର ଉପଯୋଗ କରିବା ଶିଖାଇ ଥାଏ ତ ସମୟ ଆମକୁ ଜୀବନର ମୂଲ୍ୟବୋଧ ବତାଇଥାଏ । 🦋ସବୁଠାରୁ…

ଆଜିର ଅନୁଚିନ୍ତା

🦋କ୍ରୋଧ ଶବ୍ଦରେ ରହିବା ଉଚିତ୍ ,ମନରେ ନୁହେଁ ।ସେହିପରି ପ୍ରେମ କେବଳ ଶବ୍ଦରେ ନୁହେଁ ,ମନରେ ମଧ୍ୟ ରହିବା ଉଚିତ୍ । 🦋ସର୍ବଦା ଅନ୍ୟର ଭୁଲ ପାଇଁ ନିଜ ଅଭିମାନ କୁ ତ୍ୟାଗକରି ସଦା ଅନ୍ୟର ପରିସ୍ଥିତି ଓ ମାନସିକ ସ୍ଥିତିକୁ ବୁଝିବାକୁ ଚେଷ୍ଟା କରନ୍ତୁ, ଏବଂ ଅଭିମାନ ବଦଳରେ ଅନ୍ୟକୁ ବୁଝି ଅନ୍ୟର…