ରାଜ୍ୟରେ ସକ୍ରିୟ ପଶ୍ଚିମାଝଡ଼
ଭୁବନେଶ୍ୱର,୩୦।୩(ଏସଏସ ନିଉଜ) ରାଜ୍ୟରେ ସକ୍ରିୟ ରହିଛି ପଶ୍ଚିମାଝଡ଼।ଆଜିଠୁ ବଢ଼ିବ ବର୍ଷାରପରିମାଣ। ବିଜୁଳି ଘଡ଼ଘଡ଼ି ସହ ବର୍ଷା ଅନୁମାନ କରାଯାଇଛି। ଆସନ୍ତା ୩ଦିନ ପର୍ଯ୍ୟନ୍ତ ମିଳିବନି ନିସ୍ତାର।ଆଜି୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।
Recover your password.
A password will be e-mailed to you.