ମଧୁବନ ଗାଁରେ ବୁଲିଲା ଖଣ୍ଡା

0 1,876

ବାରଙ୍ଗ,୨୫।୨(ଏସଏସନିଉଜ) ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବାରଙ୍ଗଥାନା ଅଧିନସ୍ତ ମଧୁବନ ଗାଁରେ ରବିବାର ସକଳେ ବୁଲିଛି ଖଣ୍ଡା।କେତେଜଣ ଯୁବକ ଖଣ୍ଡା ଧରି କିଛି ସମୟପାଇ ଉପ୍ତାତ ସୃଷ୍ଟି କରିଥିଲେ।ଖଣ୍ଡା ଚୋଟରେ ଜଣେ ଆହତ ହୋଇଥିବା ବେଳେ ଏହାକୁନେଇ ଏବେ ଗାଁରେ ଉତେଜନାଦେଖାଦେଇଛି। ଉପ୍ତାତ ସୃଷ୍ଟି କରିଥିବା ଯୁବକମାନେ ଏକ କାରକୁ ମଧ୍ୟ ଭାଙ୍ଗିଦେଇଛନ୍ତି।ଖବରପାଇ ବାରଙ୍ଗପୋଲିସ ଘଟଣା

ସ୍ଥଳରେ ପହଂଚି ପରିସ୍ଥିତିଉପରେ ତୀକ୍ଷ୍ଣ ନଜର ରଖିଛି।ଖଣ୍ଡାଧରି ଆକ୍ରମଣ କରାଯାଉଥିବା ସମୟର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି।

Leave A Reply

Your email address will not be published.