Browsing Category

ଅପରାଧ

ମାଟିଅତଡ଼ା ନେଲା ୨ମହିଳାଙ୍କ ଜୀବନ

କୋରାପୁଟ,୨୮।୨(ଏସଏସ ନିଉଜ)ମାଟିଅତଡ଼ା ଧସି ୨ ମହିଳା ମୃତୁବରଣ କରିଛନ୍ତି ଓ ୨ଜଣ ଗୁରୁତର ଆହତ ହୋଇଛନ୍ତି।ନନ୍ଦପୁରଥାନା ହିକମପୁଟ ନିକଟ ଲେଞ୍ଜିପୁଟ ନାଳ ନିକଟରେ ଅଘଟଣ ଘଟିଛି।ମୃତ ୨ମହିଳାଙ୍କ ଘର ଘାଗଡ଼ାପଣ୍ଡି ଗାଁର ବୋଲି ସୂଚନା ମିଳିଛି।

ଭୁବନେଶ୍ୱରରେ ପରିବହନବିଭାଗର ସ୍ୱତନ୍ତ୍ରଡ୍ରାଇଭ

ଭୁବନେଶ୍ୱର,୨୮।୩(ଏସଏସ ନିଉଜ)ଭୁବନେଶ୍ୱରରେ ଜାରି ରହିଛି ଧରପଗଡ଼।ପରିବହନ ବିଭାଗ ପକ୍ଷରୁ ଚାଲିଛି ସ୍ୱତନ୍ତ୍ରଡ୍ରାଇଭ। ଅତିରିକ୍ତ କମିଶନର ଲାଲ ମୋହନ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱବଧାନ ରେ ହେଉଛି ଯାଞ୍ଚ। ମଦ୍ୟପ ଚାଳକଙ୍କ ପରେ ଏବେ କମବୟସ୍କଙ୍କ ଉପରେ ରହିଛି ସ୍ୱତନ୍ତ୍ର ନଜର।…

ମୋବସରୁ ଚୋରି ହେଲା ୫୦ହଜାରେ

ଭୁବନେଶ୍ୱର,୧୮।୩(ଏସଏସ ନିଉଜ) ମୋବସ୍‌ରେ ଯାତ୍ରୀଙ୍କ ଠାରୁ ୫୦ ହଜାର ଚୋରି ହୋଇଥିବାର ଅଭିଯୋଗ ଆସିଛି। ୧୮ନଂରୁଟ୍‌ର ଜଗତପୁର-ବରମୁଣ୍ଡା ଯାଉଥିବା ବସ୍‌ରେ ଚୋରି ହୋଇଛି। ନବ ବିବାହିତଝିଅ ପାଇଁ ଶାଢ଼ୀ କିଣିବାକୁ ଆସିଥିବା ବେଳେ ହୋଇଛି ଚୋରି। ଚନ୍ଦ୍ରଶେଖ ରପୁରଥାନାରେ ଏନେଇ ଅଭିଯୋଗ କରିଛନ୍ତି…

୧୦ବର୍ଷରେ ୬ମହାବଳବାଘ ମୃତ୍ୟୁ

ଭୁବନେଶ୍ବର,୨୮।୩(ଏସଏସ ନିଉଜ)ଗତ ୧୦ବର୍ଷ ମଧ୍ୟରେ ରାଜ୍ୟରେ ୬ ମହାବଳବାଘଙ୍କ ମୃତ୍ୟୁ ଘଟିଛି।ମୃତ ୬ଟି ମଧ୍ୟରୁ ୩ଟି ମହାବଳବାଘ ଶିକାରୀଙ୍କ ଦ୍ୱାରା ମରିଛନ୍ତି।ତାରା ବାହିନୀ ପତିଙ୍କ ପ୍ରଶ୍ନରେ ମନ୍ତ୍ରୀ ପ୍ରଦୀପ ଅମାତ ସୂଚନା ଦେଇଛନ୍ତି।

ଲିଭଇନରେ ରହି ସବୁ ଲୁଟିଲେ କନଷ୍ଟେବଲ

ଭୁବନେଶ୍ୱର,୨୮।୩(ଏସଏସ ନିଉଜ)ଷଷ୍ଠବାଟାଲିୟନର କନଷ୍ଟେବଲ ପ୍ରୀତିରଂଜନ ବେହେରାଙ୍କ ନାଁରେ ପ୍ରତାରଣା ଅଭିଯୋଗ ଆଣି ଡିସିପିଙ୍କ ନିକଟରେ ଫେରାଦ ହୋଇଛନ୍ତି ଯୁବତୀ। ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିଥିବାର ଅଭିଯୋଗରେ ଦର୍ଶାଇଛନ୍ତି।ଦୀର୍ଘଦିନ ଲିଭ୍ ଇନରେ ରହିବା ପରେ…

UPଗ୍ୟାଙ୍ଗଷ୍ଟରକୁ ଆଜୀବନ କାରାଦଣ୍ଡ

ଭୁବନେଶ୍ୱର,୨୮।୩(ଏସଏସ ନିଉଜ)ଆତିକ୍‌ ଅହମ୍ମଦଙ୍କ ସମେତ ୩ ଜଣଙ୍କୁ ଆଜୀବନ କାରାଦଣ୍ଡ ହୋଇଛି।୨୦୦୬ ଉମେଶପାଳ ଅପହରଣ ମାମଲାର ଶୁଣାଣି ହୋଇଛି।ଦଣ୍ଡାଦେଶ ଶୁଣାଇଛନ୍ତି ପ୍ରୟାଗରାଜ MP-MLA କୋର୍ଟ।ଆଜୀବନ କାରାଦଣ୍ଡ ସହ ୫ହଜାର ଟଙ୍କା ଫାଇନ କରାଯାଇଛି।

୨ନାବାଳକଙ୍କୁ ୫୦ହଜାର ଫାଇନ!

ରାୟଗଡ଼ା,୨୮।୩(ଏସଏସ ନିଉଜ)ରାୟଗଡ଼ା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ବୋଇଛି।ବାଇକ ଚଳାଇବାବେଳେ ଧରାପଡ଼ିଲେ ଦୁଇ ନାବାଳକ। କଲେଜ ରୋଡ଼ରେ ଗାଡ଼ି ଚଳାଇବା ବେଳେ ଧରିଲା RTO। ଉଭୟଙ୍କଠାରୁ ୨୫ ହଜାର ଲେଖାଏଁ ଜରିମାନା ଆଦାୟ କରାଯାଇଛି। ଆଜିଠାରୁ ସ୍କୁଲ ପିଲାଙ୍କୁ ଚେକିଂ,…

ଆମେରିକାସ୍କୁଲରେ ଗୁଳିମାଡ଼

ଭୁବନେଶ୍ୱର,୨୮।୩(ଏସଏସ ନିଉଜ)ଆମେରିକା ନାସଭିଲେର ଏକ ଘରୋଇ ସ୍କୁଲରେ ଗୁଳିମାଡ଼ ହୋଇଛି। ମୃତକଙ୍କ ମଧ୍ୟରେ ୩ଜଣ ୯ ବର୍ଷିୟ ଛାତ୍ର ଅଛନ୍ତି।ଗୁଳିମାଡ଼ କରିଥିବା ବ୍ୟକ୍ତିଙ୍କୁ ସୁରକ୍ଷାକର୍ମୀ ନିହତ କରିଛନ୍ତି।ଆମେରିକା ରାଷ୍ଟ୍ରପତି ଘଟଣାରେ ଚିନ୍ତା ପ୍ରକଟ କରିଛନ୍ତି।

ସବ୍ୟସାଚୀପଣ୍ଡା ନିର୍ଦ୍ଦୋଷ !

ଭୁବନେଶ୍ୱର,୨୭ା୩(ଏସଏସନିଉଜ)ମାଓନେତା ସବ୍ୟସାଚୀପଣ୍ଡା ନିର୍ଦ୍ଦୋଷରେ ଖଲାସ। ନୟାଗଡ଼ରିଜର୍ଭ ଆକ୍ରମଣଘଟଣାରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ନୟାଗଡ଼ ମାଓଆକ୍ରମଣ ଘଟଣାରେ ୯ଟିମାମଲା ହୋଇଥିଲା। ଏଯାଏ୫ଟି ମାମଲାରେ ସବ୍ୟସାଚୀ ଖଲାସ ହୋଇଛନ୍ତିା

ଆନ୍ଦୋଳନରୁ ହଟିଲା ଆଉଟ୍ ସୋର୍ସିଂ କର୍ମଚାରୀ ମହାସଂଘ

ଭୁବନେଶ୍ୱର,୨୭ା୩(ଏସଏସନିଉଜ)ଆନ୍ଦୋଳନରୁ ହଟିଲା ଆଉଟ୍ ସୋର୍ସିଂ କର୍ମଚାରୀ ମହାସଂଘ । ଉନ୍ନୟନ କମିଶନରଙ୍କସହ ଆଲୋଚନାପରେ ୧ମାସପାଇଁ ଆନ୍ଦୋଳନ ସ୍ଥଗିତ ରଖିଲା ସଂଘ । ଏନେଇ ମହାସଂଘ ପକ୍ଷରୁ ସୂଚନା ଦେଇଛନ୍ତି ।ସଂଘ୧୦ଦଫା ଦାବିରେ ଲୋୟର ପିଏମଜିରେ ଧାରଣାରେ ବସିଥିଲା ।