ଖାକି ପଛରେ ଖାକି

ଭୁବନେଶ୍ୱର,୨୬।୮(ଏସଏସନିଉଜ)ପୋଲିସକୁ ଖୋଜୁଛି ପୋଲିସ।ଶରଣକୁଳଥାନା ପୂର୍ବତନ IIC ସୁଜିତ ଦାସଙ୍କ ନାଁରେ NBW ଜାରି ହୋଇଛି।ଦୀର୍ଘଦିନ ହେଲା ଫେରାର ଥିବାରୁ NBW ଜାରି ହୋଇଛି।ଦୁଷ୍କର୍ମ ମାମଲାରେ ଫେରାର ଅଛନ୍ତି ପୂର୍ବତନ IIC ସୁଜିତ ଦାସ।ଖାକି ବାବୁଙ୍କୁ ଗିରଫ କରିବାକୁ ପଛରେ ଲାଗିଛି ଖାକି।ଶରଣକୁଳ ଥାନା ପୂର୍ବତନ IIC ସୁଜିତ ଦାସଙ୍କୁ ଗିରଫ ପାଇଁ ପୋଲିସର ଛାନଭିନ୍ ଆରମ୍ଭ ହୋଇଛି।କ୍ରାଇମବ୍ରାଞ୍ଚର ଏକାଧିକ ଟିମ୍ ବିଭିନ୍ନସ୍ଥାନରେ କରୁଛନ୍ତି ଜୋରଦାର ଚଢ଼ାଉ ଆରମ୍ଭ କରାଯାଇଛି।ଚଢ଼ାଉ ଜୋରଦାର ହୋଇଥିଲେ ମଧ୍ୟ ସୁଜିତଦାସ ଏବେବି ଫେରାର ରହିଛନ୍ତି।ଭୁବନେଶ୍ୱରରେ ଥିବା ତାଙ୍କବାସଭବନରେ ମଧ୍ୟ ଚାଲିଛି ରେଡ୍‌ ହୋଇଛି।

- Advertisement -

Leave A Reply

Your email address will not be published.