ଗଞ୍ଜାମ ଧର୍ମାନୁଷ୍ଠାନରେ ଲାଗିଲା କଟକଣା

0 344

ଗଞ୍ଜାମ,୨୧/୪(ଏସଏସନିୟୁଜ)କୋଭିଡ୍ ସଂକ୍ରମଣ ବଢୁଥିବା ଦେଖି ଗଞ୍ଜାମରେ ଧର୍ମାନୁଷ୍ଠାନକୁ ଯିବାକୁ ଲାଗିଲା କଟକଣା । ଗଞ୍ଜାମଜିଲ୍ଲାର ସମସ୍ତ ମନ୍ଦିର, ମସଜିଦ, ଚର୍ଚ୍ଚ ଓ ଧର୍ମାନୁଷ୍ଠାନରେ ଧର୍ମୀୟ ପୀଠରେ ଭକ୍ତଙ୍କ ପ୍ରବେଶକୁ ନିଷେଧ କରାଯାଇଛି ।୨୨ ଠାରୁ ମେ୧୫ ଯାଏଁ ସାଧାରଣ ଲୋକେ ଜିଲ୍ଲାର କୌଣସି ଜନ ଗହଳି ସ୍ଥାନ ଯେପରିକି ଧର୍ମୀୟ ଅନୁଷ୍ଠାନ, ପାର୍.ସମୁଦ୍ର କୂଳ,ଖେଳ ପଡି. ହ୍ରଦ ଆଦି ସ୍ଥାନକୁ ପ୍ରବେଶ ନିଷେଧ କରାଯାଇଛି । ଜିଲ୍ଲାର ସମସ୍ତ ମନ୍ଦିର,ମସଜି.ଚର୍ଚ୍ଚ ଏବଂଅନ୍ୟ ଧର୍ମୀୟ ପୀଠ ମାନଙ୍କରେ ସୀମିତ ପୂଜକ ମାନେ ଯାଇ ପାରମ୍ପରିକ ରୀତିନୀତି ଅନୁଯାୟୀ ସେବା କରିପାରିବେ ବୋଲି ଗଞ୍ଜାମ ଜିଲ୍ଲାପାଳ ଟୁଇଟ୍ କରି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.