ନୂଆ କୂଳପତି

ଭୁବନେଶ୍ବର,୨୧/୧(ସତ୍ୟସନ୍ଧାନ ଡେସ୍କ)ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ନୂଆ କୂଳପତି ନିଯୁକ୍ତ। ପ୍ରଫେସର ଅର୍କ କୁମାର ଦାସ ମହାପାତ୍ରଙ୍କୁ ନୂଆ କୂଳପତି ଦାୟିତ୍ୱ। ବର୍ତ୍ତମାନ ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଧ୍ୟାପକ ଅଛନ୍ତି।.

Comments (0)
Add Comment