ରାଜଧାନୀରେ ନର କଙ୍କାଳ , ହତ୍ୟା ସନ୍ଧେହ
ଭୁବନେଶ୍ୱର:୨୯/୧୧- ରାଜଧାନୀରେ ନର କଙ୍କାଳ ।ଗୋଟିଏ ନୁହେଁ କି ଦୁଇଟି ନୁହେଁ ତିନୋଟି ନର କଙ୍କାଳ ଗୋଟିଏ ପଲିଥିନ ଜରିରୁ ମିଳିଛି । ଯାହାକୁ ନେଇ ରାଜଧାନୀ ବାସୀ ଏବେ ଆତଙ୍କିତ ହୋଇପଡିଛନ୍ତି । ସମସ୍ତଙ୍କ ମୁହଁରେ ଗୋଟିଏ କଥା ଏହି ନର କଙ୍କାଳ କାହାର । ଆଉ ଏଠିକି ଆସିଲା କେମିତି । ନା କିଏ ହତ୍ୟା କରି କଙ୍କାଳ କୁ ଆଣି ଫୋପାଡି ଚାଲିଯାଇଛି । ନା ଦୀର୍ଘ ୧୫ ଦିନ ତଳେ ବରମୁଣ୍ଡା […]