Browsing monthly archive

November 2019

ସଚେତନ ହେଲେ ଚାଷୀ

ଭୁବନେଶ୍ୱର,୨୭/୧୧- ସଚେତନ ହେଲେଣି ଚାଷୀ । ନୁଆ ବିହନ ଓ ତା ସାଙ୍ଗକୁ ନୁଆ କୈ÷ାଶଳିର ଜନ୍ତ୍ରପାତିକୁ ନେଇ ଖର୍ଚ୍ଚ କମ୍ ଅନୁସାରେ ଅଧିକ ଅମଳକ୍ଷମ ପାଇପାରିବେ ।ଏଭଳି ଦୃଷ୍ଟାନ୍ତମୁଳକ ଉଦାହରଣ ଦେଖିବାକୁ ମିଳିଛି ପଂଚୁପାଳ ଗ୍ରାମରେ । ଚାଷୀମାନେ ଏବେ ନୁଆ ବିହନରେ ଧାନଚାଷ କରିବେ । ପ୍ରାଥମିକ ପର୍ଯ୍ୟାୟରେ ବାରଙ୍ଗବ୍ଲକ ଅର୍ନ୍ତଗତ ପଂଚୁପାଳ ଗ୍ରାମର ଚାଷୀମାନେ ଏହି ବିହନ ଆଣି ଧାନଚାଷ କରିବା ସହ ଅଧିକ ତଥ୍ୟ ଜାଣିବାପାଇଁ କୃଷିବିଭାଗର ଅଧିକାରୀଙ୍କୁ ଜଣାଇଥିଲେ ଓ […]

ବାରଙ୍ଗ ପ୍ରେସ୍ କ୍ଲବରେ ରକ୍ତଦାନ ଶୀବିର ଅନୁଷ୍ଟିତ

ଭୁବନେଶ୍ବର:୨୭/୧୧- ବୁଧବାର ଦିନ  ବାରଙ୍ଗ ପ୍ରେସ କ୍ଲବ ପରିସରରେ  ରକ୍ତଦାନ ଶୀବିର ଅନୁଷ୍ଟିତ ହୋଇଯାଇଛି । ଅଞ୍ଚଳର ବିଭିନ୍ନ ସ୍ଥାନରୁ ଯୁବପିଢୀ ଏବଂ କଲେଜ ଛାତ୍ରଛାତ୍ରି ରକ୍ତ ଦାନ କରିବା ପାଇଁ ଛୁଟି ଆସିଛନ୍ତି । ରକ୍ତଦାନ କେନ୍ଦ୍ରରେ ରକ୍ତ ଦାନ କରିବା ପାଇଁ ଯୁବପୀଢିଙ୍କ ଭିଡ ଜମୁଥିବା ଦେଖିବାକୁ ମିଳିଛି । ତେବେ ଏହି ଶିବୀରରେ ୩୪ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ଜଣାପଡିଛି । ତେବେ ବାରଙ୍ଗ ପ୍ରେସ କ୍ଲବ ର ବାର୍ତ୍ତା ରକ୍ତ […]

କେମିତି କଟିବ ଆଜିର ଦିନ ???

ଆଜିର ରାଶିଫଳ                                                   ଅଦ୍ୟ ନଭେମ୍ବର ୨୭ ତାରିଖ ୨୦୧୯ମସିହା(ବୁଧବାର)                                   ————– ମେଷ : ଆଜି ଯାହା ହେଉନା […]

ଏମ୍ସ ଆକାଉଣ୍ଟ ରୁ ୪ କୋଟି ହଡପ

ଭୁବନେଶ୍ବର:୨୬/୧୧-ଏମ୍ସ ଆକାଉଣ୍ଟ ରୁ ୪ କୋଟି ଟଙ୍କା ହଡପ ହୋଇଛି ।  ଫୁଲବାଣୀ ଷ୍ଟେଟ୍ ବ୍ୟାଙ୍କ ଶାଖାର କେତେକ କର୍ମଚାରୀଙ୍କ ସଲାସୁତୁରାରେ ଏହି ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି। ତଦନ୍ତ ଚାଲିଥିବା କହି ଫୁଲବାଣୀ ଏସ୍‌ବିଆଇ ଶାଖା ପରିଚାଳକ ଏହା ଉପରେ କୌଣସି ମନ୍ତବ୍ୟ ଦେଉନାହାନ୍ତି। ପ୍ରାୟ ମାସେ ତଳେ ଫୁଲବାଣୀ ମାଦୀକୁନ୍ଦାର ସତ୍ୟସାଇ ମେଡିସିନ୍ ଷ୍ଟୋରର ମାଲିକ ଚନ୍ଦ୍ର ପଣ୍ଡାଙ୍କ ଷ୍ଟେଟ୍ ବ୍ୟାଙ୍କ ଆକାଉଣ୍ଟକୁ ୪ କୋଟି ୧୪ ଲକ୍ଷ ଟଙ୍କା ଆସିଥିଲା। ଏହାପରେ […]

ଶୀଘ୍ର ଛାଡ଼ନ୍ତୁ ଏସବୁ ବଦଭ୍ୟାସ: ନଚେତ୍ ଭୋଗିବାକୁ ପଡ଼ିବ ଅନେକ ସମସ୍ୟା:ଜାଣିବା ପାଇଁ ପଢନ୍ତୁ??

ଭୁବନେଶ୍ବର:୨୬/୧୧-  ବେଳେବେଳେ ଆମର କିଛି ଖରାପ ଅଭ୍ୟାସ ହିଁ ଆମ ପାଇଁ ବିରାଟ ସମସ୍ୟାମାନ ସୃଷ୍ଟି କରିଥାଏ। ଏହା ଆମ ଭବିଷ୍ୟତ ଏବଂ ସୁଖଦୁଃଖ ସହ ଜଡ଼ିତ ଥାଏ। ମଣିଷର ଅଭ୍ୟାସଗୁଡ଼ିକୁ ତା’ ବ୍ୟକ୍ତିତ୍ୱର ଦର୍ପଣ ହୋଇଥାଏ ବୋଲି ମଧ୍ୟ କୁହାଯାଇଥାଏ। ଶାସ୍ତ୍ରରେ ଏପରି କିଛି ଅଭ୍ୟାସ ବିଷୟରେ କୁହାଯାଇଛି, ଯାହାକି ଆମ ପାଇଁ ଖୁବ୍ କ୍ଷତିକାରକ ହୋଇଥାଏ। କାରଣ ଏହି ଅଭ୍ୟାସଗୁଡ଼ିକ ଆମକୁ ଅଶୁଭ ଫଳ ଦେଇଥାଏ। ତେବେ ଆସନ୍ତୁ ଜାଣିବା ସେପରି କିଛି ଖରାପ […]

ଜନସାଧାରଣ ପାଇଁ ଖୁସି ଖବର

ଭୁବନେଶ୍ୱର : ୨୬/୧୧- ଜନସାଧାରଣ ପାଇଁ ଖୁସି ଖବର । ରାଜ୍ୟରେ ଆଧାର ପଞ୍ଜିକରଣ ବୃଦ୍ଧି କରିବା ପାଇଁ ସରକାରଙ୍କ ପକ୍ଷରୁ ଆଧାର କେନ୍ଦ୍ର ଛଡା ଏଣିକି  ଅଙ୍ଗନବାଡି କେନ୍ଦ୍ରରେ ଆଧାର ପଞ୍ଜିକରଣ ହେବ। ଏପରିକି ଡ଼ାକ୍ତରଖାନା ଓ ଜନ୍ମମୃତ୍ୟୁ ପଞ୍ଜିକରଣ କେନ୍ଦ୍ରରେ ମଧ୍ୟ ଏହାକୁ ଖୋଲାଯିବ ବୋଲି ସରକାର ନିଷ୍ପତି ନେଇଥିବା ସୂଚନା ମିଳିଛି।

କାମ କୁ ନେଇ ୨ ଠିକାଦାର ସଙ୍ଘ ମୁହାଁମୁହିଁ

ଭୁବନେଶ୍ବର:୨୬/୧୧-ମଙ୍ଗଳବାର   ଭୁବନେଶ୍ବରରେ ୨ ଠିକାଦାର ସଂଘ ମୁହାଁମୁହିଁ ହୋଇଥିବା ଜଣାପଡିଛି  | ଯାହାଫଳରେ  ସ୍ମାର୍ଟ ସିଟି ଓ ନୂଆ BMC କାର୍ଯ୍ୟାଳୟ ନିର୍ମାଣ କାମ ବନ୍ଦ ରହିଛି  | ପ୍ରକାଶ ଯେ , ଆନ୍ଦୋଳନ ବେଳେ ନିଖିଳ ଓଡ଼ିଶା ଠିକାଦାର ସଂଘର ଆନ୍ଦୋଳନ ଜାରି ରହିଥିବା ବେଳେ ଅନ୍ୟ ଠିକା ସଂସ୍ଥା କାମ କରିବାକୁ ନେଇ ୨ ସଂଘ ମଧ୍ୟରେ ବିବାଦ ଉପୁଜିଥିଲା  |

ଟ୍ରେନ୍ ଦୁର୍ଘଟଣା

ଭୁବନେଶ୍ବର:୨୬/୧୧-  ଖୋର୍ଦ୍ଧା ରୋଡ ମେମୁ ୟାର୍ଡରେ ଦୁର୍ଘଟଣା ହୋଇଥିବା ଜଣାପଡିଛି । ମେମୁ ଟ୍ରେନ୍‌ର ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିବା ବେଳେ କୈାଣସି   କ୍ଷୟକ୍ଷତିର ସୂଚନା ଏଯାବତ୍ ମିଳିପାରି ନାହିଁ ।

ଧରିଲେ ଝାଡୁ…

ଭୁବନେଶ୍ବର:୨୬/୧୧-ପରିବେଶକୁ ସ୍ବଚ୍ଛ ରଖ ସୁସ୍ଥ ରୁହ । ଏହି ସ୍ଲୋଗାନ ରେ ସ୍ବଚ୍ଛ ସମାଜ ସୁସ୍ଥ ସମାଜ ଗଠନରେ ହାତ ବଢାଇଲେ ସାମ୍ବାଦିକ । ହାତରେ ଝାଡୁ  ଓ ଗାଣ୍ଡୁଆ ଧରି   ଆନନ୍ଦ ବଜାରରୁ ଅଳିଆ ହଟାଇ ବାଣ୍ଟିଲେ ସଚେତନତାର ବାର୍ତ୍ତା।  ବାରଙ୍ଗ ବ୍ଲକ ଅନ୍ତର୍ଗତ ବାରଙ୍ଗ ଆନନ୍ଦ ବଜାରରେ ମଙ୍ଗଳବାର ଦିନ ପ୍ରାତଃ ସମୟରେ କଳିଙ୍ଗ ସାମ୍ବାଦିକ ସଙ୍ଘ ସହ ସହବଦ୍ଧିତ ବାରଙ୍ଗ ପ୍ରେସ୍ କ୍ଲବ ତରଫରୁ ସ୍ବଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ କରାଯାଇଛି […]

କେମିତି କଟିବ ଆଜିର ଦିନ ????

ଆଜିର ରାଶିଫଳ (ମଙ୍ଗଳବାର )୨୬-୧୧-୨୦୧୯ ମେଷ – ଆଜି ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକ ଲାଗି ରହିବ କିନ୍ତୁ ଆପଣ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ ।ମନର ସରସତା ଉଭେଇ ଯାଇପାରେ । ଗୃହ ସମସ୍ୟା, ଗାଡିମୋଟର ସମ୍ପର୍କୀୟ ପ୍ରତିବନ୍ଧକ ଲାଗି ରହିବ । ବନ୍ଧୁବାନ୍ଧବ, ଧାରକରଜ ପ୍ରଭୃତିକୁ କେନ୍ଦ୍ରକରି କଳହର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। ବୃଷ – ଆଜି ଆର୍ଥିକ ସହାୟତା ପ୍ରଦାନ କରିବାର ମାର୍ଗ ଉନ୍ମୁକ୍ତ ହୋଇଜିବ। ଆକସ୍ମିକ ଭାବରେ ନିମନ୍ତ୍ରିତ […]