କାମ କୁ ନେଇ ୨ ଠିକାଦାର ସଙ୍ଘ ମୁହାଁମୁହିଁ

ଭୁବନେଶ୍ବର:୨୬/୧୧-ମଙ୍ଗଳବାର   ଭୁବନେଶ୍ବରରେ ୨ ଠିକାଦାର ସଂଘ ମୁହାଁମୁହିଁ ହୋଇଥିବା ଜଣାପଡିଛି  | ଯାହାଫଳରେ  ସ୍ମାର୍ଟ ସିଟି ଓ ନୂଆ BMC କାର୍ଯ୍ୟାଳୟ ନିର୍ମାଣ କାମ ବନ୍ଦ ରହିଛି  | ପ୍ରକାଶ ଯେ , ଆନ୍ଦୋଳନ ବେଳେ ନିଖିଳ ଓଡ଼ିଶା ଠିକାଦାର ସଂଘର ଆନ୍ଦୋଳନ ଜାରି ରହିଥିବା ବେଳେ ଅନ୍ୟ ଠିକା ସଂସ୍ଥା କାମ କରିବାକୁ ନେଇ ୨ ସଂଘ ମଧ୍ୟରେ ବିବାଦ ଉପୁଜିଥିଲା  |

Comments (0)
Add Comment