Browsing monthly archive

February 2020

ଦୁଇଟି ମଲାପରେ ପଶିଲା ଚେତା , କଲେ ଅଲଗା

ବାରଙ୍ଗ,୪/୨(ଏସଏସନିୟୁଜ)ନନ୍ଦନକାନନରେ ପର୍ଯ୍ୟଟକମାନଙ୍କର ଅନ୍ୟତମ ଆକର୍ଷକ ସାଜିଛି ବିହଙ୍ଗ ସରଣୀ । ଏହି ସରଣୀରେ ରହୁଛନ୍ତି ରଙ୍ଗବେରଙ୍ଗର ବହୁ ବିଦେଶାଗତ ପକ୍ଷୀ । ଏହି ପକ୍ଷୀଶାଳରେ ରହିଛି ଖୁଆଡନଂ ୭୮ଏ । ତାହା ମଧ୍ୟରେ ରହିଛନ୍ତି ଦୁଇଟି ଅଣ୍ଡିରା ବଳଶାଳୀ ସିଲଭର ଫିଜାଂଟ ଓ ଏମାନଙ୍କ ସହ ମିଶି ରହିଛନ୍ତି ଗୋଲଡେନ ସହ ଅନ୍ୟାନ୍ୟ ଫିଜାଂଟ । ଏହି ଦୁଇଟି ସିଲଭର ଫିଜାଂଟ ପ୍ରାୟସମୟରେ ଅନ୍ୟ ଫିଜାଂଟମାନଙ୍କ ଉପରେ ନିଜର ଦୈାରାତ୍ମ ଦେଖାଇବା ସହ ଆକ୍ରମଣ କରିଥାନ୍ତି । […]

ମେଣ୍ଢାଶାଳ ସରକାରୀ ଉଚ୍ଚବିଦ୍ୟାଳୟର ୩୧ତମ ବାର୍ଷିକଉସ୍‌ବ

ମେଣ୍ଢାଶାଳ,୩/୨(ଏସଏସନିୟୁଜ) ମେଣ୍ଢାଶାଳ ସରକାରୀ ଉଚ୍ଚବିଦ୍ୟାଳୟର ୩୧ତମ ବାର୍ଷିକ ପୁରସ୍କାର ବିତରଣୀ ଉସ୍‌ବ ସୋମବାରଦିନଅନୁଷ୍ଠିତ ହୋଇଯାଇଛି ।ପ୍ରଧାନଶିକ୍ଷକ ପୁର୍ଣଚନ୍ଦ୍ରଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥିଭାବେ ମାଧ୍ୟମିକ ଶିକ୍ଷାନିର୍ଦ୍ଦେଶାଳୟର ଯୁଗ୍ମନିର୍ଦ୍ଦେଶକ ବୃନ୍ଦାବନ ଶତପଥି,ଭୁବନେଶ୍ୱରବ୍ଲକ ଅଧକ୍ଷ ଅବିନାଶପଟ୍ଟନାୟକ ମୁଖ୍ୟବକ୍ତା,ସତ୍ୟନାରାୟଣ ହୋତା, ଜଟଣୀ ବ୍ଲକଶିକ୍ଷ।।ଧିକାରୀରମେସଚନ୍ଦ୍ର କଟେଇ ,ସରପଂଚ ମମତା ବେହେରା ପ୍ରମୁଖ ଅତିଥିଭାବେ ଯୋଗଦେଇ ଶିକ୍ଷା ସହ କ୍ରିଡାପ୍ରତି ଆଗ୍ରହ ରଖିବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ । ଜୁନିୟର ବାଳକବିଭାଗରେ ଚମ୍ପିୟାନ ରୁପେ ପ୍ରଳୟ ମହାକୁଡ, ଜୁନିୟର ବାଳିକାବିଭାଗରେ ଚମ୍ପିୟାନ ରୁପେ ସାଗରିକା […]

ମଙ୍ଗଳବାର ଗଡିବନି ବସ୍ , ଚକ ବନ୍ଦ ଡାକରା

ଭୁବନେଶ୍ବର:୩/୨(ଏସଏସଏନ)  ମଙ୍ଗଳବାର ପୁରୀରୁ ଗଡିବନି ବସ୍। ଦିନିକିଆ ଚକ ବନ୍ଦ ଡାକରା ଦେଇଛନ୍ତି ପୁରୀ ବସ ମାଲିକ ସଂଘ । ପ୍ରକାଶ ଯେ ,  ଜଣେ ବସ୍ ଚାଳକଙ୍କୁ ମାଡ ମାରି ହତ୍ୟା କରିବା ଅଭିଯୋଗ ଓ ପ୍ରତିବାଦରେ ପୁରୀ ବସ ମାଲିକ ପକ୍ଷରୁ ଦିନିକିଆ ଚକ ବନ୍ଦ ଡାକରା ଦିଆଯାଇଛି। ଏନେଇ ଶ୍ରୀ ନୀଳଗିରି ମୋଟର କର୍ମଚାରୀ ସଂଘ ସୋମବାରଏକ ସମ୍ମାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଏହି ଧର୍ମଘଟରେ  ପୁରୀର ୨୦୦ଟି ବସ୍ ଏବଂ […]

ଜଳୁଛି ନଦୀ

ଭୁବନେଶ୍ବର:୩/୨(ସତ୍ୟ ସନ୍ଧାନ ଡେକ୍ସ) ଜଳୁଛି ନଦୀ ।କଥା ଟା ମନକୁ ଖଟ୍ କା ଲାଗୁଥିଲେ ମଧ୍ୟ ଘଟଣାଟି ସତ । ଘଟଣା ଘଟିଛି  ଗୁଆହାଟି ର  ଆସମ ଦିବ୍ରୁଗଡରେ ଥିବା ଏକ ନଦୀରେ । ଏହି ନଦୀ ତିନି ଦିନ ହେବ ଜଳୁଥିବା ଦେଖିବାକୁ ମିଳିଛି। ସୁଚନା ମୁତାବକ , ଆସାମ ଦିବ୍ରୁଗଡ ଜିଲ୍ଲାର ସାସୋନି ଗ୍ରାମର ବୁର୍ହି ଦିହିଙ୍ଗ ନଦୀ ମଧ୍ୟ ଦେଇ ଅଏଲ ଇଣ୍ଡିଆ ଲିମିଟେଡର ପାଇପ ଲାଇନ ବିଛା ଯାଇଥିଲା। ଗତ କିଛି […]

ଲେଉଟିବ ଶୀତ ,୫ ରୁ ବର୍ଷା

ଭୁବନେଶ୍ବର:୩/୨(ଏସଏସଏନ) ପୁଣି ଲେଉଟାଣି କରିବ ଶୀତ । ତା ସାଙ୍ଗକୁ ବର୍ଷା ଓ ଘୂର୍ଣିଝଡ । ଆଗାମୀ ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ଗଜପତି, ଗଞ୍ଜାମ, କଳାହାଣ୍ଡି, ନୂଆପଡ଼ା, ରାୟଗଡ଼ା, କୋରାପୁଟ, ନୟାଗଡ଼, କନ୍ଧମାଳରେ ବର୍ଷା ସମ୍ଭାବନା ରହିଥିବା ବେଳେ  ୩ ଜିଲ୍ଲାରେ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ରହିଛି ।  ୩ ଜିଲ୍ଲା- କଳାହାଣ୍ଡି, କନ୍ଧମାଳ ଓ ଅନୁଗୁଳ । ଆଉ  ଆସନ୍ତା  ୮ରୁ ଲେଉଟିବ ଶୀତ […]

କେମିତି କଟିବ ଆଜିର ଦିନ

୦୩ ଫେବ୍ରୁଆରି, ସୋମବାର :ଆଜିର ରାଶିଫଳ. ମେଷ : କୌଣସି ନୂଆ କାର୍ଯ୍ୟ ପ୍ରାରମ୍ଭ କରିବା ପାଇଁ ଆଜି ସମୟ ଅନୁକୂଳ ରହିବ। ଆଜି ସରକାରୀ ଲାଭ ମିଳିବାର ସଂଭାବନା ଅଛି। ବ୍ୟାପାର ଏବଂ ବ୍ୟବସାୟରେ ଲାଭ ହେବ। ବିଚାରରେ ଶୀଘ୍ର ପରିବର୍ତ୍ତନ ଆସିବ। ପରନ୍ତୁ ମଧ୍ୟାହ୍ନ ପରେ ମନର ଦୃଢତାରେ ହ୍ରାସ ହେବ ଏବଂ ମନ ବିଚାରରେ ବୁଡ଼ି ରହିବ। ମାନସିକ ରୂପରେ ଚିନ୍ତିତ ରହିବେ। ବୃଷ : ଆଜିର ଦିନ ଆପଣଙ୍କପାଇଁ ମଧ୍ୟମ ଫଳଦାୟୀ […]

କେପିପି ଉଚ୍ଚ ବିଦ୍ୟାଳୟରେ ଜାତୀୟ ଗ୍ରାମିଣ ଗାନ୍ଧୀ ଉତ୍ସବ

ଡେଲାଙ୍ଗ,୧/୨(ଏସଏସନିୟୁଜ)ଡେଲାଙ୍ଗ ବ୍ଲକର ମୁନିନ୍ଦା ପଂଚାୟତର କବି ପ୍ରସନ୍ନ ପାଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ଜାତୀୟ ଗ୍ରାମୀଣ ଗାନ୍ଧୀ ଉତ୍ସବ ଶୁକ୍ରବାର ଉଦଯାପିତ ହୋଇଯାଇଛି । ଏହି ଅବସରରେ ଡ.ଦେବେନ୍ଦ୍ର ମାନସିଂହ,ଓଷ୍ଟା ସଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି,ପରିବେଶବିତ୍ ଡ. ଦିଲ୍ଲିପ ଶ୍ରୀଚନ୍ଦନ,ତୃତୀୟ ଲିଙ୍ଗ ମଙ୍ଗଳନ୍ୟାସ ଅଧ୍ୟକ୍ଷା ମୀରା ପରିଡା ପ୍ରମୁଖ ଯୋଗଦେଇ ଗାନ୍ଧୀନିତି,ଆଦର୍ଶ ,ସତ୍ୟ,ଅହିଂସା ଆଦି ସମ୍ପର୍କରେ ଅତିଥି ମାନେ ଆଲୋକପାତ କରିଥିଲେ । ଗୁରୁବାରଜାତୀୟ ଗ୍ରାମିଣ ଗାନ୍ଧୀ ଉତ୍ସବ ଉଦଘାଟିତ ଉତ୍ସବରେ ମୁଖ୍ୟ ଅତିଥି […]

ଗାଦିବ୍ରହ୍ମ ଓ ଡେଲାଙ୍ଗ କଲେଜର ବର୍ଷିକ ଉତ୍ସବ

ଡେଲାଙ୍ଗ,୧/୨(ଏସଏସନିୟୁଜ)ଗାଦିବ୍ରହ୍ମ ଓ ଡେଲାଙ୍ଗ କଲେଜର ବାର୍ଷିକ ଉତ୍ସବ କାର୍ଯ୍ୟର୍କ୍ରମ ପୃଥକ ପୃଥକ ଭାବେ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ବିଧାୟକ ପ୍ରଦୀପ ମହାରଥି, ପ୍ରାଧ୍ୟାପିକା ଡ.ପ୍ରତିଭା ମହାରଥି,ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ,ବିଡିଓ କ୍ଷିରୋଦ୍ର ପ୍ରଧାନ,ଗାଦିବ୍ରହ୍ମ ଓ ଡେଲାଙ୍ଗ କଲେଜର ଅଧ୍ୟକ୍ଷ ଡ.ସରୋଜ କୁମାର ପଣ୍ଡା ଓ ଡ.ଅଶୋକ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଶୁଭ ଉଦଘଟନ କରିଥିଲେ ।ଅଧ୍ୟାପକ ତ୍ରୀନାଥ ପରିଡା ମଞ୍ଚପରିଚଳାନା ଓ ଅତିଥି ପରିଚୟ […]