Browsing monthly archive

February 2020

କେମିତି କଟିବ ଆଜିର ଦିନ

୦୭ ଫେବ୍ରୁଆରି, ଶୁକ୍ରବାର : ଆଜିର ରାଶିଫଳ. ମେଷ : ଆଜି ଆପଣଙ୍କୁ ଶାସନ ଦ୍ଵାରା ସମ୍ମାନିତ କରାଯିବାର ସମ୍ଭାବନା ଅଛି। ଯଦି ଆପଣ କୌଣସି ବ୍ୟକ୍ତି, ବ୍ୟାଙ୍କ କିମ୍ବା ସଂସ୍ଥାରୁ ଋଣ ନେବାକୁ ଚାହୁଁଛନ୍ତି ତେବେ କଦାପି ନିଅନ୍ତୁ ନାହିଁ। ଆଜି ପତ୍ନୀଙ୍କ ପକ୍ଷରୁ ଉତ୍ତମ ସହଯୋଗ ପ୍ରାପ୍ତ ହୋଇପାରେ। ରାତ୍ରି ସମୟ ଆମୋଦ-ପ୍ରମୋଦରେ ବିତିବ। ଆଜି ଆପଣ ସାଂସାରିକ ବିଷୟକୁ ଏକପାଖରେ ରଖିକରି ଆଧ୍ୟାତ୍ମିକତା ଆଡ଼କୁ ଧ୍ୟାନ ରହିବ। ଗଭୀର ଭାବନା ଏବଂ ମନ୍ଥନ […]

ଛତାବରରେ ହନୁମାନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା

ମେଣ୍ଢାଶାଳ,୬/୨(ଏସଏସନିୟୁଜ)ଛତାବର ଗ୍ରାମରେ ହନୁମାନ ମନ୍ଦିର ନିର୍ମାଣ ଓ ବିଗ୍ରହ ପ୍ରତିଷ୍ଠା ଉସ୍‌ବ ଅନୁଷ୍ଠିତ ହୋଇ ଗୁରୁବାର ଦିନ ଉଦ୍‌ଯାପିତ ହୋଇଯାଇଛି । ରବିବାରଦିନ ଆରମ୍ଭ ଏହି କାର୍ଯ୍ୟକ୍ରମରେ ଅଙ୍କୁରାରୋପଣ ,ଜଳଯାତ୍ରା,ସୋମବାରଦିନ ସୁର୍ଯ୍ୟପୁଜା,ଘଟପ୍ରତିଷ୍ଠା,ଅଗ୍ନିସ୍ଥାପନ,ହନୁମାନଚାଳିଶା ପାଠ,ମଙ୍ଗଳବାରଦିନ ସୁର୍ଯ୍ୟପୁଜା,ବିଗ୍ରହ ଗ୍ରାମପରିକ୍ରମା, ବୁଧବାରଦିନ ସୁନ୍ଦରକାଣ୍ଡ ପାଠ ହୋଇଥିଲା । ଗୁରୁବାରଦିନ ଉଦଯାପନି ଉସ୍‌ବରେ ସୁର୍ଯ୍ୟପୁଜା ,ମନ୍ଦିର ପ୍ରତିଷ୍ଠା,ବିଗ୍ରହପ୍ରବେଶ ସାଙ୍ଗକୁ ପୁର୍ଣାହୁତୁ ହୋଇଥିଲା । ପରେ ଭକ୍ତମାନଙ୍କପାଇଁ ପ୍ରସାଦସେବନର ବ୍ୟବସ୍ଥା ହୋଇଥିଲା । ସମସ୍ତ ଗ୍ରାମବାସୀମାନଙ୍କ ଉପସ୍ଥିତିରେ ଛତାବର,ପଳାସପୁର,ଘୋରଡିଆ,ଶାରଳା, ଓ ପାଇକେରାପୁର ଗ୍ରାମରୁ ଆସିଥିବା […]

ବାଟ ମହାବୀର ମନ୍ଦିରରୁ ଚୋରୀ

ଡେଲାଙ୍ଗ,୬/୨ (ଏନଏନଏସ) ଡେଲାଙ୍ଗ ହାଟ ବଜାର ସନ୍ନିକଟ ବାଟ ମହାବୀର ମନ୍ଦିରରୁ ଗତ ବିଳମ୍ବିତ ରାତିରେ ପିତଳ ନିର୍ମିତ ରାମ ଓ ଲକ୍ଷ୍ମଣଙ୍କ ମୂର୍ତୀ କେହି ଦୁର୍ବୁତତ୍ତ ଚୋରି କରିଥିବା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ପ୍ରତ୍ୟେକ ଦିନ ଭଳି ପୂଜକ ଠାକୁରଙ୍କ ନିତିକାନ୍ତି ସାରୀ ପହୁଡ ପକାଇବା ସହିତ ମନ୍ଦିର ଚାବିଦେଇ ଘରକୁ ଯାଇଥିଲେ । ସକାଳୁ ପୂଜକ ପୂଜା କରିବାକୁ ଆସିବା ସମୟରେ ମନ୍ଦିର ଚାବି ଭାଙ୍ଗି ୨ ପିତଳ ମୂର୍ତିକୁ […]

ଚମ୍ପାଦେବୀଙ୍କ ଫୀଠରେ ୧୫ ତମ ବିଶ୍ୱଶାନ୍ତି ମହାଯଜ୍ଞ

ଡେଲାଙ୍ଗ,୬/୨ (ଏନଏନଏସ)ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସାଉରିଆ ପଂଚାୟତର ଓଉପଡା ଗ୍ରାମର ଆରଧ୍ୟ ଦେବୀ ମା’ଚମ୍ପାଦେବୀଙ୍କ ପୀଠରେ ୧୫ ତମ ବିଶ୍ୱଶାନ୍ତି ମହାଯଜ୍ଞ ଓ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଗ୍ରାମର ୭ ଜଣ ମାନସିକ କଳସଧାରୀ ଗ୍ରାମ୍ୟ ପୁସ୍କରିଣୀରୁ କଳସ ବୁଡାଇ ଗ୍ରାମ ପରିକ୍ରମା କରିବା ସହିତ ଯଜ୍ଞମଣ୍ଡପରେ ସ୍ଥାପନ କରିଥିଲେ ।ପରେ ଯଜ୍ଞଧିବାସ,ଶାଲାମଣ୍ଡନ,ସୂର୍ଯ୍ୟପୂଜା,ସର୍ବଦେବାଦେବୀ ଆବାହାନ,କାର୍ଯ୍ୟକ୍ରମ ସମାପନ କରାଯାଇ ଅପରାହ୍ନରେ ପୁର୍ଣ୍ଣାଆହୁତି କାର୍ଯ୍ୟକ୍ରମ ସମାପନ କରାଯାଇଥିଲା । ମୁଖ୍ୟପୂଜକ ମଦନ ମୋହନ ମିଶ୍ର ଓ ସାଥିମାନେ […]

ଚୋରାମଦ କାରବାରରେ ୨ ଗିରଫ

ଡେଲାଙ୍ଗ ,୫/୨(ଏସଏସନିୟୁଜ)ଡେଲାଙ୍ଗ ବଜାର ସନ୍ନିକଟ ବେଲେଶ୍ୱର ପାଟଣା ଗ୍ରାମରେ ଚୋରା ମଦ ବିକ୍ରୟ କରୂଥିବା ଖବର ପାଇ ପୋଲିସ ଘଟଣା ସ୍ଥଳରୁ ମଦ ଜବତ କରିବା ସହିତ ୨ ଜଣକୁ ଗିରଫ କରିଛି । ଚୋରାଦେଶୀମଦ ବିକ୍ରୟ ହେଉଥିବା ଖବର ପାଇ ଡେଲାଙ୍ଗ ପୋଲିସ ଘଟଣା ସ୍ଥଳରେ ପହଂଚି ମଦ ଜବତ କରିବା ସମୟରେ ମଦ ବିକ୍ରୟ କରୁଥିବା ପରିବାରର ଲୋକମାନେ ପୋଲିସ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୩ ଜଣ କର୍ମଚାରୀ ଆହତ ହୋଇ […]

ସଜେଇ ହୋଇଛି ଚନ୍ଦକା ଥାନା

ଚନ୍ଦକା ,୫/୨(ଏସଏସନିୟୁଜ) ଚନ୍ଦକାଥାନା ପାଲଟିଛି ପୁଷ୍ପ ଉଦ୍ୟାନ । ରଙ୍ଗବେରଙ୍ଗର ନାନାଜାତିର ପୁଷ୍ପ ସମ୍ଭାରରେ ପୁରିଉଠିଛି ଥାନା ପରିସର । ଲନ୍ ଗାଡେନ ସାଙ୍ଗକୁ ରାସ୍ତାର ଦୁଇପାଶ୍ୱର୍ରେ ଧାଡିଧାଡିହୋଇ ରହିଛି ବିଭିର୍ଣ ପ୍ରଜାତିର ଫୁଲକୁଣ୍ଡ ଓ ଫୁଲଗଛ । ପୁଷ୍ପମାନଙ୍କର ସୁଗନ୍ଧରେ ପୁରି ଉଠୁଛି ଏହାର ଆଖପାଖ ଅଂଚଳ । ଏକପ୍ରକାର ସଜେଇ ହୋଇଯାଇଛି ଏହି ଇଂରେଜ ଅମଳର ପୁରାତନ ଥାନା । ଯେକେହିବି ଥାନା ମଧ୍ୟକୁ ଗଲେ ହଠାତ ଆଶ୍ଚର୍ଯ୍ୟ ଓ ବିସ୍ମିତ ଲାଗିବ ଏହି […]

ନନ୍ଦନକାନନରେ କେନ୍ଦ୍ରିୟ ଟିମ୍

ବାରଙ୍ଗ,୪/୨(ଏସଏସନିୟୁଜ)ପ୍ରାଣୀଉଦ୍ୟାନ ନନ୍ଦନକାନନକୁ ଅନୁଧ୍ୟାନ ପାଇଁ ମଙ୍ଗଳବାରଦିନ ଆସି ପହଁଚିଛନ୍ତି ସିଜେଡଏର ଦୁଇଜଣିଆ ଟିମ୍ । ପ୍ରଦିପକୁମାର ଓ ଡ.ଏକେ.ମାଲହୋତ୍ରାଙ୍କୁ ନେଇ ଗଠିତ ଦୁଇଜଣିଆ ଟିମ ନନ୍ଦନକାନନରେ ଦୁଇଦିନ ରହିବେ ।ଏହି ଦୁଇଦିନ ମଧ୍ୟରେ ନନ୍ଦନକାନନ ପରିଚାଳନାରେ ସିଜେଡଏର ନୀୟମକୁ ନନ୍ଦନକାନନ ଓ ବଟାନିକାର୍ଲଗାର୍ଡେନ କିଭଳି ପାଳନ କରୁଛୁ ତାହାକୁ ତର୍ଜମା କରି ରିପୋର୍ଟକୁ ସିଜେଡଏକୁ ପ୍ରଦାନ କରିବେ । ପ୍ରତିଦୁଇବର୍ଷରେ ଥରେ ସିଜେଡଏ ପକ୍ଷରୁ ଭାରତବର୍ଷରେ ଥିବା ସମସ୍ତ ଚିଡିଆଖାନାମାନଙ୍କର ଏହିଭଳି ଅନୁଧ୍ୟାନ କରାଯାଇଥାଏ । ଅନୁଧ୍ୟାନ […]

ସାକ୍ଷୀଗୋପାଳଙ୍କ ଗଜ ଉଧାରଣ ବେଶ : ସନ୍ଧ୍ୟାରେ ଭକ୍ତଙ୍କୁ ଦେବେ ଦର୍ଶନ

ଡେଲାଙ୍ଗ:୫/୨(ଏସଏସଏନ୍) ଆଜି ସନ୍ଧ୍ୟାରେ ପ୍ରଭୁ ସାକ୍ଷୀଗୋପାଳ ଠାକୁରଙ୍କ ଗଜ ଉଧାରଣ ବେଶ । ଆଜି ଏହି ବେଶରେ ଭକ୍ତଙ୍କୁ ଦେବେ ଦର୍ଶନ ।  ଆସନ୍ତୁ ଆଜି ସନ୍ଧ୍ୟା ୬. ୩୦ରେ ସାକ୍ଷୀଗୋପାଳ ଠାକୁରଙ୍କ ଗଜ ଉଧାରଣ ବେଶ ଦର୍ଶନ କରିବା । ଏହି ଦର୍ଶନ ପାଇ ପ୍ରଭୁକୃପା ହୋଇପାରିବା ।

ସିଲ୍ ହେଲା ଓୟୁଏଟି ଫାର୍ମ

ଭୁବନେଶ୍ବର :୫/୨(ଏସଏସଏନ୍) ମଙ୍ଗଳବାର ଦିନ ସିଲ୍ ହୋଇଛି ଓୟୁଏଟି ପ୍ରାଣୀବିଜ୍ଞାନ ମହାବିଦ୍ୟାଳୟର  ବାର୍ଡ଼ ଫ୍ଲୁ ଚିହ୍ନଟ ହୋଇଥିବା କୁକୁଡ଼ା ଫାର୍ମ ।ଫାର୍ମ ସିଲ ସମୟରେ କେନ୍ଦ୍ରୀୟ ଟିମର ସଦସ୍ୟଙ୍କ ସମେତ ବିଭାଗୀୟ ନିର୍ଦେଶକ, ଖୋର୍ଦ୍ଧା ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ଓୟୁଏଟି କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ। ଫାର୍ମ ସିଲ କରାଯିବା ସହିତ ଖୋର୍ଦ୍ଧା ସିଡ଼ିଭିଓ ସାନିଟେସନ ପ୍ରମାଣପତ୍ର ପ୍ରଦାନ କରିଥିଲେ। କେନ୍ଦ୍ର ସରକାରଙ୍କୁ ଆଜି ଏହି ପ୍ରମାଣପତ୍ର ପ୍ରଦାନ କରାଯାଇଛି । ପ୍ରାଣୀ ସମ୍ପଦ ବିଭାଗ […]

ମନ୍ଦିରରୁ କଳାକନା ବୁଲାଇଲେ ଦୁର୍ବୁତ୍ତ, ପୋଲିସ ର ତନାଘନା

ସତ୍ୟବାଦୀ:୫/୨(କାଳୀପ୍ରସାଦ ମହାପାତ୍ର) ମନ୍ଦିରରୁ କଳାକନା ବୁଲାଇଲେ ଦୁର୍ବୁତ୍ତ । ସୁନା ଓ  ରୂପା ଅଳଙ୍କାର ସହ ଲୁଟିନେଇଛନ୍ତି ହୁଣ୍ଡି ବାକ୍ସ । ହେଲେ ଏପ୍ରର୍ଯ୍ୟନ୍ତ ଦୁର୍ବୁତ୍ତଙ୍କ ଟେର ପାଉନି ପୋଲିସ । ଏଭଳି ଘଟଣା ଘଟିଛି ପୂରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ବୀରଗୋବିନ୍ଦପୁର ଗ୍ରାମର ପ୍ରସିଦ୍ଧ ତନ୍ତ୍ରପୀଠ ମା ଦକ୍ଷିଣକାଳୀ ମନ୍ଦିରରୁ ।ପ୍ରକାଶ ଯେ, ମଙ୍ଗଳବାର ରାତିରେ ମା ଙ୍କ ନିତୀକାନ୍ତ ସରିବା ପରେ ମନ୍ଦିର ପହଢ ପକାଇ ପୁଜକ ଘରକୁ ଯାଇଥିଲେ । ସକାଳୁ […]