Browsing monthly archive

February 2020

ରବିବାର ମୁଖ୍ୟମନ୍ତ୍ରୀ ଭାବେ ସପଥନେବେ କେଜ୍ରିଓାଲ

ନୁଆଦିଲ୍ଲୀ,୧୨/୨(ଏସ୍‌ଏସ୍‌ନିୟୁଜ)ତୃତୀୟଥରପାଇଁ ଦିଲ୍ଲୀରେ ସରକାର କରିବାକୁ ଯାଉଛନ୍ତି କେଜ୍ରିଓାଲ ।ରବିବାରଦିନ ରାମଲୀଳା ମଇଦାନରେ କ୍ୟାବିନେଟ ମନ୍ତ୍ରୀମାନଙ୍କ ସହ କେଜ୍ରିଓାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀଭାବେ ସପଥ ନେବାକୁ ଯାଉଛନ୍ତି । ପୁର୍ବଥର ମଧ୍ୟ କେଜ୍ରିଓାଲ ରାମଲୀଳାମଇଦାନରେ ସପଥ ନେଇଥିଲେ । ୭୦ଟି ବିଧାନସଭା ଆସନ ବିଶିଷ୍ଟ ଦିଲ୍ଲୀରେ ଆପ୍ କୁ ୬୨ଟି ଆସନ ମିଳିଥିବାବେଳେ ବିଜେପି ୮ଟି ଆସନ ପାଇବାରେ ସକ୍ଷମ ହୋଇଥିଲା ।

ନନ୍ଦନକାନନ-ପୁଣି ମୃତ୍ୟୁ ,ଏଥର ବଳିଆକୁକୁର

ବାରଙ୍ଗ,୧୧/୨(ଏସଏସନିୟୁଜ)ନନ୍ଦନକାନନରେ ଜୀବଜନ୍ତୁମାନଙ୍କର ମୃତ୍ୟୁ କମିବାର ନାଁ ଧରୁନାହିଁ । ୧୧ଦିନ ମଧ୍ୟରେ ନନ୍ଦନକାନନରେ ତିନଟି ଜୀବଜନ୍ତୁଙ୍କର ମୃତ୍ୟୁ ହୋଇସାରିଲାଣି । ପ୍ରଥମ ମୃତ୍ୟୁ ହୋଇଥିଲା ମାଣ୍ଡାରିନ ବତକର । ଦିନରେ ଠିକ୍ ରାତି ପାହିବା ବେଳକୁ ମରିପଡିଛି ମାଣ୍ଡାରିନ ବତକ । ଏହାପରେ ଏକା ଅବସ୍ଥା ଘଟିଥିଲା ନୀଳବର୍ଣ ଏଣ୍ଡୁଅ କ୍ଷେତ୍ରରେ ।ସକାଳେ ତାର ଖୁଆଡରେ ମରିପଡିଥିବାର କର୍ମଚାରୀମାନେ ଦେଖିବାକୁ ପାଇଥିଲେ । ପୁଣି ମଙ୍ଗଳବାର ସକାଳେ ଖୁଆଡ ନଂ ୯୧ରେ ରହୁଥିବା ବଳିଆକୁକୁର ଦୁଇଟି ମଧ୍ୟରୁ […]

୧୯ରୁ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉସ୍‌ବ

ଭୁବନେଶ୍ବର,୧୧/୨(ଏସଏସନିୟୁଜ)କୋଣାର୍କ ନାଟ୍ୟମଣ୍ଡପରେ ୩୪ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉସ୍‌ବ ଆସନ୍ତା ୧୯ ରୁ ୨୧ ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ହେବାକୁ ଯାଉଛି । ଶାସ୍ତୀୟ ନୃତ୍ୟ ଓ ସଙ୍ଗୀତ ପ୍ରତ୍ୟେହ ସନ୍ଧ୍ୟା ୬.୪୫ମିନଟରେ ଆରମ୍ଭ ହୋଇ ରାତ୍ର ୧୦ଟା ପର୍ଯ୍ୟନ୍ତ ଚାଲିବ । ତିିନଟି ପର୍ଯ୍ୟାୟରେ ଖ୍ୟାତିସମ୍ପନ୍ନ କଳାକାରମାନଙ୍କ ଦ୍ୱାରା ସଙ୍ଗୀତ ଓ ନୃତ୍ୟର ସମାରୋହ କୋଣାର୍କ ନାଟ୍ୟମଣ୍ଡପରେ ହେବ ।ଏହି ଖ୍ୟାତିସମ୍ପନ୍ନ ମହାକୁମ୍ଭ ନିମନ୍ତେ ଯୋରଦାର ପ୍ରସ୍ତୁତିପର୍ବ ଆରମ୍ଭ ହୋଇଯାଇଛି ।

ଧରା ପଡିଲା ମିଛ ନାଟକ , ବନ୍ଧା ହେଲା ପୁରୁଷ ବନ୍ଧୁ

ଭୁବନେଶ୍ବର:୧୦/୨(ଏସଏସଏନ୍)  ଇନଫୋସିଟି ଥାନା ଅଞ୍ଚଳରେ ଜଣେ ଛାତ୍ରୀଙ୍କୁ ସୋମବାର ଦିନ  ଗୁଳିମାଡ ହୋଇଥିଲା। ଛାତ୍ରୀ ଏବଂ ତାଙ୍କ ପୁରୁଷ ବନ୍ଧୁ ଆଶିଷ ଛିଡ଼ା ହୋଇଥିବା ବେଳେ ୨ ଜଣ ଦୁର୍ବୃତ୍ତ ଆସି ଛାତ୍ରୀଙ୍କୁ ଗୁଳିମାଡ଼ କରି ଫେରାର ହୋଇଯାଇଥିବା କୁହାଯାଉଥିଲା।ଏହି ଘଟଣାକୁ ନେଇ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ଦିନ ଦ୍ବିପହରରେ ଏଭଳି ଘଟିଥିବାରୁ ପୋଲିସ ର ମୁଣ୍ଡ ବିନ୍ଧାର କାରଣ ସାଜିଥିଲା । ହେଲେ ୫ଘଣ୍ଟା ନପୁରୁଣୁ ଘଟଣା ଉପରୁ ପରଦା ଉଠାଇଛି କମିସନରେଟ୍ ପୋଲିସ […]

୧୯୯୮ ବ୍ୟାଚର ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ

ଡେଲାଙ୍ଗ,୧୦/୨ ( ଏସଏସନିୟୁଜ) ସକଳ୍ପ ନେଲେ ଏକାଠି ହେବେ । କର୍ମବହୁଳ ଜଞାଳରୁ ଟିକିଏ ସମୟ ବାହାରକରି ସୁଖଦୁଖକୁ ବାଂଟିବା ।ଏହା ସହିତ ସମାଜର ମଙ୍ଗଳପାଇଁ କିଛିଟା ଉଦ୍ୟମ କରିବା ।ଏହିଭଳି ଭାବରେ ଏକାଠି ହୋଇଥିଲେ ପୁରାତନ ଛାତ୍ରଛାତ୍ରୀ । ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ରାଧାକାନ୍ତ ବିଦ୍ୟାପୀଠର ପୁରାତନ ଛାତ୍ରଛତ୍ରୀଙ୍କ ବନ୍ଧୁମିଳନ ଉତ୍ସବ ମା କେନ୍ଦେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ୧୯୯୮ ମସିହାର ପୁରାତନ ଛାତ୍ରଛାତ୍ରୀଙ୍କ ଏହି ବନ୍ଧୁ ମିଳନ ଉତ୍ସବ ଅବସରରେ ଅନୁଷ୍ଠିତ […]

ବନ୍ଧୁକ ମୁନରେ ଲୁଟ୍ , ନେଇଗଲେ ଅଧ କୋଟି ରୁ ଅଧିକ ଟଙ୍କାର ଅଳଙ୍କାର

ବାରଙ୍ଗ:୯/୨(ଏସଏସଏନ) ବନ୍ଧୁକ ମୁନରେ ଲୁଟିନେଇଗଲେ ଅଧ କୋଟି ରୁ ଅଧିକ ଟଙ୍କାର ଅଳଙ୍କାର । ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ଗୋଡିସାହି ଫାଣ୍ଡି ଅଞ୍ଚଳରେ । ଏହି ଘଟଣା ପଚାର ହେବା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।ଘଟଣାରୁ ପ୍ରକାଶ ଯେ , ଗୋଟିସାହି ଫାଣ୍ଡି ଠାରୁ ୧ କିଲୋମିଟର ଦୁରରେ ରହିଛି କଟକ ଗଣେଷ ଘାଟ ଅଞ୍ଚଳର ଲକ୍ଷ୍ମଣ ଚଉଧୁରି ଙ୍କ ଲଳିତା ଜୁଏଲରି ଦୋକାନ । ଲକ୍ଷ୍ମଣ ସବୁଦିନ ପରି ଆଜି ରାତି […]

ମୋପରିବାର ପାଇଁ ଫେରିପାଇଲେ ମୃତଦେହ

ଭୁବନେଶ୍ୱର ,୯/୨(ଏସ୍‌ଏସ୍‌ନିୟୁଜ) ଜାପାନର ଟୋକିଓ ସହରର ଏକ ହୋଟେଲରେ ରୋଷେୟା ଭାବେ କାର୍ଯ୍ୟକରୁଥିବା ବାଲେଶ୍ୱରର କମର୍ଦ୍ଦାର ଶେଖ ମଂଟାଜ ଓ ବଡଚଣାର ସେଖ୍ ବାହାରୁଦ୍ଦିନଙ୍କର ମୃତ୍ୟୁ ଘଟିଛି ।ହୋଟେଲରେ କାମ କରୁଥିବାବେଳେ ଗ୍ୟାସ ନିର୍ଗତ ହୋଇ ଶ୍ୱ।ସରୁଦ୍ଧ ହୋଇ ମୃତ୍ୟୁଘଟିଥିଲା । ମୋପରିବାର ସହାୟତା ଯୋଗୁ ସେମାନଙ୍କ ମୃତଦେହ ସେମାନଙ୍କ ପରିବାର ଲୋକ ପାଇପାରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ହସ୍ତକ୍ଷେପ ଫଳରେ ମୋପରିବାରର ଆବାହକ ଅରୁପ ପଟ୍ଟନାୟକ ଜାପାନରେ ଥିବା ଭାରତୀୟଦୁତବାସ ସହ କଥାହେବାପରେ ଓଡିଆ ଯୁବକଙ୍କର ଏହି […]

୧୧ କେଭି ବିଦ୍ୟୁତ ତାର ବସ ଉପରେ ପଡିଲା

ବ୍ରହ୍ମପୁର,୯/୨(ଏସ୍‌ଏସ୍‌ନିୟୁଜ) ନିର୍ବଦ୍ଧ କାର୍ଯ୍ୟରେ ଯୋଗଦେବେ,ଦୁଇଟି ନୁଆ ଜିବନର ଆରମ୍ଭ ହେବ ,ସେମାନଙ୍କ ପାଇଁ ଶୁଭମନାସିବେ । ଖୁସିର ସହ ଘରୁ ରବିବାର ସକାଳୁ ବାହାରିଥିଲେ ।କିନ୍ତୁ ଖୁସି ବେଶୀ ସମୟପାଇଁ ରହିଲାନାହିଁ ।ଘରଠାରୁ ଅଳ୍ପଦୁରରେ ପହଂଚିବାବେଳକୁ ଘଟିଥିଲା ଅଘଟଣ । ସିଲ୍କସିଟି ବସରେ ବସି ଡଙ୍ଗରପଡାରୁ ସକରଡା ଯାଉଥିବା ବେଳେ ଗଞାମଜିଲ୍ଲା ଗୋଳନ୍ଥରା ନିକଟରେ ମେଲପତୁରୁଠାରେ ଅଘଟଣ ଘଟିଥିଲା । ୧୧କଭି ଲାଇନ ତାର ଛିଣ୍ଡି ବସ ଉପରେ ପଡି ବସରେ କରେଂଟ ଚାର୍ଯ୍ୟ ହୋଇ ନିଆଁ […]

ବନ୍ଦକୋଠରୀରୁଯୁବକରଝୁଲନ୍ତାମୃତ ଦେହଉଦ୍ଧାର

ଡେଲାଙ୍ଗ,୭/୨(ଏସ୍‌ଏସ୍‌ନିୟୁଜ) ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ଷ୍ଟେସନ ବଜାରନିକଟରେ ଥିବା ଲକ୍ଷ୍ମୀନାରୟଣ ଟ୍ରେଡର୍ସର ଷ୍ଟାଫ ରୁମର ବନ୍ଦ କୋଠରୀରୁଭିତରେ ଯୁବକଙ୍କଝୁଲନ୍ତାମୃତ ଦେହକୁ ସ୍ଥାନୀୟପୋଲିସ ଉଦ୍ଧାରକରିଛି। ଯୁବକ ଜଣଙ୍କ ହେଲେ ବଡଗୁଆଳିପଡା ଗ୍ରାମରବିଜୟ ଦାଶଙ୍କ ପୁଅ ଅବିନାଶ ଦାଶ (୨୧) । ଝୁଲନ୍ତା ମୃତଦେହ ଖବର ପାଇ ଡେଲାଙ୍ଗ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ଏକ ଅପମୃତ୍ୟୁ ମାମଲାରୁଜୁ କରି ବ୍ୟବଛେଦ ନିମନ୍ତେ ପୁରୀ ପଠାଇଥିବା ଜଣାପଡିଛି । ସୂଚନାଥାଉକି ଉକ୍ତଯୁବକଜଣକ ଲକ୍ଷ୍ମୀନାରାୟଣ […]

ବୃଦ୍ଧକୁ ପଥରରେ ଛେଚି ହତ୍ୟା ଅଭିଯୋଗ

ଡେଲାଙ୍ଗ,୮/୨(ଏସ୍‌ଏସ୍‌ନିୟୁଜ) ଡେଲାଙ୍ଗଥାନା ଅର୍ନ୍ତଗତ ରେଙ୍ଗଳ ଗ୍ରାମପଂଚାୟତର ରେଙ୍ଗଳ ଗ୍ରାମର କାଶିନାଥ ମହାପାତ୍ର(୬୮) ନାମକ ବୃଦ୍ଧକୁ ହତ୍ୟା କରାଯାଇଛି ବୋଲି ଡେଲାଙ୍ଗଥାନାରେ ଅଭିଯୋଗ ହୋଇଛି । ରେଙ୍ଗଳ କର୍ଯ୍ୟାଳୟ ପରିସରରେ ଏହି ବୃଦ୍ଧାକୁ ପଥରରେ ଛେଚି ହତ୍ୟାକରାଯାଇଛି । ପଂଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଟିତ ବିବାହ ଭୋଜି ଖାଇବା ପାଇଁ ବୃଦ୍ଧ ଜଣଙ୍କ ଘରେ କହି ଆସିଥିଲେ । ପୁର୍ବଶତୃତାକୁ କେନ୍ଦ୍ରକରିି ବୃଦ୍ଧକୁ ହତ୍ୟା କରାଯାଇଥିବା ପରିବାର ଲୋକ ଥାନାରେ କରିଥିବା ଅଭିଯୋଗରେ ଦର୍ଶାଯାଇଛି ।ଅଭିଯୋଗ ପାଇବା ପରେ […]