Browsing monthly archive

February 2020

ଦୟାସେତୁ ପାହିଆ ପାର ହେବା ସମୟରେ ଟ୍ରେନ୍ ଧକ୍କାରେ ୧ ମୃତ୍ୟୁ

ଡେଲାଙ୍ଗ,୨୯/୨ (ଏସଏସନିୟୁଜ)ପୁରୀ-ଖୋର୍ଦ୍ଧା ରେଳଲାଇନ୍‌ର ନିମପୁର ନିକଟରେ ଥିବା ଦୟାସେତୁ ପାହିଆଠାରେ ଟ୍ରେନ ଧକ୍କାରେ ଜଣେ ପ୍ରାଣ ହରାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ନିମପୁର ଗ୍ରାମର ପ୍ରକାଶ ଜେନା(୪୦) ପ୍ରତ୍ୟେକ ଦିନ ରେଳଲାଇନ କଡରେ ଦୟା ପାହିଆ ଦେଇ ଜଟଣୀକୁ ଯାତାୟତ କରନ୍ତି ।ଆଜି ଏହି ପାହିଆ ଦେଇ ପ୍ରକାଶ ତାଙ୍କ ବାଇକରେ ଜଟଣୀ ଯିବା ସମୟରେ ପୁରୀ – କଟକ ପାସେଞ୍ଜର ପଛପଟୁ ପାହିଆ ଉପରେ ତାଙ୍କୁ ଧକ୍କା ଦେଇଥିଲା ।ଘଟଣା ସ୍ଥଳରେ ତାଙ୍କର […]

ଜାତୀୟ ବିଜ୍ଞାନ ଦିବସ ପାଳିତ

ଡେଲାଙ୍ଗ,୨୯/୨ (ଏସଏସନିୟୁଜ)ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବରକେରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଭାରତର ପ୍ରଥମ ରଷ୍ଟ୍ରପତି ଭାରତ ରତ୍ନ ଡ.ରାଜେନ୍ଦ୍ର ପ୍ରସାଦଙ୍କ ତିରୋଧାନ ଦିବସ ପାଳନ କରାଯାଇଥିଲା । ଶିକ୍ଷକ ମିଟୁକିଶୋର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶିକ୍ଷୟତ୍ରୀ ମଞ୍ଜୁଲତା ପ୍ରଧାନ,ପର୍ଶୁରାମ ସାହୁ,ସୁଧିରକୁମାର ଜେନା ଓ ପୁରୁଷୋତମ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ,ତର୍କ,ବର୍ଜ୍ୟବସ୍ତୁ ପରିଚାଳନା,ପରିବେଷ ସୁରକ୍ଷା […]

ଶିକ୍ଷକ ବିଦ୍ୟାଧର ପଣ୍ଡାଙ୍କ ସ୍ମୃତିଚାରଣ ସଭା

ଡେଲାଙ୍ଗ,୨୯/୨ (ଏସଏସନିୟୁଜ)ଶିକ୍ଷକ ସ୍ୱର୍ଗତ ବିଦ୍ୟାଧର ପଣ୍ଡାଙ୍କ ସ୍ମୃତିଚାରଣ ସଭା ଆଳିଶ ଗ୍ରାମ ସ୍ଥିତ ନିଜ ବାସଭବନ ଠାରେ ଅନିଷ୍ଠିତ ହୋଇଯାଇଛି ।  ଦୀର୍ଘଦୀନ ଧରି ପ୍ରହରାଜ ପୁର ସ୍ଥିତ ବାନାମ୍ବର ଉଚ୍ଚ ପ୍ରଥାମିକ ବିଦ୍ୟାଳୟ ଓ ବ୍ରାହ୍ମଣ ତରବୋଇ ବିଦ୍ୟାଳୟରେ ଜଣେ ଆଦର୍ଶ ଶିକ୍ଷକ ଭାବେ ପରିଚିତ । ଶିକ୍ଷକତା ସହିତ ସେ ଜଣେ ସ୍ଥାନୀୟ ଅଂଚଳର ହୋମପାତିକ ଚିକିତ୍ସକ ଭାବେ ଗୌରବ ଅର୍ଜନ କରିଥିବା ଶିକ୍ଷାବିତ୍ ଡମ୍ବରୁଧର ମୁଦୁଲିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ଏବିଇଓ […]

ଗୁରୁଜନ ସମ୍ମାନ ପ୍ରଶିକ୍ଷଣ ଶିବିର

ଡେଲାଙ୍ଗ,୨୯/୨(ଏସଏସନିୟୁଜ)ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ରେଂଚସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ଶନିବାରଦିନ ଗୁରୁଜନ ମାନଙ୍କ ୁ ସମ୍ମାନ ପ୍ରଶିକ୍ଷଣ ଶିବିର ସୁଧା ଓ ଏନଆଇଏସଡି ମିଳିତ ଅନୁକୂଲ୍ୟରେ ଅନୁଷ୍ଠିତ ହାଇଯାଇଛି ।ସୁଧା ଅନୁଷ୍ଠାନର ଅଧ୍ୟକ୍ଷ ସଞ୍ଜୟ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶିକ୍ଷାବିତ ଅକ୍ଷୟ ସ୍ୱାଇଁ,ସାମାଜିକ କର୍ମି ତ୍ରିଲୋଚନ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । ଗୁରୁଜନ ମାନଙ୍କୁ ଛାତ୍ରଛତ୍ରୀ ମାନେ ପୂର୍ବଭଳି ସମ୍ମାନ କରୁନାହାନ୍ତି,ତାଙ୍କ ଅଶିଷ ବଚନ ଓ ଉପଦେଶ ପ୍ରତି ବିମୁଖ ହେଉଛନ୍ତିା ଗୁରୁଜନ […]

ଫ୍ୟାନରେ ଝୁଲିଲେ ଯୁବକ

ବାରଙ୍ଗ୨୯/୨(ଏସଏସନିୟୁଜ) ବାରଙ୍ଗଥାନା ଅର୍ନ୍ତଗତ ବେଂଟକାରପଡା ଗ୍ରାମର ବିଜନଭୁୟାଁ ଓରଫ ବିଜୁ (୨୬) ନାମକ ଯୁବକ ଶୁକ୍ରବାରରାତିରେ ଆମ୍‌ହତ୍ୟା କରିଛନ୍ତି ।ଆମ୍‌ହତ୍ୟାର ପକୃତ କାରଣ ଜଣାପଡିନଥିବାବେଳେ ଶନିବାର ସକାଳେ ସେ ଫ୍ୟାନରେ ରଶି ଲଗାଇ ଆମ୍‌ହତ୍ୟା କରିଥିବାର ପରିବାର ଲୋକ ଦେଖିବାକୁ ପାଇଥିଲେ ।ସବିଦିନ ଭଳି ବିଜନ ଶୁକ୍ରବାର ରାତିରେ ଖାଇପିଇ ସାରି ଅର୍ଦ୍ଧନିର୍ମିତ କୋଠାଘରେ ଶୋଇଥିଲେ । ଶନିବାରଦିନ ସକାଳେ ବିଜନ ଉଠିବା ଡେରି ହେବାରୁ ପରିବାର ଲୋକ ଶୋଇବା ଘରକୁ ଯାଇ ବିଜନ ଏକ ରଶିରେ […]

ସରସ୍ୱତୀଶିଶୁବିଦ୍ୟାମନ୍ଦିରରେଜାତୀୟବିଜ୍ଞାନ ଦିବସ ପାଳିତ

ଭୁବନେଶ୍ୱର, ୨୯ା୨(ଏସଏସନିୟୁଜ)ନୀଳାଦ୍ରିବିହାର ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ରେଜାତୀୟବିଜ୍ଞାନ ଦିବସ ପାଳିତହୋଇଯାଇଛି । ଏହିକାର୍ଯ୍ୟକ୍ରମରେମୁଖ୍ୟ ଅତିଥି ଭାବେ ଜ୍ଞାନ ମନ୍ଦିରର ଅଧ୍ୟକ୍ଷ ଡ.ସୁଶାନ୍ତ କୁମାର ଦାସଯୋଗ ଦେଇ ବିଜ୍ଞାନର ଉପାଦେୟତା ସମ୍ବନ୍ଧରେକହିଥିଲେ । ନିଷ୍ଠା ଓ ପ୍ରଚେଷ୍ଟା ଜାରି ରଖିଲେ ଭବିଷ୍ୟତରେ ଜଣେଜଣେ ସଫଳ ବୈଜ୍ଞାନିକ ହୋଇପାରିବେ ବୋଲି ପିଲାମାନଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥିଭାବେବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ କେଦାର ନାଥ ସେଠୀ ଯୋଗଦେଇ ବିଜ୍ଞାନ ଏକ ବିଶେଷଜ୍ଞାନ, ଯାହା ଅସାଧ୍ୟକୁସାଧନ କରିପାରୁଛି ତେଣୁ ସମସ୍ତେ ବିଜ୍ଞାନୁରାଗୀହେବା ଆବଶ୍ୟକ […]

ଦେଲାନି ଟଙ୍କା ନେଇଗଲୁ ପିଲା

ବାରଙ୍ଗ:୨୯/୨(ଏସଏସଏନ୍) ଆମେ ଆଜ୍ଞା ଗରିବ ଲୋକ । ଖଟିଲେ ଖାଇବୁ । ଆମର ବି ୫ ମାସର ଛୁଆଟା ବି ଅଛି ।ଆମେ ବି କାହିଁକି ଏମିତି କାମ କରିବୁ ।ଆମକୁ ଖରା ତରା ରେ କଣ୍ଟ୍ରାଟର  ଖଟେଇଲା ହେଲେ ଟଙ୍କା ଦେଉନି । ଆମେ କେମିତି ଚଳିବୁ । ଫୋନ କଲେ ଫୋନ ବି ଉଠେଇଲେ ନାହିଁ ।ଲେବର କମିଶନରେ କେସ୍ ବି କଲୁ କିଛି ସୁଫଳ ମିଳିଲା ନି ।  ଆମେ ଏଭଳି କାମ […]

ସ୍କୁଲ ରୁ ପିଲା ଚୋରି

ବାରଙ୍ଗ:୨୯/୨(ଏସଏସଏନ୍)ସ୍କୁଲ କୁ ପାଠ ପଢିବାକୁ ଆସିଥିବା କୁନି ପିଲା ଗୁ କେହି ଦୁର୍ବୁତ୍ତ ଚୋରି କରି ନେଇଥିବା ସୁଚନା ମିଳିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ନନ୍ଦନକାନନ ଥାନା ଅଧିନରେ ଥିବା ଉପ୍ରା ପ୍ରାଥମିକ ବିଦ୍ୟାଳୟରେ । ଘଟଣା ରୁ ପ୍ରକାଶ ଯେ , ବାଲେଶ୍ବର ଅଞ୍ଚଳର ପବନା ପରିଡା ଉକ୍ତ ଥାନା ଅଧିନରେ ରହି କଣ୍ଟ୍ରାଟର ଭାବେ କାମ କରନ୍ତି । ଆସି ସକାଳେ ତାଙ୍କ ୭ ବର୍ଷର ପୁଅ ରଘୁନାଥ ପୁର ଉପ୍ରା […]

କୁଆଖାଇ ନଦୀପଠାରୁ ଧରାପଡିଲା ୨ଟ୍ରାକ୍ଟର

ବାରଙ୍ଗ,୨୮/୨(ଏସଏସନିୟୁଜ)ବାଲିପଡା ରାଜସ୍ୱନିରିକ୍ଷକଙ୍କ କାର୍ଯ୍ୟାଳୟଠାରୁ ମାତ୍ର ଅଳ୍ପ କେତଟା କିଲୋମିଟର ଦୁରତାରେ ଚାଲିଥିଲା କୁଆଖାଇ ନଦୀପଠାରୁ ବାଲିଚୋରୀ । ଦିନଦ୍ୱିହିପହରରେ ଏହି ବାଲିଚୋରୀ ହେଉଥିଲେ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ନେଉନଥିଲେ ରାଜସ୍ୱନିରିକ୍ଷକ କାର୍ଯ୍ୟାଳୟର କର୍ମଚାରୀ ।ସରକାରଙ୍କ ତହବିଲକୁ ରାଜସ୍ୱବୃଦ୍ଧି କରାଇବା ବଦଳରେ ନିଜ ତହବିଲ ବୃଦ୍ଧି ହେଉଥବାରୁ ଆଖିବୁଜିଦେଇଥିଲେ ଅଧିକାରାମାନେ । ଯାହାର ସ୍ୱଚକ୍ଷୁ ପ୍ରମାଣ ଶୁକ୍ରବାରସକାଲେ ନନ୍ଦନକାନନଥାନା ପୋଲିସ କଲ୍ୟାଣପୁର ଗ୍ରାମୁଣ୍ଡରେ ଚାଲିଥିବା ବେଆଇନ ବାଲିଘାଟରୁ ଟ୍ରାକ୍ଟରଦୁଇଟିକୁ ଜବତ କରିବା ପରେ ଜଣାପଡିଥିଲା ।କାହାର ଇଙ୍ଗିତରେ ଏହି […]

ଭୁବନେଶ୍ବରରେ ଅମିତ୍ ଶାହା , ବିଭିନ୍ନ ସମସ୍ୟା ଉପରେ କରିବେ ଆଲୋଚନା

ଭୁବନେଶ୍ବର :୨୮/୨(ଏସଏସଏନ୍) ଦୁଇ ଦିନିଆ ଗ୍ରସ୍ତରେ ଓଡିଶା ଆସିଛନ୍ତି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା । ଶାହା ଭୁବନେଶ୍ବର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ବିମାନ ବନ୍ଦରରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ରହି […]