Browsing monthly archive

February 2020

ଫସିଗଲେ ପ୍ରଧାନ ଶିକ୍ଷୟତ୍ରୀ!

କଟକ:୨୭/୨(ଏସଏସଏନ୍) ଜଣେ ଅଭିଭାବକଙ୍କ ଠାରୁ ଲାଞ୍ଚ ନେବାକୁ ଦାବି କରି ଫସିଗଲେ ଜଣେ ପ୍ରଧାନ ଶିକ୍ଷୟତ୍ରି । ଶେଷରେ  ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି  ପ୍ରଧାନ ଶିକ୍ଷୟିତ୍ରୀ। ଅଭିଭାବକଙ୍କଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଛି। ଏହି ପ୍ରଧାନ ଶିକ୍ଷୟିତ୍ରୀ ଜଣକ ହେଉଛନ୍ତି ରଶ୍ମିପ୍ରଭା ଶତପଥୀ। ସେ ରଙ୍ଗିଣସାହି ଉପ୍ରା ସ୍କୁଲ ସ୍କୁଲରେ କାର୍ଯ୍ୟ କରନ୍ତି। ପ୍ରକାଶ ଯେ , ଏକ ପିଲାର ଜନ୍ମ ପ୍ରମାଣପତ୍ର ଦେବା ଲାଗି ସେ ଜଣେ ଅଭିଭାବକଙ୍କଠାରୁ ଲାଞ୍ଚ ଦାବି କରିଥିଲେ। […]

କାର୍ଯ୍ୟରତ ସାମ୍ବାଦିକଙ୍କୁ ହତ୍ୟା ଧମକ, ଥାନାରେ ଅଭିଯୋଗ

ଡେଲାଙ୍ଗ,୨୬/୨(ଏସଏସନିୟୁଜ) କାର୍ଯ୍ୟରତ ସାମ୍ବାଦିକମାନେ ଆଉ ସୁରକ୍ଷିତ ନାହାନ୍ତି ।ଖବର ସଂଗ୍ରହ କରିବାକୁ ଯିବା ସମୟରେ ହେଉ କିମ୍ବା ପ୍ରକାଶ ପରେ ସେମାନଙ୍କ ଉପରେ ଆକ୍ରମଣ ହେଉଥିବାର ବହୁଳ ଦୃଷ୍ଟାନ୍ତ ରହିଛି ।ସୋମବାରଦିନ ଏହି ଭଳି ଏକ ଘଟଣା ଘଟିଛି ଡେଲାଙ୍ଗ ଅଂଚଳରେ ।ପ୍ରମେୟର ଡେଲାଙ୍ଗବ୍ଲକପ୍ରତିନିଧ ସନ୍ତୋଷକୁମାରପଟ୍ଟନାୟକଙ୍କୁ ଜୀବନରେ ମାରି୍‌ଦେବାକୁ ମିଳିଛି ଧମକ । ସୋମବାରଦିନ କଅଁଳପଡା ତ୍ରିନାଥମନ୍ଦିର ଛକରେ ସନ୍ତୋଷ ଖବରସଂଗ୍ରହ କରି ଫେରୁଥିବାବେଳେ ପ୍ରଦୀପକୁମାରସାହୁଙ୍କ ସହ କଥାବାର୍ତା ହେଊଥିଲେ ।ଏହିସମୟରେ ଏହି ଗ୍ରାମର କାଳିଚରଣସାହୁ ନାମକ […]

କେବେ ଭାଙ୍ଗିବ ବଡବାବୁମାନଙ୍କ ନୀଦ , କଟାଯିବ ବିପଦ ସଙ୍କୁଳ ଆମ୍ବଗଛ

ଡେଲାଙ୍ଗ ,୨୬/୨(ଏସଏସନିୟୁଜ)କେବେ ଚେତାପଶିବ ବଡବାବୁମାନଙ୍କର ଆଉ କଟାଯିବ ଗଛ । ନିର୍ଭୟରେ ଯାତାୟତ କରିବେ ପଥଚାରୀ ।ଏହି କଥା ଆମେ କହୁନାହୁଁ କହୁଛନ୍ତି ଡେଲାଙ୍ଗ ଅଂଚଳ ଲୋକ ।ଫନିରେ ଭାଙ୍ଗି ପଡି ଏବେ ବିପଦସଙ୍କୁଳ ଅବସ୍ଥାରେ ରାସ୍ତା ଉପରକୁ ମାଡିରହିଥିବା ଆମ୍ବ ଗଛକୁ ନେଇ ଉଠିଛି ଭିନ୍ନଭିନ୍ନ ପ୍ରଶ୍ନ ।ଯାହା ଏବେ ଦଣ୍ଡାୟମାନ ହୋଇଛି ଡେଲାଙ୍ଗ- ଖୋର୍ଦ୍ଧା ପିଡିକେ ରାସ୍ତାର ଲୁହାଗଡ ଛକ ନିକଟରେ ।ଗତ ଫନୀ ବାତ୍ୟାଠାରୁ ଏହି ବିଶାଳ ଆମ୍ବ ଗଛ ଓଲଟି ରାସ୍ତା […]

ଗୁହାଳ ଘରେ ଅଗ୍ନିକାଣ୍ଡ ଘଟି ୩ ଗାଇ ଜୀବନ୍ତ ଦଗ୍ଧ

ଡେଲାଙ୍ଗ ,୨୬/୨(ଏସଏସନିୟୁଜ)ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଅରିସଲ ପଂଚାୟତର ରଂଇସଲ ଗ୍ରାମରେ ଗତ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୩ ଗାଇ ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡିଛି । ଘଟଣା ଅନୁଯାୟୀ ଗତ ବିଳମ୍ବିତ ରାତିରେ ରଂଇସଲ ଗ୍ରାମର ପୂର୍ଣ୍ଣଚନ୍ଦ୍ର ରାଉତ ଖାଇପିଇ ସାରି ଗାଇ ମାନଙ୍କୁ ଖାଇବାକୁ ଦେଇ ଶୋଇବାକୁ ଚାଲିଯାଇଥିଲେ । ଗୁହାଳ ଘରେ ନିଆଁ ଲାଗିଯାଇଥିବା ଗ୍ରାମର କେତେକ ଲୋକେ ଦେଖି ପାଟି କରିବାରୁ ସେ ଉଠି ଦେଖିବାବେଳକୁ ଗୁହାଳ ପୋଡିଯିବା ସହ ୩ […]

ଲୁଟିନେଲେ ଲକ୍ଷାଧିକ ଟଙ୍କା ସହ ବିଦେଶି ମୁଦ୍ରା,ପୋଲିସ ର ତନାଘନା

ଭୁବନେଶ୍ବର:୨୬/୨(ଏସଏସଏନ୍)ରାଜଧାନୀ ଉପକଣ୍ଠ ଭୁବନେଶ୍ୱର ରଘୁନାଥପୁରସ୍ଥିତ CSS ହୋମସ୍ ଆପାର୍ଟମେଂଟରେ ବଡ ଧରଣର  ଡକାୟତି ହୋଇଥିବା ଜଣାପଡିଛି । ଘରେ କେହି ନଥିବା ବେଳେ ଦୁର୍ବୁତ୍ତ ଘରେ ପଶି  ୧୦୦ ଗ୍ରାମର ସୁନା ଅଳଙ୍କାର, ପ୍ରାୟ ୭ ଲଷ ଟଙ୍କା ଓ ବିଦେଶୀ ମୁଦ୍ରା ଲୁଟି ଫେରାର ହୋଇଯାଛନ୍ତି । ଏନେଇ ଲୁଟର ଶିକାର ହୋଇଥିବା ପୁଷ୍କର ଠାକୁର ନନ୍ଦନକାନନ ଥାନାରେ ଅଭିଯୋଗ କରିବା ପରେ ନନ୍ଦନକାନନ ଥାନା ପୋଲିସର ତଦନ୍ତ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଛନଭିନ […]

ନନ୍ଦନକାନନ-ବେଟାରୀ ଅଟୋ ଧକ୍କାରେ ପର୍ଯ୍ୟଟକ ଆହତ

ବାରଙ୍ଗ,୨୫/୨(ଏସଏସନିୟୁଜ))ନନ୍ଦନକାନନରେ ପର୍ଯ୍ୟଟକମାନଙ୍କୁ ସୁବିଧା ଦେବାପାଇଁ ବେଟାରୀଅଟୋର ପ୍ରଚଳନ କରାଯାଇଛି । ଚାଲିପାରୁନଥିବା ପର୍ଯ୍ୟଟକମାନେ ଏହି ଅଟୋରେ ବସି ନନ୍ଦନକାନନର ପଶୁପକ୍ଷୀମାନଙ୍କୁ ଦେଖିବାର ସୁବିଧା ପାଇପାରିବେ । ଏଥିନିମନ୍ତେ ପର୍ଯ୍ୟଟକମାନଙ୍କୁ ଅତିରିକ୍ତ ଶୁକ୍ଳ ଦେବାକୁ ପଡିବ ।ସେଥିପାଇଁ ନନ୍ଦନକାନନ କର୍ତୁପକ୍ଷ ବେଟାରୀଅଟୋକୁ ଘରୋଇକରଣରେ ଦେଇଛନ୍ତି ।ମଙ୍ଗଳବାର ଅପରାହ୍ନରେ ଏକ ଦ୍ରୁତଗାମୀ ବେଟାରୀଅଟୋ ହାତୀସଫାରୀ ପାଖରେ ସିମେଂଟବ୍ୟାଂଚକୁ ଧକ୍କାଦେଇ ଲିମ୍ବ ଗଛରେ ମାଡ ହୋଇଥିବାର ଜଣାପଡିଛି ।ଦୁର୍ଘଟଣା ଘଟାଇ ଅଟୋଚାଳକ ଖସି ପଳାଇଥିଲା । ମଙ୍ଗଳବାର ସକାଳ ସମୟରେ ବର୍ଷା […]

ପୁଣି ଧରାପଡିଲା ବ୍ରାଉନସୁଗାର

ବାରଙ୍ଗ,୨୫/୨(ଏସଏସନିୟୁଜ) ପୁଣି ଧରାପଡିଲା ବ୍ରାଉନସୁଗାର । ୫ଦିନର ବ୍ୟବଧାନ ପରେ ମଙ୍ଗଳବାରଦିନ ନନ୍ଦନକାନନ ଥାନା ପୋଲିସ ୪୦ହଜାରେ ଟଙ୍କାର ବ୍ରାଉନସୁଗାର ଧରିବାରେ ସକ୍ଷମ ହୋଇଛି ।ଗତକିଛିମାସ ହେବ ଅବକାରୀବିଭାଗର କର୍ମଚାରୀମାନଙ୍କର ଦେଖାନମିଳିବାରୁ ନନ୍ଦନକାନନ ଥାନା ଅଂଚଳରେ ଅବାଧରେ ବ୍ରଉାନସୁଗାର ବ୍ୟବସାୟୀମାନଙ୍କ ପାର୍ଦୁଭାବ ବଢିବାକୁ ଲାଗିଛି ।ଏହାକୁ ଦମନ କରିବା ସହ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ସାବାଡ କରିବାକୁ ନନ୍ଦନକାନନ ଥାନା ପକ୍ଷରୁ ଆରମ୍ଭ ହୋଇଛି ଉଦ୍ୟମ । ଗତ ୫ଦିନ ତଳେ ପଦାସାହି ଗ୍ରାମର ପୁରୁଣା ନାମକରା ବ୍ୟବସାୟୀ […]

ଡେଲାଙ୍ଗରେ ଦନ୍ତା ହାତୀ ଲୋକେ ଭୟଭୀତ

ଡେଲାଙ୍ଗ,୨୩/୨ ( ଏସଏସନିୟୁଜ)ଡେଲାଙ୍ଗରେ ଦନ୍ତ । ହାତୀ ଆସିବାରୁ ସ୍ଥାନୀୟ ଲୋକେ ଭୟଭିତ ହୋଇଥିବା ଜଣାପଡିଛି । ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ପଂଚାୟତର ଶିଶୁଆ ପଡା ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ କୃଷ୍ଣଚନ୍ଦ୍ର ଜେନାଙ୍କ ବାଡିରେ ଦେଇ ହାତୀ ଯାଉଥିବା ସମୟରେ ତାଙ୍କ ଚାଳ ଛପର ଘର ଓଟାରି ଖାଉଥିବା ବେଳେ ପରିବାର ଲୋକେ ହାତିକୁ ଦେଖିଥିଲେ ।ହାତୀ ଦେଖି ଭୟଭୀତ ହୋଇ ଚିତ୍କର କରିବାକୁ ଲାଗିଲେ । ଏହି ଚିତ୍କାର ଶୁଣି ଗ୍ରାମବାସୀମାନେ ଘଟଣା […]

ଅଗ୍ନିକାଣ୍ଡ ଘଟି ୧ ବଖରା ଭସ୍ମୀ ଭୂତ

ଡେଲାଙ୍ଗ,୨୩/୨ ( ଏସଏସନିୟୁଜ) ଡେଲାଙ୍ଗ ବ୍ଲକର ଗୁଆଳିପଡା ଗ୍ରାମ ପଂଚାୟତ ଅନ୍ତର୍ଗତ ମାଛପଡା ଗ୍ରାମରେ ଶନିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ୧ ବଖରା ଭସ୍ମୀଭୂତ ହୋଇଯାଇଛି । ମିଳିଥିବା ସୂଚନା ଅନୁଯାୟୀ ମାଛପଡା ଗ୍ରାମର ଉପେନ୍ଦ୍ର ଭଞ୍ଜ ଜେନା ଙ୍କ ପରିବାର ଲୋକେ ଧାନ ଉସାଉଁ ଥିବା ବେଳେ ଚୁଲିରୁ କୌଣସି ପ୍ରକାରେ ନିଆଁ ଚାଳକୁ ଧରିଯାଇଥିଲା । ଏଥିରେ ତାଙ୍କର ଧାନ,ଚାଉଳ,ମୁଗ,ବିରି ,ଆସବାପତ୍ର ସହିତ ଜରୁରୀ କାଗଜପତ୍ର ପୋଡି ପାଉଁସ ହୋଇଯାଇଛି । ଖବର ପାଇ […]

୧୫୦ ଲିଟର ମଦ ଜବତ ଜଣେ ଗିରଫ

ଡେଲାଙ୍ଗ,୨୩/୨ ( ଏସଏସନିୟୁଜ) ଡେଲାଙ୍ଗ ପୋଲିସ ଶନିବାରଦିନ ୧୫୦ ଲିଟର ଦେଶୀ ମଦ ଜବତ କରିବା ସହିତ ଜଣକୁ ଗିରଫ କରିବାରେ ସକ୍ଷମ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଡେଲାଙ୍ଗ – ପିପିଲି ରାସ୍ତାରେ ଏକ ଅଟୋରେ ୧୫୦ ଲିଟର ଦେଶୀମଦ ବିକ୍ରୟ କରିବା ପାଇଁ ଯାଉଥିବା ସମୟରେ ଡେଲାଙ୍ଗ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଅତର୍କିତ ଚଢାଉ କରିଥିଲା । ପୋଲିସ ଘଟଣା ସ୍ଥଲରୁ ୧୫୦ ଲିଟର ଦେଶିମଦ ସହିତ ଜୟପୁର ଗ୍ରାମର […]