ରବିବାର ମୁଖ୍ୟମନ୍ତ୍ରୀ ଭାବେ ସପଥନେବେ କେଜ୍ରିଓାଲ

ନୁଆଦିଲ୍ଲୀ,୧୨/୨(ଏସ୍‌ଏସ୍‌ନିୟୁଜ)ତୃତୀୟଥରପାଇଁ ଦିଲ୍ଲୀରେ ସରକାର କରିବାକୁ ଯାଉଛନ୍ତି କେଜ୍ରିଓାଲ ।ରବିବାରଦିନ ରାମଲୀଳା ମଇଦାନରେ କ୍ୟାବିନେଟ ମନ୍ତ୍ରୀମାନଙ୍କ ସହ କେଜ୍ରିଓାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀଭାବେ ସପଥ ନେବାକୁ ଯାଉଛନ୍ତି । ପୁର୍ବଥର ମଧ୍ୟ କେଜ୍ରିଓାଲ ରାମଲୀଳାମଇଦାନରେ ସପଥ ନେଇଥିଲେ । ୭୦ଟି ବିଧାନସଭା ଆସନ ବିଶିଷ୍ଟ ଦିଲ୍ଲୀରେ ଆପ୍ କୁ ୬୨ଟି ଆସନ ମିଳିଥିବାବେଳେ ବିଜେପି ୮ଟି ଆସନ ପାଇବାରେ ସକ୍ଷମ ହୋଇଥିଲା ।

Comments (0)
Add Comment