Browsing monthly archive

March 2020

ଋାଜ୍ୟରେ ଚତୁର୍ଥ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୧/୩(ଏସଏସନିୟୁଜ)ରାଜ୍ୟରେ ଚିହ୍ନଟ ହେଲା ୪ର୍ଥ କରୋନା ପଜେଟିଭ ।ରାଜ୍ୟ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଏହି ସୁଚନା ଦିଆଯାଇଛି । ୨୯ବର୍ଷ ବୟସ୍କ ଏହି ବ୍ୟକ୍ତି ଭଦ୍ରକ ଜିଲ୍ଲାର ହୋଇଥିବାବେଳେ ଦୁବାଇରୁ ସେ ଆସିଥିଲେ ବୋଲି ଜଣାପଡିଛି ।ତାଙ୍କ ସଂର୍ସ୍ପଶରେ ଆସିଥିବା ଲୋକମାନଙ୍କ ବିଷୟରେ ଜାଣିବାକୁ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିବାର ଜଣାପଡିଛି ।

ଦାଢାପଂଚାୟତରେ ମଙ୍ଗଳବାର ହେଲା ଅସ୍ଥାୟୀ ଡାକ୍ତରୀଶିବିର,ନୋଡାଲ ଅଫିସରଙ୍କ ଦେଖାନାହିଁ

ଭୁବନେଶ୍ୱର,୩୧/୩(ଏସ୍‌ଏସ୍‌ନିୟୁଜ)କରୋନା ଭାଇରସ ଆଜି ସାରା ବିଶ୍ୱ ପାଇଁ ବଡ ସଂକଟ ଭାବରେ ଦେଖାଦେଇଛି । ଏହି ସଂକଟରୁ ଜନସାଧାରଣଙ୍କୁ ରକ୍ଷା କରିବାପାଇଁ ସରକାର ପ୍ରତିକାରମୁଳକ ପଦକ୍ଷପମାନ ଗ୍ରହଣ କରିଛନ୍ତି ।ଯାହାଫଳରେ ସମ୍ପୁର୍ଣଭାରତବର୍ଷ ୨୧ଦିନପାଇଁ ଲକ୍‌ଡାଉନ କରିଛନ୍ତି ।ଗ୍ରାମାଂଚଳର ଜନସାଧାରଣଙ୍କ ପାଇଁ ପ୍ରତିପଂଚାୟତରେ ୭ଦିନ ମଧ୍ୟରେ ଅସ୍ଥାୟୀ ଡାକ୍ତରୀ ଶିବିର ଖୋଲିବାପାଇଁ ୧୬ତାରିଖରେ ଜିଲ୍ଲାପାଳମାନେ ବ୍ଲକ୍‌କୁ ଜଣାଇଛନ୍ତି ।ଏହିଆଧାରରେ ଚତୁର୍ଦ୍ଦଶଅର୍ଥ୍ର କମିସନରଙ୍କ ଅନୁଦାନରୁ ୫ଲକ୍ଷଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଂଚାୟତକୁ ଅନୁମତି ମଧ୍ୟ ମିଳିଛି ।ଏହିସବୁ କାର୍ଯ୍ୟକୁ ତ୍ୱାରାନିତ୍ୱ […]

ଗଡିବନି ରୁକୁଣାରଥ

ଭୁବନେଶ୍ୱର,୩୧/୩(ଏସ୍‌ଏସ୍‌ନିୟୁଜ) କରୋନା ସଂକ୍ରାମଣ ଆଶଙ୍କାରେ ପ୍ରଶାସନର ନିଷ୍ପତି, ଏଥର ଅଶୋକାଷ୍ଟମିରେ ଗଡିବନି ଲିଙ୍ଗରାଜଙ୍କ ରୁକୁଣାରଥ । ଆସନ୍ତାକାଲି ଭୁବନେଶ୍ୱରରେ ହେବାର ଥିଲା ରଥଯାତ୍ରା ।ଏହା ଆଗରୁ ପ୍ରଶାସନ ଓ ମନ୍ଦିର କମିଟିକର୍ମକର୍ତାମାନଙ୍କୁ ନେଇ ହୋଇଥିବା ବେଠକରେ ରିକ୍‌୍ସ ନେବାକୁ ଚାହୁଁନାହିଁ ପ୍ରଶାସନ ବୋଲି ହୋଇଥିବା ଆଲୋଚନାରେ ଜିଲ୍ଲାପାଳ କହିଥିଲେ ।

ଅ।ଇ.ପି.ଏସ୍ ଦେବେ ୫୦ପ୍ରତିଶତ ଦରମା

ଭୁବନେଶ୍ୱର,୩୧/୩(ଏସ୍‌ଏସ୍‌ନିୟୁଜ)କାଭିଡି-୧୯ ସ୍ଥିତିରେ ଅର୍ଥନୀତିକୁ ଆଖିଆଗରେ ରଖି ରାଜ୍ୟସରକାର ଆଇ.ଏ.ଏସ୍ ଆଇ.ପି.ଏସ୍ ଓ ଆଇ.ଏଫ.ଏସ୍ ଅଧିକାରୀଙ୍କ ଦରମାର ୫୦ ପ୍ରତିଶତ ପରେ ଦେବାପାଇଁ ନିଷ୍ପତି କରିଛନ୍ତି ।ରାଜ୍ୟସରକାରଙ୍କର ଏହି ନିଷ୍ପତିକୁ ରାଜ୍ୟ ଆ,ପି,ଏସ୍ ସଂଘ ସମର୍ଥନ କରିଥିବାର ଜଣାପଡିଛି ।

ସୃଷ୍ଟି ହେଲା ଘୁର୍ଣିବଳୟ

ଭୁବନେଶ୍ୱର,୩୧/୩(ଏସ୍‌ଏସ୍‌ନିୟୁଜ)ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟବର୍ତୀ ଅଂଚଳରେ ବଙ୍ଗୋପସାଗରରେ ଘୁର୍ଣିବଳୟ ସୃଷ୍ଟି ।ଓଡିଶାର ୧୧ଜିଲ୍ଲାରେ ବର୍ଷା ଓ ବଜ୍ରପାତ ଆଶଙ୍କା ।୫ଟି ଜିଲ୍ଲାକୁ ୟୋଲୋ ଓାର୍ଣିଂ ଜାରିକାଲ ପାଣିପାଗବିଭାଗ ।

ଗାଡି ଚାଳକଙ୍କୁ ଆଶ୍ୱସ୍ତି ।ଫିଟନେସ୍, ଡ୍ରାଇଭିଂ ଲାଇସେନ୍ସ, କିମ୍ବା ପଲ୍ୟୁସନ ଏବଂ ପରମିଟର ବୈଧତା ବଢିଲା

ଭୁବନେଶ୍ବର:୩୧/୩(ଏସଏସଏନ୍) ଗାଡି ଚାଳକଙ୍କୁ ଆଶ୍ୱସ୍ତି । କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି । ଫେବ୍ରୁଆରୀରେ ଅବଧି ସରିଥିବା ଗାଡି କାଗଜପତ୍ରର ନବୀକରଣର ଆବଶ୍ୟକତା ନାହିଁ । ବର୍ତ୍ତମାନ ପରିସ୍ଥିତିରେ ଏହା ଜୁନ ଯାଏଁ ବୈଧ ବିବେଚନା କରାଯିବ । ତେବେ ଫିଟନେସ୍, ଡ୍ରାଇଭିଂ ଲାଇସେନ୍ସ ଏବଂ ପରମିଟ୍ କ୍ଷେତ୍ରରେ ବି ଏହି ସର୍ତ୍ତ ଲାଗୁ ହେବ ବୋଲି କେନ୍ଦ୍ର ସଡକ ପରିବହନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆପଣଙ୍କର ଗାଡିର […]

ସଂକ୍ଷେପରେ ଆଜିର ଖବର,୩୧-୩-୨୦(ମଙ୍ଗଳବାର)

୧-ସରକାରୀକର୍ମଚାରୀଙ୍କୁ ମିଳିବ ଦରମା ୩ତାରିଖ ଓ ୯ତାରିଖ ସୁଦ୍ଧା ପେନସନ । ୨-ବିଧାନସଭାର ଦିନିକିଆ ଅଧିବେଶନ,କରୋନାଛାଇରେ ଲୋଭେସବା ଭବନରେ ଘଂଟେ ୧୫ମିନଟ୍ ଚାଲିଲା ଗୃହ,୧ଲକ୍ଷ୫୫ହଜାରେକୋଟିଟଙ୍କାର ବ୍ୟୟବରାଦ ଅନୁମୋଦନ । ୩-ଏପ୍ରିଲରୁ ଜୁନ ଅସମ୍ଭାଳ ତାତି । ଗ୍ରୀଷ୍ମକାଳିନ ତାପମାତ୍ରା ସ୍ୱାଭାବିକ ଠାରୁ ୦.୫ଡିଗ୍ରୀରୁ ୧ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବୃଦ୍ଧି । ୪-ମା,ମାଉସୀ ଓ ଭଉଣୀମାନଙ୍କ ଉପରେ ବୋଝ ହୁଅନାହିଁ । ଘରେ ମହିଳାଙ୍କ କାମରେ ପୁରୁଷମାନେ ସହଯୋଗ କରିବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ । ୫-ଓଡିଶାରେ ଅଉ […]

ମାସକର ଦରମା ଦେଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ

ଭୁବନେଶ୍ୱର,୩୦/୩(ଏସଏସନିୟୁଜ) ବିଶ୍ୱମହାମାରୀର ଆଖ୍ୟା ଅର୍ଜ୍ଜନ କରିଥିବା କରୋନା କୁ ନେଇ ସମସ୍ତଙ୍କ ଚିନ୍ତା ବଢିଛି ।ଏହାର ପ୍ରତିଷେଧକ ମୁଳକ ଔଷଧ ଅଦ୍ୟାବଧି ବାହରିନଥିବାରୁ ବହୁ ଲୋକ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି ।ଯାହାକୁ ନେଇ ବହୁ ଦେଶ ଏବେ ଚିନ୍ତା ପ୍ରକଟ କରିଛି ।ଭାରତବର୍ଷର ଜନସାଧାରଣଙ୍କୁ ସୁରକ୍ଷା ଦେବାପାଇଁ କେନ୍ଦ୍ରସରକାର ୨୪ତାରିଖ ମଧ୍ୟରାତ୍ରରୁ ୨୧ଦିନିଆ ଲକ୍‌ଡାଉନ ଘୋଷଣା କରିଛନ୍ତି ।କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ଲକ୍‌ଡାଉନ ସମୟରେ ଜନସାଧାରଣଙ୍କ ହେଉଥିବା ଅସୁବିଧାକୁ ଦୃଷ୍ଟିରେ ରଖି ବହୁବିଧ […]

ବିପଦବେଳର ବନ୍ଧୁ ସାଜିଲେ ନନ୍ଦନକାନନ ଥାନାଅଧିକାରୀ, ବାଂଟିଲେ ମାସ୍ଫ୍କ ,ପେଟକୁ ଦେଲେ ଖାଦ୍ୟ

ବାରଙ୍ଗ,୩୦/୩(ଏସଏସନିୟୁଜ) କରୋନାପାଇଁ ସମଗ୍ର ଦେଶ ଲକଡାଉନ ହୋଇଛି ।ଏହି ଲକଡାଉନ ସମୟରେ ପୋଲିସର ଭୁମିକା ବହୁତ ଗୁରୁତ୍ୱ ପୁର୍ଣ ରହିଛି । ବିଶେଷକରି କିଛି କାମ ନଥାଇ ବାହାରକୁ ଆସୁଥିବା ଲୋକଙ୍କୁ ପୋଲିସ ସଚେତନ କରିବାସହ ଅମାନିଆ ଯୁବକମାନଙ୍କୁ ସାବାଡ୍ କରୁଥିବାର ଦେଖିବାକୁ ମିଳୁଛି । ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ବିଭିର୍ଣ ଜାଗାରେ ନାକାବନ୍ଦିକରି ପୋଲିସ ରାସ୍ତା ଉପରେ ଜଗି ରହିଛି ।ଏହାଭିତରେ କମିସିନେରେଟ ପୋଲିସର ଭୁମିକା ଗୁରୁତ୍ୱପୁର୍ଣ । ଯେଉଁଥାନା ଅଧିନରେ ଗ୍ରାମାଂଚଳ ରହିଛି ସେଠାରେ […]

ଲକ୍‌ଡାଉନ ସମୟ ବଢିବନି

ଭୁବନେଶ୍ୱର୩୦/୩(ଏସ୍‌ଏସ୍‌ନିୟୁଜ) ଲକ୍‌ଡାଉନ ସମୟରେ ବଢିବନି ତାଲାବନ୍ଦ ଅବଧି ,ଲକ୍‌ଡାଉନ୍ ବଢିବା ଅବଧିକୁ କେନ୍ଦ୍ର କ୍ୟାବିନେଟର ଖାରଜ । ଅବଧି ବଢିବା ନେଇ ଚାଲିଥିବା ଚର୍ଚ୍ଚାକୁ ଖଣ୍ଡନ କଲେ ସରକାର । ୨୧ଦିନ ଯାଏଁ ଲକଡାଉନ ଘୋଷଣ କରିଛନ୍ତି ପ୍ରଧାନମନ୍ତୀ ମୋଦି ।