Browsing monthly archive

March 2020

ଲକ୍‌ଡାଉନ ସମୟରେ ଆସ୍‌କା-୪୦ ବିକି ଧରାପଡିଲେ

ଭୁବନେଶ୍ୱର୨୯/୩(ଏସ୍‌ଏସ୍‌ନିୟୁଜ)ଲକ୍‌ଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରି ଦୋକାନକୁ ଛାଡିଦେବା ପରେ ଅନ୍ୟ ଦୋକନଗୁଡିକ ବନ୍ଦ ପାଇଁ ସରକାରଙ୍କ ତରଫରୁ କଟକଣା ହୋଇଛି ।ଏହି ସୁଯୋଗରେ ଚାଲିଥିଲା ମଦ ବେପାର ।ଗୋଟେ ନୁହେଁ କି ଦୁଇଟା ନୁହେଁ ପେଟିପେଟି ମଦ ଆସି ଖୋଲାଖୋଲି ଭାବେ ବିକ୍ରି ହେଉଥିଲା । ଜନସାଧାରଣ ଘରୁ ନବାହାରିବା ସହ ସାମାଜିକ ଦୁରତ୍ୱ ରଖିବା ପାଇଁ ସରକାର ପର୍ଯ୍ୟାୟ କ୍ରମେ ପରାମର୍ଶ ଦେଇଚାଲିଛନ୍ତି ।କିନ୍ତୁ ଏଠାରେ ମଦପିଇ ସବୁ ନିୟମକୁ ଲୋକମାନେ ଭୁଲିଯାଉଥିବାର ଖଣ୍ଡଗିରି ପୋଲିସ […]

ଘରକୁ ଫେରୁଥିବା ଶ୍ରମିକ କପାଳରେ ପୋଲିସ ଲେଖିଲା –ମୋଠାରୁ ଦୁରେଇ ରୁହ, ମୁଁ ଲକ୍ ଡାଉନ ଉଲ୍ଲଘଂନ କରିଛି

ଭୁବନେଶ୍ୱର୨୯/୩(ଏସଏସନିୟୁଜ)ମଧ୍ୟପ୍ରଦେଶ ପୋଲିସର ଏକ ଭିଡିଓ ସାମ୍ନାକୁ ଆସିଛି ।ଏହି ଭିଡିଓଟି ବହୁଳଭାବେ ଭାଇରାଲ୍ ହେବାରେ ଲାଗିଛି ।ଏଥିସହ ମଧ୍ୟପ୍ରଦେଶ ପୋଲିସକୁ ନିନ୍ଦା ମଧ୍ୟ କରାଯାଇଛି ।ଏହି ଭିଡିଓରେ ଜଣେ ମହିଳାପୋଲିସକର୍ମି ଘରକୁ ଫେରୁଥିବା ଶ୍ରମିକଙ୍କ କପାଳରେ ଲେଖିଛନ୍ତି ମୋଠାରୁ ଦୁରରେ ରୁହ,ମୁଁ ଲକ୍ ଡାଉନ ଉଲ୍ଲଂଘନ କରିଛି ।ଏହି ଘଟଣାରେ ଛତରପୁର ଜିଲ୍ଲାର ଗୈାରୀହାର ପୋଲିସ ଷ୍ଟେସନର ହୋଇଥିବାର ଜଣାପଡିଛି । ଉତରପ୍ରଦେଶରୁ ୩ଜଣ ଶ୍ରମିକ ଆସିଥିଲେ ।ସେମାନେ ନିଜ ଘରକୁ ଯାଉଥିଲେ ।ପୋଲସ ସେମାନଙ୍କୁ ପ୍ରାଥମିକ […]

ଏପ୍ରିଲ୧ରେ ୧୦ବ୍ୟାଙ୍କରମିଶ୍ରଣ-ଜାଣନ୍ତୁ ଆପଣଙ୍କ ବ୍ୟାଙ୍କ୍‌ର ସ୍ଥିତି

ଭୁବନେଶ୍ୱର୨୯/୩(ଏସଏସନିୟୁଜ)ଭାରତୀୟ ଅର୍ଥବ୍ୟବସ୍ଥାକୁ ଗତିଶୀଳ କରାଇବା ଦେଶରେ ବଡ ବ୍ୟାଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରିର୍ଜଭବ୍ୟାଙ୍କ ଅଫଇଣ୍ଡିଆ(ଆରବିଆଇ) ଏପ୍ରିଲ ୧ମଧ୍ୟ ରାତ୍ରରୁ ୧୦ ସାର୍ବଜନିନ ବ୍ୟାଙ୍କର ମିଶ୍ରଣକୁ ମଞୁରି ଦେଇଛି । ଏହି ଆଧାରରେ ଓରିଏଂଟାଲବ୍ୟାଙ୍କ୍ ଅଫ୍‌କମର୍ସ ଓ ୟୁନାଇଟେଡ୍‌ ବ୍ୟାଙ୍କଅଫ୍‌ଇଣ୍ଡିଆର ମିଶ୍ରଣ ପଞାବ ନ୍ୟାସ୍‌ନାଲବ୍ୟାଙ୍କ୍‌ରେ ହେବ । ଏହପରି ସିଣ୍ଡିକେଟବ୍ୟାଙ୍କ୍‌ର ମିଶ୍ରଣ କନାରାବ୍ୟାଙ୍କ୍ ସହ ହେବ । ଆନ୍ଧ୍ରାବ୍ୟାଙ୍କ୍ ଓ କର୍ପୋରେସନବ୍ୟାଙ୍କ୍ ର ମିଶ୍ରଣ ୟୁନିୟନ୍‌ବ୍ୟାଙ୍କ୍ ଅଫ୍‌ଇଣ୍ଡିଆରେ କରାଯିବ । ସେହିପରି ଆହ୍ଲାବାଦବ୍ୟାଙ୍କ୍‌ର ବିଲୟ ଇଣ୍ଡିଆନ ବ୍ୟାଙ୍କ୍‌ରେ […]

ଭୁବନେଶ୍ୱରରେ ବୁଲିବ ଭେଜିଟେବୁଲ ଭ୍ୟାନ୍‌

ଭୁବନେଶ୍ୱର୨୯/୩(ଏସଏସନିୟୁଜ) କରୋନା କବଳରୁ ଲୋକମାନଙ୍କୁ ରକ୍ଷା କରିବାପାଇଁ ସରକାର ବହୁବିଧ ଯୋଜନାମାନ ପ୍ରଣୟନ କରୁଛନ୍ତି ।ଘରୁ ବାହାରକୁ ନବାହରିବାପାଇଁ ସରକାର ଜନସାଧାରଣଙ୍କୁ ନିବେଦନ ମଧ୍ୟ କରୁଛନ୍ତି ।ଭୁବନେଶ୍ୱରରେ ବୁଲିବ ଭେଜିଟେବୁଲ ଭ୍ୟାନ୍ ଭୁବନେଶ୍ୱରର ବିଭିର୍ଣ ଓାର୍ଡରେ ବୁଲିବ ମୋବାଇଲ ଭେଜିଟେବୁଲ ଭ୍ୟାନ୍ । ଏକଅନଲାଇନସଂସ୍ଥାକୁ ଏଥିନେଇ ଅନୁମତି ଦେଇଛି ବିଏମସି । ବିଏମ୍‌ସିର ବିଭିର୍ଣ ଓାର୍ଡବାସୀ ଏହାଦ୍ୱାର ଘରପାଖରେ ପରିବା କିଣିବାରେ ସହାୟକ ହୋଇପାରିବା ଏହା ସହ ସାମାଜିକ ଦୁରତ୍ୱ ରଖି ବିଏମସିର ୪୨ଛୋଟବଡହାଟ ନିୟମିତ ଖୋଲିବାକୁ […]

ରିସ୍କ୍‌ ନେଇ ପାରିବନି ପ୍ରଶାସନ:ଭାଙ୍ଗିବ ପରମ୍ପରା,ଗଡ଼ିବନି ରୁକୁଣା ରଥ

ଭୁବନେଶ୍ବର:୨୯/୩(ଏସଏସଏନ୍) ଭାଙ୍ଗିବ ପରମ୍ପରା । ଆଉ ଗଡ଼ିବନି ରୁକୁଣା ରଥ ।   ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଅନ୍ୟତମ ବଡ଼ ପର୍ବ ରୁକୁଣା ରଥଯାତ୍ରା ବନ୍ଦ ହେବ। ରାଜ୍ୟରେ କରୋନା କଟକଣା ଚାଲିଥିବାରୁ ପ୍ରଶାସନ ରିସ୍କ ନେବାକୁ ଚାହୁଁନି। ରଥଯାତ୍ରା ନ‌ହେଲେ ଦୀର୍ଘ ବର୍ଷ ଧରି ଚାଲିଆସିଥିବା ପରମ୍ପରା ଭଙ୍ଗ ହେବ। ରଥଯାତ୍ରା ହୋଇପରିବ ନାହିଁ ବୋଲି ଖୋର୍ଧା ଜିଲ୍ଲାପାଳ ତଥା ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ସୀତାଂଶୁ କୁମାର ରାଉତ ଚାରି ନିଯୋଗର ପ୍ରମୁଖ ସେବାୟତଙ୍କୁ ଜଣାଇଥିବା […]

ଆଜିର ଖବର(୨୯-୩-୨୦)

୧- ଆଜିଠୁ ଗାଁରେ ନିରାଶ୍ରୟ,ଦରିଦ୍ର ଓ ଅସୁସ୍ଥଙ୍କୁ ମାଗଣା ରନ୍ଧାଖାଦ୍ୟ,ମିଲ୍‌ପିଛା ଅଟକଳ ୩୦ଟଙ୍କା । ୨- ମୁଖ୍ୟମନ୍ତ୍ରୀଙ୍କ ଆଉ ଏକ ବଡ ଘୋଷଣା ଉଠାଦୋକାନୀଙ୍କୁ ୩ହଜାରେ ,୧୦ ଲକ୍ଷ ଗରିବ ଓ ନିରାଶ୍ରୟଙ୍କୁ ରନ୍ଧାଖାଦ୍ୟ ୩- ଥାନାକୁ ନଯାଇ ଫୋନ୍ ରେ କରିହେବ ଅଭିଯୋଗ –ଡିଜିପି ଅଭୟ ୪- ଦ୍ୱିତୀୟ ଦିନରେ କିଟ୍ ଓ କିସ୍ ପକ୍ଷରୁ ପଶୁପକ୍ଷୀଙ୍କୁ ଖାଦ୍ୟ ବଂଟନ,ରାଜଧାନୀରେ ୩ଶହଟି ସ୍ଥାନରେ ବୁଲାଗୋରୁଗାଇ ଓ କୁକୁରଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଗଲା । ୫- ପ୍ରଥମରୁ […]

କରୋନା ଅପଡେଟ୍ (୨୮-୩-୨୦)

ଭୁବନେଶ୍ୱର,୨୮/୩(ଏସ୍‌ଏସ୍‌ନିୟୁଜ)ତୃତୀୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୧୧୨ଜଣ ଆସିଛନ୍ତି ।ବିମାନରେ ୩୧ଜଣ,ଝିଅ,ସ୍ତ୍ରୀଙ୍କ ସମେତ ଡ୍ରାଇଭର ଓ ୩ଜଣ ସହାୟିକା,ବ୍ୟାଙ୍କରେ ସହଯୋଗୀ ୪୪ଜଣ.ବିଧାନସଭା କର୍ମଚାରୀ ୭ଜଣ,ଚିକିସ୍‌ତ ହୋଇଥିବା କ୍ଲିନିକରେ ୨୧ଜଣ,ପରୀକ୍ଷାହୋଇଥିବା ପାଥୋଲୋଜି ଲ୍ୟାବ୍‌ରେ ୩ଜଣ । ୧୧୨ଜଣଙ୍କ ମଧ୍ୟରୁ ୧୫ଜଣଙ୍କ ସହ ଯୋଗାଯୋଗହୋଇପାରିନାହିଁ । ରାଜ୍ୟରେ ଏଯାଏଁ ପରୀକ୍ଷା ହୋଇଛି ୨୫୬ ସନ୍ଦିଗ୍ଧ ରୋଗୀଙ୍କ ନମୁନା ।୨୫୬ନମୁନାରୁ ୩ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବାଗ୍‌ଚୀଙ୍କ ସୁଚନା ।ଏହି ୩ଜଣ ଯାକ ରୋଗୀ ସାଧାରଣ ଖାଦ୍ୟ ଖାଉଛନ୍ତି,ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ବୋଲି ସୁଚନା […]

ଟେଲିଫୋନ୍‌ରେ ହେବ ଲୋକଙ୍କ ସମାଧାନ – ଡିଜିପି

ଭୁବନେଶ୍ଵର,୨୮/୩(ଏସ୍‌ଏସ୍‌ନିୟୁଜ)ଲକ୍ ଡାଉନ ସମୟରେ ଆଉ ଥାନା କିମ୍ବା ପୋଲିସ ଜିଲ୍ଲାକାର୍ଯ୍ୟାଳୟକୁ ଯିବାକୁ ପଡିବ ନାହିଁ କି ଜନସାଧାରଣ ଆଉ ଅସୁବିଧାର ସମ୍ମୁଖିନ ହେବେ ନାହିଁ ।ଅଭିଯୋଗ କରିବାପାଇଁ ଆଉ ଥାନାକୁ ଯିବାକୁ ପଡିବ ନାହିଁ । ଟେଲିଫୋନହେଲ୍ପଲାଇନ ମାଧ୍ୟମରେ ପୋଲିସପାଖରେ ଅଭିଯୋଗ କରିବେ ଓ କରିଥିବା ଅଭିଯୋଗର ସମାଧାନ ହେବ ବୋଲି ପୋଲିସ ଡିଜିପି କହିଛନ୍ତି । ଜନସାଧାରଣଙ୍କ ସାହାର୍ଯ୍ୟପାଇଁ ରାଜ୍ୟମଧ୍ୟରେ ଥିବା୫୦୦ରୁ ଉର୍ଦ୍ଧ ଟେଲିଫୋନ ନମ୍ବରକୁ ନେଇ ବଳିଷ୍ଠ ହେଲ୍ପଲାଇନ ବ୍ୟବସ୍ଥା ହୋଇଛି ।ପ୍ରତ୍ୟେକ ଜିଲ୍ଲାପୋଲିସସଦର […]

ଡେଲାଙ୍ଗରେ ଲକ୍ ଡାଉନର ୪ର୍ଥ ଦିନ

ସାମାଜିକ ଦୂରତ୍ୱ ରକ୍ଷା ହେଉନି ପୋଲିସର ମୃଦୁ ଲାଠି ମାଡ଼,ରାଜ୍ୟ ବାହାରୁ ଆସିଥିବା ୨ ଶହରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ସଂଘରୋଧରେ ରହିବାକୁ ପରାମର୍ଶ,ଡେଲାଙ୍ଗ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ ବର୍ହିବିଭାଗର ୧୦୦ରୁ ଉର୍ଦ୍ଧ୍ୱ ରୋଗୀ ପଞ୍ଜିକୃତ, ଅଧିକାଂଶ ଥଣ୍ଡା ସର୍ଦ୍ଦି ଓ ଜ୍ୱର ଡେଲାଙ୍ଗ,୨୭/୩(ଏସଏସନିୟୁଜ) ବିଶ୍ୱ ମହାମାରୀର କରୋନା ସଂକ୍ରମଣରୁ ସୁରକ୍ଷା ପାଇଁ ଜାରି ହୋଇଥିବା ଲକ୍ ଡାଉନ ୪ର୍ଥ ଦିବସ ସୁଦ୍ଧା ବିଭିନ୍ନ ସ୍ଥାନରେ ସାମାଜିକ ଦୂରତ୍ୱ ରକ୍ଷା ହେଉ ନଥିବା ସ୍ୱାସ୍ଥ୍ୟ ଅଧିକାରୀ ଓ ପୋଲିସଙ୍କ ମୁଣ୍ଡ […]

ସ୍ୱାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ନାୟକଙ୍କ ବିୟୋଗ

ଡେଲାଙ୍ଗ,୨୭/୩(ଏସଏସନିୟୁଜ) ବିଶିଷ୍ଟ ଗାନ୍ଧୀବାଦୀ ତଥା ସ୍ୱାଧୀନତା ସଂଗ୍ରାମୀ ପୂର୍ବତନ ଲୋକସଂପର୍କ ଅଧିକାରୀ ଚନ୍ଦ୍ରଶେଖର ନାୟକଙ୍କ ମାର୍ଚ୍ଚ ୨୫ ସକାଳୁ ବିୟୋଗ ଖବର ପାଇ ଡେଲାଙ୍ଗ ବ୍ଲକ୍‌ର ଐତିହାସିକ ବେରବୋଇ ଗାନ୍ଧୀ ସ୍ମାରକୀ ସମିତି ଓ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପଟ୍ଟଶିଷ୍ୟ ସହଯୋଗୀ ସ୍ୱର୍ଗତ ପଣ୍ଡିତ କୃପାସିନ୍ଧୁ ହୋତାଙ୍କ ଉଦ୍ୟମରେ ପ୍ରତିଷ୍ଠିତ କସ୍ତୁରବା ଗ୍ରାମ ସେବା କେନ୍ଦ୍ର ପରିସରରେ ଗଭୀର ଶୋକ ପ୍ରକାଶ କରାଯାଇଛି । ସ୍ୱର୍ଗତ ଚନ୍ଦ୍ରଶେଖର ମହାତ୍ମାଗାନ୍ଧୀଙ୍କ ୧୯୩୮ ମାର୍ଚ୍ଚ ୨୫ରୁ ୩୧ ବେରବୋଇ ଐତିହାସିକ […]