Browsing monthly archive

March 2020

ଲକ୍ ଡାଉନ୍ କୁ ଅମାନ୍ୟ

ଥାନାରେ ଲିଖିତ ଦେଇ ଫେରିଲେ ବ୍ୟବସାୟୀ,କାରବାର ସମୟ ନିର୍ଦ୍ଧାରଣ କରୁ ପ୍ରଶାସନ ଡେଲାଙ୍ଗ,୨୭/୩(ଏସଏସନିୟୁଜ) କରୋନା ସୁରକ୍ଷା ସତର୍କତା ପାଇଁ ୨୪ ତାରିଖ ଠାରୁ ଜାରି ହୋଇଥିବା ଲକ୍ ଡାଉନ୍ ପାଇଁ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ନାକେଦମ ହେବା ଦେଖାଯାଇଛି । କେତେକ ବ୍ୟବସାୟୀ ତାଙ୍କ ଦୋକାନ ଆଗରେ ୫ ଜଣରୁ ଅଧିକ ଗ୍ରାହକ ଠିଆ ହେବା ଦେଖି ପାଟ୍ରୋଲିଂ ପୋଲିସ ବ୍ୟବସାୟୀଙ୍କୁ ଥାନାକୁ ଉଠାଇ ଆଣିଛନ୍ତି ଓ ଆଇନ ଅମାନ୍ୟ କରିବେ ନାହିଁ ମୁଚାଲିକା ଲେଖି […]

ନବୀନଙ୍କ ଘୋଷଣା –ଓଡିଶାପାଇଁ ୨୨ଶହ କୋଟିର ପ୍ୟାକେଜ

ଭୁବନେଶ୍ୱର,୨୭/୩(ଏସଏସନିୟୁଜ)କରୋନା ଭାଇରସ ଆଜି ସାରା ବିଶ୍ୱ ପାଇଁ ବଡ ସଂକଟ ଭାବରେ ଦେଖାଦେଇଛି । ଏହି ସଂକଟ ଦ୍ୱାରା ଆମର ଗରିବଲୋକଙ୍କ ଜୀବନଜିବିକା ବିଶେଷଭାବେ ପ୍ରଭାବିତ ହେଉଛି ।ଏହାକୁ ଦୃଷ୍ଟିରେ ରଖି ଗରିବଲୋକଙ୍କ କଲ୍ୟାଣପାଇଁ ୨୨ଶହକୋଟି ଟଙ୍କାର ପ୍ୟାକେଜ୍ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ।ଖାଦ୍ୟସୁରକ୍ଷା ଯୋଜନାରେ ଥିବା ୯୪ଲକ୍ଷ ପରିବାର ୧ହଜାରେ ଟଙ୍କାର ସହାୟତା ପାଇବେ । ଏଥିପାଇଁ ୯୪୦କୋଟି ଟଙ୍କା ଖର୍ଚ୍ଚହେବ ।ବିଭିର୍ଣ ସାମାଜିକସୁରକ୍ଷାର ୪୮ଲକ୍ଷଉପଭୋକ୍ତା ୪ମାସରଭତା ଆଗୁଆ ଦିଆଯାଉଛି ।ଏଥିପାଇଁ ୯୩୨କୋଟି […]

କରୋନା ମୁକାବିଲା ପାଇଁ ଆରବିଆଇର ପଦକ୍ଷେପ: ଇଏମଆଇ ୩ମାସ କୋହଳ

ଭୁବନେଶ୍ବର:୨୭/୩(ଏସଏସଏନ୍)ବିଶ୍ଵର ଅନେକ ଦେଶ କରୋନା ଭୂତାଣୁ ସହିତ ଲଢ଼ୁଛନ୍ତି। ଦେଶରେ ଲକ୍‌ଡାଉନ ସମୟରେ ଆର୍ଥିକ ବ୍ୟବସ୍ଥା ଠପ୍‌ ହୋଇଯାଇଛି। ଏଥିପାଇଁ ଲୋକଙ୍କୁ ଆଶ୍ଵସ୍ତ କରିବା ଆରବିଆଇର ଲକ୍ଷ୍ୟ ବୋଲି  ଏକ ସାମ୍ବାଦିକ ସମ୍ମିଳନୀରେ ଶୁକ୍ରବାର ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଖବରଦାତାଙ୍କୁ ସୁଚନା ଦେଇ କହିଛନ୍ତି   କରୋନା ଭୂତାଣୁ ରେ  ଆର୍ଥିକ ସ୍ଥିରତାକୁ ଗୁରୁତ୍ଵ ଦେଇ ଆରବିଆଇ ପକ୍ଷରୁ ରେପୋ ରେଟ୍‌ରେ ୭୫ ବେସିସ ପଏଣ୍ଟ ହ୍ରାସ କରାଯାଇଥିବାବେଳେ ରିଭର୍ସ ରେପୋ ରେଟ୍‌ରେ ୯୦ ବେସିସ […]

କରୋନା ଅପଡେଟ୍‌-୨(୨୭.୩.୨୦୨୦)

୧- କରୋନା ମୁକାବିଲା ପାଇଁ ସିଆରପିଏଫ ଯବାନମାନେ ଦେଲେ ଦିନକର ଦରମା ୩୪କୋଟି । ୨- କରୋନାକୁନେଇ ଭବିଷ୍ୟବାଣୀ କରିଥିବା ନୋବେଲ ବିଜେତାଙ୍କ ଦାବୀ-ଖୁବଶିଘ୍ର ଠିକ୍ ହୋଇଯିବ ପରିସ୍ଥିତି ସ ୩- ଦିଲ୍ଲୀରେ ମୋହଲ୍ଲା କ୍ଲିନିକ ଡାକ୍ତର,ପତ୍ନୀ,ଝିଅ କରୋନାରେ ଆକ୍ରାନ୍ତ,ସଂସ୍ପର୍ଶରେ ଆସିଥିବା ୮୦୦ କ୍ୱାରେଂଟାଇନରେ । ୪- କରୋନା ସହାୟତା-୫୦ଲକ୍ଷଟଙ୍କାର ଖାଦ୍ୟଶସ୍ୟ ଦାନ କରିବେ ସୌରଭ ଗାଙ୍ଗୁଲି । ୫- କନିକଙ୍କ ସଂସ୍ପର୍ଶରେ ଆସି କରୋନା ସଂକ୍ରାମିତ ହୋଇଛନ୍ତି ବ୍ରିଟେନର ଯୁବରାଜ ଚାର୍ଲସ । ୬- ଲକ୍‌ଡାଉନ୍ […]

କରୋନା ଅପଡେଟ୍‌(୨୭.୩.୨୦୨୦)

୧-ଓଡିଶାରେ ଦେଶର ଦୁଇଟି ବୃହତ କୋଭିଡ ଡାକ୍ତରଖାନା ୧୦୦୦ ଶର୍ଯ୍ୟା,ସମ୍ ଓ କିମ୍ସ ସହ ରାଜ୍ୟସରକାରଙ୍କର ତ୍ରିପାକ୍ଷିକ ଚୁକ୍ତି ଓ ରାଜ୍ୟସରକାର ସହ ସ୍ୱାକ୍ଷର ହେଲା ଏମଓୟୁ । ୨-ରାଜ୍ୟବାହାରେ ଥିବା ଓଡିଆଙ୍କ ସହାୟତା ପାଇଁ ସବୁରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି । ଓଡିଆଙ୍କ ସୁରକ୍ଷା ପାଇଁ ସବୁ ଖର୍ଚ୍ଚ ରାଜ୍ୟସରକାର ବହନକରିବେ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି । ୩-ଓଡିଶାରେ ତୃତୀୟକରୋନା ରୋଗୀ ଚିହ୍ନଟ-କର କ୍ଲିନିକ୍‌କୁ ନଯିବାପାଇଁ ସ୍ୱାସ୍ଥ୍ୟବିଭାଗର ପରାମର୍ଶ । ୪-ଅତ୍ୟାବଶ୍ୟକ ବଜାର […]

ତୃତୀୟ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୬/୩(ଏସଏସନିୟୁଜ) ରାଜ୍ୟରେ ତୃତୀୟ କରୋନା ପଜେଟିଭ୍‌ର ସୁଚନା ମିଳିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ସୁଚନା ମିଳିଛି । ଟ୍ୱିଟ୍ ଯୋଗେ ଏ ନେଇ ସୁଚନା ଦେଇଛି ସ୍ୱାସ୍ଥ୍ୟବିଭାଗ । ସମସ୍ତ ଆକ୍ରାନ୍ତ ଭୁବନେଶ୍ୱର ର ବୋଲି ଜଣାପଡିଛି ।ତେବେ ସେ ବିଦେଶରୁ ଆସିଥିଲେ କିମ୍ବା ଏଠାରେ ରହୁଥିଲେ ସେ ନେଇ କୈାଣସି ସୁଚନା ମିଳିପାରିନାହିଁ ।ତାଙ୍କର ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଢାବ କରିବାକୁ ପୟାସ ଆରମ୍ଭ କରିଛନ୍ତି ସରକାର ।

ମାନବିକତା ଦେଖାଇଲା କଳିଙ୍ଗଯୁବସେନା

ବାରଙ୍ଗ,୨୬/୩(ଏସଏସନିୟୁଜ)ସାରାବିଶ୍ୱ ଏବେ କରୋନା ମହାମାରୀର ଶିକାରରେ ପିଡିତ ।ଏହାକବଳରୁ ମୁକ୍ତ ହେବାପାଇଁ ସରକାର ୨୧ଦିନିଆ ଲକ୍‌ଡାଉନ ଘୋଷଣା କରିଛନ୍ତି ।ଏହାକୁ ଦେଶବାସୀ ସମର୍ଥନ ଜଣାଇଛନ୍ତି ।ରାସ୍ତାଘାଟ ଶୁନ୍‌ଶାନ୍ ହୋଇଯାଇଛି ।ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରି ମିଳୁଥିବା ଦୋକାନ କୁ ଛାଡିଦେବାପରେ ଅନ୍ୟ ସବୁ ଦୋକାନ ବନ୍ଦ ହୋଇଛି ।ତେବେ ଏହି ପରିସ୍ଥିତିରେ ରାସ୍ତାଘାଟରେ ଶୋଇରହିଥିବା ବୁଲାଗୋରୁଗାଇ,କୁକୁର ଙ୍କ ଅବସ୍ଥା ସଂକଟରେ ପଡିଯାଇଛି ।ରାସ୍ତାରେ ଯାଉଥିବା ପଥଚାରୀ , ହୋଟେଲ ଓ ଛୋଟବଡ ଦୋକାନ ଉପରେ ନିର୍ଭର କରି ଏହି ଗୋରୁଗାଇକୁକୁର […]

ଘରେ ରୁହ ସୁସ୍ଥ ରୁହ

ତ୍ରିଲୋଚନ ରାଉତ,ମୁଖ୍ୟକାର୍ଯ୍ୟନିର୍ବାହୀ ,ସତ୍ୟସନ୍ଧାନ ବିଶ୍ୱସ୍ତରରେ କରୋନାସଂକ୍ରାମଣ ଘାତକ ସ୍ଥିତି ସୃଷ୍ଟି କରିଛି ।କରୋନା ଭୁତାଣୁ ପୃଥିବୀର ପ୍ରାୟ୧୯୫ଟିଦେଶରେ କାୟା ବିସ୍ତାର କରିଛି ।ଏହାର ପ୍ରତିକାର ପାଇଁ କୈାଣସି ଔଷଧ ଅଦ୍ୟାବଧି ବାହାରିନାହିଁ । ଏହି ମହାମାରୀ କରୋନା କବଳରୁ ରକ୍ଷାପାଇବାପାଇଁ ସାମାଜିକ ଦୁରତ୍ୱ ହେଉଛି ଏକମାତ୍ର ଉପାୟ । ଆପଣମାନେ ଯେତେଲୋକଙ୍କଠାରୁ ଦୁରେଇ ରହିବେ କରୋନାଭୁତାଣୁ ବିସ୍ତାରହେବାର ଆଶଙ୍କା କମ୍ ହେବ । କରୋନାକୁ ବିଦା କରିବାପାଇଁ କେନ୍ଦ୍ର ଓ ରାଜ୍ୟସରକାର ଯୁଦ୍ଧ୍ୟ ଡାକରା ଦେଇଛନ୍ତି । […]

ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା

କରୋନାର ମୁକାବିଲା ପାଇଁ ସାରାଦେଶ ଏକ୍‌ଜୁଟ ହୋଇଯାଇଛି ।ସାରାଦେଶରେ ଏବେ ତାଲା ବନ୍ଦ । ତେବେ ଏଥିପାଇଁ ବହୁ ଗରିବ ଦିନମଜୁରିଆ ଦୁଃଖରେ ଜୀବନ ବିତାଉଛନ୍ତି ।ଏହାକୁ ଦୃଷ୍ଟିରେ ରଖି ମୋଦୀସରକାର ଗରିବ ଓ ସ୍ୱାସ୍ଥ୍ୟକର୍ମଚାରୀଙ୍କପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି । ୧-ଏକଲକ୍ଷ ସତୁରୀହଜାରେ କୋଟିର ପ୍ୟାକେଜ୍‌ ୨-ସ୍ୱାସ୍ଥ୍ୟକର୍ମଚାରୀଙ୍କପାଇଁ ୫୦ଲକ୍ଷର ବିମାଘୋଷଣା,୨୦ଲକ୍ଷସ୍ୱାସ୍ଥ୍ୟକର୍ମଚାରୀ ଏହାଦ୍ୱାରା ଉପକୃତ ହୋଇପାରିବେ । ୩-ଗରିବକଲ୍ୟାଣ ଯୋଜନାରେ ଲୋକଙ୍କୁ ସିଧାସଳଖ ଟଙ୍କା ଓ ଖାଦ୍ୟ ପ୍ରଦାନ କରାଯିବ ୪-ପ୍ରଧାନମନ୍ତ୍ରୀ ଗରିବକଲ୍ୟାଣ ଅନ୍ନଯୋଜନାରେ କାହାକୁ […]

ସଂକ୍ଷେପରେ ଆଜିର କରୋନା ଅପ୍‌ଡେଟ୍

୧- ସେବାପାଇଁ ସମ୍ମାନ-ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ଏପ୍ରିଲମାସରେ ମିଳିବ ଆଗୁଆ ୪ମାସର ଦରମା ,ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ର୍ଦୁବ୍ୟବହାରକଲେ ହେବ କଡା କାର୍ଯ୍ୟାନୁଷ୍ଠାନ । ୨-ଆଉ ବର୍ଷା ନାହିଁ ,ଆଜିଠାରୁ ବଢିବ ଖରା । ୩-କଟକବାସୀଙ୍କପାଇଁ ଖୁସି ଖବର,ଜନଗହଳିଏଡାଇବାପାଇଁ ସିଏମସି ଆରମ୍ଭକଲା ହୋମ ଡେଲିଭରି ସୁବିଧା ୪-କରୋନା ଅପ୍‌ଡେଟ୍‌-ଭାରତରେ ମୃତ୍ୟୁସଂଖ୍ୟା ୧୨କୁ ବୃଦ୍ଧି । ୫-ହାରିବ କରୋନା ଜିତିବ ମଣିଷ । କରୋନାକୁ ହରାଇବାପାଇଁ ଭୁବନେଶ୍ୱର ଏମ୍ସ୍‌ର ପ୍ରୟାସ ,ରାଜ୍ୟର ଦ୍ୱିତୀୟ କରୋନା […]