ତୃତୀୟ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୬/୩(ଏସଏସନିୟୁଜ) ରାଜ୍ୟରେ ତୃତୀୟ କରୋନା ପଜେଟିଭ୍‌ର ସୁଚନା ମିଳିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ସୁଚନା ମିଳିଛି । ଟ୍ୱିଟ୍ ଯୋଗେ ଏ ନେଇ ସୁଚନା ଦେଇଛି ସ୍ୱାସ୍ଥ୍ୟବିଭାଗ । ସମସ୍ତ ଆକ୍ରାନ୍ତ ଭୁବନେଶ୍ୱର ର ବୋଲି ଜଣାପଡିଛି ।ତେବେ ସେ ବିଦେଶରୁ ଆସିଥିଲେ କିମ୍ବା ଏଠାରେ ରହୁଥିଲେ ସେ ନେଇ କୈାଣସି ସୁଚନା ମିଳିପାରିନାହିଁ ।ତାଙ୍କର ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଢାବ କରିବାକୁ ପୟାସ ଆରମ୍ଭ କରିଛନ୍ତି ସରକାର ।

Comments (0)
Add Comment