Browsing monthly archive

May 2020

ଚନ୍ଦକାରେ ହେବ ବିଶ୍ବସ୍ତରୀୟ ପ୍ରାଣୀ ଚିକିତ୍ସାଳୟ

ଚନ୍ଦକା,୩୧/୫(ଏସ୍‌ଏସ୍‌ନିୟୁଜ) ଚନ୍ଦକା ବନାଞ୍ଚଳରେ ହେବ ବନ୍ୟପ୍ରାଣୀଙ୍କ ପାଇଁ ବିଶ୍ୱସ୍ତରୀୟ ପ୍ରାଣୀ ଚିକିତ୍ସାଳୟ । ଲୋକସେବା ଭବନରେ ହାତୀଙ୍କ ସୁରକ୍ଷା ପାଇଁ ଆୟୋଜିତ ସ୍ୱତନ୍ତ୍ର ବୈଠକରେ ଏହି ନିଷ୍ପତି ହୋଇଥିବାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି ।ଏହାସହ ରାଜ୍ୟରେ ହାତୀ କରିଡର ସଂଖ୍ୟା୧୪ରୁ୧୬କୁ ବଢାଯିବ । ଶିମିଳିପାଳ-ହଦଗଡ଼ ଏବଂ ବରୁଣେଇ-ନୂଆଗଡ଼ ହାତୀଙ୍କ ନୂଆ କରିଡର ହେବ। ଢେଙ୍କାନାଳ, ରେଢ଼ାଖୋଲ ଓ ଆଠମଲ୍ଲିକ ବନଖଣ୍ଡରେ ଜାତୀୟ ରାଜପଥର ଅଣ୍ଡର ପାସ୍ ନିର୍ମାଣ ଚଳିତବର୍ଷ ଶେଷ କରିବାକୁ ମୁଖ୍ୟ […]

ସାମ୍ବାଦିକ ବି ଗାଇଲେ ବନ୍ଦେ ଉକ୍ତଳ ଜନନୀ

ବାରଙ୍ଗ,୩୦/୫(ଏସ୍‌ଏସ୍‌ନିୟୁଜ)କୋଭିଡ ୧୯ ଯୋଦ୍ଧାଙ୍କ ସଂମ୍ମାନାର୍ଥେ ଓ ସେମାନଙ୍କ ମନୋବଳକୁ ଦୃଢ଼ କରିବା ସହ ପ୍ରୋତ୍ସାହିତ କରିବା ପାଇଁ ଆଜି ବାରଙ୍ଗପ୍ରେସକ୍ଲବ ରେ ସାମୁହିକ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ କ୍ଲବର ସଭାପତି ଲିଙ୍ଗରାଜରାଉତ ,ସମ୍ପାଦକ ରୁଦ୍ରନାରାୟଣ ଷଡଙ୍ଗୀ, , ବରିଷ୍ଟ ସାମ୍ବାଦିକ ନବଘନରାଉତ, ସାମ୍ବାଦିକ ପ୍ରକାସଚନ୍ଦ୍ରସାହୁ,ଜଗନ୍ନାଥଭଞ ,କମଳାକାନ୍ତ ନାୟକ, ସନ୍ତୋଷକୁମାରମଲ୍ଲିକ, ପ୍ରଦୀପ କୁମାର ସ୍ୱାଇଁ, କୃଷ୍ନଚନ୍ଦ୍ରସ୍ୱାଇଁ,ସଂଗ୍ରାମକିଶୋରଦାସ , ଦୁଷ୍ମନ୍ତ କୁମାର ଜେନା .ସଚିଦାନନ୍ଦ ପଢିହାରୀ,ସୁଶାନ୍ତପରିଡା, ଅନନ୍ତସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।ଏହି […]

ରାଜ୍ୟରେ ପଜିଟିଭ୍ ଚିହ୍ନଟ ୧୯୪୮ସଂଖ୍ୟା ଛୁଇଁଲା

ଭୁବନେଶ୍ୱର,୩୧/୫(ଏସଏସିୟୁଜ)ରାଜ୍ୟରେ ଆଜି ୧୨୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହାଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୯୪୮ ରେ ପହଁଚିଛି । ସେଥିମଧ୍ୟରୁ ୭ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ୧୦୫୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଅନ୍ୟ ୮୮୯ଜଣ ରାଜ୍ୟର ବିଭିର୍ଣ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି ।ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ଆଜି ସକାଳୁ ୧୯ଜିଲ୍ଲାରୁ ସର୍ବାଧିକ ୧୨୯ଜଣ କରୋନା […]

ଆରମ୍ଭ ହୋଇଛି ତିନି ରଥର ସମସ୍ତ ଚକ ଅଖ ଡେରା କାମ

ସଂକ୍ଷେପରେ ଖବର ଆଜିର ,ତାରିଖ ୩୧/୦୫/୨୦, ରବିବାର ୧-ବନ୍ଦେ ଉତ୍କଳ ଜନନୀ ସ୍ୱରରେ ଗୁଞ୍ଜରି ଉଠିଲା ସାରା ଓଡ଼ିଶା, ବିଶ୍ବବାସୀ ଶୁଣିଲେ ଉତ୍କଳ ବନ୍ଦନା। ୨-ଅନଲକ୍-୧ : ଜୁନ୍ ୩୦ ଯାଏ ବଢ଼ିଲା ଲକ୍‌ଡାଉନ୍, ୮ରୁ ଖୋଲିବ ଧାର୍ମିକସ୍ଥଳ, ହୋଟେଲ୍ ଓ ସପିଂମଲ। ଜୁଲାଇ ପହିଲା ଯାଏଁ ଖୋଲିବନି ଜିମ୍, ସିନେମା ହଲ ଏବଂ ସ୍କୁଲ। ରାତି ୯ରୁ ସକାଳ ୫ଯାଏଁ କଟକଣା। ୩-ମୁଖ୍ୟମନ୍ତ୍ରୀଙ୍କ ଅପିଲ ପରେ ଏକାଠି ହେଲେ କିଟ୍, କିସ୍ ଓ କିମ୍ସର ପଦାଧିକାରୀ […]

ଆଜି ଅବସର ନେବେ ସୁନୀଲ ରଏ

ଭୁବନେଶ୍ବର,୩୧/୫(ଏସଏସନିୟୁଜ) ଆଇପିଏସ୍ ସ୍ତରରେ ଆଜି ରାଜ୍ୟ ସରକାର ଛୋଟଧରଣର ଅଦଳବଦଳ କରିଛନ୍ତି। ବାଲେଶ୍ବର ଏସ୍‌ପି ଯୁଗଳ କିଶୋର କୁମାର ବାନୋଥଙ୍କୁ କଟକ ମୁଖ୍ୟାଳୟ ଏସ୍‌ପି ଭାବେ ବଦଳି କରାଯାଇଥିବାବେଳେ କ୍ରାଇମବ୍ରାଞ୍ଚ୍ ଏସ୍‌ପି ଥିବା ସୁଧାଂଶୁ ଶେଖର ମିଶ୍ରଙ୍କୁ ବାଲେଶ୍ବର ଏସ୍‌ପି ଭାବେ ଅବସ୍ଥାପିତ କରାଯାଇଛି। ଏ ନେଇ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଆସନ୍ତାକାଲି(ରବିବାର) ୧୯୮୭ ବ୍ୟାଚ୍ର ଆଇପିଏସ୍ ଅଫିସର ତଥା ଅଗ୍ନିଶମ ଡିଜି ସୁନୀଲ ରଏ ଚାକିରିରୁ ଅବସର ନେଉଥିବାରୁ […]

ଆଜିର ଦିନଟି କେମିତି କଟିବ ଜାଣନ୍ତୁ?

ମଇ ୩୧ ତାରିଖ ୨୦୨୦ମସିହା(ରବିବାର)ଜ୍ୟେଷ୍ଠ-ଶୁକ୍ଳ ପକ୍ଷ ,ତିଥି -ନବମୀ ,ବୃଷ ରାଶିର ଘାତଚନ୍ଦ୍ର ମେଷ ରାଶିର ଘାତବାର ଅଦ୍ୟ ନବମୀର ଏକୋଦିଷ୍ଠ ଓ ପାର୍ବଣ ଶ୍ରାଦ୍ଧ ,ଆଜିର ରାଶିଫଳ ମେଷ:-ମନରେ ଧାର୍ମିକ ଭାବନା ଉଦୟ ହେବ। ବିନା ସ୍ବାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବ କରିବେ। କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ବନ୍ଧୁଙ୍କ ସହିତ ରାତ୍ରି ଭୋଜନ ପାଇଁ ବାହାରକୁ ଯିବେ। ବୃଷ:-ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ। ଘରେ ପୁଣ୍ୟକାର୍ଯ୍ୟ  […]

ପୁଣି ମାସେ ବଢିଲା ଲଗ୍ ଡାଉନ୍ ଅବଧି, ୮ରୁ ଖୋଲିବ ହୋଟେଲ , ଧାର୍ମିକସ୍ଥଳ ଓ ସପିଂମଲ

ଭୁବନେଶ୍ବର :୩୦/୫(ଏସଏସଏନ୍)  ଦିନକ ପରେ ଶେଷ ହେବ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଲକ୍‌ଡାଉନ୍‌।କିନ୍ତୁ  ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ପୁଣି ଏକ ମାସ ଅର୍ଥାତ୍ ଜୁନ୍‌ ୩୦ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରାଯାଇଥିବାବେଳେ ଧାର୍ମିକସ୍ଥଳ, ହୋଟେଲ୍‌ ଓ ସପିଂମଲ୍‌କୁଜୁନ୍‌ ୮ରୁ ଖୋଲିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ତେବେ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି କୁହାଯାଉଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଚତୁର୍ଥ […]

ବସ ମାଲିକ ସଂଘର ଦାବିକୁ ମାନି ନେଲେ ରାଜ୍ୟ ସରକାର

ସଂକ୍ଷେପରେ ସକାଳର ଖବର ,ତା-୩୦.୫.୨୦୨୦(ଶନିବାର) ୧-କୋଭିତ ଯୋଦ୍ଧାମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇ ଆଜି ସନ୍ଧ୍ୟା ୫ଟା ୩୦ମିନିଟ୍ ରେ ଗାଇବେ ବନ୍ଦେ ଉତ୍କଳଜନନୀ…..। ଦେଶ ବିଦେଶରେ ଥିବା ସବୁ ଓଡ଼ିଆ ହେବେ ସାମିଲ। ସବୁ ଟ୍ରାଫିକ୍ ବନ୍ଦ ରଖିବାକୁ ଅନୁରୋଧ । ୨-ଭୁବନେଶ୍ୱର: ଜୀବିକା ପାଇଁ ୧୭ହଜାର କୋଟିର ପ୍ୟାକେଜ୍,୨୨ ଟି ଗୁରୁତ୍ତ୍ଵପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ମାରିଲେ ରାଜ୍ୟ କ୍ୟାବିନେଟ। ୩-ସାବାସ୍ ‘ସୋନୁସୁଦ୍’, ଦେଢ଼ ଶହରୁ ଉର୍ଦ୍ଧ୍ବ ଯୁବକ ଯୁବତୀଙ୍କୁ ଓଡ଼ିଶା ପଠାଇଲେ ଏହି ବଲିଉଡ […]

ଆଜିର ଦିନଟି କେମିତି କଟିବ ଜାଣନ୍ତୁ?

ମଇ ୩୦ ତାରିଖ ୨୦୨୦ମସିହା(ଶନିବାର),ଜ୍ୟେଷ୍ଠ-ଶୁକ୍ଳ ପକ୍ଷ, ତିଥି -ଅଷ୍ଠମୀ ,କର୍କଟ ଓ ମକର ରାଶିର ଘାତଚନ୍ଦ୍ର ବୃଷ,ସିଂହ ଓ କନ୍ୟା ରାଶିର ଘାତବାର ଅଦ୍ୟ ଅଷ୍ଟମୀର ଏକୋଦିଷ୍ଠ ଓ ପାର୍ବଣ ଶ୍ରାଦ୍ଧ ,ଆଜିର ରାଶିଫଳ ମେଷ –ଆଜି ବ୍ୟାପାରରେ ନୂତନ ଯୋଜନାକୁ କାର୍ଯ୍ୟକାରୀ କରନ୍ତୁ ନାହିଁ । ପରିବାରରେ ମନୋମାଳିନ୍ୟ ଦେଖାଦେବ । ଆଧ୍ୟାତ୍ମିକ ଦିଗରେ ରୁଚି ବଢିବ । ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । କର୍ମକ୍ଷେତ୍ରରେ ଉଚ୍ଚସ୍ଥଧିକାରୀଙ୍କ ସହ ଦେଖିଚାହିଁ କଥାବାର୍ତ୍ତା କରନ୍ତୁ […]

କ୍ୟାବିନେଟ ବୈଠକରେ ୨୨ଟି ପ୍ରସ୍ତାବକୁ ମିଳିଲା ଅନୁମୋଦନ

ଭୁବନେଶ୍ୱର,୨୯/୫(ଏସଏସନିୟୁଜ)ରାଜ୍ୟ କ୍ୟାବିନେଟ ବୈଠକ ସହିତ ମନ୍ତ୍ରୀ ପରିଷଦ ବୈଠକରେ ପ୍ରସ୍ତୁତ ହୋଇଛି ରୋଡ୍ ମ୍ୟାପ । ମୁଖ୍ୟମନ୍ତ୍ରୀ ଆଗାମୀ ବର୍ଷ ପାଇଁ ରାଜ୍ୟର ବିକାଶ ନେଇ ଅନେକ ଯୋଜନାର ମୂଳଦୁଆ ପକାଇଛନ୍ତି ।ଜୀବିକା ପାଇଁ ୧୭ହଜାର କୋଟିର ପ୍ୟାକେଜ୍,୨୨ ଟି ଗୁରୁତ୍ତ୍ଵପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ମାରିଲେ ରାଜ୍ୟ କ୍ୟାବିନେଟ। କ୍ୟାବିନେଟ ବୈଠକରେ ୨୨ଟି ପ୍ରସ୍ତାବକୁ ମିଳିଲା ଅନୁମୋଦନ । ବୈଠକ ପରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ସୂଚନା । ଅଙ୍ଗନବାଡ଼ି ପିଲାଙ୍କୁ ପୋଷାକ […]