Browsing monthly archive

May 2020

ପୁଣି ୬୩ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର, ୨୯/୫(ଏସ୍‌ଏସ୍‌ନିୟୁଜ): ପୁଣି ୬୩ କରୋନା ପଜିଟିଭ୍ ଆଜି ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୧ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୨ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୩କୁ ବୃଦ୍ଧି ପାଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଚିହ୍ନଟଙ୍କ ମଧ୍ୟରେ ଗଞ୍ଜାମରୁ ୪,ଖୋର୍ଦ୍ଧାରୁ ୧୨,ନୟାଗଡ଼ ୭,ବଲାଙ୍ଗୀର ୬, ଜଗତସିଂହପୁର ୧୧,ବାଲେଶ୍ବର ୩,କଟକ ୩,ସୁନ୍ଦରଗଡ ୨,ଢେ଼ଙ୍କାନାଳରୁ ୯ […]

ଜୁନ୍ ୫ ଭିତରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୂ

ସଂକ୍ଷେପରେ ଆଜିର ଖବର ତାରିଖ ୨୯/୦୫/୨୦, ଶୁକ୍ରବାର ୧-କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦେଲେ ଆହ୍ଵାନ, କହିଲେ ୩୦ ତାରିଖ ସନ୍ଧ୍ୟା ୫.୩୦ମି.ରେ ସଭିଏଁ ଗାଇବା ‘ବନ୍ଦେ ଉତ୍କଳ ଜନନୀ’। ୨-ପଞ୍ଚମ ପାଳିର ବର୍ଷେ ପୂରିଲା : ଆଜି ମନ୍ତ୍ରୀଙ୍କୁ ନବୀନ ଦେବେ ’ବିକାଶ-ମନ୍ତ୍ର’,ଦିନ ୧୧.୩୦ରେ କ୍ୟାବିନେଟ୍ ଓ ଏହାପରେ ହେବ ମନ୍ତ୍ରୀ ପରିଷଦ ବୈଠକ। ୩-ଟ୍ବିନ ସିଟି ସାବଧାନ ! ଲକ୍‌ଡାଉନ୍ ନିୟମ ଖିଲାପ କଲେ ଆଉ ମିଳିବନି ନିସ୍ତାର, ଅମାନିଆଙ୍କୁ ନଜର […]

ଆଜିର ଦିନଟି ଆପଣଙ୍କ ପାଇଁ କେମିତି ଅଛି ଜାଣନ୍ତୁ?

ମଇ ୨୯ ତାରିଖ ୨୦୨୦ମସିହା(ଶୁକ୍ରବାର)ଜ୍ୟେଷ୍ଠ-ଶୁକ୍ଳ ପକ୍ଷ ,ତିଥି -ସପ୍ତମୀ ,କର୍କଟ ଓ ମକର ରାଶିର ଘାତଚନ୍ଦ୍ର ବିଛା,ଧନୁ ଓ ମୀନ ରାଶିର ଘାତବାର ସପ୍ତମୀର ଏକୋଦିଷ୍ଠ ଓ ପାର୍ବଣ ଶ୍ରାଦ୍ଧ ,ଆଜିର ରାଶିଫଳ ମେଷ:- ଆଜି ଆପଣଙ୍କ ଆର୍ଥିକ ଦୃଷ୍ଟିକୋଣରେ ଦିନ ମଧ୍ୟମ ଫଳଦାୟୀ ଅଟେ। ଖର୍ଚ୍ଚର ଚିନ୍ତାରେ ମନ ଅଶାନ୍ତି ରହିପାରେ କିନ୍ତୁ ସବୁ ଠିକ ହୋଇଯିବ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା କ୍ଷତି ହୋଇପାରେ। ସହକର୍ମିମାନଙ୍କଠାରୁ ଆପଣଙ୍କୁ ଲାଭବାନ ହେବ। ବୃଷ:- ଆଜି […]

ଦିନ ଦ୍ୱିପହରରେ ଲୁଟ୍ ,ଗ୍ରିଲ ତାଡି ଲୁଟିଲେ ଲୁଟେରା

ବାରଙ୍ଗ,୨୮/୫(ଏସ୍‌ଏସ୍‌ଏନ୍‌) ରାଜ୍ୟରେ କରୋନା ଲକଡାଉନ କଟକଣା ଯୋଗୁଁ ଲୁଟ୍‌ପାଟ୍ ବହୁ ମାତ୍ରାରେ ହ୍ରାସ ପାଇଥିଲା । ହେଲେ କଟକଣାରେ ସାମାନ୍ୟ କୋହଳ ହେଉ ହେଉ ପୁଣି ଉତ୍ପାତ କଲେଣି ଲୁଟେରା ଗ୍ୟାଙ୍ଗ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବାରଙ୍ଗ ଅଞ୍ଚଳରେ । ଘରର ଗ୍ରିଲ୍ ତାଡି ଲୁଟିନେଇଛନ୍ତି ଲକ୍ଷାଧିକ ଟଙ୍କା । ଲୁଟ୍‍ର ଶୀକାର ହୋଇଛନ୍ତି ଷଣ୍ଢପୁର ଗ୍ରାମର ସତ୍ୟନାରାୟଣ ବେହେରା । ଘଟଣାରୁ ପ୍ରକାଶ ଯେ , ବାରଙ୍ଗ ଥାନା ଅଧିନ ଗୋଡିସାହି […]

ପୁଣି ୬୭ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱ.୨୮/୫(ଏସଏସନିୟୁଜ) ପୁଣି ୬୭ କରୋନା ପଜିଟିଭ୍ ଆଜି ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୫ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୨ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ଫଳରେ ରାଜ୍ୟରେ କୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୬୦କୁ ବୃଦ୍ଧି ପାଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ଏମାନଙ୍କ ମଧ୍ୟରୁ ଗଞ୍ଜାମରୁ ୨୬,ଯାଜପୁର ୧୧,ଖୋର୍ଦ୍ଧାରୁ ୧୧,ନୟାଗଡ଼ ୭,ସୋନପୁର ୪,ବଲାଙ୍ଗୀର, ଜଗତସିଂହପୁର ଓ ସମ୍ବଲପୁରରୁ ୨ ଜଣ ଲେଖାଏଁ […]

ଶିବବିବାହ ଉସ୍‌ବରେ ବାବା ସୋମନାଥମହିମା କ୍ୟାସେଟ ଉନ୍ମୋଚନ

ବାରଙ୍ଗ,୨୭/୫(ଏସ୍‌ଏସ୍‌ନିୟୁଜ) ଆଜି ଥିଲା ଶିବବିବାହ ଉସ୍‌ବ ।କରୋନାପାଇଁ ଫିକା ସବୁକିଛି ପଡିଯାଇଥିଲା । ନଥିଲେ ଭକ୍ତ, ନା ବାଜୁଥିଲା ବାଜା,ଫୁଟୁଥିଲା ବାଣ ନା ଥିଲା ରୋଷଣୀ ଓ ହରିହାଟ । କେବଳ ପରମ୍ପରାକୁ ବଂଚାଇ ରଖିବାର ପ୍ରୟାସ ହୋଇଥିବାର ଦୃଶ୍ୟ ରାଜଧାନୀ ଉପକଣ୍ଠ ଢାଓାସ୍ଥିତ ବାବା ସୋମନାଥଙ୍କ ପୀଠରେ ଦେଖିବାକୁ ମିଳିଥିଲା । ବାରଙ୍ଗ ତଥା ପଟିଆ ଅଂଚଳର ପ୍ରସିଦ୍ଧ ଶେବପୀଠ ବାବା ସୋମନାଥ ମନ୍ଦିରର ଅନ୍ୟତମ ଆକର୍ଷକ ପର୍ବ ହେଉଛି ଶିବବିବାହ ଉସ୍‌ବ ।ତେବେ ଚଲିତ […]

ଫାଙ୍କା ଫାଙ୍କା ଗଡିଲା ମୋ ବସ୍

ସଂକ୍ଷେପରେ ଖବର ଆଜିର ,ତାରିଖ ୨୭/୦୫/୨୦, ବୁଧବାର ୧-ବେଜିଂ: ସୀମା ବିବାଦକୁ ନେଇ ଭାରତ-ଚୀନ ମଧ୍ୟରେ ଯୁଦ୍ଧ ଉତ୍ତେଜନା ବୃଦ୍ଧି ।ଚୀନ ସେନାକୁ ଜିନ୍‌ପିଙ୍ଗଙ୍କ ନିର୍ଦେଶ ; ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ। ୨-ଜୁନ ପହିଲାରୁ ଆରମ୍ଭ ହେବ +୨ ଖାତାଦେଖା, ମୂଲ୍ୟାୟନ କେନ୍ଦ୍ରକୁ ସାନିଟାଇଜ୍ କରିବାକୁ ଜିଲ୍ଲାପାଳଙ୍କୁ ଚିଠି। ୩-କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ଆଗାମୀ ୧ ମାସ ଆମ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ। ୪-ଆଠଗଡ଼: କ୍ବାରେଣ୍ଟାଇନ ସେଣ୍ଟରରୁ ଉଦ୍ଧାର ହୋଇଥିବା ବଜ୍ରକାପ୍ତାର […]

ଜାଣନ୍ତୁ ବୁଧବାର ଆପଣଙ୍କ ପାଇଁ କେତେ ଲାଭଦାୟକ ?

ମଇ ୨୭ ତାରିଖ ୨୦୨୦ମସିହା(ବୁଧବାର) କର୍କଟ ରାଶିର ଘାତବାର ଅଦ୍ୟ ପଞ୍ଚମୀର ଏକୋଦିଷ୍ଠ ଓ ପାର୍ବଣ ଶ୍ରାଦ୍ଧ ,ଜ୍ୟେଷ୍ଠ-ଶୁକ୍ଳ ପକ୍ଷ ,ତିଥି –ପଞ୍ଚମୀ , ଆଜିର ରାଶିଫଳ ମେଷ:- ଦିନ ଶୁଭଫଳଦାୟୀ ଅଟେ। ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ, ଉତ୍ସାହିତ ରହିବେ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଖର୍ଚ୍ଚ ହୋଇପାରେ। ବୃଷ:- କମ ସମୟରେ ଅଧିକ ଲାଭ ପାଇବା ବିଚାରରେ […]

ଜୁଲାଇ ପହିଲାରୁ ପାଠପଢ଼ା ଆରମ୍ଭ

ସଂକ୍ଷେପରେ ସକାଳର ଖବର , ତାରିଖ ୨୬/୦୫/୨୦, ମଙ୍ଗଳବାର ୧-ଜୁଲାଇ ପହିଲାରୁ ଅଷ୍ଟମ ଶ୍ରେଣୀଠାରୁ ପାଠପଢ଼ା ଆରମ୍ଭ ପାଇଁ ଯୋଜନା। ପ୍ରଥମେ ଗ୍ରୀନ,ଅରେଞ୍ଜ ଜୋନ୍ ରେ ସାମାଜିକ ଦୂରତ୍ବ ବଜାୟ ସହିତ ୩୦% ଉପସ୍ଥାନରେ ଖୋଲିବ ସ୍କୁଲ। ୨-ଆଜିଠୁ ମାଟ୍ରିକ ପରୀକ୍ଷା ଖାତା ଦେଖା ଆରମ୍ଭ, ୬୦ଟି ସେଣ୍ଟରରେ ମୂଲ୍ୟାୟନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା।୪୫ ଦିନ ମଧ୍ୟରେ ପ୍ରକାଶ ପାଇବ ରେଜଲ୍ଟ। ୩-ଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଉତ୍ସବକୁ ମିଳିଲା ସବୁଜ ସଙ୍କେତ, ୭ ସେବାୟତଙ୍କୁ ନେଇ ଅନୁଷ୍ଠିତ ହେବ […]

ଆଜିର ଦିନଟି କେମିତି କଟିବ ଜାଣନ୍ତୁ?

ମଇ ୨୬ ତାରିଖ ୨୦୨୦ମସିହା(ମଙ୍ଗଳବାର) .ଆଜି ଉମା ଚତୁର୍ଥୀ,ଜ୍ୟେଷ୍ଠ-ଶୁକ୍ଳ ପକ୍ଷ,ମକର ରାଶିର ଘାତବାର ଆଜିଚତୁର୍ଥୀର ଏକୋଦିଷ୍ଠ ଓ ପାର୍ବଣ ଶ୍ରାଦ୍ଧ ,ଆଜିର ରାଶିଫଳ ମେଷ-ଆଜି କିଛି ପୁରୁଣା ବକେୟା ଅର୍ଥ ପାଇବେ । ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ । ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବେ । କାର୍ଯ୍ୟସ୍ଥଳୀରେ ହଠାତ କୌଣସି ଜରୁରୀ କାର୍ଯ୍ୟ  ପାଇଁ ଦୂରଯାତ୍ରା କରିବାକୁ ପଡିପାରେ । ବ୍ୟାପାରରେ ନୂତନ ଯୋଜନା ଲାଭଦାୟୀ ରହିବ । ପରିବାରରେ ଆମୋଦ-ପ୍ରମୋଦରେ ସମୟ […]