Browsing monthly archive

May 2020

ଗାଡ଼ି ଚଳାଇବାକୁ ମନା କଲା ଘରୋଇ ବସ ମାଲିକ ସଂଘ

ସଂକ୍ଷେପରେ ଖବର ଆଜିର ତାରିଖ ୨୫/୦୫/୨୦, ସୋମବାର ୧-ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷା, ଟିଟିଲାଗଡ଼ରେ ୪୫.୮ଡିଗ୍ରୀ। ଆସନ୍ତା ୫ ଦିନ ନିସ୍ତାର ନାହିଁ। ୨-ବଦଳିଲା କ୍ବାରେଣ୍ଟାଇନ ନିୟମ:ଲକ୍ଷଣ ନ ଥିଲେ ୭ ଦିନ,ସଂଗରୋଧ ଅବଧି ୧୪ଦିନକୁ ହ୍ରାସ। ୩-ଓଡ଼ିଶାରେ ୨୮ ଟି ଜିଲ୍ଲାରେ କାୟା ବିସ୍ତାର କରିଛି କରୋନା, ରାଜ୍ୟରେ ୧୩ ଶହ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୪-ରାଜଧାନୀରେ ଖୋଲିଲା ୮୫ ପାର୍କ, ସକାଳ ୭ଟାରୁ ୧୦ଟା ଓ ଅପରାହ୍ନ ୪ଟାରୁ ୬ଟା […]

ଆଜିର ଦିନଟି କେମିତି କଟିବ ଜାଣନ୍ତୁ?

ଅଦ୍ୟ ମଇ ୨୫ ତାରିଖ ୨୦୨୦ମସିହା(ସୋମବାର),ଜ୍ୟେଷ୍ଠ-ଶୁକ୍ଳ ପକ୍ଷ, ତିଥି -ତୃତୀୟା ,କନ୍ୟା ରାଶିର ଘାତଚନ୍ଦ୍ର ମିଥୁନ ରାଶିର ଘାତବାର ଅଦ୍ୟ ତୃତୀୟାର,ଏକୋଦିଷ୍ଠ ଓ ପାର୍ବଣ ଶ୍ରାଦ୍ଧ ମେଷ:-ବ୍ୟବସାୟୀ ମାନଙ୍କ ପାଇଁ ଆଜିର ଦିନ ଲାଭଦାୟକ ହେବ। ଆର୍ଥିକ ଲାଭ ମିଳିବ। ଲମ୍ବା ସମୟର ଆର୍ଥିକ ଆୟୋଜନ ମଧ୍ୟ କରି ପାରିବେ। ଶରୀର ଏବଂ ମନ ସୁସ୍ଥ ରହିବ। ମିତ୍ରମାନଙ୍କ ଏବଂ ପାରିବାରିକ ସଦସ୍ୟମାନଙ୍କ ସହିତ ଆନନ୍ଦରେ ଦିନ କଟିବ। ବୃଷ:- ଆଜି ଲୋକମାନଙ୍କ ସହିତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧ […]

ରକ୍ତଦାନ ଶିବିରରେ କରୋନା ଯୋଦ୍ଧାଙ୍କୁ ସମ୍ମାନୀତ

ବାରଙ୍ଗ,୨୪/୫(ଏସ୍‌ଏସ୍‌ନିୟୁଜ) ବାରଙ୍ଗଆଂଚଳି ଶାନ୍ତିକମିଟିର ପ୍ରତ୍ୟେକ୍ଷ ତତ୍ୱାବଧାନରେ ତ୍ରିଶୁଳିଆଠାରେ ଏକ ମଣ୍ଡପରେ ସ୍ୱେଛାକୃତତକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କମିସିନେରେଟ ପୋଲିସର ରେଡ୍‌ରିବନ କ୍ଲବ,ଯୁବରେଡକ୍ରସୟୁନିଟ ଓ ଚନ୍ଦକା ମହାବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଟିତ ଏହି ଶିବିରରେ ୪୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।ଏହି ଶିବିରରେ ବାଙ୍କିବିଧାୟକ ଦେବୀରଞନ ତ୍ରିପାଠୀ,ପୁର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ,ପୋଲିସ କମିସନର ଡ.ସୁଧାଂଶୁ ଷଡଙ୍ଗୀ ,ବାରଙ୍ଗଆଂଚଳି ଶାନ୍ତିକମିଟିର ସଭାପତି ପ୍ରତାପଚନ୍ଦ୍ରଜେନା ପ୍ରମୁଖ ଉପସ୍ଥିତ ଥିଲେ । ଶାନ୍ତିକମିଟିର ସମ୍ପାଦକ ସୁରେଶମହାନ୍ତି ପରିଚାଳନା ଏହି ଶିବିରକୁ […]

ରାସ୍ତା ଖୋଳିଲେ ଦୁର୍ବୁିତ,ଲୋକେ ହେଲେ ହିନସ୍ତା

ବାରଙ୍ଗ,୨୪/୫(ଏସ୍‌ଏସ୍‌ନିୟୁଜ)ରାସ୍ତାରେ ହୋଇଛି ଗର୍ତ । ଏହି ଗର୍ତ ମନୁଷ୍ୟକୃତ ।କିଏ ଏହାକୁ କରିଲା ଓ ଏହାଦ୍ୱାରା ସାଧରଣ ଲୋକଙ୍କୁ ହଇରାଣ କରିବା ଦ୍ୱାରା କିପ୍ରକାର ସ୍ୱାର୍ଥ ସାଧନ ହେଉଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଏହି ସବୁଦିନିଆ ଚଲାପଥର ଦୁଇଟି ଜାଗାରେ ଖୋଳା ଯାଇଥିବାର ଚିତ୍ର ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି । ଏହିଭଳି ଏକ ଦୃଶ୍ୟ ହେଉଛି ଟାଙ୍ଗିବନ୍ତ ଡାକ୍ତରଖାନାପାଖରୁ କଲ୍ୟାଣପୁର ଓ ସୁବର୍ଣପୁର ଗ୍ରାମକୁ ସଂଯୋଗ ହୋଇଥିବା ରାସ୍ତାରେ ଦେଖିବାକୁ […]

ପୁଣି ୬୭ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୪/୫(ଏସ୍‌ଏସ୍‌ନିୟୁଜ) ରାଜ୍ୟରେ ଆଉ ୬୭ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୬୦ଜଣ କ୍ୱାରେନଟାଇନ ସେଂଟରରେ ଥିବା ବେଳେ ୪ଜଣ ହୋମ କ୍ୱାରରେଟାଇନ ଓ ୩ଜଣ ସ୍ଥାନୀୟ ଲୋକ ଆକ୍ରାନ୍ତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬କୁ ବୃଦ୍ଧି ପାଇଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜମରେ ୭, ଅନୁଗୁଳରୁ ୬, ବଲାଙ୍ଗୀରରୁ ୭, କଟକରୁ ୨, ଢେଙ୍କାନାଳରୁ ଜଣେ, ଜଗତସିଂହପୁରରୁ ଜଣେ, କଳାହାଣ୍ଡିରୁ ୪, ଖୋର୍ଦ୍ଧାରୁ ୩, […]

ଆସୁଛି ଆଉ ଏକ ଲଘୁଚାପ

ସଂକ୍ଷେପରେ ସକାଳର ଖବର, ତାରିଖ ୨୪/୦୫/୨୦, ରବିବାର ୧-ପ୍ରଧାନମନ୍ତ୍ରୀଙ୍କ ଅମ୍ଫନ୍ ସହାୟତା ଘୋଷଣାର ୨୪ ଘଣ୍ଟା ନ ପୂରୁଣୁ ଦିଲ୍ଲୀରୁ ଆସିଲା ୫୦୦ କୋଟି। ୨-ପଶ୍ଚିମବଙ୍ଗ: ବିପର‌୍ୟ୍ୟସ୍ତ ପଶ୍ଚିମବଙ୍ଗକୁ ସାହାଯ୍ୟ ପାଇଁ ଓଡ଼ିଶା ପଠାଇଲା ୩୦୦ ଅଗ୍ନିଶମ କର୍ମଚାରୀ ଓ ୨୦୦ ଜଣ ଓଡ୍ରାଫ୍ ଜବାନ। ୩-ଜୁନ ୧୫ରୁ ୧୮ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ, ସ୍ବଭାବିକ ରହିବ ବର୍ଷା ପରିମାଣ। ୪-ସମ୍ବଲପୁରରେ ଏ ବର୍ଷ କେବଳ ବିଧି ରକ୍ଷା ପାଇଁ ମନ୍ଦିର ଭିତରେ ପାଳିତ ହେବ […]

ଆଜିର ଦିନଟି କେମିତି କଟିବ ଜାଣନ୍ତୁ?

ମଇ ୨୪ ତାରିଖ ୨୦୨୦ମସିହା(ରବିବାର),ତିଥି -ଦ୍ବିତୀୟା , କନ୍ୟା ରାଶିର ଘାତଚନ୍ଦ୍ର ମେଷ ରାଶିର ଘାତବାର ,ଦ୍ବିତୀୟାର ଏକୋଦିଷ୍ଠ ଓ ପାର୍ବଣ ଶ୍ରାଦ୍ଧ , ବୋଇତିକଖାରୁ ଭକ୍ଷଣ ନିଷେଧ,ଆଜିର ରାଶିଫଳ ମେଷ :- ନିଜର ତୀକ୍ଷ୍ଣ ବୁଦ୍ଧି ଯୋଗୁଁ ଆପଣ ଯେ କୌଣସି ସମସ୍ୟାର ସମାଧାନ କରିଦେବେ ଯାହା ବହୁତ ସମୟ ଧରି ଆପଣଙ୍କୁ ହଇରାଣ କରୁଥିଲା । ଆଜି ଆପଣଙ୍କ ବୌଦ୍ଧିକ କ୍ଷମତା ଓ ଯୋଗ୍ୟତା ଚ଼ରମ ସୀମାରେ ଉପନୀତ ହେବ । ବୃଷ:– ଆଜି […]

ରବିବାରଠୁ ଖୋଲିବ ପାର୍କ

ଭୁବନେଶ୍ୱର,୨୩/୫(ଏସଏସନିୟୁଜ)ରବିବାରଠୁ ଭୁବନେଶ୍ୱରରେ ସମସ୍ତ ପାର୍କ ଖୋଲିବ । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।ବିଜ୍ଞପ୍ତି ଅନୁସାରେ, ସକାଳ ୭ରୁ ୧୦ଟା ଯାଏଁ ସମସ୍ତ ପାର୍କ ଖୋଲିବ । ତେବେ ପାର୍କରେ ସାମାଜିକ ଦୂରତା ଉପରେ ନଜର ରଖାଯିବ । ସେହିପରି ମାସ୍କ ପିନ୍ଧିବାକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି ।

ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ: ହାଇକୋର୍ଟ

ଭୁବନେଶ୍ୱର,୨୩/୫(ଏସଏସନିୟୁଜ)ଓଡ଼ିଶା ହାଇକୋର୍ଟ ଶୁଣାଇଛନ୍ତି ଏକ ଗୁରୁତ୍ବପୂର୍ଣ୍ଣ ରାୟ ମାନ୍ୟବର ହାଇୋକର୍ଟଙ୍କ ରାୟ ଅନୁସାରେ ବିବାହ ପ୍ରଲୋଭନ ଦେଖାଇ ଯୌନ ସମ୍ପର୍କ ରଖିବା ବଳାତ୍କାର ନୁହେଁ । ଏକ ମାମଲାରେ ଶୁଣାଣି ବେଳେ ଏହିପରି ରାୟ ଦେଇଛନ୍ତି ହାଇକୋର୍ଟ । କେନ୍ଦୁଝର ପଟାଙ୍ଗୀ ଥାନା ଅଞ୍ଚଳରଏକ ମାମଲାର ଶୁଣାଣି ବେଳେ ଏହିପରି ରାୟ ଶୁଣାଇଛନ୍ତି ହାଇକୋର୍ଟ । ସୂଚନାଯୋଗ୍ୟ ଯେ, ଜଣେ ୧୯ବର୍ଷୀୟ ଝିଅ ଅଭିଯୋଗ କରିଥିଲେ ଯେ ଜଣେ ବ୍ୟକ୍ତି ତାଙ୍କୁ ବିବାହ ପ୍ରତିଶୃତି ଦେଇ ତାଙ୍କ […]

ପାଣି ପାଇଁ ରାସ୍ତାକୁ ଓହ୍ଲାଇଲେ ପ୍ରବାସୀ ଶ୍ରମିକ

ଆସିକା,୨୩/୫(ଏସଏସନିୟୁଜ) ଧରାକୋଟ ବ୍ଲକ ଅଧୀନସ୍ଥ ଢଉଗାଁ ଗ୍ରାମ ପଞ୍ଚାୟତ ର କେ. ରାମଚନ୍ଦ୍ରପୁର ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟର ସଙ୍ଗରୋଧଗୃହରେ ରହିଥିବା ପ୍ରବାସୀ ଶ୍ରମିକମାନଙ୍କ ନିମନ୍ତେ ସର୍ବନିମ୍ନ ଆବଶ୍ୟକତା ପାଣି ସଠିକ  ଭାବେ ମିଳୁନଥିବାର ଅଭିଯୋଗ ହୋଇଛି ।ଗତ୧୬ ତାରିଖରେ ୫୫ଜଣ ଏଠାରେ ରହିଆସୁଛନ୍ତି । ଅବଶ୍ୟକତା ମୁତାବକ ପାଣିର ଅଭାବ ହେଉଥିବାର ଶ୍ର୍ରମିକମାନେ ସ୍ଥାନୀୟ ସରପଂଚ ଓ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।ଏହାର ପ୍ରତିକାର ନହେବାରୁ ଶ୍ରମିକମାନେ ଆଜି ବାଲ୍‌ଟି ଧରି ସଙ୍ଗରୋଧ କେନ୍ଦ୍ରରୁ […]