Browsing monthly archive

May 2020

ଆଜି ଦିନଟି କେମିତି କଟିବ ଜାଣନ୍ତୁ?

ମଇ ୨୩ ତାରିଖ ୨୦୨୦ମସିହା(ଶନିବାର),ଜ୍ୟେଷ୍ଠ-ଶୁକ୍ଳ ପକ୍ଷ,ବିଛା ରାଶିର ଘାତଚନ୍ଦ୍ର ବୃଷ,ସିଂହ ଓ କନ୍ୟା ରାଶିର ଘାତବାର ,ଆଜିର ରାଶିଫଳ ମେଷ-ବିଭିନ୍ନ ପ୍ରକାର ଦୁଶ୍ଚିନ୍ତା ମଧ୍ୟରେ ମାନସିକ ସନ୍ତୁଳନ ରକ୍ଷା କରିବାରେ ଅସମର୍ଥ ହେବେ। ଅଭାବ ଅସୁବିଧା ନ ଥିଲେ ମଧ୍ୟ ବନ୍ଧୁ, ପରିଜନଙ୍କ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ। ଆଇନ ଅଦାଲତ ଓ ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରୁ ସୁଫଳ ପାଇବେ। ବ୍ୟବସାୟରେ ଝଗଡ଼ା ଓ ଯାତ୍ରାରେ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିପାରେ। ବୃଷ-ଆଜିର କର୍ମକ୍ଷେତ୍ରରେ ନିକଟ ସମ୍ପର୍କୀୟମାନଙ୍କ ସାହାଯ୍ୟ […]

ଓଡ଼ିଶାକୁ ୫୦୦ କୋଟି

ଭୁବନେଶ୍ୱର,୨୨/୫(ଏସଏସନିୟୁଜ) ଓଡ଼ିଶାକୁ ୫୦୦କୋଟି ଟଙ୍କାର ସହାୟତା ପ୍ୟାକେଜ ଘୋଷଣା କରାଯାଇଛି । ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାତ୍ୟା ସ୍ଥିତି ନେଇ ସମୀକ୍ଷା ବୈଠକ ପରେ ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଓଡ଼ିଶାବାସୀ ବହୁତ ଭଲ ଭାବେ ବାତ୍ୟା ମୁକାବିଲା କରିଛନ୍ତି । ଓଡ଼ିଶା ସରକାରଙ୍କ ଟିମ୍ ବହୁତ ଭଲ କାମ କରିଛନ୍ତି ବୋଲି ମୋଦି କହିଛନ୍ତି । ଏହାସହ ସ୍ଥିତି ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ଟିମ୍ ଓଡ଼ିଶା […]

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିଲା

ଭୁୁବନେଶ୍ୱର,୨୨/୫(ଏସଏସନିୟୁଜ) ରାଜ୍ୟରେ ପୁଣି ୮୬ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାଫଳରେ ରାଜ୍ୟରେ ଳରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇ ୧୧୮୯ ରେ ପହଁଚିଛି । ତେବେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁରରୁ ୪୬, କଟକରୁ ୧୧, ନୟାଗଡ଼ ୬, ଗଞ୍ଜାମ ୫, କେନ୍ଦୁଝର ୩, ବାଲେଶ୍ୱର ୩, ଭଦ୍ରକ ୩, ପୁରୀ ୩, ବଲାଙ୍ଗୀର ଦୁଇ, ସୁନ୍ଦରଗଡ଼ରୁ ଜଣେ ଓ କେନ୍ଦୁଝରରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୮୦ଜଣ ସଂଗରୋଧରେ […]

୨୬ରୁ ଆରମ୍ଭ ହେବ ମାଟ୍ରିକ ଖାତା ଦେଖା

ସକାଳର ଖବର , ତାରିଖ ୨୨/୦୫/୨୦, ଶୁକ୍ରବାର, ଆଜି ସାବିତ୍ରୀ ଅମାବାସ୍ୟା ୧-ଅମ୍ଫନ୍ ର ମହାତାଣ୍ଡବ: ପଶ୍ଚିମବଙ୍ଗରେ ୭୨,ବାଙ୍ଗାଦେଶରେ ୧୦ ଓଡ଼ିଶାରେ ୨ ମୃତ।ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ବାତ୍ୟାଞ୍ଚଳ କରିବେ ପରିଦର୍ଶନ। ୨-ରାଜ୍ୟର ୮୯ ବ୍ଲକ୍,୧୫୦୦ ପଞ୍ଚାୟତ ଓ ୬୭୪୫ ଗ୍ରାମ ଅମ୍ଫନ୍ ଯୋଗୁଁ ପ୍ରଭାବିତ।୪୪ଲକ୍ଷ କ୍ଷତିଗ୍ରସ୍ତ, ସ୍ଥିତି ସୁଧାରିବାକୁ ଚାଲିଛି ଉଦ୍ୟମ। ୩-ବାତ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କ୍ଷତିଗ୍ରସ୍ତ ଭିତ୍ତିଭୂମିର ତ୍ୱରିତ ମରାମତି ପାଇଁ ଦେଲେ ନିର୍ଦ୍ଦେଶ। ୪-୨୬ରୁ ଆରମ୍ଭ […]

ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ଅମ୍ପନ ସ୍ଥିତି ଅନୁଧ୍ୟାନ କଲେ

ଭୁବନେଶ୍ୱର୨୧/୫(ଏସଏସନିୟୁଜ),ଗତକାଲି ତାଣ୍ଡବ ରଚିଥିଲା ପ୍ରଳୟଙ୍କରୀ ବାତ୍ୟା ଅମ୍ଫନ । ରାଜ୍ୟର ୪ଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ବାତ୍ୟା ଅମ୍ଫନର ପ୍ରଭାବ ବେଶି ପଡ଼ିଥିଲା ଓ ସେଠାରେ କ୍ଷୟକ୍ଷତି ମଧ୍ୟ ହୋଇଛି । ତେଣୁ ଆଜି ଆକାଶ ମାର୍ଗରୁ ରାଜ୍ୟରେ କ୍ଷୟକ୍ଷତି ଓ ବାତ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟା ସ୍ଥିତି ଅନୁଧ୍ୟାନ ପରେ ଫସଲର ବ୍ୟାପକ କ୍ଷୟକ୍ଷତି ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ […]

ଆଜିର ଦିନଟି କେମିତି କଟିବ ଜାଣନ୍ତୁ?

ଅଦ୍ୟ ମଇ ୨୨ ତାରିଖ ୨୦୨୦ମସିହା(ଶୁକ୍ରବାର) ଜ୍ୟେଷ୍ଠ –କୃଷ୍ଣପକ୍ଷ, ତିଥି -ଅମାବାସ୍ୟା ,ବିଛା ରାଶିର ଘାତଚନ୍ଦ୍ର ବିଛା,ଧନୁ ଓ ମୀନ ରାଶିର ଘାତବାର ,ଅମାବାସ୍ୟାର ସାମ୍ବତ୍ସରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ ,ଅଦ୍ୟ ଆମିଷ ଭକ୍ଷଣ ନିଷେଧ,ଆଜିର ରାଶିଫଳ ମେଷ:- ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ହେବେ। ରାଜନୀତିରେ ଉଚ୍ଚପଦ ମିଳିପାରେ। ଶତ୍ରୁମାନେ ଆପଣଙ୍କୁ ପରାସ୍ତ କରିବାକୁ ଚେଷ୍ଟା କରିବେ; ହେଲେ କିଛି କରିପାରିବେ ନାହିଁ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସତର୍କ ରହନ୍ତୁ। ବୃଷ:- ଭାଗ୍ୟର ସହଯୋଗ ମିଳିବ। […]

ପୁଣି ୫୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ଵର:୨୧/୫(ଏସଏସଏନ୍)ରାଜ୍ୟରେ ବୁଧବାର ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ହଜାର ଟପିଯାଇଥିବା ବେଳେ  ଗୁରୁବାର ୧୧୦୦ ପାର୍‌ ହୋଇଛି। ରାଜ୍ୟରେ ଗୁରୁବାର ୫୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ଏହି ସଂଖ୍ୟା ବୃଦ୍ଧି ପାଇ ୧୧୦୩ରେ ପହଞ୍ଚିଛି। ସେହିପରି ଗୁରୁବାର ଆଉ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକ ଜଣକ ଗଞ୍ଜାମ ଜିଲାର ବୋଲି ସୂଚନା ମିଳିଛି। ସେ ନିକଟରେ ସୁରତରୁ ପେରିଥିଲେ। […]

ଆଜିର ଦିନଟି ଆପଣଙ୍କ ପାଇଁ କେମିତି ଅଛି ଜାଣନ୍ତୁ?

ମଇ ୨୧ ତାରିଖ ୨୦୨୦ମସିହା(ଗୁରୁବାର)ତିଥି -ଚତୁର୍ଦ୍ଦଶୀ ,ମେଷ ରାଶିର ଘାତଚନ୍ଦ୍ର ତୁଳା ଓ କୁମ୍ଭ ରାଶିର, ଘାତବାର ଚତୁର୍ଦ୍ଦଶୀର ଏକୋଦିଷ୍ଠ ଓ ପାର୍ବଣ ଶ୍ରାଦ୍ଧ ,ଅଦ୍ୟ ବିରି ଭକ୍ଷଣ ନିଷେଧ, ଆଜିର ରାଶିଫଳ ମେଷ :- ଆଜି ଆପଣ ଜାଣିପାରିବେ ଆପଣଙ୍କ ସାହାଯ୍ୟ ପାଇଁ ଆପଣଙ୍କ ପରିବାର ଓ ବନ୍ଧୁମାନେ ସବୁବେଳେ ଆଗଭର ଅଟନ୍ତି । ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ । ବୃଷ :- ଆଜି ଆପଣଙ୍କର ସାହାସ ଏବଂ […]

୧ ହଜାର ଟପିଲା ରାଜ୍ୟର କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର:୨୦/୫(ଏସଏସଏନ୍) ହୁ ହୁ ହେଇ ବଢିବାରେ ଲାଗିଛି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବୁଧବାର ରାଜ୍ୟରେ ଆଉ ୭୪ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପି ଯାଇଛି । ଏମାନଙ୍କ ମଧ୍ୟରୁ ୭୨ଜଣ କ୍ୱାରେନଟାଇନ ସେଂଟରରେ ଥିବା ବଳେ ୨ଜଣ ସ୍ଥାନୀୟ ଲୋକ ଆକ୍ରାନ୍ତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୨କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୭୩୯ଜଣ ଚିକିତ୍ସିତ ହେଉଥିବା […]

ଭୀମଭୋଇଙ୍କ ନାମରେ ଆପତିଜନକ ମନ୍ତବ୍ୟ ଦେଇଥିବା ଲେଖକଙ୍କ ନାଁରେ ଏତଲା

ଭୁବନେଶ୍ୱର,୧୯/୫(ଏସ୍‌ଏସ୍‌ନିୟୁଜ) ସନ୍ଥଳବୀ ଭୀମଭୋଇଙ୍କୁ ଅପମାନ କରି ଥିବା ଅଭିଯୋଗରେ ବିଶ୍ୱପ୍ରସିଦ୍ଧ ମହିମାଧର୍ମ ଗବେଷଣା ପରିଷଦର ସଭାପତି ଙ୍କ ପକ୍ଷରୁ ଲେଖକ କେଦାର ମିଶ୍ରଙ୍କ ନାମରେ ମଂଚେଶ୍ୱରଥାନାରେ ମଙ୍ଗଳବାରଦିନ ଏତଲା ଦିଆଯାଇଛି ।ଏହି ଏତଲାରେ ଦର୍ଶାଯାଇଛି ଯେ,ସନ୍ଥକବି ଭୀମଭୋଇ ହେଉଛନ୍ତି ସମଗ୍ର ଓଡିଆ ଜାତିପାଇଁ ଗର୍ବ ଓ ଗୈାରବ ।ଦଳିତ ପରିବାରରେ ଜନ୍ମିତ ଭୀମଭୋଇ ଜନ୍ମରୁ ଅନ୍ଧ ଥିଲେ ।ତାଙ୍କୁ ଦିବ୍ୟଜ୍ଞାନ ପ୍ରାପ୍ତି ହେଲାପରେ ସେ ମହିମାଧର୍ମର ପ୍ରଚାର ଓ ପ୍ରସାର କରିଥିଲେ । ମହିମାଧର୍ମର ପ୍ରଣେତା ଆମ […]