Browsing monthly archive

May 2020

ରାଜଧାନୀବାସୀଙ୍କୁ ନିସ୍ତାର ନାହିଁ; ରେଡ଼୍ ଜୋନରେ ରହିଲା ବିଏମସି

ସଂକ୍ଷେପରେ ଆଜିର ଖବର ,ତାରିଖ ୦୪/୦୫/୨୦, ସୋମବାର ,ଆଜି ମୋହିନି ଏକାଦଶୀ ୧-ମେ ୧୭ ଯାଏଁ ସବୁ ପରୀକ୍ଷା ସ୍ଥଗିତ। ଆଜିଠୁ ହ୍ବାଟସପରେ ପାଠପଢ଼ା ଆରମ୍ଭ, ଉପକୃତ ହେବେ ୨୦ ରୁ ୨୫ଲକ୍ଷ ବିଦ୍ୟାଳୟ ଛାତ୍ରଛାତ୍ରୀ। ୨-ଭୁବନେଶ୍ୱର:ପ୍ରବାସୀ ଓଡ଼ିଆଙ୍କ ପାଇଁ ୧୦ ନୋଡାଲ ଅଧିକାରୀ ନିଯୁକ୍ତ। ୩-କ୍ବାରେନ୍ଟାଇନ ନିୟମ ଭାଙ୍ଗିଲେ ହୋଇପାରନ୍ତି ଗିରଫ , ମିଳିବନି ସରକାରୀ ସହାୟତା-ମୁଖ୍ୟ ଶାସନ ସଚିବ। ୪-ଆଜି ଠାରୁ ଡିଡି ଓଡ଼ିଆରେ ପଢ଼ିବେ ITI ଓ Diploma ଛାତ୍ରଛାତ୍ରୀ। ୫-ରାଜଧାନୀବାସୀଙ୍କୁ ନିସ୍ତାର […]

ଜାଣନ୍ତୁ ଆଜି ଦିନଟି କେମିତି କଟିବ?

ମଇ ୦୪ ତାରିଖ ୨୦୨୦ମସିହା(ସୋମବାର),ବୈଶାଖ –ଶୁକ୍ଳପକ୍ଷ, ତିଥି -ଏକାଦଶୀ ବୃଷ ରାଶିର ଘାତଚନ୍ଦ୍ର ମିଥୁନ ରାଶିର ଘାତବାର                                                     ଆଜିର ରାଶିଫଳ ମେଷ-ଆଜି ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକ ଲାଗି ରହିବ କିନ୍ତୁ ଆପଣ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ ।ମନର ସରସତା ଉଭେଇ ଯାଇପାରେ । ଗୃହ ସମସ୍ୟା, ଗାଡିମୋଟର ସମ୍ପର୍କୀୟ ପ୍ରତିବନ୍ଧକ ଲାଗି ରହିବ । ବନ୍ଧୁବାନ୍ଧବ, ଧାରକରଜ ପ୍ରଭୃତିକୁ କେନ୍ଦ୍ରକରି କଳହର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। ବୃଷ-ଆଜି ଆର୍ଥିକ ସହାୟତା […]

ଖୋର୍ଦ୍ଧା ସମେତ ୧୧ ଜିଲ୍ଲା ହେଲା ଅରେଞ ଜୋନ୍‌

ଭୁବନେଶ୍ୱର,୩/୫(ଏସ୍‌ଏସ୍‌ନିୟୁଜ)ରାଜ୍ୟସରକାରଙ୍କ ପକ୍ଷରୁ ବିଭିର୍ଣ ଜିଲ୍ଲାକୁ ଜୋନ୍ ରେ ଚିହ୍ନଟ କରାଯାଉଛି ।ଜୋନ୍ ଅନୁଯାୟୀ ଭିନ୍ନଭିନ୍ନ ଗାଇଡଲାଇନ ମଧ୍ୟ ନିର୍ଦ୍ଧାରଣ କରାଯାଇଛି ।ଏହି ପରିପେକ୍ଷୀରେ ଭୁବନେଶ୍ୱର ମହାନଗରନିଗମ ରେଡ୍ ଜୋନ୍‌ରେ ରହିଥିବାବେଲେ ଖୋର୍ଦ୍ଧାଜିଲ୍ଲାକୁ ଅରେଞ ଜୋନ୍ ଭାବେ ରାଜ୍ୟସରକାର ଘୋଷଣା କରିଛନ୍ତି । ସେହିଭଳିଭାବେ ଭଦ୍ରକ,ବାଲେଶ୍ୱର,ଯାଜପୁରକୁ ମଧ୍ୟ ରେଡ୍ ଜୋନ୍‌ଭାବେ ଘୋଷଣା କରାଯାଇଛି । ସେହିଭଳିଭାବେ ଖୋର୍ଦ୍ଧା ,ସୁନ୍ଦରଗଡ,କେନ୍ଦ୍ରାପଡା,କୋରାପୁଟ, କେଉଁଝର,ଦେବଗଡ,ଝାରସୁଗୁଡା, ବଲାଙ୍ଗିର, ଢେଙ୍କାନାଳ. କଳାହାଣ୍ଡି,ଗଞାମ କୁ ଅରେଞ ଜୋନ କରାଯାଇଥିବାବେଲେ ଅନୁଗୁଳ,ବରଗଡ, ବୈାଦ୍ଧ,ସମ୍ବଲପୁର ,ଗଜପତି, ଜଗସିଂହପୁର,କନ୍ଧମାଳ, ମାଲକାନାଗିରି,ମୟୁରଭଞ, ନବରଙ୍ଗପୁର,ନୟାଗଡ,ନୁଆପଡା, […]

ଅପରେସନ୍ ଶୁଭଯାତ୍ରା ରେ ଓଡ଼ିଶା ଆସୁଛନ୍ତି ୧୧୫୦ ପ୍ରବାସୀ ଓଡ଼ିଆ ଶ୍ରମିକ

ସଂକ୍ଷେପରେ ଖବର ଆଜିର,ତାରିଖ ୦୩/୦୫/୨୦, ରବିବାର ୧-ଭୁବନେଶ୍ୱର:ଆସନ୍ତା ସପ୍ତାହରେ ବଣ୍ଟା ହେବ ‘କାଳିଆ’ ସହାୟତା। ୨-ଗଣମାଧ୍ୟମ ପାଇଁ ପରାମର୍ଶ ଜାରି କଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ,ବାହାରୁ ଆସୁଥିବା ଲୋକଙ୍କ ନିକଟକୁ ଯିବାକୁ ବାରଣ। ୩-କନ୍ଧମାଳ:କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ପ୍ରଚେଷ୍ଟାରେ ଜରାଶ୍ରମ ଓ ଅନାଥାଶ୍ରମରେ ବଣ୍ଟାଗଲା ଖାଦ୍ୟ ସାମଗ୍ରୀ। ୪-୬ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟପାଳ। ୫-ଫୁଲବାଣୀ: ପ୍ରବାସୀ ଓଡ଼ିଆଙ୍କୁ ଧରି ଆସୁଥିବା ବସ୍ […]

ଆଜିର ଦିନଟି କେମିତି କଟିବ?

ମଇ ୦୩ ତାରିଖ ୨୦୨୦ମସିହା(ରବିବାର),ବୈଶାଖ –ଶୁକ୍ଳପକ୍ଷ,ତିଥି -ଦଶମୀ ,ବୃଷ ରାଶିର ଘାତଚନ୍ଦ୍ର ମେଷ ରାଶିର ଘାତବାର ,ଅଦ୍ୟ ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ                                            ଆଜିର ରାଶିଫଳ ମେଷ-ଆଜି ବନ୍ଧୁମିଳନରୁ ଆନନ୍ଦିତ ହେବେ ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଲୋଚନା କରିପାରନ୍ତି। ଅପରାହ୍ନେ ଖୋଜୁଥିବା ଜିନିଷଟି ପାଇ ଖୁସୀ ହୋଇଯିବେ। ବ୍ୟବସାୟ ଏବଂ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ମଧ୍ୟ ଦୂରହୋଇଯିବ। ବୃଷ-ଶାରୀରିକ ଅସୁସ୍ଥତା ମଧ୍ୟରେ […]

ସରକାର କହିଲେ କଟାଗଲା ୫ଲକ୍ଷର ଫାଇନ

ବାରଙ୍ଗ,୨/୫(ଏସ୍‌ଏସ୍‌ନିୟୁଜ)ବାରଙ୍ଗତହସିଲ କାର୍ଯ୍ୟାଳୟ ପଛପଟେ ରହିଛି କୁଆଖାଇ ନଦୀ ।ଏହି ନଦୀରେ ରହିଛି ବାଲିଘାଟ । ପ୍ରତିଦିନ ଶହଶହ ସଂଖ୍ୟାର ଗାଡିରେ ଏଠାରୁ ବିଭିର୍ଣ ସ୍ଥାନକୁ ବାଲି ଚାଲଣ ହେଉଛି । କିନ୍ତୁ ବେଆଇନଭାବେ ଏହି ବାଲି ଚାଲଣ ହେଉଥିବାର ଶନିବାରଦିନ ତଥ୍ୟ ସାମ୍ନାକୁ ଅସିଛି । ତହସିଲ କର୍ମଚାରୀମାନେ ଶନିବାରଦିନ ସକାଳୁ ବାରଙ୍ଗତହସିଲକାର୍ଯ୍ୟାଳୟ ସାମ୍ନାରେ ବାଲିବୋଝେଇ ଗାଡିକୁ ରୋକି ଆର ଫର୍ମ ନଥିବାରୁ ୧୨ଟି ଗାଡିକୁ ଅଟକ ରଖି ଗାଡି ପିଛା ୨୦ହଜାରେ ଟଙ୍କା କରି ଫାଇନ […]

ବାହାର ରାଜ୍ୟରୁ ଆସିଲେ ହାତରେ ଲାଗିବ ଅଲିଭା କାଳିର ଚିହ୍ନ

ସଂକ୍ଷେପରେ ଖବର ଆଜିର -ତାରିଖ ୦୨/୦୫/୨୦, ଶନିବାର ୧- ପୁଣି ବଢ଼ିଲା ତାଲାବନ୍ଦ ଅବଧି, ମେ’ ୧୭ ତାରିଖ ଯାଏଁ ଲକଡାଉନ୍ କଟକଣା ଲାଗୁ, ଗୃହମନ୍ତ୍ରଣାଳୟ ଜାରି କଲେ ବିଜ୍ଞପ୍ତି । ୨-ଭୁବନେଶ୍ଵର : ସାମାଜିକ ସୁରକ୍ଷା ସହାୟତା ପାଉଥିବା ଓ ମଧୁବାବୁ ପେନସନ ପାଉଥିବା ହିତାଧିକାରୀଙ୍କୁ ସରକାର ଦେବେ ୧୦୦ ଟଙ୍କା ଲେଖାଏଁ ଗ୍ରୀଷ୍କକାଳୀନ ସହାୟତା । ୩-ପୁରୀ ରଥଯାତ୍ରା ନିଷ୍ପତ୍ତି ମେ ୩ ପରେ ନୁହେଁ ମେ ୧୭ ପରେ ନିଆଯିବ। ୪-ସୁରତରୁ ବାହାରିଲା […]

ମଇ୨ କେମିତି କଟିବ?

ମଇ ୦୨ ତାରିଖ ୨୦୨୦ମସିହା(ଶନିବାର),ଘ୧୧/୧୫ଗତେ କଳମଶାଗ ଭକ୍ଷଣ ନିଷେଧ,କର୍କଟ ଓ ମକର ରାଶିର ଘାତଚନ୍ଦ୍ର ବୃଷ,ସିଂହ ଓ କନ୍ୟା ରାଶିର ଘାତବାର ,ବୈଶାଖ -ଶୁକ୍ଳପକ୍ଷ,ତିଥି –ନବମୀ,ଅଦ୍ୟ ନବମୀର ଏକୋଦିଷ୍ଟ ଓ ଦଶମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ                                                   ଆଜିର ରାଶିଫଳ ମେଷ -ଆଜି ବିଭିନ୍ନ ଦିଗରୁ ଅର୍ଥର ସମାଗମ ହେବ, କିନ୍ତୁ ସମସ୍ୟା ଛାଡ଼ିବ ନାହିଁ । ସାହିତ୍ୟ, ସାମ୍ବାଦିକତା, ସଙ୍ଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ ବୈବାହିକ କର୍ମ ପରିପ୍ରେକ୍ଷୀରେ […]

ପୁଣି ବଢିଲା ଲକ୍‌ଡାଉନ ଅବଧି

ନୁଆଦିଲ୍ଲୀ,୧/୫- କରୋନା ପାଇଁ ଦେଶରେ ଜାରିହୋଇଥିବା ଲକଡାଉନ ଆଉ ଦୁଇସପ୍ତାହ ବଢାଇଛନ୍ତି କେନ୍ଦ୍ରସରକାର ।ଏନେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଘୋଷଣ କରାଯାଇଛି ମନ୍ତ୍ରଣାଳୟର ଘୋଷଣା ଅନୁଯାୟୀ ମେ୪ରୁ୧୭ରାତିଖ ଯାଏ ଲକଡାଉନ ତୃତୀୟ ଥର କାର୍ଯ୍ୟକାରୀ ହେବ । କରୋନାପାଇଁ ପ୍ରଥମେ ମାର୍ଚ୍ଚ ୨୫ରୁ୨୧ଦିନ,ପରେଏପ୍ରିଲ୧୪ରୁମେଯାଏ ଦେଶରେ ଲକଡାଉନ ଘୋଷଣା କରାଯାଇଥିଲା । ଅର୍ଥାତ ଦେଶରେ୪୦ଦିନ ପାଇଁ ଲକଡାଉନ କାର୍ଯ୍ୟକାରୀ ହୋଇଥିଲା ।ଦ୍ୱତୀୟ ପର୍ଯ୍ୟାୟ ଲକଡାଉନ ମେ୩ରାତି୧୨ଟାରେ ଶେଷ ହେବାର ଥିଲା ।କିନ୍ତୁ ଆଜି କେନ୍ଦ୍ରସରକାର ଲକଡାଉନ ଅବଧିକୁ ୨ସପ୍ତାହ […]

ବଲାଙ୍ଗୀରରୁ ୨ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର,୧/୫(ଏସଏସନିୟୁଜ) ରାଜ୍ୟରେ ଆଉ ଗୋଟିଏ ଜିଲ୍ଲାକୁ ଛୁଇଁଲା କରୋନା । ବଲାଙ୍ଗୀରରେ ଆଜି ୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି । ବଲାଙ୍ଗୀରର ଲେଖାରିଆ ଗ୍ରାମରୁ ଏହି ଦୁଇ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୫ରେ ପହଞ୍ଚିଛି । ଦୁଇ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ ୨୨ ଏବଂ ୧୮ବର୍ଷ ହୋଇଥିବାବେଳେ ଉଭୟ ଲେଖାରୀ ଗ୍ରାମର ବୋଲି ସୁଚନା ଓ ପ୍ରସାରଣ ବିଭାଗ ପକ୍ଷରୁ କୁହାଯାଇଛି ।ଉଭୟ ଆକ୍ରାନ୍ତ […]