Browsing monthly archive

June 2020

ଗୁରୁବାର ଆପଣଙ୍କ ପାଇଁ କେମିତି କଟିବ ଜାଣନ୍ତୁ ?

ଜୁନ ୦୪ ତାରିଖ ୨୦୨୦ମସିହା(ଗୁରୁବାର) ଜ୍ୟେଷ୍ଠ-ଶୁକ୍ଳପକ୍ଷତିଥି –ତ୍ରୟୋଦଶୀ, ତୁଳା ଓ କୁମ୍ଭ ରାଶିର ଘାତବାର ,ଅଦ୍ୟ ଚତୁର୍ଦ୍ଦଶୀର ,ଏକୋଦିଷ୍ଠ ଓ ପାର୍ବଣ ଶ୍ରାଦ୍ଧ ,ବାଇଗଣ ଭକ୍ଷଣ ନିଷେଧ ,                      ଆଜିର ରାଶିଫଳ ମେଷ– ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ଧନଲାଭର ଯୋଗ ରହିଛି। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ। ସ୍ବାସ୍ଥ୍ୟ ବଢ଼ିଆ ରହିବ। ବୃଷ– ଜୀବନରେ କିଛି […]

ଜାଣନ୍ତୁ ବୁଧବାର ଆପଣଙ୍କ ପାଇଁ କେତେ ଲାଭଦାୟକ

ଜୁନ ୦୩ ତାରିଖ ୨୦୨୦ମସିହା(ବୁଧବାର) ଜ୍ୟେଷ୍ଠ-ଶୁକ୍ଳ ପକ୍ଷ ,ତିଥି -ଦ୍ବାଦଶୀ ,କର୍କଟ ରାଶିର ଘାତବାର ଅଦ୍ୟ ତ୍ରୟୋଦଶୀର ଏକୋଦିଷ୍ଠ ଓ ପାର୍ବଣ ଶ୍ରାଦ୍ଧ,ପୋଇ ଦିବା ଘ୦୯/୨୭ ଗତେ ବାଇଗଣ ଭକ୍ଷଣ ନିଷେଧ ,ଆଜିର ରାଶିଫଳ ମେଷ–ଦାମ୍ପତ୍ୟ କଳହର ଅବସାନ ଘଟିବ ଓ ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ।ବ୍ୟବସାୟରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହାନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ। ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ଵ ଦେଇ ଚାକିରି କ୍ଷେତ୍ରରେ ଉନ୍ନତି […]

୩ ଦିନ ଧରି ପୁରୀରେ ଜାରି ରହିବ ୧୪୪ ଧାରା

ପୁରୀ,୨/୬(ଏସ୍‌ଏସ୍‌ନିୟୁଜ)ସ୍ନାନ ଯାତ୍ରା ପାଇଁ ୩ ଦିନ ପୁରୀରେ ୧୪୪ ଧାରା ଜାରି ହେବ ବୋଲି ଛତିଶାନିଯୋଗ ବୈଠକରେ ନିଷ୍ପତି ହୋଇଥିବାର ଜିଲ୍ଲାପାଳ ବଲୱନ୍ତ ସିଂହ ଆସନ୍ତା ୪ ତାରିଖରୁ ପୁରୀରେ ତିନିଦିନ ଧରି ୧୪୪ଧାରା ଜାରି କରାଯିବ ବୋଲି ସୂଚନା ଦେଇଛନ୍ତି। ଲୋକଙ୍କ ଆତଯାତ ରୋକିବା ପାଇଁ ଜାରି କରାଯିବ ବୋଲି ଜିଲ୍ଲାପାଳ ବଲୱନ୍ତ ସିଂହ କହିଛନ୍ତି। ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ଦୃଷ୍ଟିରେ ରଖିବା ସହ ସାଧାରଣଲୋକଙ୍କ ଯାତାୟତରେ ରୋକ ଲଗାଇବାପାଇଁ ୧୪୪ ଧାରା ଜାରି କରାଯାଇଛି। ଏହା […]

ନମ୍ବର ଓ୍ବାନ୍ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର, ୨/୬(ଏସ୍‌ଏସ୍‌ନିୟୁଜ)ନବୀନ ପଟ୍ଟନାୟକ ହେଉଛନ୍ତି ଲୋକପ୍ରିୟ ମୁଖ୍ୟମନ୍ତ୍ରୀ । ଆଇଏନଏସ ଏବଂ ସି ଭୋଟର ପକ୍ଷରୁ କରାଯାଇଥିବା ସର୍ଭେରେ ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ସବୁଠାରୁ ଉପରେ ଅଛନ୍ତି ନବୀନ ପଟ୍ଟନାୟକ । ରାଜ୍ୟରେ ବିଜୁ ଜନତା ଦଳ ଦୀର୍ଘ ୨୦ ବର୍ଷ ଧରି ଶାସନ ଗାଦିରେ ରହିଛି । ତେବେ ପଞ୍ଚମ ଇନିଂସରେ ପ୍ରଥମ ବର୍ଷ ପୂରଣ ହୋଇଥିଲେ ମଧ୍ୟ ନବୀନଙ୍କ ଭାବମୂର୍ତ୍ତିରେ ଦାଗ ଲାଗିନାହିଁ । ସର୍ଭେ ରିପୋର୍ଟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ […]

ପଙ୍ଗପାଳ ଉପଦ୍ରବ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର୨/୬(ଏସ୍ ଏସ୍ ନ୍ୟୁଜ) ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରାଜ୍ୟରେ ସମ୍ଭାବ୍ୟ ପଙ୍ଗପାଳ ଉପଦ୍ରବ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରାଯାଇଥିଲା । ପଙ୍ଗପାଳମାନଙ୍କ ଗତିବିଧି ଉପରେ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ତୀକ୍ଷଣ ନଜର ରଖିବା ସହିତ ଚାଷୀମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ଉପରେ ବୈଠକରେ ଗୁରୁତ୍ବ ଆରୋପ କରାଯାଇଥିଲା । ପଙ୍ଗପାଳ ନିୟନ୍ତ୍ରଣ ପାଇଁ ଆବଶ୍ୟକ ହେଲେ ଦମକଳ ଜରିଆରେ ପ୍ରଭାବିତ ଅଞ୍ଚଳରେ ଔଷଧ ସିଞ୍ଚନ ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । […]

ପଙ୍ଗପାଳ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର୨/୬(ଏସ୍ଏସ୍ ନ୍ୟୁଜ)ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରାଜ୍ୟରେ ସମ୍ଭାବ୍ୟ ପଙ୍ଗପାଳ ଉପଦ୍ରବ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରାଯାଇଥିଲା । ପଙ୍ଗପାଳମାନଙ୍କ ଗତିବିଧି ଉପରେ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ତୀକ୍ଷଣ ନଜର ରଖିବା ସହିତ ଚାଷୀମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ଉପରେ ବୈଠକରେ ଗୁରୁତ୍ୱ ଆରୋପ କରାଯାଇଥିଲା । ପଙ୍ଗପାଳ ନିୟନ୍ତ୍ରଣ ପାଇଁ ଆବଶ୍ୟକ ହେଲେ ଦମକଳ ଜରିଆରେ ପ୍ରଭାବିତ ଅଞ୍ଚଳରେ ଔଷଧ ସିଞ୍ଚନ ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।ରାଜ୍ୟରେ ପଙ୍ଗପାଳ ଉପଦ୍ରବକୁ […]

ପୁଣି ୧୪୧ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର, ୨/୬(ଏସ୍‌ଏସ୍‌ନିୟୁଜ) ପୁଣି ୧୪୧ କରୋନା ପଜିଟିଭ୍ ଆଜି ଚିହ୍ନଟ ହୋଇଛନ୍ତି ।ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୨୪୫କୁ ବୃଦ୍ଧି ପାଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ଚିହ୍ନଟଙ୍କ ମଧ୍ୟରେ ୧୧୦ ଜଣ କ୍ୱାରେଣ୍ଟାଇନର ହୋଇଥିବାବେଳେ ୩୧ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ଏହି ଚିହ୍ନଟଙ୍କ ମଧ୍ୟରେ ଗଞାମରୁ ୨୭,ଯାଜପୁରରୁ୧୦,ଖୋର୍ଦ୍ଧାରୁ ୨୬, ବାଲେଶ୍ବର୨ ,କେନ୍ଦ୍ରାପଡାରୁ୧୩,କଟକରୁ୬, ପୁରୀରୁ୫,ବଲାଙ୍ଗିରିରୁ୭, ଜଗତସିଂହପୁରରୁ୪ ,ନୟାଗଡରୁ୧,ସୁନ୍ଦରଗଡରୁ୮ ,ନୁଆପଡାରୁ୧୯,ଗଜପତିରୁ୪, କେନ୍ଦୁଝରରୁ୪, ମୟୁରଭଞରୁ୧, ଅନୁଗୁଳରୁ୧, […]

କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ସଂକ୍ଷେପରେ ଖବର ଆଜିର ,ତାରିଖ ୦୨/୦୬/୨୦, ମଙ୍ଗଳବାର, ଆଜି ନିର୍ଜ୍ଜଳା ଏକାଦଶୀ ଓ ଋକ୍ମୀଣୀ ବିବାହ ୧-ଭୁବନେଶ୍ୱର:ଜୁଲାଇ ୩୧ଯାଏଁ ରାଜ୍ୟର ସମସ୍ତ ସ୍କୁଲ୍, କଲେଜ ଓ କୋଚିଙ୍ଗ୍ ସେଣ୍ଟର୍ ବନ୍ଦ। ଜୁନ୍ ୩୦ ଯାଏଁ ଖୋଲିବନି ସପିଂ ମଲ୍, ସିନେମା ହଲ, ମନ୍ଦିର । ୩୦ ପ୍ରତିଶତ କ୍ଷମତାରେ ଖୋଲିବ ହୋଟେଲ୍। ୨-ଆଳି: କ୍ବାରେଣ୍ଟାଇନ ଅନ୍ତେବାସୀଙ୍କୁ ଭାବ ବିହ୍ବଳ ବିଦାୟ ପରେ କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଗୋବିନ୍ଦପୁର ପଞ୍ଚାୟତର ସରପଞ୍ଚ ପଦ୍ମାଳୟା ଧଳଙ୍କୁ ମିଳୁଛି ବିପୁଳ […]

ଆଜିର ଦିନଟି ଆପଣଙ୍କ ପାଇଁ କେମିତି ଅଛି ଜାଣନ୍ତୁ?

ଜୁନ ୦୨ ତାରିଖ ୨୦୨୦ମସିହା(ମଙ୍ଗଳବାର) ଜ୍ୟେଷ୍ଠ-ଶୁକ୍ଳ ପକ୍ଷ ,ତିଥି -ଏକାଦଶୀ ,ମକର ରାଶିର ଘାତବାର ଅଦ୍ୟ ଦ୍ବାଦଶୀର ଏକୋଦିଷ୍ଠ ଓ ପାର୍ବଣ ଶ୍ରାଦ୍ଧ ଓ ଏକାଦଶୀର ଏକୋଦିଷ୍ଠ ଶ୍ରାଦ୍ଧ ,ଆଜିର ରାଶିଫଳ ମେଷ-ଆଜି ପ୍ରାତଃକାଳର ଆପଣଙ୍କ ଯାତ୍ରା ଓ ଭ୍ରମଣ ପ୍ରୀତିପ୍ରଦ ହେବ । ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ ପାଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିବାଦ ବୃଦ୍ଧିର ସମ୍ଭାବନା ରହିଛି। କଠୋର ପରିଶ୍ରମଜନିତ କାରଣରୁ ଶାରୀରିକ ଅସୁସ୍ଥତା ହୋଇପାରେ। ବୃଷ-ଆଜି ପାରିବାରିକ କ୍ଷେତ୍ରରେ ବ୍ୟତିକ୍ରମ […]

ବାରଙ୍ଗରେ ପଙ୍ଗପାଳ ଦଳ , ଭୟବିତ ଚାଷୀ

ଭୁବନେଶ୍ବର :୧/୬(ଏସଏସଏନ୍) ବାରଙ୍ଗରେ ପଙ୍ଗପାଳ ଦଳ !ଏହି କଥା ଅଞ୍ଚଳରେ ପଚାର ହେବା ପରେ ଚାଷିଙ୍କ ମନରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଡି ହୋଇଛି ।ଘଟଣା କୁ ପ୍ରକାଶ ଯେ , ସୋମବାର  କିଛି ଲୋକେ ବାରଙ୍ଗ ବଜାର କୁ ଆସୁଥିବା  ବେଳେ ପଙ୍ଗପାଳ ଦଳ ପୁରୁଣା ବାରଙ୍ଗ ଗୋଲେଇ ଛକ ଠାରେ ରହିଥିବା ଦେଖିବାକୁ ପାଇଥିଲେ  । ଏହି ଖବର ଚାଷିମାନେ ଶୁଣିବା ପରେ ସେମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।  ଅନ୍ୟପଟେ  ଓଡିଶା […]