Browsing monthly archive

June 2020

ନାବାଳିକାକୁ ର୍ଦୁବ୍ୟବହାର, ନାବାଳକ ଗିରଫ

ଡେଲାଙ୍ଗ,୩୦/୬ ( ଏସଏସନିୟୁଜ)ଡେଲାଙ୍ଗ ଥାନା ଅଂଚଳର ଖଣ୍ଡି ମଙ୍ଗଳପୁର ଗ୍ରାମର ଜଣେ ୪ ବର୍ଷର ନାବଳିକାକୁ ଦୁର୍ବବ୍ୟବହାର କରିବା ଅଭିଯୋଗରେ ଜଣେ ୧୭ ବର୍ଷିୟା ନାବାଳକକୁ ଡେଲାଙ୍ଗ ପୋଲିସ ଗିରଫ କରି କୋର୍ଟଚାଲଣ କରିଛି । ଅଭିଯୋଗ ଅନୁଯାୟୀ ନାବାଳିକ ଜଣକ ଦାଣ୍ଡଦୁଆରେ ଖେଳୁଥିବା ସମୟରେ ସେହି ଗ୍ରାମର ଜଣେ ୧୭ ବର୍ଷର ନାବାଳକ ଚକଲେଟ ଦେବା ବାହାନାରେ ଘରକୁ ଡାକିନେଇ ଦୁର୍ବବ୍ୟହାର କରିଥିଲା । ଏହି ସମୟରେ ପରିବାର ଲୋକେ ଝିଅକୁ ଖୋଜିବା ବେଳେ ଘଟଣା […]

ଅନଲକ ୨.୦ ପାଇଁ ରାଜ୍ୟ ସରକାରଙ୍କ ଗାଇଡ ଲାଇନ

ଭୁବନେଶ୍ୱର,୩୦/୬(ଏସଏସନିୟୁଜ) ଅନଲକ ୨.୦ ପାଇଁ ରାଜ୍ୟ ସରକାର ନୂଆ ଗାଇଡ ଲାଇନ ଜାରି କରିଛନ୍ତି । ସାଢେ ତିନି ମାସ ହେବ କରୋନା କୁ ମୁକାବିଲା କରିବାପାଇଁ ଆରମ୍ଭ ହୋଇଥିବା ଯୁଦ୍ଦ୍ୟ ଯୋଗୁ ଅନ୍ୟଠାରୁ ଓଡିଶାର ଓଡିଶାର କୋଭିଡ ସ୍ଥିତି ଭଲ ରହିଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । କେୟାର ହୋମ ଦାୟିତ୍ୱରେ ବି ସରପଂଚମାନେ ରହିବେ । ମାସ୍କପିନ୍ଧିବା ସହ , ସାମାଜିକ ଦୂରତ୍ୱ ପାଇଁ ଗାଁରେ ସଚେତନତା ସୃଷ୍ଟି […]

ପୁରୀରୁ ଆରମ୍ଭ ଖୋର୍ଦ୍ଧାରେ ଶେଷ ହେଲା ଚାକିରି

ବାରଙ୍ଗ,୩୦/୬(ଏସଏସନିୟୁଜ)ଚାକିରି ଜୀବନ ପୁରୀ ଜିଲ୍ଲାରୁ ଆରମ୍ଭ କରି ଖୋର୍ଦ୍ଦାଶିକ୍ଷାଜିଲ୍ଲାରେ ସମାପ୍ତ କରିଛନ୍ତି ରମାକାନ୍ତ । ରମାକାନ୍ତ ପଣ୍ଡା ଙ୍କ ହେଉଛି ଭୁବନେଶ୍ୱର ଉପକଣ୍ଠ ମଚେଂଶ୍ୱରଥାନା ଅଧିନସ୍ଥ ବରିମୁଣ୍ଡ ଗ୍ରାମ ।ନିଶା ରହିଥିଲା ପିଲାମାନଙ୍କୁ ପାଠପଢାଇବା ।ଏହା  ସହିତ ତାଙ୍କ ଗ୍ରାମରେ ଥିବା ପ୍ରତିଷ୍ଠିତ ଶୈବପୀଠ ବାବା ଙ୍କର ପୁଜକ । ଧର୍ମପନ୍ତୀ ମଧ୍ୟ ଜଣେ ଶିକ୍ଷୟତ୍ରୀ ।୧୯୮୦ମସିହାରେ ଶିକ୍ଷକନଜୀବନ ପୁରୀ ଜିଲ୍ଲାରୁ ଆରମ୍ଭ କରିଥିବା ବେଳେ ଖୋର୍ଦ୍ଧାଜିଲ୍ଲା ଗଙ୍ଗପଡା ହାଇସ୍କୁଲର ପ୍ରଧାନଶିକ୍ଷକ ଭାବେ ଚାକିରି ଜୀବନର ଶେଷ […]

କରୋନା ଆକ୍ରାନ୍ତଙ୍କ ସ°ଖ୍ୟା ୭୦୬୫କୁ ବୃଦ୍ଧି

ଭୁବନେଶ୍ବର,୩୦/୬(ଏସଏସନିୟୁଜ) ପୁଣି ୨୦୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୯୨ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୪ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ଏମାନଙ୍କ ମଧ୍ୟରେ ମାଲକାନଗିରି ଜିଲ୍ଲାରୁ ସର୍ବାଧିକ ୩୬ ଜଣ , ଯାଜପୁରରୁ ୨୮ , କୋରାପୁଟରୁ ୧୮,ଜଗତସିଂହପୁର ୧୭,କଟକ ୧୭, ବଲାଙ୍ଗୀର ୧୬,ଦେବଗଡ଼ ୧୫,ଖୋର୍ଦ୍ଧାରୁ ଓ ମୟୂରଭଞ୍ଜରୁ ୭, କେନ୍ଦୁଝର ଓ ଅନୁଗୁଳରୁ […]

ମୋଦି ସରକାରଙ୍କ ଡିଜିଟାଲ ଷ୍ଟ୍ରାଇକ

ସଂକ୍ଷେପରେ ଆଜି ସକାଳର ଖବର ,ତାରିଖ ୩୦/୦୬/୨୦, ମଙ୍ଗଳବାର ୧-ଚାଇନା ଉପରେ ମୋଦି ସରକାରଙ୍କ ଡିଜିଟାଲ ଷ୍ଟ୍ରାଇକ: ବ୍ୟାନ୍ ହେଲା ଟିକ୍‌ଟକ୍ ସହ ୫୯ ଆପ। ୨-ଓଡ଼ିଶାରେ ପହଞ୍ଚିଲା କରୋନା ଔଷଧ ରେମ୍‌ଡେସିଭିର୍। ୩-୩ଜଣ ଆଇଏଏସଙ୍କ ବଦଳି ପରେ ରାଜ୍ୟ ସରକାର ଗତକାଲି ୧୫ଜଣ ଓଏଏସଙ୍କୁ ବଦଳି ନିର୍ଦେଶ ଜାରି କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ୪-ବାହୁଡ଼ା ଯାତ୍ରା ନେଇ ସମୟ ନିର୍ଘଣ୍ଟ କଲା ଶ୍ରୀମନ୍ଦିର […]

ଜୁଲାଇ ଶେଷରେ ମାଟ୍ରିକ ଫଳ

ଭୁବନେଶ୍ୱର,୨୯/୬(ଏସଏସନିୟୁଜ)ମାଟ୍ରିକପରୀକ୍ଷାଫଳ ଜୁଲାଇମାସର ଶେଷସପ୍ତାହରେ ପ୍ରକାସ ପାଇବାର ସମ୍ବାବନା ରହିଛି । କାରଣ ଜୁନ୩୦ତାରିଖ ସୁଦ୍ଧା ମାଟ୍ରିକ ପରୀକ୍ଷା ଖାତାଦେଖା ସରିବାର ଟାର୍ଗେଟରେ ରହିଥିଲେ ମାଧ୍ୟମିକ ଶିକ୍ଷା ପରିଷଦ । ତେବେ ଏହି କାର୍ଯ୍ୟ ଶେଷପର୍ଯ୍ୟାୟରେ ପହଁଚିଛି ।ସମସ୍ତ ଉତରଖାତା ବୋର୍ଡକୁ ଫେରି ଆସିବାପରେ ଜୁଲାଇ ମାସ ମଧ୍ୟ ଭାଗ ସୁଦ୍ଧା ପରୀକ୍ଷାଫଳ େଓବସାଇଟରେ ଅପଲୋର୍ଡ କରାଯିବା ପରେ ଫଳ ପ୍ରକାସନର ତାରିଖ ଧାର୍ଯ୍ୟ କରାଯିବ ବୋଲି ଜଣାପଡିଛି ।

୧୨ଟାରେ ରଥଟଣା

ପୁରୀ,୨୯/୬(ଏସଏସନିୟୁଜ) ୧ତାରିଖରେ ଚତୁର୍ଦ୍ଧାମୁର୍ତୀଙ୍କର ବାହୁଡା ଯାତ୍ରା । ବାହୁଡାଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିତୀ ନିର୍ଘଂଟ ହୋଇଛି ।ଭୋର୪ଟାରେ ମଙ୍ଗଳଆରତି,ମଇଲମ ୪.୧୫ମି. ୪.୩୦ରେ ତଡପଲାଗି ଓ ରୋଷହୋମ, ଅବକାଶ ୫ଟାରେ,୫.୧୫ରେ ସୁର୍ଯ୍ୟପୁଜା,୫.୩୦ରେ ଦ୍ୱାରପାଳ ପୁଜା ଓ ବେଶଶେଷ,ଏହାପରେ ଗୋପାଳବଲ୍ଲଭ ଓ ସକାଳ ଧୁପ, ୭ରୁ ୭.୩୦ ରେ ସେନ।ପଟାଲାଗି, ମଙ୍ଗଳାର୍ପଣ,ସାକଳ୯ରୁ୧୦ଟାରେ ବାହୁଡା ପହଣ୍ଡି,ଛେରାପହଁରା ୧୦ଟାରୁ୧୧ଟା,୧୨ଟାରେ ରଥଟଣା ଆରମ୍ଭ ବୋଲି  ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିତୀ ନିର୍ଘଂଟ ହୋଇଛି ।

ଆଜି ଆପଣଙ୍କ ରାଶି କଣ କହୁଛି ଜାଣନ୍ତୁ

ଆଜି ଜୁନ ୩୦ ତାରିଖ ୨୦୨୦ମସିହା(ମଙ୍ଗଳବାର) ,ଆଷାଢ-ଶୁକ୍ଳପକ୍ଷ ,ତିଥି -ଦଶମୀ ,ମକର ରାଶିର ଘାତବାର ଅଦ୍ୟ ଦଶମୀର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ,ଆଜି ଶିମ୍ବ ଭକ୍ଷଣ ନିଷେଧ ,ଆଜିର ରାଶିଫଳ ମେଷ-ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ପାଇଁ ଦିନଟି ବହୁତ ଶୁଭଙ୍କରୀ ହେବ । ବହୁଦିନରୁ ହଜି ଯାଇଥିବା ବା ଚୋରି ଯାଇଥିବା ଜିନିଷରହଠାତ୍ ଖୋଜ ଖବର ପାଇପାରନ୍ତି। ବୃଷ-ଦାମ୍ପତ୍ୟ କଳହର ଅବସାନ ଘଟିବ ଓ […]

ବ୍ୟାନ୍ ହେଲା ଚାଇନା ଆପ୍ , ଲାଗୁ ହେଲା ଅନଲଗ୍-୨:ରାତି ୧୦ ରୁ ସକାଳ ୫ କର୍ଫୁ

ନୂଆଦିଲ୍ଲୀ/ଭୁବନେଶ୍ବର :୨୯/୬(ଏସଏସଏନ୍) କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ଅନଲକ୍‌-୨ ଗାଇଡଲାଇନ୍‌। ତାହିତ ବ୍ୟାନ୍ ହୋଇଛି ଚାଇନା ଆପ୍ ।ଲଦାଖ ସୀମାରେ ଭାରତ ସହ ତିକ୍ତତା ସୃଷ୍ଟି କରିବା ଚାଇନାକୁ ମହଙ୍ଗା ପଡ଼ିଛି। ସୀମା ବିବାଦ ପାଇଁ ମୋଦି ସରକାର ଚାଇନା ଉପରେ ଡିଜିଟାଲ ଷ୍ଟ୍ରାଇକ କରିଛନ୍ତି। ଟିକଟକ, ହ୍ୟାଲୋ ଓ ୟୁସି ବ୍ରାଉଜର ଭଳି ୫୯ଟି ଚାଇନିଜ ଆପକୁ ଆଜି ଭାରତ ସରକାର ଦେଶରେ ଅସିଦ୍ଧ ଘୋଷଣା କରିଛନ୍ତି। ଏହାବାଦ ଶେୟାର ଇଟ୍‌, ଲଇକି, […]

କରୋନା-ପୁଣି ଭୁବନେଶ୍ୱରରେ ୨୫ପଜିଟିଭ

ଭୁବନେଶ୍ୱର, ୨୯/୬(ଏସ୍‌ଏସ୍‌ନିୟୁଜ)ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।ଚଳିତମାସରେ ଭୁବନେଶ୍ୱରର ବିଭିର୍ଣସ୍ଥାନରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ।ଯାହା ଏବେ ଚିନ୍ତାର କାରଣ ସାଜିବାକୁ ଯାଉଛି ।ପୁଣି ଆଜି ୨୫ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।ଏମାନଙ୍କ ମଧ୍ୟରେ ୨ ହୋମ୍ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୨୩ ଜଣ ଲୋକାଲ ବୋଲି ଜଣାପଡିଛି । ହୋମ୍ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ଦ୍ୱୟଙ୍କ ମଧ୍ୟରେ ଘରୋଇ ହସ୍ପିଟାଲରୁ ଜଣେ ଓ ଅନ୍ୟ ଜଣେ ରେଲଓ୍ବେ କର୍ମଚାରୀ ବୋଲି ଜଣାପଡ଼ିଛି। ୨୩ […]