Browsing monthly archive

June 2020

ସାମ୍ବାଦିକଙ୍କୁ ୨୦ ହଜାର ଟଙ୍କା କରୋନା ସହାୟତା ଦେବାପାଇଁ ଦାବି

ଭୁବନେଶ୍ୱର , ୧/୬ (ଏସଏସନିୟୁଜ) ୨୫ ବର୍ଷ ତଳେ ଭୁବନେଶ୍ଵର ଠାରେ ଆରମ୍ଭ ହୋଇଥିବା ଓଡିଶା ପ୍ରେସ୍ଏକାଡେମୀର ୨୫ତମ ସ୍ୱନକ୍ଷତ୍ର ଉତ୍ସବ ଆଜି ଅପରାହ୍ନରେ ଏକାଡେମୀ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେପାଳିତ ହୋଇଯାଇଛି ।ଉତ୍ସବକୁ ପ୍ରଦୀପ ପ୍ରଜ୍ବଳନ କରି ବିଶିଷ୍ଟ ବେଦବିତ୍ର, ବରିଷ୍ଠ କଂଗ୍ରେସ ନେତା ଡ. ଆର୍ଯ୍ୟ କୁମାରଜ୍ଞାନେନ୍ଦ୍ର ଉଦ୍‌ଘାଟନ କରି କହିଲେ ଯେ ସହର ଓ ଗ୍ରାମାଂଚଳରେ ସାମ୍ବାଦିକମାନେ ଜୀବନକୁ ବାଜି ଲଗାଇ କାର‌୍ୟ୍ୟ କରୁଛନ୍ତି । ସରକାର ଏହି ଜରୁରୀ ପରିସ୍ଥିତିରେ ସେମାନଙ୍କ ପରିବାର […]

ଲକ ଡାଉନ ୧.୦ର ନୁଆ ନୀୟମ-ଶନିବାର ଓ ରବିବାର ସଟ ଡାଉନ

ଭୁବନେଶ୍ୱର,୧/୬(ଏସ୍‌ଏସ୍‌ନିୟୁଜ) ଆଜିଠାରୁ ରାଜ୍ୟରେ ଲକ୍ଡାଉନ ୧.୦ କଟକଣା ଜାରି କରାଯାଇଛି । ଜୁନ୍ ୩୦ ଯାଏଁ ୧୧ ଜିଲ୍ଲାରେ ଶନିବାର ଓ ରବିବାର ଦୁଇ ଦିନ ସଟଡାଉନ କଟକଣା ଜାରି କରାଯାଇଛି । ଲୋକମାନଙ୍କ ଯାତାୟତ ଯୋଗୁଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ସରକାର ଏଭଳି କଟକଣା ଜାରି କରିଛଛି । ଏନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ପୁଲିସ ଡିଜିପି ଶ୍ରୀ ଅଭୟ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି […]

ପୁଣି ସର୍ବାଧିକ ୧୫୬ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୧/୬(ଏସ୍‌ଏସ୍‌ନିୟୁଜ) ଆଜି ସର୍ବାଧିକ ୧୫୬ ଜଣ କରୋନା ପଜିଟଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦୪କୁ ବୃଦ୍ଧି ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି । ଆଜି ସକାଳୁ ୧୯ ଜିଲ୍ଲାରୁ ସର୍ବାଧିକ ୧୫୬ ଜଣ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କେନ୍ଦ୍ରାପଡ଼ା ଜିଲ୍ଲାରୁ ସର୍ବାଧିକ ୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବୌଦ୍ଧ […]

ଜଗମୋହନ ଚାଳିରୁ ଖସିଲା ପଥର

ସଂକ୍ଷେପରେ ଖବର ଆଜିର,ତାରିଖ ୦୧/୦୬/୨୦, ସୋମବାର ୧-ଆଜିଠାରୁ ଦେଶରେ ’’ ୱାନ ନେସନ- ୱାନ ରେସନ କାର୍ଡ଼’’; ବଦଳିବ ଆହୁରି ବହୁ ନିୟମ। ୨-“ଅମ୍ଫନ”ର ସଫଳ ମୁକାବିଲା ନେଇ ମନ୍ କି ବାତ୍‌ରେ ଓଡ଼ିଶାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି ୩-ଜୁନ ୧୭ରେ ରାଜ୍ୟରେ ଖୋଲିବନି କୌଣସି ସ୍କୁଲ, ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ୪-ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ୧୬ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା, ସତର୍କ ସୂଚନା […]

ଆଜିର ଦିନଟି କେମିତି କଟିବ ଜାଣନ୍ତୁ?

ଜୁନ ୦୧ ତାରିଖ ୨୦୨୦ମସିହା(ସୋମବାର) ,ଜ୍ୟେଷ୍ଠ-ଶୁକ୍ଳ ପକ୍ଷ , ତିଥି -ଦଶମୀ ,ବୃଷ ରାଶିର ଘାତଚନ୍ଦ୍ର ମିଥୁନ ରାଶିର ଘାତବାର ,ଦଶମୀର ଏକୋଦିଷ୍ଠ ଓ ପାର୍ବଣ ଶ୍ରାଦ୍ଧ ଓ ଏକାଦଶୀର ପାର୍ବଣ ଶ୍ରାଦ୍ଧ ,ଆଜିର ରାଶିଫଳ ମେଷ:-ଆଜି ସକାଳୁ ସକାଳୁ ଦେବଦର୍ଶନ ର ସୁଯୋଗମିଳିବ , ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଅଧିକ ଭଲ ହେବ ,ଯେଉଁକାମ କରିବେ, ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ। ବୃଷ:- ଦେବୀଙ୍କ […]