Browsing monthly archive

June 2020

କରୋନା-ପୁଣି ବଢିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୨୯/୬(ଏସ୍‌ଏସ୍‌ନିୟୁଜ) ଦିନକୁଦିନ କରୋନା ତାର କାୟା ବିସ୍ତାର କରିଚାଲିଛି । ପୁଣି ବଢିଲା କରୋନାଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୨୪୫ଜଣ କରୋନା ଆକ୍ରାନ୍ତ ।ସେଥିମଧ୍ୟରେ କ୍ୱାରେଟାଇନରେ ୨୧୪ଜଣ ଥିବାବେଳେ୩୧ଜଣ ସ୍ଥାନୀୟ ଲୋକ ବୋଲି ସୁଚନା ଓ ଲୋକସର୍ମ୍ପକବିଭାଗ ପକ୍ଷରୁ କୁହାଯାଇଛି । ଏହି ନୁଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱରରେ୨, ବରଗଡ ରେ୧୦, ଭଦ୍ରକରେ୨, କଟକରେ୭,ଢେଙ୍କାନାଳରେ୩, ଗଞାମରେ୯୬,ଗଜପତିରେ୭, ଜଗତସିଂହପୁର ରେ୯, ଯାଜପୁରରେ୪୦,ଝାରସୁଗୁଡାରେ୧, କେନ୍ଦ୍ରାପଡାରେ୮, କେଉଁଝରରେ୭, ଖୋର୍ଦ୍ଧାରେ ୨୮, ମୟୁରଭଞରେ୫, ନବରଙ୍ଗପୁରରେ ୭,ନୟାଗଡରେ୩, ରାୟଗଡାରେ୧, […]

ବାବା ରାମଦେବଙ୍କ ପାଇଁ ବଢିଲା ଅଡୁଆ

ଭୁବନେଶ୍ୱର,୨୯/୬(ଏସ୍‌ଏସ୍‌ନିୟୁଜ)କରୋନା ରୋଗ ନିରାକରଣ ଔଷଧ ପ୍ରସ୍ତୁତି କରିଥିବା ଦାବୀକୁ ନେଇ ବାବା ରାମଦେବଙ୍କ ପାଇଁ ଅଡୁଆ ବଢିଛି । ଯାହଫଳରେ ଯୋଗଗୁରୁ ବାବା ରାମଦେବଙ୍କ ସମେତ ପତଞ୍ଜଳି ଆୟୁର୍ବେଦର ସିଇଓ ଆଚାର୍ଯ୍ୟ  ବାଳକୃଷ୍ଣ ଓ ଅନ୍ୟ ତିନିଜଣଙ୍କ ବିରୋଧରେ ଜୟପୁରର ଜ୍ୟୋତି ନଗର ପୋଲିସ ଷ୍ଟେସନରେ ଏଫ୍ଆଇଆର୍ ଦାଖଲ କରାଯାଇଛି । ଲୋକଙ୍କୁ ଠକିବା ଅଭିଯୋଗ ସହ ବିନା ଅନୁମୋଦନରେ କୋଭିଡ୍-୧୯ ଚିକିତ୍ସା ପାଇଁ ଆୟୁର୍ବେଦ ଔଷଧର ବଜାର ପ୍ରବେଶ କରାଇଥିବା ଅଭିଯୋଗରେ ଏହି ମାମଲା ରୁଜୁ […]

ଜାଣନ୍ତୁ କଣ ରହିବ ଆପଣଙ୍କ ରାଶି,,,,

ଜୁନ ୨୯ ତାରିଖ ୨୦୨୦ମସିହା(ସୋମବାର) ମିଥୁନ ରାଶିର ଘାତବାର . ଆଜି ନବମୀର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ,ଆଷାଢ-ଶୁକ୍ଳପକ୍ଷ, ତିଥି -ନବମୀ ,ଆଜି ଧନୁ ରାଶିକୁ ବୃହସ୍ପତି ବକ୍ରଚଳନ,ଜାଣନ୍ତୁ କଣ ରହିବ ଆପଣଙ୍କ ରାଶି,,,, ଆଜି ଧନୁ ରାଶିକୁ ବୃହସ୍ପତି ଚଳିଛନ୍ତି ।ଏହାର ପ୍ରଭାବରେ ଜନ୍ମ ରାଶିଠାରୁ ୨,୫,୭,୯,୧୧ ରେ ପଡୁଥିବା ରାଶି ମାନଙ୍କର ଶୁଭ ସମୟ ଆରମ୍ଭ ହୋଇଛି । ଏହି ଅନୁସାରେ ମେଷ,ମିଥୁନ,ସିଂହ,ବିଛା,କୁମ୍ଭ ରାଶିର ବ୍ୟକ୍ତିମାନେ ଗୋଚରରେ ଶୁଭଫଳ ପାଇବେ । ମେଷ,ମିଥୁନ […]

ମୁଣ୍ଡଳୀ ଠାରେ ପହଞ୍ଚିଲା ପ୍ରଥମ ବନ୍ୟାଜଳ

ନରାଜ,୨୮/୬(ଏସଏସନିୟୁଜ) ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ମୁ୍ଣ୍ଡଳୀ ଠାରେ ମହାନଦୀରରେ ପ୍ରବାହିତ ହେଉଛି। ହୀରାକୁଦ ଡ୍ୟାମ୍ର ୧୫ଟି ଗେଟ୍ ଖୋଲାଯିବା ପରେ ବନ୍ୟାଜଳ ଆସି ମୁଣ୍ଡଳୀରେ ପହଞ୍ଚିଛି। ବିପଦ ସଙ୍କେତର ବହୁ ତଳେ ରହିଥିବାବେଳେ ଆଜି ସକାଳ ୬ଟା ସୁଦ୍ଧା ମୁଣ୍ଡଳୀରେ ପ୍ରତି ସେକେଣ୍ଡରେ ୧ଲକ୍ଷ ୭୨ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି।ମୁଣ୍ଡଳୀ ବ୍ୟାରେଜର ଉପରମୁଣ୍ଡରେ ଜଳସ୍ତର ୮୧.୩୦ ଫୁଟ ଓ ତଳମୁଣ୍ଡରେ ୭୭.୩୦ ଫୁଟ ରହିଛି। ତେବେ ଏଠାରେ ବିପଦ ସଙ୍କେତ ୯୭ ଫୁଟ […]

ଥାନା ଆଇଆଇସିଙ୍କୁ କରୋନା

ଆଠଗଡ଼,୨୮/୬(ଏସଏସନିୟୁଜ) ଆଠଗଡ଼ ଅଂଚଳରେ ଥିବା ଏକ ଥାନାର ଆଇଆଇସି ଙ୍କୁ କରୋନା । କରୋନାରେ ଆକ୍ରାନ୍ତ ହୋଇଥିବାର ସ୍ୱାବ୍ ଟେଷ୍ଟ ପରେ ରିପୋର୍ଟ ପଜିଟିଭ୍ ଆସିଛି। ଏହାପରେ ସମ୍ପୃକ୍ତ ଥାନାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଆଠଗଡ଼ ଏସ୍ ଡି ପିଓ  ଆଲୋକ ରଞ୍ଜନ ରାୟ। ଥାନାର ମୋଟ ୨୨ କର୍ମଚାରୀଙ୍କ ସ୍ୱାବ୍ ସଂଗ୍ରହ ନିଷ୍ପତ୍ତି ହୋଥିବାବେଳେ ଥାନାର ୭ରୁ ୮ କର୍ମଚାରୀଙ୍କୁ ଜ୍ୱର ହେଉଥିବା ସୂଚନା ମିଳିଛି। । କାଲି ଠାରୁ […]

କରୋନା-୩ମୃତ,୨୬୪ଆକ୍ରନ୍ତ

ଭୁବନେଶ୍ୱର,୨୮/୬(ଏସଏସନିୟୁଜ) ଆଜି ୩କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଯେଉଁ ୩ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି ସେଥିମଧ୍ୟରୁ କଟକର ଜଣେ ୬୫ବର୍ଷୀୟ ବୃଦ୍ଧ ମୃତ୍ୟୁ କରୋନାରେ ମୃତ୍ୟୁବରଣ କରିଛନ୍ତି । ତାଙ୍କର ହାଇପ୍ରୋଟେସନ୍ ଓ କିଡ୍ନୀ ରୋଗ ମଧ୍ୟ ଥିଲା । ସେହିପରି ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱରରୁ ଜଣେ ୭୩ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଗଞ୍ଜାମ ଜିଲ୍ଲାର ୭୫ବର୍ଷୀୟ ବୃଦ୍ଧ । ସେ ଡାଇବେଟିସ୍ ଓ ଉଚ୍ଚରକ୍ତଚାପରେ ଜଡ଼ିତ ଥିଲେ ।ଏହାକୁ ମିଶାଇ […]

ଡରାଉଛି ଚୀନ୍, ଭାରତ ପଠାଇଲା କ୍ଷେପଣାସ୍ତ୍ର

ସଂକ୍ଷେପରେ ଆଜି ସକାଳର ଖବର ,ତାରିଖ ୨୮/୦୬/୨୦, ରବିବାର ୧-ତିନିରଥର ଦକ୍ଷିଣମୋଡ଼ ଆଜି, ସାଢ଼େ ୧୨ଟାରେ ଆଜ୍ଞାମାଳ ବିଜେ । ୨-ବାହୁଡା ଓ ସୁନାବେଶ ପାଇଁ କଟକଣା । ୩୦ ତାରିଖ ରାତି ୧୦ଟା ରୁ ୨ତାରିଖ ରାତି ୧୦ ପର‌୍ୟ୍ୟନ୍ତ କର୍ଫ୍ୟୁ ଏବଂ ସଟଡାଉନ ଘୋଷଣା କଲା ଜିଲ୍ଲା ପ୍ରଶାସନ । ୩-ଓଡ଼ିଶା କ୍ୟାଡ଼ରର ୫ଜଣ ଆଇଏଏସଙ୍କୁ ଉପଜିଲ୍ଲାପାଳ ଭାବେ ମିଳିଲା ନିଯୁକ୍ତି। ୪-ଏଣିକି ଆଜିଠୁ ମିଳି ପାରିବ କ୍ୟାପିଟାଲ ହସ୍ପିଟାଲରେ ହାଇ-ଏଣ୍ଡ୍ ପାଥୋଲୋଜି ସେବା […]

ଆଜି ଆପଣଙ୍କ ରାଶି କଣ କହୁଛି ?

ଆଜି ଜୁନ ୨୮ତାରିଖ ୨୦୨୦ମସିହା(ରବିବାର), ତିଥି –ଅଷ୍ଟମୀ, ବୃଷ ରାଶିର ଘାତଚନ୍ଦ୍ର ମେଷ ରାଶିର ଘାତବାର ଅଦ୍ୟ ଅଷ୍ଟମୀର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ, ଆଜିର ରାଶିଫଳ ମେଷ– ଆଜି ଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ। ପୂଜାର୍ଚନା ପାଇଁ ଅନୁକୁଳ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ। ବୃଷ-ଆଜି ନିଜେ ଜୀବନରେ କିଛି କରିବା ପାଇଁ ମନରେ ନୂଆ […]

ବାହୁଡ଼ା ଓ ସୁନାବେଶ ପାଇଁ ପୁରୀରେ କଟକଣା

ପୁରୀ,୨୭/୬(ଏସଏସନିୟୁଜ): ବାହୁଡ଼ା ଓ ସୁନାବେଶ ପାଇଁ ପୁରୀରେ କଟକଣା ,ପୁଣି ପୁରୀରେ ଜାରି ହେବ କର୍ଫ୍ୟୁ । ଜୁନ ୩୦ ତାରିଖ ରାତି ୧୦ଟାରୁ ଜୁଲାଇ ୨ ତାରିଖ ଯାଏଁ କର୍ଫ୍ୟୁ ଜାରି କରାଯିବ ବୋଲି ସୂଚନା ମିଳିଛି । ସାରା ଜିଲ୍ଲାରେ କର୍ଫ୍ୟୁ ଜାରି ହେବା ନେଇ ସୂଚନା ପ୍ରଦାନ କରିଛନ୍ତି ଜିଲ୍ଲାପାଳ ବଲବନ୍ତ ସିଂ । ତେବେ ଏହା ପୂର୍ବରୁ ଗୁଣ୍ଡିଚା ବେଳେ ମଧ୍ୟ ପୁରୀ ସହରକୁ ସଟ ଡାଉନ ଘୋଷଣା କରାଯାଇଥିଲା । […]

ପୁଣି ୧୭୦ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୨୭/୬(ଏସଏସନିୟୁଜ) ପୁଣି ୧୭୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୪୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୨୭ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।ଯାହାଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାବୃଦ୍ଧିପାଇ ୬୩୫୦ରେ ପହଁଚିଛି । ଚିହ୍ନଟ ହୋଇଥିବା ୧୭୦ ସେମାନଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୫୮, ନବରଙ୍ଗପୁରରୁ ୧୯, ଖୋର୍ଦ୍ଧାରୁ ୧୯,ରାୟଗଡ଼ାରୁ ୧୬, ଯାଜପୁରରୁ ୩, ମାଲକାନଗିରିରୁ ୫, ପୁରୀରୁ ୬, କଟକରୁ ୧୪, ନୟାଗଡ଼ରୁ ୩, ଗଜପତିରୁ ୧୬, […]