Browsing monthly archive

June 2020

ବିଏମସିର ନୁଆ ପ୍ରୟାସ

ଭୁବନେଶ୍ୱର,୨୬/୬(ଏସଏସନିୟୁଜ) ରାଜଧାନୀରେ ବଢୁଥିବା ସଂକ୍ରମଣ ରୋକିବା ନେଇ ଭୁବନେଶ୍ୱର ମହାନଗର ନିଗମ (BMC)  ଆରମ୍ଭ କରିଛି ନୁଆପ୍ରୟାସ ।ହଟ୍ ସ୍ପଟ୍ ଜିଲ୍ଲାରୁ କେହି ଭୁବନେଶ୍ୱର ଆସିଲେ ରହିବେ ସରକାରୀ କ୍ୱାରେଣ୍ଟାଇନ୍ରେ । ବିଶେଷକରି କଟକ, ବାଲେଶ୍ୱର, ଗଜପତି , ଗଞ୍ଜାମ ଓ ଯାଜପୁର ୫ ଜିଲ୍ଲା ରୁ କେହି ଭୁବନେଶ୍ୱର ବସ୍ତି ଅଞ୍ଚଳ ଆସିଲେ, ୧୪ ଦିନ ସରକାରୀ ସେମାନେ କ୍ୱାରେଣ୍ଟାଇନ୍ରେ ରହିବେ। ଏମାନଙ୍କୁ ସ୍ଲମ୍ ସର୍ଭେଲାନ୍ସ ଟିମ୍ ସ୍ଲମ୍ ଧରି କ୍ୱାରେଣ୍ଟାଇନ୍ ପଠାଇବ ବୋଲି ବିଏମସି […]

ଆଜିର ଦିନଟି କେମିତି କଟିବ ଜାଣନ୍ତୁ?

ଜୁନ ୨୭ ତାରିଖ ୨୦୨୦ମସିହା(ଶନିବାର) ଆଷାଢ-ଶୁକ୍ଳ ପକ୍ଷ , ତିଥି –ସପ୍ତମୀ , ବୃଷ ରାଶିର ଘାତଚନ୍ଦ୍ର ବୃଷ,ସିଂହ ଓ କନ୍ୟା ରାଶିର ଘାତବାର ଅଦ୍ୟ ସପ୍ତମୀର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ , ଆଜିର ରାଶିଫଳ ମେଷ :-ଆଜି ଯାହା ହେଉନା କାହିଁକି ଆପଣ ନିଜ ଆତ୍ମୀୟମାନଙ୍କ ସହ କଳି କରିବେ ନାହିଁ । ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ କଳିଠାରୁ ଦୂରେଇ ରୁହନ୍ତୁ । ଆପଣ ନିଜକୁ ଶାନ୍ତ ରଖିବାକୁ ଚ଼େଷ୍ଟା କରନ୍ତୁ […]

ଶକ୍ରୁବାର ଆପଣଙ୍କ ପାଇଁ କେମିତି କଟିବ ଜାଣନ୍ତୁ?

ଜୁନ ୨୬ ତାରିଖ ୨୦୨୦ମସିହା(ଶୁକ୍ରବାର),ଆଷାଢ-ଶୁକ୍ଳପକ୍ଷ ,ତିଥି –ପଞ୍ଚମୀ.କର୍କଟ ଓ ମକର ରାଶିର ଘାତଚନ୍ଦ୍ର ବିଛା,ଧନୁ ଓ ମୀନ ରାଶିର ଘାତବାର  ,ଆଜି ଷଷ୍ଠୀର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ.ଆଜିର ରାଶିଫଳ । ମେଷ-ଆଜି ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକ ଲାଗି ରହିବ କିନ୍ତୁ ଆପଣ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ ।ମନର ସରସତା ଉଭେଇ ଯାଇପାରେ । ଗୃହ ସମସ୍ୟା, ଗାଡିମୋଟର ସମ୍ପର୍କୀୟ ପ୍ରତିବନ୍ଧକ ଲାଗି ରହିବ । ବନ୍ଧୁବାନ୍ଧବ, ଧାରକରଜ ପ୍ରଭୃତିକୁ କେନ୍ଦ୍ରକରି କଳହର ଆଶଙ୍କାକୁ […]

ଗାଦି ଛାଡିଲେ ଜୟନ୍ତ

ବାରଙ୍ଗ,୨୫/୬(ଏସ୍‌ଏସ୍‌ନିୟୁଜ) ଶେଷରେ ଗାଦିଛାଡିଛନ୍ତି ନନ୍ଦନକାନନ ଉପ-ନିର୍ଦ୍ଦେଶକ ଜୟନ୍ତକୁମାରଦାସ ।୧୦ନଭେମ୍ବର୨୦୧୪ରୁ ସାଢେ୫ବର୍ଷ ପର୍ଯ୍ୟନ୍ତ ନନ୍ଦନକାନନରେ ଅବସ୍ଥାପିତ କରି ରେକର୍ଡ ସୃଷ୍ଟି କରିଥିବା ଜୟନ୍ତ ଶେଷରେ ବଦଳି ହୋଇଛି ।  ତାଙ୍କ ସ୍ଥାନରେ ଢେଙ୍କାନାଲ ଡିଏଫଓ ବିମଳପ୍ରସନ୍ନଆଚାର୍ଯ୍ୟଙ୍କୁ ଅବସ୍ଥାପିତ କରାଯାଇଛି ।ଏନେଇ ଆଜି ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାସ ପାଇଛି ।ଏଥିରେ ୮ଜଣ ଡିଏଫଓଙ୍କ ବଦଳି ହୋଇଥିବା ବେଲେ ୩ଜଣ ଏସିଏଫଙ୍କର ପଦୋନ୍ନତି କରାଯାଇ ଡିଏଫଓଭାବେ ଅବସ୍ତାପିତ କରାଯାଇଛି । ଓଡିଶାଫରେଷ୍ଟକଲେଜ ଅନୁଗୁଳରୁ ଉପଦେଷ୍ଟା ବଟକ୍ରିଷ୍ନପାଢୀ […]

ପୁଣି ୨୧୦ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୨୫/୬(ଏସ୍‌ଏସ୍‌ନିୟୁଜ) ପୁଣି ୨୧୦ ଜଣ ନୂଆ କରୋନା ପଜିଟିଭ ରାଜ୍ୟରେ ଚିହ୍ନଟ ହୋଇଛନ୍ତି । ୧୮ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୨୧୦ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୪୭, କେନ୍ଦୁଝରରୁ ୫, ଦେବଗଡରୁ ଜଣେ, ନବରଙ୍ଗପୁରରୁ ୨, ନୟାଗଡ ୩, କଟକ ୫, ଅନୁଗୁଳରୁ ଜଣେ, ବାଲେଶ୍ୱରରୁ ୨, ଢେଙ୍କାନାଳରୁ ୭, ଯାଜପୁର ୮, ପୁରୀ ୮, ଗଜପତି ୨୯, ସୁନ୍ଦରଗଡ଼ ୬, କେନ୍ଦ୍ରାପଡା ୩, ସମ୍ବଲପୁରରୁ […]

ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ଆଜି

ସଂକ୍ଷେପରେ ଆଜି ସକାଳର ଖବର ,ତାରିଖ ୨୫/୦୬/୨୦୨୦(ଗୁରୁବାର) ୧-ଆଜିଠାରୁ ପୁରୀରେ ବାହାରିବ ଭକ୍ତଙ୍କ ପାଇଁ ମହାପ୍ରସାଦ । କୋଭିଡ କଟକଣାକୁ ଦୃଷ୍ଟି ରେ ରଖି ଭକ୍ତମାନଙ୍କ ପାଇଁ ସ୍ୱତନ୍ତ୍ର ଟୋକନ ବ୍ୟବସ୍ଥା । ୨-ଆୟକର ରିଟର୍ଣ୍ଣ ସମୟ ସୀମା ବଢ଼ାଇଲେ କେନ୍ଦ୍ର ସରକାର, ୨୦୧୮-୧୯ ବର୍ଷ ପାଇଁ ଜୁଲାଇ ୩୧କୁ ସମୟ ସୀମା ବଢ଼ିଲା, ୨୦୧୯-୨୦ ବର୍ଷ ପାଇଁ ନଭେମ୍ବର ୩୦କୁ ବଢ଼ିଲା ସମୟ ସୀମା । ୩-ରାଜ୍ୟରେ ଆଉ ୧୩୫ କରୋନା ଆକ୍ରାନ୍ତ ସୁସ୍ଥ ହେଲେ, […]

ଗୁରୁବାର ଆପଣଙ୍କ ପାଇଁ କେମିତି ଅଛି ଜାଣନ୍ତୁ?

ଜୁନ ୨୫ ତାରିଖ ୨୦୨୦ମସିହା(ଗୁରୁବାର) ,ଆଷାଢ-ଶୁକ୍ଳପକ୍ଷ ,ତିଥି -ଚତୁର୍ଥୀ ,କର୍କଟ ଓ ମକର ରାଶିର ଘାତଚନ୍ଦ୍ର ତୁଳା ଓକୁମ୍ଭ ରାଶିର ଘାତବାର ଆଜି ପଞ୍ଚମୀର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ.ଆଜିର ରାଶିଫଳ ମେଷ-ଆଜି ବନ୍ଧୁମିଳନରୁ ଆନନ୍ଦିତ ହେବେ ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଲୋଚନା କରିପାରନ୍ତି। ଅପରାହ୍ନେ ଖୋଜୁଥିବା ଜିନିଷଟି ପାଇ ଖୁସୀ ହୋଇଯିବେ। ବ୍ୟବସାୟ ଏବଂ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ମଧ୍ୟ ଦୂରହୋଇଯିବ। ବୃଷ-ଶାରୀରିକ […]

କରୋନା-ପୁଣି ଚିହ୍ନଟ ହେଲେ ୨୮୨,ସୁସ୍ଥ ୧୨୫

ଭୁବନେଶ୍ୱର,୨୪/୬(ଏସ୍‌ଏସ୍‌ନିୟୁଜ)ପୁଣି ୨୮୨ ନୁଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।ସେମାନଙ୍କ ମଧ୍ୟରେ ୨୫୬ କ୍ୱାରେଟାଇନରେ ରହିଥିବାେଳେ ୨୬ଜଣ ଲୋକାଲ କେଶ୍ ବୋଲି ଜଣାପଡିଛି ।ନୁଆ ପଜିଟିଭ ମାନଙ୍କ ମଧ୍ୟରେଖୋର୍ଦ୍ଧା ଜିଲ୍ଲାରେ୨୬,ଝାରସୁଗୁଡାଜିଲ୍ଲାରେ୨୩, ବାଲେଶ୍ୱର ଜିଲ୍ଲାରେ ୩,କଟକଜିଲ୍ଲାରେ୪, ଯାଜପୁରଜିଲ୍ଲାରେ ୬, ପୁରୀଜିଲ୍ଲାରେ ୯, ଅନୁଗୁଳଜିଲ୍ଲାରେ୧ ,ଜଗତସିଂହ ପୁରଜିଲ୍ଲାରେ୧୧, କନ୍ଧମାଳ ଜିଲ୍ଲାରେ୧୭, ଗଞାମ ଜିଲ୍ଲାରେ ୭୫ ,ଗଜପତିଜିଲ୍ଲାରେ୭୬ ,ସୁନ୍ଦରଗଡଜିଲ୍ଲାରେ୧, ସମ୍ବଲପୁର ଜିଲ୍ଲାରେ ୧୩, ବଲାଙ୍ଗିରଜିଲ୍ଲାରେ୧ ,ମୟୁରଭଞଜିଲ୍ଲାରେ୬, କୋରାପୁଟ ଜିଲ୍ଲାରେ୧ ,ନୟାଗଡଜିଲ୍ଲାରେ୧ ଓ କୋଲକତାରୁ ଅମ୍ଫାନ ପାଇଁ ଯାଇଫେରିଥିବା ୧୮ଜଣ ଏନ୍‌ଡିଆରଏଫ୍ ଯବାନ ରହିଛନ୍ତି […]

ସିଲ୍ ହେଲା ବ୍ଲୁ ହୁଇଲ

ଭୁବନେଶ୍ୱର,୨୪/୬(ଏସ୍‌ଏସ୍‌ନିୟୁଜ) ମଂଚେଶ୍ୱରଠାରେ ଥିବା ବ୍ଲୁହୁଇଲ ହ୍‌ସପିଟାଲକୁ ବିଏମସି ସିଲ୍ କରିଛି । ଏହି ହସ୍ପିଟାଲରେ ୨୭ଜଣ କରୋନା ପଜିଟିଭ ଚହ୍ନଟି ହେବାପରେ ବିଏମସି ଏହିଭଳି ନିଷ୍ପତି ନେଇଛି ।ଆଗକୁ ସଂକ୍ରାମଣର ଭୟ ରହିଥିବାରୁ ଏହାକୁ ସିଲ କରିବା ସହ ହସ୍ପିଟାଲ କର୍ତୁପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଛି ।ଗତ ୧୩ତାରିଖରେ ଜଣେ ରୋଗୀ ଚିକିସ୍‌।ପାଇଁ ଏଠାକୁ ଆସିଥିବା ବେଲେ ତାଙ୍କଠାରେ କରୋନା ପଜିଟିଭ ଚିହ୍ନଟ ହେବାପରେ ତାଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇ ଥିଲା […]

ମାଲବାହୀ ଟ୍ରକରୁ ମିଳିଲା ଗଞ୍ଜେଇ

ଭୁବନେଶ୍ୱର,୨୪/୬(ଏସ୍‌ଏସ୍‌ନିୟୁଜ) ଗଞ୍ଜେଇ ଚୋରାଚାଲାଣ ସୁବର୍ଣ୍ଣପୁର ପୋଲିସ ଦ୍ୱାରା ଗଞ୍ଜେଇ ଜବତ । ଖୋର୍ଦ୍ଧା-ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥର ହରଡଖୋଲ ଛକରେ ଟ୍ରକରେ ଚାଲାଣ ହେଉଥିବା ଗଞ୍ଜେଇକୁ ଜବତ କରିଛି ସୋନପୁର ପୋଲିସ । ଏକ ମାଲବାହୀ ଟ୍ରକ ଯୋଗେ ପଡୋଶୀ ବୌଦ୍ଧ ଜିଲ୍ଲାରୁ ଆନ୍ଧ୍ରପ୍ରଦେଶକୁ ଗଞ୍ଜେଇ ଚାଲାଣ ହେଉଥିବା ଗାଡିକୁ ସୋନପୁର ପୋଲି କୌଣସି ସୁତ୍ରରୁ ଖବର ପାଇ ପିଛା କରିଥିଲା । ଗାଡି ଦୃତ ଗତିରେ ପାଳାଇବାରୁ ହରଡଖୋଲ ଫାଣ୍ଡିକୁ ଖବର ଦେଇଥିଲା ଟାଉନ […]