Browsing monthly archive

September 2020

ଆସିଲା ବିଧାନସଭା ର କରୋନା ଟେଷ୍ଟ ରିପୋର୍ଟ

ଭୁବନେଶ୍ୱର,୨୭/୯(ଏସ ଏସ ନିୟୁଜ )ଆସନ୍ତା ୨୯ ତାରିଖରୁ ରାଜ୍ୟରେ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ ହେବାକୁ ଯାଉଛି। ବିଧାନସଭା ଅଧିବେଶନ ପୂର୍ବରୁ ଶୁକ୍ରବାର ଦିନ ମନ୍ତ୍ରୀ,ବିଧାୟକ ,ବିଧାନସଭା କର୍ମଚାରୀ ଓ ସୁରକ୍ଷା କର୍ମଚାରୀଙ୍କ କୋଭିଡ ଟେଷ୍ଟ ପାଇ ନମୁନା ସଂଗ୍ରହ କରାଯାଇଥିଲା । ସମୁଦାଯ ଟେଷ୍ଟ ହୋଇଥିବା ୭୫୭ ଜଣଙ୍କ ମଧ୍ୟରୁ ୧୩୬ ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଛି। ସେଥିମଧ୍ୟରେ ୨ ବିଧାୟକ, ସାମ୍ବାଦିକ ଓ ବିଧାନସଭା କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଛି ।ଏମାନଙ୍କ ମଧ୍ୟରେ ଦେବୀ […]

ଠକି ଦେବେ କି?

ଆଜି ରାତିର ଗପ-ଠକି ଦେବେ କି ? ହରିପୁର ଗ୍ରାମର ମୁଖିଆ ଶ୍ରିନିବାସ ଦିନେ ସହରରୁ ତାଙ୍କ କାମସାରି ଗ୍ରାମକୁ ଫେରୁଥାନ୍ତି । ବାଟରେ ଘୋଡାରୁ ଓହ୍ଲାଇ ନିକଟସ୍ଥ ପୁଷ୍କରିଣୀରେ ଘୋଡାକୁ ପାଣି ପିଆଇ ବୃକ୍ଷଛାୟାରେ କିଛି ସମୟ ସେ ବିଶ୍ରାମ କଲେ । ତାପରେ ଘୋଡା ଚଢି ବାହାରିବା ବେଳକୁ ତାଙ୍କ ଗ୍ରାମର ଧାନ ବେପାରୀ ନଟପାତ୍ର ମଧ୍ୟ ଘୋଡା ଚଢି ତାଙ୍କ ସଙ୍ଗରେ ଗ୍ରାମକୁ ଫେରିଲା ।ମୁଖିଆ ଅତ୍ୟନ୍ତ ଶାନ୍ତ ଓ ଭଦ୍ର, ମାତ୍ର […]

ଏନଡିଏରୁ ବିଦାୟ ନେଲେ ଅକାଳୀ ଦଳ

ନୂଆଦିଲ୍ଲୀ,୨୭/୯(ଏସ ଏସ ନିୟୁଜ )ମୋଦି ସରକାରରୁ ପୁରୁଣା ସହଯୋଗୀ ସିରୋମଣୀ ଅକାଳୀ ଦଳ ବିଜେପି ନେତୃତ୍ୱାଧୀନ ମେଣ୍ଟରୁ ବିଦାୟ ନେଇଛି ।ସରକାର ଆଣିଥିବା ନୂଆ କୃଷି ବିଲ୍‌କୁ ବିରୋଧକରି ଅକାଳୀ ଦଳର ଏଭଳି ପଦକ୍ଷେପ ନେଇଛି ।ସରକାରଙ୍କ ପକ୍ଷରୁ ଅଣାଯାଇଥିବା ନୂଆ କୃଷି ବିଲ୍‌କୁ ହରିଆଣା,ଉତ୍ତର ପ୍ରଦେଶ ଓ ପଞ୍ଜାବରେ ଚାଷୀମାନେ ଏହାକୁ ଜୋରଦାର ବିରୋଧ କରୁଛନ୍ତି। କେନ୍ଦ୍ର ସରକାର ଆଣିଥିବା କୃଷି ବିଲ କୁ ଚାଷୀମାନେ ବିରୋଧ କରୁଛନ୍ତି। ଚାଷୀମାନେ ସେମାନଙ୍କ ଶସ୍ୟର ଗୋଟିଏ ଏମଏସପି […]

ପରଲୋକରେ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜସୱନ୍ତ ସିଂ

ଦିଲ୍ଲୀ,୨୭/୯(ସତ୍ୟସନ୍ଧାନ ଡେସ୍କ ) ଆଜି ସକାଳେ ୮୨ ବର୍ଷ ବୟସରେ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜସୱନ୍ତ ସିଂ ଙ୍କର ଦେହାନ୍ତ ହୋଇଛି।ଅଟଳ ବିହାରୀ ବାଜପେୟୀ ସରକାରରେ ସେ ବିଭିନ୍ନ ବିଭାଗର ମନ୍ତ୍ରୀ ଥିଲେ।ଜସୱନ୍ତ ସିଂ ପ୍ରଥମେ ଦେଶର ସେନା ଭାବରେ ଯୋଗ ଦେଇଥିଲେ ଓ ପରେ ସେନାରୁ ଅବସର ଗ୍ରହଣ କରିବା ପରେ ରାଜନୀତିରେ ରାଜନୀତିରେ ସକ୍ରିୟ ରହିଥିଲେ।୧୯୮୦ ରୁ ୨୦୧୪ ଯାଏ ସେ ସାଂସଦ ରହି ରେକର୍ଡ ସୃଷ୍ଟି କରିଥିଲେ । ସେ ରାଜ୍ୟସଭାର ସଦସ୍ୟ […]

ବଲିଉଡ ଅଭିନେତ୍ରୀଙ୍କୁ ଘାଣ୍ଟିଲା ଏନସିବି

ଖବର ଆଜିର,ତାରିଖ ୨୭/୦୯/୨୦ ରବିବାର୧-ଆଇପିଏଲ ଟକ୍କର: ହାଇଦ୍ରାବାଦକୁ ୭ ୱିକେଟରେ ହରାଇଲା କୋଲକାତା । ଶୁଭମାନଙ୍କ ଶାନଦାର୍ ବ୍ୟାଟିଂ ଯୋଗୁ ସହଜରେ ୧୪୩ ରନର ବିଜୟ ଲକ୍ଷ୍ୟ ହାସଲ କଲା କୋଲକାତା୨–ଭାରତର ପ୍ରଥମ ଇନ୍‌-ଫ୍ଲାଇଟ ମୋବାଇଲ ସେବା ପାଇଁ ଏରୋମୋବାଇଲ ସହିତ ସହଭାଗିତା କଲା ଜିଓ।୩-ଆଜି ଜେଇଇ ଆଡଭାନ୍ସଡ୍‌, ୧.୬୦ ଲକ୍ଷ ଛାତ୍ରଛାତ୍ରୀ ଦେବେ ପରୀକ୍ଷା।୪-ଏବେ ଭାରତରେ ଆହୁରି ଶସ୍ତା ହେବ Covid ପରୀକ୍ଷଣ, ସ୍ୱଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ ହେଉଛି RT-PCRକିଟ୍।୫-୨୮ରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ […]

ଆଜିର ରାଶିଫଳ

ସେପ୍ଟେମ୍ବର ୨୭ ତାରିଖ ୨୦୨୦ମସିହା(ରବିବାର),ତିଥି-ଏକାଦଶୀ ,ସିଂହ ରାଶି ର ଘାତଚନ୍ଦ୍ର ,ମେଷ ରାଶିର ଘାତବାର ,ଆଜି ଏକାଦଶୀ ର ଆକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଆଜିର ରାଶିଫଳ ।ମେଷ:-ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ସୃଷ୍ଟି ହୋଇପାରେ। ଆଲୋଚନା, ଆନୁଷ୍ଠାନିକ କାମରେ ଦ୍ୱନ୍ଦ୍ୱ ଦୂର ହୋଇପାରେ।ବୃଷ:-ଆଜି ଧନ ଓ କାର୍ଯ୍ୟହାନୀ ହୋଇପାରେ। ସତର୍କତାର ସହ […]

ବିଲେଇ ଯୋଗୁ ଧରପଡିଲା ସାପ

ବାରଙ୍ଗ,୨୬/୯(ଏସ୍‌ଏସ୍‌ନିୟୁଜ) ବାରଙ୍ଗତଥାଚନ୍ଦକା ଅଂଚଳର ବରିଷ୍ଠ ସାମ୍ବାଦିକ ମେଣ୍ଢାଶାଳ ଗ୍ରାମର ପଦ୍ମଚରଣବଡଜେନାଙ୍କ ଘରୁ ଏକ ନାଗସାପ ଉଦ୍ଧାର ହୋଇଛି ।ଏହି ନାଗସାପଟି ରାତି୯ଟା ପାଖାପାଖି ଘର ଭିତରକୁ ପଶିଆସିଥିଲା ।ବଡଜେନାବାବୁ ଖଟଉପରେ ବସି ଖାଇଉଥିବାବେଲେ ସାପଟି ଘର ଭିତରକୁ ପଶିଆସିଥିଲା ।କିନ୍ତୁ ଘରେ ଥିବା ବିଲେଇଟି ସାପଟିକୁ ଦେଖିବା ସହ ଜଗି ରହିଥିଲା ।ସାପଟି ମଧ୍ୟ ଫଁଫଁ ଶବ୍ଦ କରୁଥିବାର ବଡଜେନାଙ୍କ ଧର୍ମପନ୍ତୀ ଜାଣିବାକୁ ପାଇଥିଲେ ।ଏହାପରେ ଏହି ଗ୍ରାମର ସାପଧରାଳି ବୁଲୁପାତ୍ରକୁ ଡକାଯିବାପରେ ୬ଫୁଟ ଲମ୍ବର ଏହି […]

ଯୋଗୀଆଦିତ୍ୟନାଥଙ୍କୁ ମାରିଦେବାକୁ ଧମକ

ଉତ୍ତର ପ୍ରଦେଶ,୨୬/୯(ସତ୍ୟସନ୍ଧାନ ଡେସ୍କ )ମୁଖତାର ଆନସାରୀକୁ ଜେଲରୁ ମୁକ୍ତ ନ କରିବାରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଜୀବନରେ ମାରିଦେବାକୁ ଧମକ ମିଳିଛି ।୯୬୯୬୭୫୫୧୧୩ ନମ୍ବରରୁ ୧୧୨ ହ୍ୱାଟ୍ସଆପ୍ ନମ୍ବରକୁ ଧମକପୂର୍ଣ ମେସେଜ ଆସିଛି । ହଜରତଗଞ୍ଜ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି ।ଉତ୍ତର ପ୍ରଦେଶ ପୋଲିସର ଏମର୍ଜେନ୍ସି ବା ଜରୁରୀକାଳୀନ ସେବା ୟୁପି ୧୧୨ ର ହ୍ୱାଟ୍ସଆପ ନମ୍ବରକୁ ଏକ ଧମକ ପୂର୍ଣ ମେସେଜ ଆସିଥିଲା । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ […]

ବିଧାନସଭା ପରିସରରେ ଆରମ୍ଭହେଲା କରୋନା ଟେଷ୍ଟ

ଭୁବନେଶ୍ୱର,୨୬/୯(ଏସ ଏସ ନିୟୁଜ)ଆସନ୍ତା ୨୯ରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ। ଏଥିପାଇ ଗତକାଲି ସର୍ବଦଳୀୟ ବୈଠକ ହୋଇଥିଲା ।ଆଜି ଠାରୁ ୩ ଦିନ ପର୍ଯ୍ୟନ୍ତ ମନ୍ତ୍ରୀ, ବିଧାୟକ, ବିଧାନସଭାର ସମସ୍ତ କର୍ମଚାରୀଙ୍କ କରୋନା ଟେଷ୍ଟ କରାଯିବ ବୋଲି ବୈଠକରେ ବାଚସ୍ପତି ସୂଚନା ଦେଇଥିଲେ।ଏଥିପାଇଁ ବିଧାନସଭା ପରିସରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇ ସକାଳ ୮ଟାରେ ସମସ୍ତ ସଦସ୍ୟ ଓ କର୍ମଚାରୀଙ୍କ କରୋନା ଟେଷ୍ଟ ଆରମ୍ଭ ହୋଇଛି।

ପତ୍ନୀଙ୍କୁ ଉପହାର-ଚନ୍ଦ୍ରରେ ଜାଗା

ଖବର ଶନିବାର ସକାଳର ,ତାରିଖ ୨୬/୦୯/୨୦ ଶନିବାର।୧-ରାଜ୍ୟରେ ୨ ଲକ୍ଷ ଟପିଲା କରୋନା ସଂକ୍ରମଣ।୨-ଚେନ୍ନାଇ ସୁପର କିଙ୍ଗସ୍ ଲଗାତର ଦ୍ବିତୀୟ ପରାଜୟ ବରଣ : ଚେନ୍ନାଇ ସୁପର କିଙ୍ଗସକୁ ୪୪ ରନରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ।୩-କୃଷି ବିଲ ବିରୋଧରେ ସାରା ଓଡିଶାରେ ଆନ୍ଦୋଳନ । ରାସ୍ତାକୁ ଓହ୍ଲାଇଲେ ଚାଷୀ, ଚୁକ୍ତିଭିତିକ ଚାଷ ଓ ଏମଏସପି ପ୍ରସଙ୍ଗରେ ପ୍ରବଳ ବିରୋଧ । ଏମଏସପି ଉଠିବ ନାହିଁ ବୋଲି ପ୍ରଧାନମନ୍ତ୍ରୀଙ୍କ ଆଶ୍ୱାସନା ପରେ ବି ସାରା ଦେଶରେ ଆନ୍ଦୋଳନ ।୪–ପତ୍ନୀଙ୍କୁ […]