Browsing monthly archive

September 2020

ସ୍ୱର୍ଗଦ୍ୱାର କଟକଣା ମାସେ ବଢ଼ିଲା

ପୁରୀ,୧/୯(ଏସ ଏସ ନିୟୁଜ)ସ୍ୱର୍ଗଦ୍ୱାର କଟକଣା ମାସେ ବଢ଼ିଲା। ସେପ୍ଟେମ୍ବର ୩୦ ଯାଏ କଟକଣା ବଢ଼ାଇଲେ ପୁରୀ ଜିଲ୍ଲାପାଳ। ପୂର୍ବରୁ ପୁରୀ ଜିଲ୍ଲା ବାହାର ଲୋକଙ୍କୁ ସ୍ୱର୍ଗଦ୍ୱାରରେ ଶବ ସଂସ୍କାର କରିବା ମନା କରାଯାଇଥଲା। ଏଥିପାଇଁ ପୁରୀ ସ୍ୱର୍ଗଦ୍ୱାରରେ ଜିଲ୍ଲା ବାହାରୁ ଆସୁଥିବା ମୃତବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ସମ୍ପୂର୍ଣ୍ଣ ବନ୍ଦ ରହିଥିଲା।ଆଉ ଆଜି ସ୍ୱର୍ଗଦ୍ୱାରରେ ଦାହ ସଂସ୍କାର କଟକଣା ପୁଣି ମାସେ ବଢ଼ାଇଛନ୍ତି ଜିଲ୍ଲା ପ୍ରଶାସନ। କେବଳ ପୁରୀ ଜିଲ୍ଲାବାସୀ ସ୍ୱର୍ଗଦ୍ୱାରରେ ଦାହ ସଂସ୍କାର କରିପାରିବେ। ରାଜ୍ୟ ସରକାରଙ୍କ […]

ଖୋଲିଲା ସୂର୍ଯ୍ୟ ମନ୍ଦିର

ପୁରୀ,୧/୯(ଏସଏସନିୟୁଜ) ଖୋଲିଲା ସୂର୍ଯ୍ୟ ମନ୍ଦିର କୋଣାର୍କ। ଦୀର୍ଘ ସାଢ଼େ ୫ ମାସ ବନ୍ଦ ରହିବା ପରେ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ କୋଣାର୍କ ମନ୍ଦିରକୁ ଖୋଲି ଦିଆଯାଇଛି। କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁସାରେ କୋଣାର୍କର ସୂର୍ଯ୍ୟ ମନ୍ଦିର ଖୋଲାଯାଇଛି।ଦିନକୁ ମୋଟ ଅଢ଼େଇ ହଜାର ପର୍ଯ୍ୟଟକଙ୍କୁ କୋଣାର୍କ ମନ୍ଦିର ଦର୍ଶନ କରିବାକୁ ଅନୁମତି ମିଳିଛି। ସକାଳୁ ଦିନ ୧ଟା ମଧ୍ୟରେ ୧୫ଶହ ଏବଂ ଅପରାହ୍ନରେ ହଜାରେ ପର୍ଯ୍ୟଟକଙ୍କୁ ଦର୍ଶନ କରିବାକୁ ଅନୁମତି ମିଳିବ। କଟକଣା ଦୃଷ୍ଟିରୁ ଟିକେଟ୍‌ରେ ବାରକୋଡ୍ ବ୍ୟବସ୍ଥା […]

ଫସିଗଲେ ମାଲ୍ୟା

ଖବର ଆଜିର,ତାରିଖ ୦୧/୦୯/୨୦ ମଙ୍ଗଳବାର ୧-ଚିର ନିଦ୍ରାରେ ଶୋଇ ଯାଇଛନ୍ତି ପୂର୍ବତନ ରାଷ୍ଟ୍ରପତି ତଥା ବର୍ଷିୟାନ କଂଗ୍ରେସ ନେତା ପ୍ରଣବ ମୁଖାର୍ଜୀ। ୨-ଓଡିଶାରୁ ହଟିଲା ନାଇଟ୍ କର୍ଫ୍ୟୁ । ନୂଆ ଗାଇଡଲାଇନରେ ରାତ୍ରୀକାଳୀନ କର୍ଫ୍ୟୁ ଉଠାଇଲେ ରାଜ୍ୟ ସରକାର । ପୂର୍ବରୁ ନାଇଟ୍ କର୍ଫ୍ୟୁ ହଟାଇଥିଲେ କେନ୍ଦ୍ର ସରକାର। ୩-ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ସାତଦିନିଆ ରାଷ୍ଟ୍ରୀୟ ଶୋକ; ଟୁଇଟ୍ କରି ଶୋକ ପ୍ରକାଶ କଲେ ଦେଶର ବହୁ ବିଶିଷ୍ଟ ବ୍ୟକ୍ତି। ୪-ସେପ୍ଟେମ୍ବର ୧ରୁ ପାସେଞ୍ଜର […]

ଆଜିର ଦିନଟି କିପରି କଟିବ ଜାଣନ୍ତୁ?

ସେପଟେମ୍ବର ୦୧ ତାରିଖ ୨୦୨୦ମସିହା(ମଙ୍ଗଳବାର)ଭାଦ୍ରବ-ଶୁକ୍ଳପକ୍ଷ ,ତିଥି -ଚତୁର୍ଦ୍ଦଶୀ ,ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର ଓ ମକର ରାଶିର ଘାତବାର ,ଆଜି ପୂର୍ଣ୍ଣିମାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ , ଆଜିର ରାଶିଫଳ । ମେଷ-ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ସୃଷ୍ଟି ହୋଇପାରେ। ଆଲୋଚନା, ଆନୁଷ୍ଠାନିକ କାମରେ ଦ୍ୱନ୍ଦ୍ୱ ଦୂର ହୋଇପାରେ। ବୃଷ-ଆଜି […]