Browsing monthly archive

September 2020

ଆଜିର ରାଶିଫଳ

ସେପ୍ଟେମ୍ବର ୩୦ ତାରିଖ ୨୦୨୦ମସିହା(ବୁଧବାର),ଆଶ୍ଵିନ-ମଳ ଶୁକ୍ଳପକ୍ଷ, ତିଥି-ଚତୁର୍ଦ୍ଦଶୀ ,କର୍କଟ ରାଶିର ଘାତବାର , ଆଜିଚତୁର୍ଦ୍ଦଶୀର ଆକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ଆଜି ବିରି ଭକ୍ଷଣ ନିଷେଧ,ଆଜିର ରାଶିଫଳ।ମେଷ-ଆଜି ପରିବହନ ତଥା ବାଣିଜ୍ୟ, ବ୍ୟବସାୟରୁ ସନ୍ତୋଷଜନକ ସୁଫଳ ପାଇବେ । କଳା, ସାହିତ୍ୟ, କ୍ରୀଡ଼ା ତଥା ଚଳଚ୍ଚିତ୍ର ପ୍ରଭୃତି କ୍ଷେତ୍ରରେ ଉନ୍ନତି ହେବ ।ପୂରାତନ ସମସ୍ୟାର ଅନ୍ତ ଘଟିବ। ନିଜଋଣ ପରିଶୋଧକରି ଆମତ୍ତୃପ୍ତି ଲାଭ କରିପାରନ୍ତି।ବୃଷ-ଆଜି କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ। ସମ୍ପତ୍ତିକୁ କେନ୍ଦ୍ରକରି […]

ପଜିଟିଭ୍ ସେବାୟତଙ୍କୁ ଶ୍ରୀମନ୍ଦିର ମନା

ଖବର ଆଜି ସକାଳର,ତାରିଖ ୩୦/୦୯/୨୦ ବୁଧବାର୧-ଆଇପିଏଲ-୨୦୨୦ : ଦିଲ୍ଲୀର ବିଜୟରେ ଲାଗିଲା ବ୍ରେକ୍, ୧୫ ରନରେ ଜିତିଲା ହାଇଦ୍ରାବାଦ।୨-ମାସେ ଧରି ରାଜ୍ୟରେ କୋଭିଡ୍ ଅଭିଯାନ ଚଳାଇବ ବିଜେଡି: ଦଳୀୟ ସାଂସଦ, ବିଧାୟକ ଓ ନେତାଙ୍କୁ ନବୀନଙ୍କ ଚିଠି।୩-ପିଜି ପ୍ରବେଶିକା ପରୀକ୍ଷା ପାଇଁ ଘୋଷଣା ହେଲା ତାରିଖ – ଅକ୍ଟୋବର ୧୨ରୁ ଆରମ୍ଭ, ୨୨ ତାରିଖରେ ଶେଷ।୪-ନଭେମ୍ବର ୩ ଓ ୭ରେ ୫୭ଟି ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା । କେରଳ ଓ ପଶ୍ଚିମବଙ୍ଗ ବ୍ୟତୀତ ଅନ୍ୟରାଜ୍ୟ […]

ଖଣିମାଫିଆଙ୍କ ଅରାଜକତା,ଗ୍ରାମବାସୀଙ୍କ ସ୍ମାରକପତ୍ର

ଡେଲାଙ୍ଗ, ୨୯ା୯( ଏସଏସନିୟୁଜ) ଚୋରା ପଥରଖଣି ବନ୍ଦ କରିବା ଦାବି ନେଇ ଡେଲାଙ୍ଗ ଥାନା ଅଞ୍ଚଳର ଗୋଡ଼ିପୁଟ ମାଟିଆପଡ଼ା ପଞ୍ଚାୟତ ବରପଦା ଗ୍ରାମବାସୀ ମଙ୍ଗଳବାର ତହସିଲଦାରଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଗ୍ରାମ କମିଟି ସଭାପତି ବୁଲା ରାଉତ, ଦୟାନିଧି ବେହେରା, ମନୁ ନାୟକ ପ୍ରମୁଖ ଶତାଧିକ ବ୍ୟକ୍ତିଙ୍କ ସହ ସିପିଆଇ (ଏମ୍‌ଏଲ୍‌)ର ଜିଲ୍ଲା ସଂପାଦକ ଅଶୋକ ପ୍ରଧାନ, ରାଜ୍ୟ କମିଟି ସଭ୍ୟ କିଶାନ ପଟ୍ଟନାୟକ, ତ୍ରିଲୋଚନ ବେହେରା ପ୍ରମୁଖ ତହସିଲଦାର ରାଜେନ୍ଦ୍ର ଆଚାରୀଆଙ୍କୁ ସ୍ମାରକପତ୍ର ପ୍ରଦାନ […]

ଧାନକେରା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଡେଲାଙ୍ଗ, ୨୯ା୯ (ଏସଏସନିୟୁଜ) ଡେଲାଙ୍ଗ ବ୍ଲକ୍‌ର ସବୁଠାରୁ ଖାଲୁଆ ଅଞ୍ଚଳ ଭାବେ ପରିଚିତ ଧାନକେରା ପଞ୍ଚାୟତ । ଗତ ବନ୍ୟାରେ ଧାନକେରା ଚଣ୍ଡିଛକ କଲ୍‌ଭର୍ଟ ପାଶ୍ୱର୍ରେ ଘାଇ ହୋଇ ଧାନକେରା ପଞ୍ଚାୟତର ମଝିପଡ଼ା, ପାଞ୍ଚପଣ, ଏଗାରପଣ, ହଳଦିଗୋରଡ଼ା ଓ ନଈକୂଳପାଟଣା ଆଦି ଗ୍ରାମ ସହ ଅଭୟମୁଖୀ ପଞ୍ଚାୟତର ଇନ୍ଦିପୁର, ନଡ଼ାଖଣ୍ଡ ଆଦି ଗ୍ରାମ ଜଳମଗ୍ନ ହୋଇଥିଲା । ଗ୍ରାମର ଦାଣ୍ଡ ଓ ବାଡ଼ିପାଶ୍ୱର୍ ଜଳାର୍ଣ୍ଣବ ହୋଇ ଜନଜୀବନ ବାଧାପ୍ରାପ୍ତ ହୋଇଥିଲା । ୨୦୧୧ ମସିହାଠାରୁ ବନ୍ୟାରେ ଏହି […]

ଆଜିର ରାଶିଫଳ

ସେପ୍ଟେମ୍ବର ୨୯ ତାରିଖ ୨୦୨୦ମସିହା(ମଙ୍ଗଳବାର) ଆଶ୍ଵିନ-ମଳ ଶୁକ୍ଳପକ୍ଷ,ତିଥି-ତ୍ରୟୋଦଶୀମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର ,ମକର ରାଶିର ଘାତବାର ,ଆଜି ତ୍ରୟୋଦଶୀ ର ଆକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ଆଜିର ରାଶିଫଳ।ମେଷ-ବ୍ୟବସାୟରେ କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ। କର୍ମକ୍ଷେତ୍ର କୃତକାର୍ଯ୍ୟ ହେବେ। ହରେଇଥିବା ଦ୍ରବ୍ୟ ଫେରି ପାଇବେ। ମହିଳାମାନେ ତରବରିଆ ଭାବରେ କୌଣସି କାମ ନକରି ପରିସ୍ଥିତିକୁ ଆଖିଆଗରେ ରଖି କାମକରିଲେ ଭଲ ହେବ।ବୃଷ- ହସଖୁସିରେ ସମୟ ବିତାଇବେ। ପରିବାରରେ ଯେତେ ସମସ୍ୟା ଥିଲେ […]

ଆସିପାରେ କରୋନା ମହାମାରୀର ତୃତୀୟ ଲହର

ଖବର ଆଜି ସକାଲର,ତାରିଖ ୨୯/୦୯/୨୦ ମଙ୍ଗଳବାର।୧-IPL 2020:ସୁପର ଓଭର ସୁପର ମୁକାବିଲା, ମୁମ୍ବାଇ ଇଣ୍ଡିଆନ୍ସକୁ ମାତ୍ ଦେଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ।୨-ଯୁକ୍ତ୩ କଟ୍ ଅଫ୍ ମାର୍କ ପ୍ରକାଶ : ସବୁ ବିଭାଗରେ ବିଜେବି ଆଗରେ।୩-ସ୍ପେସାଲ୍ ଅଲିମ୍ପିକ୍ସରେ ଚମକିଲେ ଦିବ୍ୟାଙ୍ଗ ରଶ୍ମିରେଖା, ଷ୍ଟ୍ରିଟ୍ ଡ୍ୟାନ୍‌ସରେ ଓଡ଼ିଆ ପୁଅ ସଙ୍କେତ୪-ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ : ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ, ସେପଟେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି।୫-ଆସନ୍ତା ୨ ଦିନ ପାଗ ଶୁଖିଲା ରହିବା ସହ ବଢିବ […]

ଅକ୍ଟୋବର୪ରେ ଖୋଲିବ ନନ୍ଦନକାନନ ଓ ବଟାନିକାର୍ଲଗାର୍ଡେନ

ବାରଙ୍ଗ,୨୮/୯(ଏସ ଏସ ନିୟୁଜ )ଦୀର୍ଘ ୭ମାସର ବ୍ୟବଧାନ ପରେ ନନ୍ଦନାକନନ ଖୋଲିବାକୁ ଯାଉଛି ।ଗତ ୨୩ତାରିଖରେ ହୋଇଥିବା ବୈଠକରେ ନିଆଯାଇଥିଲା ନିଷ୍ପତି । ଏହି ସିଦ୍ଧାନ୍ତ ମୁତାବକ ଅକ୍ଟୋବର୪ତାରିଖରେ ନନ୍ଦନକାନନ ଓ ବଟାନିକାଲ ଖୋଲାଯିବା ନେଇ କର୍ତୁପକ୍ଷ ସୋମବାରଦିନ ଘୋଷଣା କରିଛନ୍ତି ।ତେବେ ଜୀବଜନ୍ତୁ ,କର୍ମଚାରୀ ଓ ପର୍ଯ୍ୟଟକମାନଙ୍କ ପାଇଁ ସରକାର ଙ୍କର କୋଭିଡନିୟମକୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତୁପକ୍ଷ କିଛି ଗାଇଡଲାଇନ ଜାରି କରିଥିବାର ଜଣାପଡିଛି ।ଏହି ନିୟମ ଅନୁଯାୟୀ ଥଣ୍ଡା,କାଶ,ଜ୍ୱର ଲକ୍ଷଣ ଥିବା ପର୍ଯ୍ୟକମାନଙ୍କୁ […]

ନିଜିଗଡ ତାପଙ୍ଗ ବୁଲିବାକୁ ଗଲେ ଦେବେ ଜରିମାନା

ଭୁବନେଶ୍ୱର,୨୮/୯(ଏସଏସନିୟୁଜ )ଯୁବପୀଢିମାନଙ୍କ ସେଲଫି ପଏଣ୍ଟ ପାଲଟିଥିବା ନିଜିଗଡ ତାପଙ୍ଗକୁ ବୁଲିବାକୁ ଯିବାଉପରେ ଜିଲ୍ଲାପ୍ରଶାସନ ଲଗାଇଛି କଟକଣା ।ଖୋର୍ଦ୍ଧା ସହର ଠାରୁ ଅଳ୍ପ ଦୂରରେ ଥିବା ନିଜିଗଡ ତାପଙ୍ଗରେ ସବୁଜ ବନାନୀପାହାଡ ସାଙ୍ଗକୁ ଜଳରାଶିଭରା ପାକୃତିକ ପରିବେଶ ଯୁବପିଢି ମାନଙ୍କୁ ଆକର୍ଷଣ କରିଥାଏ ।ଏହି ମନଲୋଭା ଦୃଶ୍ୟକୁ ମୋବାଇଲ ରେ କଏଦ କରିବାପାଇ ଧାଇ ଆସନ୍ତି ଯୁବପିଢି ।ଏହି ଜାଗାକୁ ଯୁବପିଢିମାନେ ଓଡିଶାର ଲଦ୍ଦାଖ ବୋଲି ନାମକରଣ କରିଛନ୍ତି ।ପାହାଡଘେରା ଏହି ଅଞ୍ଚଳ ଯୁବପିଢିମାନଙ୍କପାଇ ବିପଦପୂର୍ଣ୍ଣ ରହିଥିବାରୁ ତାପଙ୍ଗ […]

ଛକାଚୌକାରେ ଦୁଲୁକିଲା ସାରଜାହା

ଖବର ଆଜି ସକାଳର,ତାରିଖ ୨୮/୦୯/୨୦ ସୋମବାର ।୧-ଛକା ଚୌକାରେ ଦୁଲୁକିଲା ସାରଜାହା । ପଞ୍ଜାବ ହାତରୁ ମ୍ୟାଚ ଛଡାଇ ନେଲେ ସାମସନ, ତେୱତିଆ । ୪ ୱିକେଟରେ ଜିତିଲା ରାଜସ୍ଥାନ ରୟାଲ୍ସ।୨-ଆଜି ପ୍ରକାଶ ପାଇବ +୩ ମେଧା ତାଲିକା୩-ମଧ୍ୟପ୍ରଦେଶ–ଲୁଡୋ ଖେଳରେ ବାପାଙ୍କ ଠାରୁ ହାରିଲା ଝିଅ, କଥା ଗଲା ଫ୍ୟାମିଲି କୋର୍ଟକୁ, ଝିଅ କହିଲା- ଏବେ ସେ ମୋ ବାପା ନୁହନ୍ତି।୪–କୃଷି ବିଲକୁ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହେଲା […]

ଆଜିର ରାଶିଫଳ

ସେପ୍ଟେମ୍ବର ୨୮ ତାରିଖ ୨୦୨୦ମସିହା(ସୋମବାର),ତିଥି-ଦ୍ୱାଦଶୀ ,ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର ,ମିଥୁନ ରାଶିର ଘାତବାର, ଆଜି ଦ୍ୱାଦଶୀର ଆକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ , ଆଜିର ରାଶିଫଳ ।ମେଷ:-ଆଜି ଦିନରୁ ଚେଷ୍ଟା କରୁଥିବା କାମରେ ସଫଳତା ମିଳିବ।ସାହସିକ ପଦକ୍ଷେପ ନେଇ ପ୍ରସଂସିତ ହେବେ। ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ପରିଲକ୍ଷିତ ହେବାରୁ ମନୋବଳ ବୃଦ୍ଧି ପାଇବ। କେତେକ କ୍ଷେତ୍ରରେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍ ଦୃଷ୍ଟିକୋଣରୁ ବିଚାର କରି କ୍ଷୁବ୍ଧ ହୋଇପାରନ୍ତି।ବୃଷ:-ଆଜି ଧାର୍ମିକ […]