Browsing daily archive

October 9, 2020

କମଳାଙ୍କ ପାଖରେ ପହଞ୍ଚିଲେ ତୁଳସୀକ୍ଷେତ୍ର ଚାରିଟେବୁଲ ଟ୍ରଷ୍ଟ

ମହାକାଳପଡ଼ା ,୯/୧୦(ଏସ ଏସ ନିୟୁଜ )ଦୀର୍ଘ ସାତ ମାସରୁ ଅଧିକ ଦିନ ଧରି ପକ୍ଷାଘାତ ରୋଗରେ ପୀଡିତ ଅବସ୍ଥାରେ ଥିବା ଅସହାୟ ଭୂମିହୀନ କମଳା ଜେନା କୁ ସାହାଯ୍ୟର ହାତ ବଢ଼ାଇଲା ମହାକାଳପଡ଼ାର ସାମାଜିକ ସଙ୍ଗଠନ ତୁଳସୀକ୍ଷେତ୍ର ଚାରୀଟେବୁଲ ଟ୍ରଷ୍ଟ । ସଙ୍ଗଠନ ତରଫରୁ ଶାଢ଼ୀ, ଚୂଡ଼ା, ଚିନି, ଡାଲି, ହରଲିକ୍ସ ଆଦି କିଛି ରାସନ ସାମଗ୍ରୀ ଯୋଗାଇଦେବା ସହ କମଳାଙ୍କ   ଚିକିତ୍ସା ପାଇଁ  ୧୦୦୦ ଟଙ୍କା ର ଆର୍ଥକ ସହାୟତା କରିଥିଲେ । ସଙ୍ଗଠନର ସଭାପତି […]

ମୃତ ନାବାଳିକାଙ୍କ ପରିବାରଙ୍କୁ ସମବେଦନା

ଡେଲାଙ୍ଗ ,୯ା୧୦ (ଏସଏସନିୟୁଜ )ପୋଖରୀରେ ଗାଧୋଇଲା ବେଳେ ଗୋଡ଼ ଖସିଯିବାରୁ ମୃତ୍ୟୁମୁଖରେ ପଡ଼ିଥିବା ଡେଲାଙ୍ଗ ଥାନା ଅଚଂଳ ମୋଟରି ଗ୍ରାମପଞ୍ଚାୟତର ଗଣ୍ଡପଡ଼ା ଗ୍ରାମର ମୃତ ଲିଜା ବେହେରା (୧୦) ଓ ଦିପ୍ତୀ ଓରଫ୍ ଟିକି ବେହେରା (୮)ଙ୍କ ପରିବାରକୁ ବ୍ଲକ୍ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ରମଣୀରଞ୍ଜନ ଚମ୍ପତିରାୟ, ସଞ୍ଜୟ କୁମାର ଜେନା ଓ ମିଶନ ଶକ୍ତି ମହିଳା ମହାସଂଘ ସମ୍ପାଦିକା ବାସନ୍ତୀ ସାହୁ ପ୍ରମୁଖ ଗୁରୁବାର ସାକ୍ଷାତ କରି ଦୁଇ ବାଳିକାଙ୍କ ଆକସ୍ମିକ […]

ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ

ଡେଲାଙ୍ଗ ୯ା୧୦ (ଏସଏସନିୟୁଜ ) ୨୦୧୭ ମସିହା ଠାରୁ ସୂଚାରୁରୂପେ ଦାୟିତ୍ୱ ସମ୍ପାଦନ କରି ଆସୁଥିବା ଜନୈକା ଅଙ୍ଗନୱାଡ଼ି କର୍ମୀଙ୍କୁ ବହିଷ୍କାର ଆଦେଶର ପ୍ରତିବାଦରେ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ କର୍ମଚାରୀ ସଂଘର ଡେଲାଙ୍ଗ ଶାଖା କମିଟି ପକ୍ଷରୁ ବୁଧବାର ସ୍ଥାନୀୟ ସିଡିପିଓଙ୍କୁ ସ୍ମାରକପତ୍ର ପ୍ରଦାନ କରିବା ସହ ୩ ଦିନ ମଧ୍ୟରେ ଏହାର ବିଚାର ନ କଲେ ଅଙ୍ଗନୱାଡ଼ି କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେବୋଲି ଏହି ପତ୍ରରେ ଚେତାବନୀ ଦେଇଛନ୍ତି । ସଂଘର ସଭାନେତ୍ରୀ […]

ବିଦ୍ୟାଳୟରେ ଶୋକସଭା

ଡେଲାଙ୍ଗ ୯ା୧୦ (ଏସଏସନିୟୁଜ) ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ପଂଚାୟତରେ ସ୍ଥାପିତ ପ୍ରଦୀପ ମହାରଥି ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ସ୍ୱର୍ଗତ ବିଧାୟକ ପ୍ରଦୀପ ମହାରଥିଙ୍କ ଅକାଳ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ପ୍ରଧାନ ଶିକ୍ଷୟତ୍ରୀ ଗିତାଞ୍ଜଳୀ ସାମନ୍ତରାୟଙ୍କ ସଭାପତିତ୍ୱରେ ଅନିଷ୍ଠିତ ହୋଇଯାଇଛି ।ଏହି ଅବସରରେ ସ୍ୱର୍ଗତ ମହାରଥିଙ୍କ ପଟୋଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରିବା ସହିତ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନିରବ ପାର୍ଥନା କରାଯାଇଥିଲା । ପରିଚାଳନା କମିଟିତ ସଭ୍ୟ ପ୍ରଦୀପ ପ୍ରଧାନ,ଜମ୍ବେଶ୍ୱର […]

ବିଦ୍ୟାଳୟରେ ପାଳିଲେ ଗୋପବନ୍ଧୁଙ୍କ ଜନ୍ମଜୟନ୍ତି

ଡେଲାଙ୍ଗ ୯ା୧୦ (ଏସଏସ ନିୟୁଜ ) ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବରକେରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ଜନ୍ମଜୟନ୍ତି ପାଳନ କରାଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିସରରେ ଅବସ୍ଥାପିତ ଥିବା ସତ୍ୟବାଦୀଯୁଗର ପଂଚସଖାଙ୍କ ପର୍ତ୍ତିମୁର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା ।ପରେ ବିଦ୍ୟାଳୟ ଶ୍ରେଣୀଗୃହରେ ଥିବା ଗୋପବନ୍ଧୁ ଦାଶଙ୍କ ଫଟଚିତ୍ରରେ ମାଲ୍ୟାର୍ପଣ କରାଯିବା ସହିତ ପ୍ରଧାନ ଶିକ୍ଷକ ପ୍ରଦୀପ ସେଠୀଙ୍କ ସଭାପତିୁତ୍ୱରେ ସାଧାରଣ ସଭାର ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ […]

ସମାଧିପୀଠରେ ଶ୍ରଦ୍ଧାଞ୍ଜଳି

ସାକ୍ଷୀଗୋପାଳ,୯/୧୦(ଏସ ଏସ ନିୟୁଜ )ସତ୍ୟବାଦୀ ରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଉପଲକ୍ଷେ ପ୍ରତିମୂର୍ତ୍ତି, ସମାଧିପୀଠ, ଶେଷ ନିସ୍ବାଶ ତ୍ୟାଗ ସ୍ଥଳ, ସୁଆଣ୍ଡୋ ଗ୍ରାମରେ ଗୋପବନ୍ଧୁ ଙ୍କ ଷଠିଘରେ ମାଲ୍ୟାର୍ପଣ କରାଯାଇଛି। କରୋନା ପାଇଁ ଜୟନ୍ତୀ ଉସ୍ଛବ ର କାର୍ୟ୍ୟକ୍ରମ ବାତିଲ କରି କେବଳ ଶ୍ରଦ୍ଧାଞ୍ଜଳି ଅର୍ପଣ ରେ ସୀମିତ ରହିଛି। ବିଜେଡି ପକ୍ଷରୁ ମାକ୍ସ ବଣ୍ଟନ କରାଯାଇଛି। ସତ୍ୟବାଦୀ ତହସିଲଦାର ମନୋଜ କୁମାର ନାୟକ, ଏବିଡିଓ ସାରଦା ପ୍ରସନ୍ନ ମହାନ୍ତି, ବ୍ଲକ ଚେୟାରମ୍ୟାନ ସସ୍ମିତା […]

ବିକଳ ହୋଇ ଖୋଜୁଛନ୍ତି ଭାଇଭଉଣୀ

ଖବର ଆଜି ସକାଳର,ତାରିଖ ୦୯/୧୦/୨୦ ଶୁକ୍ରବାର। ୧-ରସିଦ ଖାନଙ୍କ ଚମତ୍କାର ବୋଲିଂ । ୬୯ ରନରେ ବିଜୟ ହାସଲ କଲା ସନରାଇଜର୍ସ ହାଇଦ୍ରାବାଦ ୨-କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନଙ୍କ ଦେହାନ୍ତ । ୭୪ ବର୍ଷ ବୟସରେ ଆଖିବୁଜିଲେ, ଉଭୟ ଏନଡିଏ ଓ ୟୁପିଏ ସରକାରରେ ରହିଛନ୍ତି ମନ୍ତ୍ରୀ । ୩-ଖୋଲିପାରେ ସ୍କୁଲ, ପ୍ରସ୍ତୁତି ଆରମ୍ଭ : ସ୍କୁଲ ପରିସର ସଫା କରିବା ପାଇଁ ନିର୍ଦେଶ ଦେଲେ ରାଜ୍ୟ ସରକାର। ୪-‘ଟିଆର୍‌ପି’ ଜାଲିଆତି କରି ଦୁଇ ଟିଭି ଚାନେଲ୍ ମାଲିକ […]

ଆଜିର ରାଶିଫଳ

ଅକ୍ଟୋବର ୦୯ ତାରିଖ ୨୦୨୦ମସିହା(ଶୁକ୍ରବାର)ଆଶ୍ଵିନ-ମଳ କୃଷ୍ଣପକ୍ଷ,ତିଥି-ସପ୍ତମୀ ,କନ୍ୟା ରାଶି ର ଘାତଚନ୍ଦ୍ର , ବିଛା,ଧନୁ ଓ ମୀନ ରାଶିର ଘାତବାର, ଆଜି ସପ୍ତମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ , ଆଜିର ରାଶିଫଳ। ମେଷ-ଆଜି ବନ୍ଧୁମିଳନରୁ ଆନନ୍ଦିତ ହେବେ ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଲୋଚନା କରିପାରନ୍ତି। ଅପରାହ୍ନେ ଖୋଜୁଥିବା ଜିନିଷଟି ପାଇ ଖୁସୀ ହୋଇଯିବେ। ବ୍ୟବସାୟ ଏବଂ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ମଧ୍ୟ […]

ଗ୍ରାମାଂଚଳରେ ମାଡିଚାଲିଛି କରୋନା

ବାରଙ୍ଗ,୯,/୧୦(ଏସ୍‌ଏସ୍‌ନିୟୁଜ)ରାଜଧାନୀ ଉପକଣ୍ଠରେ କରୋନା ତାର ତାଣ୍ଡବ ରଚିବାରେ ପଛଘୁଂଚା ଦେଇନାହିଁ ।ଧିରେଧିରେ କରୋନା ତାର କାୟା ବିସ୍ତାର କରିଚାଲିଛି । ଯାହା ଏବେ ଗ୍ରାମାଚଂଳରେ ଥିବା ଲୋକମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।ଏହାମଧ୍ୟରେ ଗ୍ରାମାଂଚଳମାନଙ୍କରେ ସରକାରଙ୍କ ପକ୍ଷରୁ କୋଭିଡ ପରୀକ୍ଷା ମଧ୍ୟ କରାଯାଉଛି । ଏହିଆଧାରରେ ୪ତାରିଖରୁ ୭ତାରିଖ ପର୍ଯ୍ୟନ୍ତ ଚାରିଦିନ ଧରି ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟବିଭାଗର କର୍ମଚାରୀମାନଙ୍କଦ୍ୱାରା ଗାଁକୁ ଯାଇ ସାମ୍ପୁଲ ସଂଗ୍ରହ କରିଥିଲେ ।ସଂଗ୍ରହ କରାଯାଇଥିବା ଏହି ସାମ୍ପୁଲର ପରୀକ୍ଷଣ ପରେ ୩୧ଜଣଙ୍କ […]