Browsing daily archive

October 21, 2020

ଚୋରା ମରମ ଚାଳଣରେ ବେଳେ ଧରାପଡିଲା ଟ୍ରାକ୍ଟର

ଡେଲାଙ୍ଗ୨୧/୧୦(ଏସଏସନିୟୁଜ) ଡେଲାଙ୍ଗ ପୁଲିସ ଆଜି ଚୋରା ମରମ ଚାଲଣ ଘଟଣାରେ ଜଣକୁ ଗିରଫ କରିବା ସହିତ ଏକ ମୋରମ ବୋଝେଇ ଟ୍ରାକ୍ଟର ଜବତ କରିଛି । ଡେଲାଙ୍ଗ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ କୁଆପଦା ଗ୍ରାମ ନିକବର୍ତ୍ତି ଅଂଚଳରୁ ଏକ ଟ୍ରାକ୍ଟରରେ ମୋରମ ଆସୁଥିବାର ପୁଲିସ ଦେଖିବାକୁ ପାଇଥିଲା । ପୋଲିସ ଗାଡିକୁ ଅଟକାଇ କାଗଜ ପତ୍ର ତନଖିବା ପରେ ଚୋରା ମୋରମ ଚାଲଣ ହେଉଥିବା ପୋଲିସ ଜାଣିବାକୁ ପାଇଥିଲା । ଏହି ଘଟଣାରେ କୁଆପଦା ଗ୍ରାମର […]

ସହାୟତାର ହାତ ବଢାଇଲେ ଡ.ପ୍ରତିଭା ମହାରଥି

ଡେଲାଙ୍ଗ ୨୧/୧୦ (ଏସଏସନିୟୁଜ) ଡେଲାଙ୍ଗ ଥାନା ଗଡମୋଟରୀ ପଂଚାୟତର ଗଣ୍ଡପଡା ଗ୍ରାମରେ ଦୁଇ ନାବାଳିକା ପୋଖରୀ ବୁଡି ମୃତ୍ୟୁ ଘଟଣାରେ ଆଜି ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ସହାୟତାର ହାତ ବଢାଇଛନ୍ତି ଡେଲାଙ୍ଗ- ପିପିଲିର ବିଧାୟକ ସ୍ୱର୍ଗତ ପ୍ରଦୀପ ମହାରଥିଙ୍କ ଧର୍ମପତ୍ନୀ ଡଃ.ପ୍ରତିଭା ମହାରଥି । ପ୍ରକାସ ଥାଉକି ଗତ ୭ ଅକ୍ଟୋବର ବୁଧବାର ସକାଳ ୯.୩୦ରେ ଗଣ୍ଡପଡା ଗ୍ରାମର ବିରଂଚି ବେହେରା ଙ୍କ ଝିଅ ଲିଜାରାଣୀ (୧୦) ଓ ବିଜୟ ବେହେରାଙ୍କ ଝିଅ […]

ଦାଦା ବଟିକୁ ନା ରେ ବାରଙ୍ଗଥାନା

ବାରଙ୍ଗ,୨୧/୧୦(ଏସଏସନିୟୁଜ) କମିସିନେରେଟ ପୋଲିସ  ପକ୍ଷରୁ ଆରମ୍ଭ କରାଯାଇଥିବା ଦାଦା ବଟି କୁ ନା କାର୍ଯ୍ୟକ୍ରମରେ ସାମିଲ ହୋଇଛି ବାରଙ୍ଗଥାନା ପୋଲିସ । ଟ୍ରକକୁ ରୋକି ଚାନ୍ଦା ଆଦାୟ କରୁଥିବା ଅଭିଯୋଗରେ ପୋଲିସ ଏହି ଥାନା ଅର୍ନ୍ତଗତ ମୁଣ୍ଡମୁହାଣ ଗ୍ରାମର ବିବୁଲା ରାଉତଙ୍କୁ ଗିରଫକରି  ବୁଧବାରଦିନ କୋର୍ଟଚାଲଣ କରିଛି । ମଙ୍ଗଳବାର ରାତିରେ ଓଆର୨୧ବି-୮୪୨୭ନଂ ଟ୍ରକଟି ବାଲି ନେଇ ଯାଉଥିବାବେଲେ ମୁଣ୍ଡମୁହାଣ ଛକରେ ବିବୁଲାରାଉତ ଟ୍ରକଟିକୁ ରୋକିଥିଲା ।  ଟ୍ରକର ଚାଳକ ବାଲିଅନ୍ତା ଥାନା ଅଧୀନସ୍ତ ଯୋହଳ ଗ୍ରାମର […]

କିଚେନ୍ ଗାର୍ଡେନରେ ଚାରାରୋପଣ

ମେଣ୍ଢାଶାଳ,୨୧/୧୦(ଏସଏସନିୟୁଜ)ମେଣ୍ଢାଶାଳ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ କିଚେନ୍ ଗାର୍ଡେନ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିା ସ୍କୁଲର ପ୍ରଧାନଶିକ୍ଷକ ପୁର୍ଣଚନ୍ଦ୍ରଜେନାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ଉସ୍‌ବରେ ଶିକ୍ଷକ ଦେବଦତନନ୍ଦ,ପ୍ରସନ୍ନଳୁମାର ମିଶ୍ର,ରାଜକିଶୋର ପୃଷ୍ଟି,ପ୍ରେମ୍‌ସାଗର ହେମ୍ରମ୍‌,ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଭାସ୍କରଚନ୍ଦ୍ରସୁବୁଦ୍ଧି, ପ୍ରଫୁଲ କୁମାରପାତ୍ର ପ୍ରମୁଖ ଯୋଗଦେଇ ଅମୃତଭଣ୍ଡା, ସଜାନ, କଦଳୀ, ବାଇଗଣ ,ଲଙ୍କା,ଅଦା,ପାଳଙ୍ଗସାଗ,କୋଶଳାଶାଗ,ଧନିଆ ଚାରା ରୋପଣ କରିଥିଲେ । ଉସ୍‌ବକୁ ସ୍କୁଲକମିିଟିର ସଭାପତି ଅକ୍ଷୟକୁମାର ପାଣ୍ଡବ, ମୋସ୍କୁଲସଭାପତି ନିଳକଣ୍ଠଣ୍ଟବାରିକ,ସମ୍ପାଦକ ପ୍ରଭାତକୁମାର ରାଉତରାୟ ପରିଚାଳନା କରିଥିଲେ । ଉପ୍ତାଦିତ ପରିବା ସ୍କୁଲଛାତ୍ରଛାତ୍ରୀମାନଙ୍କପାଇଁ ଉପଯୋଗୀ ହେବ ବୋଲି […]

ଆଜିର ରାଶିଫଳ

ଅକ୍ଟୋବର ୨୧ ତାରିଖ ୨୦୨୦ମସିହା(ବୁଧବାର)ଶକାବ୍ଦ -୧୯୪୨ଆଶ୍ଵିନ-ଶୁକ୍ଳପକ୍ଷ,ତିଥି-ପଞ୍ଚମୀ, ତୁଳା ଓ କୁମ୍ଭ ରାଶି ର ଘାତଚନ୍ଦ୍ର, କର୍କଟ ରାଶି ର ଘାତବାର, ଆଜି ଷଷ୍ଠୀର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ,ଆଜିର ରାଶିଫଳ । ମେଷ-କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘ ସମୟ ଧରି ଅପପେକ୍ଷା ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ ଅସହଯୋଗରୁ ଶେଷ ପର୍ଯ୍ୟାୟରେ କାମ ଗୁଡିକ ଅଧାରେ ଅଟକିଯିବ। ପାରିବାରିକ ଚାପ ଦୃଷ୍ଟିରୁ ମାନସିକ ସ୍ତରରେ କଷ୍ଟ […]

କରୋନାର ଚକ୍ରବ୍ୟୁହରେ ଶୁଭୁନି ମନ୍ତ୍ର

ଖବର ଆଜିର,ତାରିଖ ୨୧/୧୦/୨୦ ବୁଧବାର। ୧-ଧାଓ୍ୱନଙ୍କ ଶତକ ବେକାର, ଦିଲ୍ଲୀକୁ ୫ ଓ୍ୱିକେଟରେ ହରାଇଲା କିଙ୍ଗସ୍ ଏକାଦଶ ପଞ୍ଜାବ। ୨-ବୋତଲରେ କ୍ଷୀର ପିଉଥିବା ଶିଶୁ ପ୍ରତିଦିନ ୧୦ ଲକ୍ଷରୁ ଅଧିକ ମାଇକ୍ରୋ ପ୍ଳାଷ୍ଟିକ୍ ଗିଳି ପକାଏ: ରିପୋର୍ଟ। ୩-କରୋନାର ଚକ୍ରବ୍ୟୁହରେ ପାର୍ବଣ ଋତୁ: ଶୁଭୁନି ମନ୍ତ୍ର, ନାହିଁ ସରସତା, ନାହିଁ ଆନନ୍ଦ । ୪-ଭ୍ୟାକସିନ ନ ଆସିବା ଯାଏଁ ଚଳିବନି ଢିଲାପଣ । କରୋନା ଭ୍ୟାକସିନ ପାଇଁ ଭାରତରେ ଚାଲିଛି କାମ । ଔଷଧ ଯେବେ ଆସିବ, […]